Daily Archives

July 12, 2019

ଫୁଲବାଣୀ: ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ଧରି ବାହୁଡିଲେ ମହାପ୍ରଭୁ 

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀଠାରେ ଶୁକ୍ରବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡାଯାତ୍ରା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଆଜି ସକାଳେ ମାଦିକୁନ୍ଦା ଛକସ୍ଥିତ ମାଉସୀମା ଦଧିବାମନ ଜୀଉ ମନ୍ଦିରରେ ଯଥା ରୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ତା’ପରେ ଠାକୁରଙ୍କୁ…
ଅଧିକ ଖବର ଦେଖନ୍ତୁ...

ମହିଳା ଏବଂ ତାଙ୍କ ଝିଅକୁ ପାଣିରେ ଭାସିଯିବାରୁ ରକ୍ଷା କରିଥିଲେ ୧୧ବର୍ଷୀୟ ବାଳକ, ୪ଦିନ ପରେ ସମ୍ମାନୀତ କଲେ ଜିଲ୍ଲା…

ତେଜପୁର : ସୋନିତପୁର ଜିଲ୍ଲା ପ୍ରଶାସନ ଗୁରୁବାର ଜଣେ ୧୧ବର୍ଷୀୟ ବାଳକକୁ ସମ୍ମାନିତ କରିଥିବା ଜଣା ପଡ଼ିଛି । ୪ଦିନ ପୂର୍ବରୁ ସାହାସୀ ବାଳକଜଣଙ୍କ ଜଣେ ମହିଳା ଏବଂ ତାଙ୍କ ଝିଅକୁ ବନ୍ୟା ଜଳରେ ଭାସି ଯିବାରୁ ରକ୍ଷା କରିଥିଲେ । ଏଭଳି ସାହସିକତା ପାଇଁ ଡେପୁଟି କମିସନର ନରସିଂହ ପାଓ୍ଵାର ଉତ୍ତମ…
ଅଧିକ ଖବର ଦେଖନ୍ତୁ...

ଓଜନ କମ୍‌ କରିବା ପାଇଁ ଆଜିଠାରୁ ଅଣ୍ଡା ଖାଇବା ଆରମ୍ଭ କରନ୍ତୁ

ଅଣ୍ଡାରେ ଅଧିକ ପରିମାଣରେ ପ୍ରୋଟିନ, ସ୍ୱାସ୍ଥ୍ୟକର ଫ୍ୟାଟ୍‌, ଭିଟାମିନ୍‌ ଏବଂ ମିନେରାଲ୍ସ ରହିଥାଏ। ଏହା ଶରୀରକୁ ଶକ୍ତି ଦେବା ସହ ଓଜନ କମ କରିବାରେ ସାହାଯ୍ୟ କରିଥାଏ । ଯେଉଁମାନେ ନିଜ ଓଜନ ବୃଦ୍ଧିକୁ ନେଇ ଚିନ୍ତିତ ଅଛନ୍ତି, ସେମାନେ ପ୍ରତିଦିନ ଅଣ୍ଡା ଖାଇବା ଆରମ୍ଭ କରିବା ଦରକାର । କାରଣ…
ଅଧିକ ଖବର ଦେଖନ୍ତୁ...

ଜେଲ୍‌ର ଖାଦ୍ୟ ଏବଂ ବନ୍ଧୁମାନଙ୍କ କଥା ମନେ ପଡ଼ୁଥିଲା, ଫେରିବା ପାଇଁ ସିସିଟିଭି ଲାଗିଥିବା ସ୍ଥାନରୁ ବାଇକ ଚୋରି କଲା…

ଚେନ୍ନାଇ: ତାମିଲନାଡୁର ଜଣେ ଯୁବକ ଜେଲ୍‌କୁ ଫେରିବା ପାଇଁ ଗୋଟେ ପରେ ଗୋଟେ ଚୋରି କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କିଛି ଦିନ ତଳେ ଜେଲ୍‌ରୁ ଘରକୁ ଫେରିଥିଲେ ୫୨ବର୍ଷୀୟ ଜ୍ଞାନ ପ୍ରକାଶ । କିନ୍ତୁ ଫେରିବା ପରେ ତାଙ୍କୁ ଜେଲ୍‌ର ଖାଦ୍ୟ ଏବଂ ବନ୍ଧୁମାନଙ୍କ କଥା ମନେ ପଡ଼ିଥିଲା ।…
ଅଧିକ ଖବର ଦେଖନ୍ତୁ...

‘ନଚ୍‌ ବଲିଏ-୯’ର ସବୁଠାରୁ ଦାମୀ ପ୍ରତିଯୋଗୀ ଅଭିନେତ୍ରୀ ଅନୀତା

ମୁମ୍ବାଇ: ‘ନଚ୍‌ ବଲିଏ-୯’ର ଘୋଷଣା ହେବା ପରେ ଏହି ସୋ’କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଖାସ୍‌ କରି ସୋ’ର ଥିମ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ କଳାକାରମାନେ ନିଜ ପୂର୍ବ ପ୍ରେମିକମାନଙ୍କ ସହ କିଭଳି ଏହି ସୋ’ରେ ତିଷ୍ଠିବେ ତାହା ଦେଖିବା ପାଇଁ ଦର୍ଶକେ ଅନାଇ ବସିଛନ୍ତି । ତେବେ ଏ…
ଅଧିକ ଖବର ଦେଖନ୍ତୁ...

ଗୁରୁଗ୍ରାମରେ ଓଡ଼ିଆ ଯୁବତୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଉପକଣ୍ଠ ଗୁରୁଗ୍ରାମରେ ଜଣେ ଓଡ଼ିଆ ଯୁବତୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଜାତୀୟ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକଙ୍କ ନାଁରେ ଏହି ଅଭିଯୋଗ ଆସଛି। ଅଭିଯୋଗ କରିଥିବା ଯୁବତୀ ଜଣକ ସାମ୍ବାଦିକଙ୍କ ଘରେ ସହାୟିକା ଭାବେ କାର୍ଯ୍ୟ କରୁଥିଲେ।…
ଅଧିକ ଖବର ଦେଖନ୍ତୁ...

ହଠାତ ଆକାଶରୁ ତଳକୁ ଖସି ପଡ଼ିଲା ୨ସପ୍ତାହର ପକ୍ଷୀ, ମଦ ପିଇଥିବାରୁ ଉବର ଡ଼କାଇ ଡ଼ାକ୍ତରଖାନା ପଠାଇଲେ ଯୁବକ

ନୂଆଦିଲ୍ଲୀ: ଦେଶରେ ଏବେ ଚାରିଆଡ଼େ ଘଟୁଥିବା ଅପରାଧକୁ ଦେଖିବା ପରେ ସମାଜରୁ ମାନବିକତା ମରିବାରେ ଲାଗିଛି ବୋଲି ମନେ ହୋଇଥାଏ । କିନ୍ତୁ ସେ ମଧ୍ୟରେ କିଛି ଲୋକ ଏଭଳି କିଛି କାମ କରି ଯାଇଥାନ୍ତି, ଯାହା ପୁଣି ଥରେ ମାନବିକତା ସମାଜରେ ବଞ୍ଚି ରହିଛି ବୋଲି ମନରେ ବିଶ୍ୱାସ ଜନ୍ମାଇଥାଏ । କିଛି…
ଅଧିକ ଖବର ଦେଖନ୍ତୁ...

ବିବାହର ୧୮ବର୍ଷ ପରେ ଅକ୍ଷୟଙ୍କ ଖୁଲାସା, ଟ୍ଵିଙ୍କିଲଙ୍କ ପାଇଁ ଏ ପର୍ଯ୍ୟନ୍ତ କରି ପାରି ନାହାନ୍ତି ଏହି କାମ

ମୁମ୍ବାଇ: ଫିଲ୍ମରୁ ସମୟ ମିଳିଲେ ନିଜ ପରିବାର ସହ ସମୟ କଟାଇବାକୁ ଭଲ ପାଇଥାନ୍ତି ଖିଲାଡି କୁମାର । ଏବେ ସେ ନିଜ ପରିବାର ସହ ଲଣ୍ଡନରେ ରହି ଛୁଟି କଟାଉଥିବା ବେଳେ ସେଠାରେ ସେ ଲେଖକ ଜେଫ୍ରି ଆର୍ଚରଙ୍କୁ ଭେଟିଥିଲେ । ଯାହାର ଫଟୋ ଅକ୍ଷୟ ନିଜ ଇନ୍‌ଷ୍ଟାରେ ସେୟାର କରିବା ସହ ବିବାହର ୧୮ବର୍ଷ…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠ ବିଜେଡ଼ି ବିଧାୟକ ବିଷ୍ଣୁ ଦାସ ଅସୁସ୍ଥ, ହସ୍‌ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଅସୁସ୍ଥ ହୋଇଥିବା ଶୁକ୍ରବାର ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସୂତ୍ର ଅନୁସାରେ ବିଗତ ୫ ଦିନ ଦେହ ବିଷ୍ଣୁ ଦାସଙ୍କର…
ଅଧିକ ଖବର ଦେଖନ୍ତୁ...

ସାବଧାନ! ଏହି କାରଣରୁ ପ୍ଲେ ଷ୍ଟୋରରୁ ୧୬ଟି ଆପ୍ସ ହଟାଇଲା ଗୁଗଲ, ଆପଣଙ୍କ ଫୋନରେ ଇନ୍‌ଷ୍ଟଲ ଥିଲେ ତୁରନ୍ତ ହଟାଇ…

ନୂଆଦିଲ୍ଲୀ: ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନକୁ ଏଜେଣ୍ଟ ସ୍ମିଥ୍‌ ନାମକ ଏକ ମାଲେଓ୍ଵର ଆକ୍ରମଣ କରିଥିବା ଜଣା ପଡ଼ିଛି । ଏହା ଭାରତର ୧.୫କୋଟି ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନକୁ ପ୍ରଭାବିତ କରିଥିବା ବେଳେ ଚେକ୍‌ପଏଣ୍ଟ ଏହି ମାଲେଓ୍ଵରକୁ ଚିହ୍ନଟ କରିଛି । ସିକ୍ୟୁରିଟି ଫର୍ମ ଚେକ୍‌ପଏଣ୍ଟ ଅନୁଯାୟୀ ସେ…
ଅଧିକ ଖବର ଦେଖନ୍ତୁ...