Daily Archives

July 11, 2019

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ଢେଙ୍କାନାଳ ସରକାରୀ ପଲିଟେକ୍‌ନିକ୍‌ ପରିଦର୍ଶନ

ଭୁବନେଶ୍ୱର: ରାଜ୍ୟ ଦକ୍ଷତା ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ. ପ୍ରେମାନନ୍ଦ ନାୟକ ବୁଧବାର ଅପରାହ୍ଣରେ ଢେଙ୍କାନାଳ ସରକାରୀ ପଲିଟେକ୍‌ନିକ୍‌ ପରିଦର୍ଶନ କରିଛନ୍ତି। ଏହି ଅବସରରେ ବିଭିନ୍ନ ଟ୍ରେଡରେ ଥିବା କର୍ମଶାଳା ଓ ଓ୍ଵାର୍କସପ୍‌, ସ୍ମାର୍ଟ କ୍ଲାସରୁମ ଓ ଟୁଲରୁମ ବୁଲି ଦେଖିଥିଲେ।…
ଅଧିକ ଖବର ଦେଖନ୍ତୁ...

ରାସ୍ତାରେ ଯାଉଥିବା ଟ୍ରକ୍‌ରୁ ଆକସ୍ମିକ ହେବାକୁ ଲାଗିଲା ନୋଟ ବର୍ଷା, ମନଇଚ୍ଛା ଟଙ୍କା ଗୋଟାଇବାକୁ ଲାଗିଲେ ଲୋକେ:…

ନୂଆଦିଲ୍ଲୀ: ଆମେରିକାର ଜାର୍ଜିୟାର ଅଟଲାଣ୍ଟାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ରାତିରେ ଟଙ୍କା ଭର୍ତ୍ତି ଏକ ଟ୍ରକ୍‌ ରାସ୍ତାରେ ଯାଉଥିଲା। ଏହି ସମୟରେ ଏହାର ଦ୍ୱାର ଖୋଲି ଯାଇଥିଲା। ଯେମିତି ହିଁ ଟ୍ରକ୍‌ର ଦ୍ୱାର ଟି ଖୋଲି ଯାଇଛି ଆକସ୍ମିକ ଭାବେ ଟଙ୍କାଗୁଡ଼ିକ…
ଅଧିକ ଖବର ଦେଖନ୍ତୁ...

ଜାମୁକୋଳି ଖାଇ ସାରିବା ପରେ ଖାଆନ୍ତୁ ନାହିଁ ଏହି ୩ଟି ଜିନିଷ

ବର୍ଷା ଏବଂ ଖରାଦିନେ ଲୋକମାନେ ଜାମୁକୋଳି ଖାଇବାକୁ ପାଇଥାନ୍ତି । ଉଭୟ ଖଟା,ମିଠା ଓ କଷା ଲାଗୁଥିବା ଏହି ଫଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ଥିବା କ୍ୟାଲସିୟମ,ପୋଟାସିୟମ,ଆଇରନ କାର୍ବୋହାଇଡ୍ରେଟ୍‌,ପ୍ରୋଟିନ୍‌ ଏବଂ ଭିଟାମିନ୍‌ ଶରୀରକୁ ସୁସ୍ଥ ରଖିବା ପାଇଁ ସାହାଯ୍ୟ କରିଥାଏ ।…
ଅଧିକ ଖବର ଦେଖନ୍ତୁ...

ବାରମ୍ବାର ଗଣଦୁଷ୍କର୍ମର ଶିକାର ହେବା ପରେ ଗର୍ଭବତୀ ହେଲା ନାବାଳିକା, ଅପରାଧରେ ସାମିଲ ଥିଲେ ପଞ୍ଚାୟତର ସଦସ୍ୟ

ମାଙ୍ଗାଲୁରୁ : ଦୁଷ୍କର୍ମ ଶବ୍ଦ ଏବେ ଅତି ସାଧାରଣ ହୋଇ ଗଲାଣି । ପ୍ରତିଦିନ ଦେଶର ପ୍ରତିଟି କୋଣରେ ମହିଳା ବା ଶିଶୁ ଦୁଷ୍କର୍ମର ଶିକାର ହେଉଛନ୍ତି । କିଛି ମାମଲା ସାମ୍ନାକୁ ଆସୁଥିବା ବେଳେ କିଛି ଦବି ରହି ଯାଉଛି । ଏଇ କିଛି ଦିନ ମଧ୍ୟରେ ୧୮ବର୍ଷରୁ କମ ନାବାଳିକାଙ୍କ ସହ ଦୁଷ୍କର୍ମ ହେଉଥିବା…
ଅଧିକ ଖବର ଦେଖନ୍ତୁ...

୩୦ବର୍ଷ ପୂର୍ବରୁ କରଜ ନେଇଥିବା ୨୦୦ଟଙ୍କା ଦେବା ପାଇଁ ଔରାଙ୍ଗାବାଦ ଆସିଲେ କେନିଆର ସାଂସଦ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ରହୁଥିବା କାଶିନାଥ ଗ୍ଵାଲି ସେତେବେଳେ ଭାବବିହ୍ଵଳ ହୋଇ ପଡ଼ିଥିଲେ, ଯେତେବେଳେ କେନିଆର ସାଂସଦ ତାଙ୍କ ପାଖରେ ଆସି ପହଞ୍ଚିଥିଲେ । ୩୦ବର୍ଷ ପୂର୍ବେ ନେଇଥିବା ୨୦୦ଟଙ୍କା ଫେରାଇବା ପାଇଁ କେନିଆରୁ ଭାରତ ଆସିବା କାଶିନାଥଙ୍କୁ ଆଶ୍ଚର୍ଯ୍ୟ କରିବା ସହ ତାଙ୍କ ଆଖିରେ ଲୁହ…
ଅଧିକ ଖବର ଦେଖନ୍ତୁ...

ସେମିଫାଇନାଲରେ ହାରିବା ପରେ ବିରାଟଙ୍କ ଉପରେ ବର୍ଷିଲେ କେଆର୍‌କେ, କହିଲେ; ତୁମେ ସବୁଠାରୁ ଅଯୋଗ୍ୟ କ୍ୟାପ୍‌ଟେନ୍‌,…

ନୂଆଦିଲ୍ଲୀ : ବିଶ୍ୱକପ କ୍ରିକେଟର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ଭାରତ ପରାସ୍ତ ହେବା କ୍ରିକେଟ ପ୍ରଶଂସକଙ୍କୁ ନିରାଶ କରିଥିଲା । କିଛି ପରାସ୍ତ ହେବା ପରେ ମଧ୍ୟ ଭାରତୀୟ ଟିମ୍‌କୁ ସମର୍ଥନ କରିଥିବା ବେଳେ କିଛି ଟିମ୍‌କୁ ସମାଲୋଚନା କରିଥିବା ଦେଖାଯାଇଥିଲା । ଏ ମଧ୍ୟରେ ସବୁବେଳେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ୫ ସୂତ୍ରୀ ଗୁରୁମନ୍ତ୍ର ଦେବା ସହ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡକୁ ନେଇ ସନ୍ତୋଷ ପ୍ରକାଶ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ରାଜ୍ୟ ମନ୍ତ୍ରୀ ପରିଷଦର ବୈଠକ ଶେଷ ହୋଇଛି। ବୈଠକରେ କାଳିଆ ଯୋଜନା ପାଇଁ ଜରୁରୀକାଳୀନ ପାଣ୍ଠିରୁ ନିଆଯାଇଥିବା ଟଙ୍କାକୁ ଫେରସ୍ତ ନେଇ ଅନୁମୋଦନ ମିଳିଛି। ମନ୍ତ୍ରୀଙ୍କ ରିପୋର୍ଟ କାର୍ଡକୁ ନେଇ ମୁଖ୍ୟମନ୍ତ୍ରୀ ସନ୍ତୋଷ…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ ପୁଲିସ ବ୍ଲକ୍‌ କରିବା ପରେ ପାୟଲ କହିଲେ; ପୁଲିସର ପକ୍ଷପାତ ପରେ ମୋତେ ଭାରତରେ ରହିବାକୁ ଡ଼ର ଲାଗିଲାଣି

ମୁମ୍ବାଇ : ସୋସିଆଲ ମିଡିଆରେ ସବୁ ସମୟରେ ଆକ୍ଟିଭ ରହିବା ସହ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥାନ୍ତି ଅଭିନେତ୍ରୀ ପାୟଲ ରୋହତଗୀ । ପୂର୍ବରୁ ତାଙ୍କ ବୟାନକୁ ନେଇ ଅନେକ ବିବାଦ ଦେଖା ଯାଇଥିବା ବେଳେ ଏବେ ମୁମ୍ବାଇ ପୁଲିସ ତାଙ୍କୁ ବ୍ଲକ୍‌ କରିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏ ନେଇ…
ଅଧିକ ଖବର ଦେଖନ୍ତୁ...

ଅଧା ବାଟରେ ଗାଡ଼ି ରଖି ଅଭିନେତ୍ରୀଙ୍କୁ ଗାଡ଼ିରୁ ଘୋଷାଡ଼ି ବାହାର କଲେ ଉବର ଚାଳକ, ଫେସ୍‌ବୁକ୍‌ରେ ପୋଷ୍ଟ କରି ଜଣାଇବା ପରେ…

ନୂଆଦିଲ୍ଲୀ : ବଙ୍ଗୀୟ ଧାରାବାହିକ ଅଭିନେତ୍ରୀ ସ୍ୱସ୍ତିକା ଦତ୍ତା ଜଣେ ଉବର ଚାଳକ ଉପରେ ଅସଦାଚରଣର ଆରୋପ ଲଗାଇଛନ୍ତି । ଫେସ୍‌ବୁକ୍‌ ପୋଷ୍ଟ କରି ଅଭିନେତ୍ରୀଜଣଙ୍କ ନିଜ ସହ ଘଟିଥିବା ଘଟଣା ବିଷୟରେ ଜଣାଇବା ପରେ ଅଭିଯୁକ୍ତ ଚାଳକକୁ ପୁଲିସ ଗିରଫ କରିଛି । ସ୍ୱସ୍ତିକା ଉବର କାର ଯୋଗେ ସୁଟିଂ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ପ୍ରଯୋଜକଙ୍କ ବିରୋଧରେ ଆସିଲା କାଷ୍ଟିଂକାଉଚ ଅଭିଯୋଗ: କାମ ଦେବାର ସର୍ତ୍ତ ରଖି ଦେଇଥିଲେ ସଙ୍ଗୀନ ପ୍ରସ୍ତାବ

ଭୁବନେଶ୍ୱର: କଟକର ଜଣେ ମଡେଲଙ୍କୁ ୱେବ୍‌ ସିରିଜରେ କାମ ଦେବାକୁ କହି ପ୍ରଯୋଜକ ତାଙ୍କର ଶାରୀରିକ ଶୋଷଣ କରିଥିବା ନେଇ ଅଭିଯୋଗ ହୋଇଛି। ଘଟଣାର ଶିକାର ହୋଇଥିବା ମଡେଲ ନିଜେ ଏହି ଅଭିଯୋଗ ଆଣିଛନ୍ତି। କାମ ପାଇବା ଆଳରେ ଶୋଷଣର ଶିକାର ହୋଇଥିବା କଟକର ଜନୈକା ମଡ଼େଲ କହନ୍ତି, ପ୍ରଥମେ…
ଅଧିକ ଖବର ଦେଖନ୍ତୁ...