Daily Archives

July 12, 2019

ଜଗତସିଂହପୁର: ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ୩ ପ୍ଲାଟୁନ ଫୋର୍ସ ମୁତୟନ

ଜଗତସିଂହପୁର: ବାଲିକୁଦା ଅଂଚଳର ଖମ୍ବାକୂଳରେ ରଥଟଣା ବେଳେ ଶୁକ୍ରବାର ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏହି ସମୟରେ ଡ୍ୟୁଟିରେ ମୁତୟନ ଥିବା ପୁଲିସ ସହ ଉତ୍ତ୍ୟକ୍ତ ଲୋକଙ୍କର ଧସ୍ତାଧସ୍ତି ହୋଇଛି। ଏସଡିପିଓ ପ୍ରକାଶ ଚନ୍ଦ୍ର ପାଳ ମଧ୍ୟ ଆହତ ହୋଇଛନ୍ତି। ଏହି ଘଟଣାରେ ମଠ ମହନ୍ତଙ୍କ ପୈତୃକ…
ଅଧିକ ଖବର ଦେଖନ୍ତୁ...

ପୁଣି ଥରେ ମା’ ବନିଲେ ସମୀରା, ଶିଶୁ କନ୍ୟାକୁ ଦେଲେ ଜନ୍ମ

ମୁମ୍ବାଇ: ଦ୍ୱିତୀୟ ଥର ପାଇଁ ମା’ ବନିଛନ୍ତି ସମୀରା ରେଡ୍ଡୀ । ପ୍ରଥମେ ସେ ଏକ ଶିଶୁ ପୁତ୍ରର ମା’ ବନିଥିବା ବେଳେ ଏବେ ସେ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ୨୦୧୫ରେ ସେ ପୁଅ ହଂସକୁ ଜନ୍ମ ଦେଇଥିବା ବେଳେ ୨୦୧୯ରେ ସେ ଦ୍ୱିତୀୟ ଥର ମା’ ବନି ଖୁବ୍‌ ଖୁସି ଥିବା ଜଣା ପଡ଼ିଛି । ପ୍ରସବର ଗୋଟେ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ସୀମାରେ ଦେଖାଗଲେ ଚୀନ ସେନା, ବ୍ୟାନର-ପତାକା ଉଡ଼ିଲା!

ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ପୁଣି ଥରେ ଉତ୍ତେଜନାମୂଳକ ସ୍ଥିତି ଦେଖିବାକୁ ମିଳିଛି। ଏଲଏସିରେ ଚୀନର ସୈନିକ ମାନେ ବୁଲୁଥିବା ଦେଖାଯାଇଛି। ଏମାନଙ୍କର ସଂଖ୍ୟା ୧୧ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଚୀନ ଲଦାଖବାସୀଙ୍କ ଉପରେ ମାନସିକ ଚାପ ସୃଷ୍ଟି କରିବା ପାଇଁ ରଣନୀତି କରିଛି।…
ଅଧିକ ଖବର ଦେଖନ୍ତୁ...

ଭିନ୍ନ ମୋଡ଼ ନେଲା ବିବାଦ: ସାମ୍ବାଦିକଙ୍କ ବିରୋଧରେ ମାନହାନୀ ମକଦ୍ଦମା କଲେ କଙ୍ଗନା

ମୁମ୍ବାଇ: ବଲିଉଡ୍‌ ଅଭିନେତା ରାଜକୁମାର ରାଓ ଏବଂ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତଙ୍କ ଅଭିନୀତ ଫିଲ୍ମ ଜଜମେଣ୍ଟାଲ ହେ କ୍ୟାର ଗୀତ ଲଞ୍ଚ ଇଭେଣ୍ଟରେ ବଡ଼ ଅଘଟଣା ଘଟିଥିଲା । ପ୍ରଶ୍ନ କରିବା ପୂର୍ବରୁ ଜଣେ ସାମ୍ବାଦିକଙ୍କ ଉପରେ ପୁରୁଣା କଥାକୁ ନେଇ ବଚସା କରିବା ଏବଂ ତାଙ୍କୁ ଅସମ୍ମାନ କରିବା…
ଅଧିକ ଖବର ଦେଖନ୍ତୁ...

୮୦ବର୍ଷୀୟା ବୃଦ୍ଧାଙ୍କ ସହ ଦୁଷ୍କର୍ମ କଲା ୧୫ବର୍ଷୀୟ ନାବାଳକ

ମଧୁବନି: ବିହାରର ମଧୁବନି ଜିଲ୍ଲାରେ ଜନୈକା ୮୦ବର୍ଷୀୟା ବୃଦ୍ଧା ଜନୈକ ୧୫ବର୍ଷୀୟ ନାବାଳକ ଦ୍ୱାରା ଦୁଷ୍କର୍ମର ଶିକାର ହେବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଭଳି ଅପରାଧ ପରେ ପୁଲିସ ତୁରନ୍ତ ଅଭିଯୁକ୍ତକୁ ଗିରଫ କରି ନେଇଥିବା ଜଣା ପଡ଼ିଛି । ଅଭିଯୁକ୍ତ ପୀଡ଼ିତାଙ୍କ ଦୂର…
ଅଧିକ ଖବର ଦେଖନ୍ତୁ...

ପାଟକୁରା ନିର୍ବାଚନ: ବିଜେଡ଼ି ସଂଯୋଜକ ଭାବେ ଉତ୍କଳ କେଶରୀ ପରିଡ଼ାଙ୍କୁ ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପାଟକୁରା ନିର୍ବାଚନ ଆଉ ୮ ଦିନ ପରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ବିଜେଡି ସଂଯୋଜକ ଭାବେ ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କୁ ଶୁକ୍ରବାର ଦଳୀୟ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତ କରିଛନ୍ତି। କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ପରିଡ଼ା ଗତ ଏପ୍ରିଲରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଭାଗ୍ୟ ଆପଣଙ୍କୁ ସାଥ ଦେବ। ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହୋଇପାରେ। ଠିକ ଫଇସଲା ନେବାରେ ସହଜ ହେବ। ଆୟର ନୂଆ ସ୍ରୋତ ପ୍ରାପ୍ତ ହେବ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ ରହିବ। ଶୁଭରଙ୍ଗ: ମ୍ୟାଜଣ୍ତା। ଆରାଧନା: ମାଆ ରାମଚଣ୍ତୀ। ବୃଷ: ଦିନଟି ଆପଣଙ୍କ…
ଅଧିକ ଖବର ଦେଖନ୍ତୁ...

ବଢ଼ୁଛି ବଙ୍ଗଳା ବିବାଦ : ସରକାରୀ କ୍ୱାର୍ଟରକୁ ନେଇ ବୈଜୟନ୍ତଙ୍କୁ ଅନୁଭବ ପଚାରିଲେ;୨୪ ଘଣ୍ଟା ପରେ ଚୁପ୍‌ କାହିଁକି…

ଭୁବନେଶ୍ୱର : ଥମୁନି ବଙ୍ଗଳା ବିବାଦ । ୨୪ ଘଣ୍ଟା ପରେ ପୁଣି ବୈଜୟନ୍ତଙ୍କୁ ଟୁଇଟ୍‌ରରେ ଟାର୍ଗେଟ କଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଗତକାଲି ଦିଲ୍ଲୀ ମହାଦେବ ରୋଡସ୍ଥିତ ସରକାରୀ କ୍ୱାର୍ଟରକୁ ବୈଜୟନ୍ତ ମାଡ଼ି ବସିଥିବା କହି ଟୁଇଟ୍‌ରେ ଟାର୍ଗେଟ କରିଥିଲେ ଅନୁଭବ । ହେଲେ ଏହାର…
ଅଧିକ ଖବର ଦେଖନ୍ତୁ...

ବଦଳିପାରନ୍ତି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ

ଭୁବନେଶ୍ବର : ବଦଳିପାରନ୍ତି ରାଜ୍ୟ ପୁଲିସ ମୁଖ୍ୟ । ବର୍ତ୍ତମାନର ଡିଜିପି ଆରପି ଶର୍ମାଙ୍କୁ ଲୋକାୟୁକ୍ତ ସଦସ୍ୟ ମନୋନିତ ହେବା ନେଇ ଖବର ସାମ୍ନାକୁ ଆସିବା ପରେ ଏହି ପ୍ରସଙ୍ଗ ଏବେ ଚର୍ଚ୍ଚାକୁ ଆସିଛି । ତେବେ ପ୍ରଶ୍ନ ଉଠୁଛି, କିଏ ହେବେ ପରବର୍ତୀ ପୁଲିସ ମହାନିର୍ଦ୍ଦେଶକ ? ଗୁରୁବାର…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର ଦେଶର ସବୁଠୁ ସୁଲଭ ସହର, ମୁମ୍ବାଇ ସବୁଠୁ ମହଙ୍ଗା

ଭୁବନେଶ୍ୱର : ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଦେଶର ସବୁଠାରୁ ସୁଲଭ ସହର ଓ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ସବୁଠୁ ମହଙ୍ଗା ସହର ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି । ଗୁରୁବାରଦିନ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ରେସିଡେନ୍ସିଆଲ ଆସେଟ ପ୍ରାଇସ ମନିଟରିଂ…
ଅଧିକ ଖବର ଦେଖନ୍ତୁ...