Daily Archives

July 14, 2019

କୋରାପୁଟ: ନାବାଳିକାକୁ ଉଦ୍ଧାର କଲେ ଗ୍ରାମବାସୀ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ଟିଟିଝୋଲା ଗ୍ରାମ ଆଦିବାସୀ ସାହିରେ ଜଣେ ନାବାଳିକାକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ଉଦ୍ଧାର ସମୟରେ ନାବାଳିକା କାନ୍ଦୁଥିଲା। ଚମ୍ପି ଗ୍ରାମର ଶିଶିର ସାହୁ ଉକ୍ତ ନାବାଳିକାକୁ ଉଦ୍ଧାର ଲକ୍ଷ୍ମୀପୁର ଥାନାକୁ ଫୋନ କରିଥିଲେ। ଗ୍ରାମବାସୀ ଓ…
ଅଧିକ ଖବର ଦେଖନ୍ତୁ...

ବିରାଟ-ଅନୁଷ୍କାଙ୍କୁ ବୁଲୁଥିବା ଦେଖି ଟ୍ରୋଲ କଲେ ପ୍ରଶଂସକ; ଆମର ହୃଦଘାତ ହେବା ଭଳି ପରିସ୍ଥିତି ହୋଇଛି, ଏମାନେ…

ନୂଆଦିଲ୍ଲୀ : ଆଇସିସି ବିଶ୍ୱକପର ସେମିଫାଇନାଲରେ ଭାରତୀୟ କ୍ରିକେଟ ଟିମ୍‌ ହାରିବା ପ୍ରଶଂସକଙ୍କୁ ଏହା ଶକ୍ତଧକ୍କା ଦେଇଥିଲା । କିଛି ଲୋକ ହାରିବା ପରେ ମଧ୍ୟ ଭାରତୀୟ ଟିମ୍‌କୁ ସମର୍ଥନ କରୁଥିବା ବେଳେ କିଛି ବିରୋଧ କରୁଥିବା ଦେଖାଯାଇଥିଲା । ଏ ମଧ୍ୟରେ ରୋହିତ ଶର୍ମା ନିଜର ପତ୍ନୀଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ଆଇସିସି ବିଶ୍ୱକପରେ ଇତିହାସ: ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌ ଟାଇ, ସୁପର ଓଭରରେ ଜଣାପଡ଼ିବ କିଏ ହେବ…

ଲଣ୍ଡନ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ଦ୍ୱାରା ପରିଚାଳିତ ବିଶ୍ୱକପ୍‌ ୨୦୧୯ରେ ଇତିହାସ ସୃଷ୍ଟି ହୋଇଛି। ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ ରବିବାର ଟାଇ ହୋଇଛି। ଦ୍ୱିତୀୟ ଇନିଂସରେ ୨୪୨ ରନ୍‌ ବିଜୟ ଲକ୍ଷ୍ୟ ନେଇ ଇଂଲଣ୍ଡ ବ୍ୟାଟିଂ କରିଥିଲା। ପଞ୍ଚମ ଓ୍ଵିକେଟ୍‌ରେ ଶତକୀୟ ଭାଗିଦାରୀ…
ଅଧିକ ଖବର ଦେଖନ୍ତୁ...

ଶରୀରରେ ଭିଟାମିନ୍‌-ଡିର ପରିମାଣ ଅଧିକ ହେଲେ କିଡ୍‌ନୀ ନଷ୍ଟ ହେବା ସହ ଦେଖା ଦେଇଥାଏ ଏ ସବୁ ସମସ୍ୟା

ଭିଟାମିନ୍‌-ଡି ଆମ ଶରୀରର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭିଟାମିନ୍‌-ଡିର ମୁଖ୍ୟ ସ୍ରୋତ ସୂର୍ଯ୍ୟ କିରଣ ହୋଇଥିବା ବେଳେ ବିଭିନ୍ନ ପ୍ରକାରର ଖାଇବାରୁ ମଧ୍ୟ ଏହା ଶରୀରକୁ ମିଳିଥାଏ । କିନ୍ତୁ ଯଦି ଶରୀରରେ ଭିଟାମିନ୍‌-ଡିର ପରିମାଣ ଦରକାରଠାରୁ ଅଧିକ ହୋଇଯାଏ, ତେବେ ଶରୀରରେ…
ଅଧିକ ଖବର ଦେଖନ୍ତୁ...

ଦଳିତ ମହିଳାଙ୍କ ଅଭିଯୋଗ : ଥାନାରେ ମାଡ଼ ମାରିବା ସହ ଗଣଦୁଷ୍କର୍ମ କଲେ ପୁଲିସ କର୍ମଚାରୀ

ଚୁରୁ(ରାଜସ୍ଥାନ) : ରାଜସ୍ଥାନର ଚୁରୁ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ନିଲମ୍ବିତ ୫-୬ଜଣ ପୁଲିସ କର୍ମଚାରୀ ମିଶି ଦଳିତ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଥାନାରେ ମାଡ଼ ମରାଯିବା ସହ ଗଣ ଦୁଷ୍କର୍ମ କରାଯାଇଥିବା ନେଇ…
ଅଧିକ ଖବର ଦେଖନ୍ତୁ...

୭୫ବର୍ଷ ବୟସରେ କିଭଳି ଦେଖାଯିବେ ସୋନମ କପୁର, ଫଟୋ ସେୟାର କରି ଜଣାଇଲେ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ନିଜ ଅଭିନୟ ଦକ୍ଷତା ସହ ଫ୍ୟାଶନ ଉପରେ ଥିବା ଜ୍ଞାନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ବଲିଉଡ୍‌ରେ ସୋନମଙ୍କୁ ଫ୍ୟାଶନ ଦିବା ବୋଲି କୁହାଯାଏ । ସବୁବେଳେ ସେ ସୋସିଆଲ ମିଡିଆରେ ଆକ୍ଟିଭ ରହିବା ସହ ନିଜ ଫଟୋ ସେୟାର କରିଥାନ୍ତି । ଏବେ ସେ…
ଅଧିକ ଖବର ଦେଖନ୍ତୁ...

ଶେଷ ହେଲା ଶ୍ରୀଜିଉଙ୍କ ଅଧରପଣା ନୀତି, ଆସନ୍ତାକାଲି ନିଳାଦ୍ରୀ ବିଜେ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜିଉ ମାନଙ୍କ ଅଧରପଣା ନୀତି ଶେଷ ହୋଇଛି। ଆଜି ସନ୍ଧ୍ୟା ୮ଟାରୁ ଏହି ନୀତି ଆରମ୍ଭ ହୋଇଥିଲା। ପ୍ରାୟ ଅଢ଼େଇ ଘଣ୍ଟା ପରେ ଅଧରପଣା ନୀତି ଶେଷ ହୋଇଛି। ମହାପ୍ରଭୁ ସୋମବାର ନିଳାଦ୍ରୀ ବିଜେ କରିବେ। ନିଳାଦ୍ରୀ ବିଜେ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି…
ଅଧିକ ଖବର ଦେଖନ୍ତୁ...

‘କବୀର ସିଂହ’ ଦେଖିବାକୁ ଚାହୁଁ ନାହାନ୍ତି ବିଜୟ, କହିଲେ; ମୁଁ କ’ଣ ପାଇଁ ଫିଲ୍ମ ଦେଖିବି?

ମୁମ୍ବାଇ : ତେଲୁଗୁ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକ ‘କବୀର ସିଂହ’ ରିଲିଜ୍‌ ପରେ ବକ୍ସ ଅଫିସରେ ଧମାଲ ମଚାଇଛି । ଏ ପର୍ଯ୍ୟନ୍ତ ଅନେକ ବଡ଼ ବଡ଼ ଫିଲ୍ମର ରେକର୍ଡ ବ୍ରେକ୍‌ କରି ସାରିଛି ଏହି ଫିଲ୍ମ । ତେଲୁଗୁ ଫିଲ୍ମଟି ବ୍ଲକ୍‌ବଷ୍ଟର ହୋଇଥିବା ବେଳେ ଏହାର ହିନ୍ଦୀ ରିମେକ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ହାତ ନଥିବାରୁ ମୁହଁରେ କଲମ ଧରି ନିଟ୍‌ ପରୀକ୍ଷା ଦେଇଥିଲେ, ସଫଳ ହୋଇ ଏମ୍‌ବିବିଏସ୍‌ରେ ଲେଖାଇଲେ ନାଁ

ନୂଆଦିଲ୍ଲୀ : କଠିନ ପରିଶ୍ରମ ଓ ଲକ୍ଷ ମଜବୁତ ରଖି ଦିବ୍ୟାଙ୍ଗ ରଜତ କୁମାର ଆଜି ଯେଉଁଠି ପହଞ୍ଚିଛନ୍ତି, ତାହା ନିଶ୍ଚୟ ସମସ୍ତଙ୍କୁ ଆଗକୁ ବଢ଼ିବାରେ ଅନୁପ୍ରାଣିତ କରିବ । ଦୁଇ ହାତ ନଥାଇ ମଧ୍ୟ ନିଟ୍‌ ଭଳି କଠିନ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇ ଏବେ ଡାକ୍ତରୀ ପାଠ ପଢ଼ିବାକୁ ଯାଉଛନ୍ତି ରଜତ । ଆଜି…
ଅଧିକ ଖବର ଦେଖନ୍ତୁ...

ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଟ୍ରୋଲିଂର ଶିକାର ହେଲେ ସିଦ୍ଧୁ, ଲୋକେ କହିଲେ; କପିଲଙ୍କୁ ଏବେ ନିଜ ରିଜ୍ୟୁମ ପଠାଅ

ମୁମ୍ବାଇ : ପଞ୍ଜାବର କ୍ୟାବିନେଟ୍‌ ମନ୍ତ୍ରୀ ନବଜୋତ୍‌ ସିଂହ ସିଦ୍ଧୁ ଏବେ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଶନିବାର ଚଣ୍ଡିଗଡ଼ ଫେରି ସେ ନିଜର ଇସ୍ତଫା ପତ୍ରକୁ ଟୁଇଟ୍‌ରରେ ସେୟାର କରିଥିଲେ । ଜୁନ୍‌ ୧୦ରେ ସେ ନିଜ ଇସ୍ତଫା ପତ୍ର ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ…
ଅଧିକ ଖବର ଦେଖନ୍ତୁ...