Daily Archives

July 15, 2019

ଏନ୍‌ଆଇଏକୁ ଅଧିକ ସ୍ୱାଧୀନତା ଦେବା ପାଇଁ ସଂଶୋଧିତ ବିଲ୍‌କୁ ବିରୋଧ କରିବା ସହ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ…

ନୂଆଦିଲ୍ଲୀ : ଏନ୍‌ଆଇଏକୁ ଅଧିକ ସ୍ୱାଧୀନତା ଦେବା ପାଇଁ ଲୋକସଭାରେ ସଂଶୋଧିତ ବିଲ୍ ଆଗତ ହେବା ପରେ ଏହାକୁ ନେଇ ଗୃହରେ ତୁମ୍ବିତୋଫାନ ଦେଖିବାକୁ ମିଳିଛି। ଏଆଇଏମଆଇଏମ ପ୍ରମୁଖ ଅସଦଉଦ୍ଦିନ ୱବେସି ଏହି ବିଲକୁ ବିରୋଧ କରିବା ସହ ବିଜେପି ସାଂସଦଙ୍କୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି। ତେବେ…
ଅଧିକ ଖବର ଦେଖନ୍ତୁ...

ପାଣିରେ ଲୁଣ ମିଶାଇ ଗାଧୋଇବା ଦ୍ୱାରା ଶରୀରର ଏହି ସବୁ ସମସ୍ୟା ହେବ ଦୂର

ଲୁଣ ବିନା ଖାଇବାର ସ୍ୱାଦ ଅଧୁରା । କିନ୍ତୁ ଆପଣ କେବେ ଏହାକୁ ଗାଧୋଇବା ସମୟରେ ବ୍ୟବହାର କରିଛନ୍ତି କି? ଏହା ଆପଣଙ୍କ ପାଟିକୁ ସ୍ୱାଦ ଦେବା ସହ ଗାଧୋଇବା ପାଣିରେ ମିଶାଇ ଗାଧୋଇବା ଦ୍ୱାରା ଏହା ଆପଣଙ୍କ ଶରୀରର ଅନେକ ସମସ୍ୟା ଦୂର କରିଥାଏ । ଉଷୁମ ପାଣିରେ ୨ଚାମଚ ସୈନ୍ଧବ ଲୁଣ ଏବଂ ୧ଚାମଚ ନଡ଼ିଆ…
ଅଧିକ ଖବର ଦେଖନ୍ତୁ...

ବାପାଙ୍କ ଚିକିତ୍ସା ଏବଂ ନିଜ ବିବାହ ପାଇଁ କ୍ରାଇମ ସୋ’ ଦେଖି ଚୋରି କଲେ ଯୁବକ, କିନ୍ତୁ…

ନୂଆଦିଲ୍ଲୀ : ମିଛ କାହାଣୀ କହି ୧୦ଲକ୍ଷ ଟଙ୍କା ଚୋରି କରିଥିବାରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ । ମୁଖ୍ୟ ଅଭିଯୁକ୍ତଙ୍କ ନାଁ ଗଗନ ଦୀପ୍‌ ବୋଲି ଜଣା ପଡ଼ିଥିବା ବେଳେ ତାଙ୍କ ବନ୍ଧୁ ବିବେକ ରାଘବ ତାଙ୍କୁ ଏହି କାମରେ ସାହାଯ୍ୟ କରିଥିଲେ । ଗିରଫ କରି ପଚରାଉଚରା କରିବା ପରେ…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣାରେ ଫିଲ୍ମ ବିତରକଙ୍କ ମୃତ୍ୟୁ, ଗୋଟେ ଦିନ ପୂର୍ବରୁ ବୋନି କପୁରଙ୍କ ସହ କଥା ହୋଇଥିବା ସୂଚନା

ମୁମ୍ବାଇ : ରବିବାର ଚର୍ଚ୍ଚିତ ଫିଲ୍ମ ବିତରକ ଅଜୟ ଚନ୍ଦାନୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ନିଜ ସାଙ୍ଗର ନୂଆ ବାଇକ୍‌ ନେଇ ସେ ବୁଲି ଯାଇଥିବା ବେଳେ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ । ଯାହାଦ୍ୱାରା ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ଘଟିବା ପୂର୍ବ ଦିନ ସେ…
ଅଧିକ ଖବର ଦେଖନ୍ତୁ...

ବିବାହିତ ହୋଇ ମଧ୍ୟ ଅଭିନେତ୍ରୀଙ୍କ ସହ ପ୍ରେମର ନାଟକ, ଇଚ୍ଛା ବିରୋଧରେ ରଖୁଥିଲେ ଶାରୀରିକ ସଂପର୍କ, ସବୁ ଜାଣି…

ମୁମ୍ବାଇ: ମୁମ୍ବାଇରେ ରହୁଥିବା ଅଭିନେତ୍ରୀ-ମଡେଲ ଦୁଷ୍କର୍ମର ଅଭିଯୋଗ ଆଣିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜୁଲାଇ ୧୫ରେ ନୋଏଡାରେ ରହୁଥିବା ନିଜ ପୂର୍ବ ପ୍ରେମିକଙ୍କ ବିରୋଧରେ ଦୁଷ୍କର୍ମର ଅଭିଯୋଗ କରିବା ପରେ ପ୍ରେମିକର ଠିକଣା ଖୋଜିବା ଆରମ୍ଭ କରିଛି ପୁଲିସ । ପୀଡ଼ିତାଙ୍କ…
ଅଧିକ ଖବର ଦେଖନ୍ତୁ...

ସୁପର-୩୦ରେ ରିତିକ୍‌ଙ୍କୁ ନୁହେଁ ପଙ୍କଜ ତ୍ରିପାଠୀଙ୍କୁ ମିଳିଥିଲା ମୁଖ୍ୟ ଭୂମିକା!

ମୁମ୍ବାଇ : ରିଲିଜ୍‌ ହେବା ପରେ ଫିଲ୍ମ ସୁପର-୩୦କୁ ଦର୍ଶକଙ୍କ ଭଲ ପାଇବା ମିଳିଛି । ରିଲିଜ୍‌ର ୩ଦିନ ପରେ ଫିଲ୍ମଟି ୫୦କୋଟି ଆୟ କରି ସାରିଥିବା ବେଳେ ୧୦୦କୋଟି କ୍ଲବ୍‌ରେ ସାମିଲ ହେବା ପାଇଁ ଯାତ୍ରା ଆରମ୍ଭ କରିଛି । ଫିଲ୍ମରେ ରିତିକ୍‌ଙ୍କ ସହ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଅଭିନୟକୁ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

୩ବର୍ଷ ତଳେ ନିଖୋଜ ହୋଇଥିଲା ଝିଅ, ଏବେ ଅପହରଣକାରୀ ଫୋନ କରି ମାଗୁଛି ୧୦ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ନୋଏଡାର ସେକ୍ଟର-୨୨ରେ ରହୁଥିବା ସଞ୍ଜୟ ରାଓ୍ଵତଙ୍କ ସହ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଜଣେ ଯୁବକ ସଞ୍ଜୟଙ୍କୁ ବାରମ୍ବାର ଫୋନ କରି ନିଜ ଝିଅ କଶିଶକୁ ଫେରି ପାଇବାକୁ ଚାହୁଁଛ ଯଦି ୧୦ଲକ୍ଷ ଟଙ୍କା ଦିଅ ବୋଲି କହିଥିଲେ । ଯାହାକୁ ଶୁଣି ସଞ୍ଜୟ ଆଶ୍ଚର୍ଯ୍ୟ ହେବା ସହ…
ଅଧିକ ଖବର ଦେଖନ୍ତୁ...

ରଥଯାତ୍ରା ଡ୍ୟୁଟିରେ ଯାଇଥିବା ଆଇଆରବି ହାବିଲଦାରଙ୍କ ମୃତ୍ୟୁ

ଭୁବନେଶ୍ୱର : ପୁରୀରେ ରଥଯାତ୍ରା ଡ୍ୟୁଟିରେ ନିୟୋଜିତ ଜଣେ ଆଇଆରବି ହାବିଲଦାରଙ୍କ ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି । ମୃତ ହାବିଳଦାରଙ୍କ ନାମ ପତିତପାବନ ଦାସ । ରଥଯାତ୍ରା ଡ୍ୟୁଟି ସାରି ସେ ବିଶ୍ରାମ ନେଉଥିବାବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ସାକ୍ଷୀଙ୍କୁ ବିବାହ କରିବା ପୂର୍ବରୁ ଏହି ସମସ୍ତ ବଲିଉଡ୍‌ ଅଭିନେତ୍ରୀଙ୍କୁ ଡେଟ୍‌ କରିଥିଲେ ଧୋନୀ

ଭାରତୀୟ କ୍ରିକେଟ ଇତିହାସରେ ଜଣେ ସଫଳ କ୍ୟାପ୍‌ଟେନ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନୀ । ଭାରତକୁ ଦୁଇ ଥର ବିଶ୍ୱକପ ଆଣି ଦେଇଥିବା ଧୋନୀଙ୍କ କ୍ରିକେଟ ଜୀବନ ଯେତିକି ଚର୍ଚ୍ଚିତ ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ସେତିକି ଚର୍ଚ୍ଚିତ । ତାଙ୍କର ଜୀବନୀକୁ ନେଇ ବଲିଉଡ୍‌ରେ ଫିଲ୍ମ ତିଆରି ସରିଥିବା…
ଅଧିକ ଖବର ଦେଖନ୍ତୁ...

ମଦ ପିଇ ଏୟାର ଇଣ୍ଡିଆ ବିମାନକୁ ପ୍ରବେଶ କରିବା ମହଙ୍ଗା ପଡ଼ିଲା, ୩ମାସ ପାଇଁ ନିଲମ୍ବିତ ହେଲେ ପାଇଲଟ

ନୂଆଦିଲ୍ଲୀ : ମଦ ପିଇ ବିମାନ ମଧ୍ୟକୁ ପ୍ରବେଶ କରିଥିବାରୁ ଏୟାର ଇଣ୍ଡିଆ ଜଣେ ପାଇଲଟ୍‌ଙ୍କୁ ୩ମାସ ପାଇଁ ନିଲମ୍ବିତ କରିଥିବା ଜଣା ପଡ଼ିଛି । ଘଟଣାଟି ଜୁଲାଇ ୧୩ରେ ଘଟିଥିବା ବେଳେ ଦିଲ୍ଲୀରୁ ବେଙ୍ଗାଲୁରୁ ଯିବାକୁ ଥିବା ବିମାନରେ ଯାତ୍ରା କରିବାକୁ ଅଡ଼ି ବସିଥିଲେ ପାଇଲଟ । କିନ୍ତୁ ଉଡ଼ାଣ…
ଅଧିକ ଖବର ଦେଖନ୍ତୁ...