Daily Archives

July 13, 2019

କୋରାପୁଟ: ୯ ଦିନ ପରେ ଉଦ୍ଧାର ହେଲେ ନିଖୋଜ ବାଳିକା

ଲକ୍ଷ୍ମୀପୁର: ଗତ ୪ ତାରିଖ ଦିନ ଲକ୍ଷ୍ମୀପୁର ବ୍ଲକ କାକିରିଗୁମ୍ମା ଥାନା ଅନ୍ତର୍ଗତ ପୋଡାପଦର ଗ୍ରାମରୁ ନିଖୋଜ ବାଳିକା ୯ ଦିନ ପରେ ଉଦ୍ଧାର ହୋଇଛନ୍ତି। ନିଖୋଜ ନେଇ ଝିଅର ବାପା ଥାନାରେ ଏତଲା ଦେଇଥିଲେ। ଏନେଇ କାକିରିଗୁମ୍ମା ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା। ସମ୍ପୃକ୍ତା ବାଳିକା…
ଅଧିକ ଖବର ଦେଖନ୍ତୁ...

ଭିକ ମାଗିବାର ହାଇଟେକ୍‌ ଉପାୟ: ଚୀନ୍‌ରେ କ୍ୟୁଆର୍‌ କୋଡ୍‌ ଓ ଇ-ଓ୍ଵଲେଟ ସାହାଯ୍ୟରେ ଭିକ ମାଗୁଛନ୍ତି ଭିକାରୀ

ନୂଆଦିଲ୍ଲୀ : ଟ୍ରାଫିକ ହେଉ ବା ବଜାର, ବିଭିନ୍ନ ଗହଳିପୂର୍ଣ୍ଣ ରାସ୍ତାରେ ଅନେକ ଲୋକଙ୍କୁ ଭିକ ମାଗୁଥିବାର ଦେଖା ଯାଇଥାଏ । ଖାସ୍‌ କରି ଟ୍ରାଫିକରେ ଗାଡ଼ି ଅଟକିଲେ ଭିକାରୀମାନେ ଆସି ଭିକ ମାଗିଥାନ୍ତି । କିନ୍ତୁ ଲୋକେ ଖୁଚୁରା ନାହିଁ ବୋଲି କହି ଭିକ୍ଷା ଦେବାକୁ ମନା କରି ଦେଇଥାନ୍ତି ।…
ଅଧିକ ଖବର ଦେଖନ୍ତୁ...

ସବୁବେଳେ ସୁସ୍ଥ ରହିବା ପାଇଁ ସକାଳୁ ଉଠିବା ପରେ ନିଶ୍ଚିତ କରନ୍ତୁ ଏହି ୩ଟି କାମ

ସମସ୍ତେ ସକାଳୁ ଉଠିବା ପରେ ତାଙ୍କ ଦିନଟି କିପରି ଭଲରେ କଟିବ, ସେ ବିଷୟରେ ଚିନ୍ତା କରିଥାନ୍ତି । କିଛି ଲୋକ ସକାଳୁ ଶୀଘ୍ର ଉଠି ଶୌଚାଳୟରେ ଅଧିକ ସମୟ ବିତାଇବା ପରେ ସକାଳ ଖାଦ୍ୟ ଖାଇଥାନ୍ତି । ସକାଳର ସମୟକୁ କିଭଳି ଭାବରେ ବିତାଇବା ଦରକାର, ତାହା କିଛି ଲୋକ ଜାଣି ପାରୁ ନଥିବାରୁ ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଫେସ୍‌ବୁକ୍‌ରେ କଥା ହେବା ପରେ ପ୍ରେମ, ପ୍ରେମିକ ଡ୍ରଗ୍ସ ନେଉଥିବା ଜାଣି ବିବାହ କଲେ ବିଦେଶୀ ମହିଳା, ବଦଳାଇଲେ ଜୀବନର…

ନୂଆଦିଲ୍ଲୀ : କୁହାଯାଏ ଭଲପାଇବାର କୌଣସି ସୀମା ନଥାଏ । ପ୍ରକୃତ ପ୍ରେମୀ ସବୁ ସୀମାକୁ ଲଙ୍ଘି ଯିବା ସହ ବଡ଼ ବଡ଼ ସମସ୍ୟାକୁ ସାମ୍ନା କରିବାର ଶକ୍ତି ରଖିଥାଏ । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ଡେନମାର୍କର ଜଣେ ମହିଳା । ଫେସ୍‌ବୁକ୍‌ ଜରିଆରେ ପଞ୍ଜାବର ଜଣେ ଯୁବକଙ୍କୁ ପ୍ରେମ କରିବା ପରେ ସେ…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ୟଶ ଚୋପ୍ରାଙ୍କ ବଙ୍ଗଳା ଛାଡ଼ିଲେ ଆଦିତ୍ୟ ଓ ରାଣୀ ମୁଖାର୍ଜୀ

ମୁମ୍ବାଇ : ୟଶ ରାଜ ଫିଲ୍ମସ୍‌ର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ତଥା ନିର୍ମାତା-ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରା ଏବେ ନିଜ ବାପାଙ୍କ ଘର ଛାଡ଼ିଥିବା ଜଣା ପଡ଼ିଛି । ମିଡିଆରେ ଚର୍ଚ୍ଚାରେ ରହୁ ନଥିବା ଆଦିତ୍ୟ ଏବେ ଘର ଛାଡ଼ିବାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । କିଛି ଦିନ ତଳେ ଆଦିତ୍ୟ ନିଜ ପରିବାର…
ଅଧିକ ଖବର ଦେଖନ୍ତୁ...

ଉଦାହରଣ ସୃଷ୍ଟି କଲେ ମହିଳା: ରାସ୍ତାରେ ପଡ଼ିଥିବା ଟଙ୍କା ଉଠାଇ କଲେ ଏଭଳି କାମ

ରାଞ୍ଚି : ରାଞ୍ଚିରେ ଜଣେ ମହିଳା କରିଥିବା କାମ ସମାଜରେ ଏବେ ବି ସଚ୍ଚୋଟପଣିଆ ବଞ୍ଚି ରହିଥିବା ନେଇ ପ୍ରମାଣ କରିଛି । କିଛି ଲୋକ ରାସ୍ତାରେ ପଡ଼ିଥିବା ୧୦ଟଙ୍କା ଉଠାଇ ନିଜ ପକେଟରେ ରଖି ଦେଉଥିବା ବେଳେ ରାଞ୍ଚିରେ ରହୁଥିବା ରୁପା ଦେବୀ ରାସ୍ତାରେ ପଡ଼ିଥିବା ୫୦,୦୦୦ଟଙ୍କା ବ୍ୟାଙ୍କକୁ ହସ୍ତାନ୍ତର…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ପରିଙ୍କ ପ୍ରେମ ସଂପର୍କ, ଏହି ଯୁବକଙ୍କୁ କରୁଛନ୍ତି ଡେଟ୍‌!

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବେ ବ୍ୟାଡ୍‌ମିଣ୍ଟନ ଷ୍ଟାର ସାଇନା ନେହଓ୍ଵାଲଙ୍କ ବାୟୋପିକ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମ ପାଇଁ ପରି କରୁଥିବା ପ୍ରସ୍ତୁତିର ଅନେକ ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରୁଥିବା ଦେଖା ଯାଇଛି । ତାଙ୍କ ପ୍ରେମ ସଂପର୍କକୁ…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ର କିସ୍ତି ସୁଝିବାକୁ ଟଙ୍କା ନଥିଲା, ମା’ ଟଙ୍କା ଦେବାକୁ ମନା କରିବାରୁ ହତ୍ୟା କଲା ପୁଅ

କୋଲକାତା : ପଶ୍ଚିମବଙ୍ଗର ହାଓ୍ଵଡାରେ ଏକ ୨୬ବର୍ଷୀୟ ଯୁବକ ନିଜ ମା’କୁ ପିଟି ପିଟି ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଗାଡ଼ିର କିସ୍ତି ପାଇଁ ଟଙ୍କା ନ ଦେବାରୁ ଅଭିଯୁକ୍ତ ପୁଅ ଏଭଳି କାଣ୍ଡ କରିଥିବା ଜଣା ପଡ଼ିଛି । ଏ ନେଇ ପୁଲିସକୁ ସୂଚନା ଦିଆଯିବା ପରେ ପୁଲିସ…
ଅଧିକ ଖବର ଦେଖନ୍ତୁ...

ଜନ୍ମ ଦିନରେ ରଣବୀରଙ୍କ ପୁରୁଣା ଫଟୋ ସେୟାର କରି ଚର୍ଚ୍ଚାରେ ମହିଳା, ଦୁହିଁଙ୍କ ଫଟୋ ଦେଖି ଉଠିବାରେ ଲାଗିଛି ଅନେକ…

ମୁମ୍ବାଇ: ଜୁଲାଇ ୬ରେ ବଲିଉଡ୍‌ ଅଭିନେତା ରଣବୀର ସିଂହ ନିଜ ୩୪ତମ ଜନ୍ମ ଦିନ ପାଳନ କରିଥିଲେ । ଏହି ସମୟରେ ଅନେକ କଳାକାର ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଜଣେ ମହିଳା ରଣବୀରଙ୍କୁ ଆଲିଙ୍ଗନ କରିଥିବାର ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଥିଲେ । ଯାହା ପରେ ଫଟୋଟି ଧିରେ ଧିରେ ଭାଇରାଲ ହେବାରେ…
ଅଧିକ ଖବର ଦେଖନ୍ତୁ...