Daily Archives

July 15, 2019

କୁମାରସ୍ୱାମୀ ସରକାରକୁ ସମର୍ଥନ କରିବାକୁ ଆମକୁ ଧମକ ଦିଆଯାଉଛି : ପୁଣି ସୁପ୍ରିମକୋର୍ଟ ଗଲେ ୫ ବିଦ୍ରୋହୀ ବିଧାୟକ

ନୂଆଦିଲ୍ଲୀ : କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ନାଟକ ଶେଷ ହେବାର ନାଁ ଧରୁନାହିଁ । ଆଜି ୫ ଜଣ ବିଦ୍ରୋହୀ ବିଧାୟକ ପୁଣି ଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେମାନେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରି କହିଛନ୍ତି ଯେ ବାଚସ୍ପତି ରମେଶ କୁମାର ସେମାନଙ୍କ ଇସ୍ତଫା ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ହେମାଙ୍କ ଝାଡ଼ୁ ମାରିବା ଭିଡିଓକୁ ନେଇ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା, କହିଲେ; କେବଳ ଫିଲ୍ମରେ ଝାଡ଼ୁ ମାରିଛନ୍ତି,…

ମୁମ୍ବାଇ : ବିଜେପି ସାଂସଦ ତଥା ବଲିଉଡ୍‌ର ଡ୍ରିମ୍‌ ଗର୍ଲ ହେମା ମାଳିନୀ ସ୍ୱଚ୍ଛତା ଅଭିଯାନର ପ୍ରଚାର କରିବା ସହ ସଂସଦ ପରିସରରେ ଝାଡ଼ୁ ମାରିଥିଲେ । କିନ୍ତୁ ତାଙ୍କର ଝାଡ଼ୁ ଧରିବାର ଶୈଳୀ ଏବଂ ସେ ଯେଉଁଭଳି ଭାବରେ ଝାଡ଼ୁ ମାରୁଥିଲେ, ତାହାର ଭିଡିଓ ଦେଖି ଲୋକେ ତାଙ୍କୁ ଟ୍ରୋଲ କରିଥିଲେ । ଏବେ…
ଅଧିକ ଖବର ଦେଖନ୍ତୁ...

ଏହି ସମସ୍ୟା ପାଇଁ ସଂସଦକୁ ଶାଢ଼ି, ମଙ୍ଗଳସୂତ୍ର ଏବଂ ସିନ୍ଦୁର ପିନ୍ଧି ଆସିଥିଲେ ନୁସ୍‌ରତ, ମାସେ ପରେ କଲେ ଖୁଲାସା

କୋଲକାତା: ତୃଣମୂଳ ସାଂସଦ ଏବଂ ବଙ୍ଗୀୟ ଅଭିନେତ୍ରୀ ନୁସ୍‌ରତ ଜାହାନ ଗତ କିଛି ଦିନ ହେଲାଣି ଚର୍ଚ୍ଚାରେ ରହିଛନ୍ତି । ପ୍ରଥମେ ତୁର୍କୀରେ ବିବାହ କରି ଚର୍ଚ୍ଚାରେ ରହିଥିବା ବେଳେ ପରେ ସଂସଦରେ ସିନ୍ଦୁର, ଶାଢ଼ି ଏବଂ ମଙ୍ଗଳସୂତ୍ର ପିନ୍ଧି ଚର୍ଚ୍ଚାକୁ ଆସିଥିଲେ ନୁସ୍‌ରତ । ତୁର୍କୀରେ ପ୍ରେମିକ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଜି ଆପଣଙ୍କ ମନରେ ନୂଆ ନୂଆ ବିଚାର ଉତ୍ପନ୍ନ ହେବ। କୌଣସି ଜରୁରୀ କାମ ଶେଷ କରିବାରେ ସଫଳ ରହିବେ। କାରବାରରେ ଆଶାଜନକ ଫଳ ପାଇବେ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ। ଶୁଭରଙ୍ଗ: ମ୍ୟାଜଣ୍ତା। ଆରାଧନା: ବାବା ଚନ୍ଦନେଶ୍ବର। ବୃଷ: ଆଜି ପୂର୍ବଦିନ ଅପେକ୍ଷା ଭଲ ରହିବ। ଆପଣଙ୍କ…
ଅଧିକ ଖବର ଦେଖନ୍ତୁ...

ରତ୍ନବେଦୀକୁ ଫେରିଲେ ମହାପ୍ରଭୁ, ଆସନ୍ତାକାଲି ଅପରାହ୍ନ ୨ଟା ସୁଦ୍ଧା ନୀଳଦ୍ରି ଅବଢ଼ା ବାହାରିବ

ପୁରୀ: ଶ୍ରୀମନ୍ଦିରକୁ ଗୋଟିପହଣ୍ଡିରେ ବାହୁଡି ରତ୍ନ ସିଂହାସନକୁ ମହାପ୍ରଭୁ ବିଜେ କରିଛନ୍ତି। ତେବେ ଆସନ୍ତାକାଲି ଚନ୍ଦ୍ରଗ୍ରହଣ ଥିବା ହେତୁ ଶୀଘ୍ର ସମସ୍ତ ନୀତି ସାରିବା ପାଇଁ ନୀତି ନିର୍ଘଣ୍ଟ ହୋଇଥିଲା। ଆସନ୍ତା ମଙ୍ଗଳବାର ଅପରାହ୍ନ ୪ଟା ସୁଦ୍ଧା ନୀତି ସାରିବାକୁ ନିଷ୍ପତ୍ତି ନିଆଯାଇଥିବା…
ଅଧିକ ଖବର ଦେଖନ୍ତୁ...

ମୁୁଁ ନିଜେ ମୋର ଉତ୍ତରାଧିକାରୀ ସଂପର୍କରେ ନିଷ୍ପତ୍ତି ନେବି : ଦଲାଇଲାମା 

ନୂଆଦିଲ୍ଲୀ : ପରବର୍ତ୍ତି ଦଲାଇଲାମା କିଏ ହେବ ତାହା ବର୍ତ୍ତମାନର ଦଲାଇଲାମା  ନିଷ୍ପତ୍ତି ନେବେ ବୋଲି ସ୍ପଷ୍ଟ କରିଛି ଧର୍ମଶାଳାରେ ଥିବା ଦଲାଇଲାମାଙ୍କ କାର୍ଯ୍ୟାଳୟ । ନିକଟରେ ଚୀନ ପକ୍ଷରୁ କୁହାଯାଇଥିଲା ଯେ ପରବର୍ତ୍ତି ଦଲାଇଲାମା ଚୀନରେ ହିଁ ବଛାଯିବ ଓ ଚୀନ ସରକାର ହିଁ ଏହାକୁ ମଂଜୁରୀ…
ଅଧିକ ଖବର ଦେଖନ୍ତୁ...

ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ୯ଟି ନ୍ୟାୟିକ ତଦନ୍ତକାରୀ ପ୍ୟାନେଲ୍‌ ଗଠନ ହୋଇଛି: ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଗୃହ ବିଭାଗ ଗତ ୧୦ ବର୍ଷ ଭିତରେ ରାଜ୍ୟରେ ବିଭିନ୍ନ ମାମଲାର ତଦନ୍ତ କରିବା ପାଇଁ ୯ଟି ନ୍ୟାୟିକ ତଦନ୍ତକାରୀ ପ୍ୟାନେଲ୍‌ ଗଠନ କରିଛନ୍ତି ବୋଲି  ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି। ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କର ଏକ ପ୍ରଶ୍ନର ଉତ୍ତର ଲିଖିତ…
ଅଧିକ ଖବର ଦେଖନ୍ତୁ...

ବେକାରୀ ସଂଖ୍ୟା ବଢୁଥିବା ବେଳେ ରାଜ୍ୟରେ ଏବେ ବି ୧ ଲକ୍ଷ ୩୧ ହଜାର ୫୧୮ଟି ପଦବୀ ଖାଲି ପଡ଼ିଛି: ନିରଞ୍ଜନ ପୂଜାରୀ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବେକାରୀ ସଂଖ୍ୟା ବଢି ଚାଲିଛି । ଯେଉଁଥିପାଇଁ ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ଯୁବକ ଯୁବତୀ ନିଯୁକ୍ତି ଆଶାରେ ଅନ୍ୟ ରାଜ୍ୟକୁ ଚାଲି ଯାଉଥିବା ବେଳେ ଏବେ ବି ରାଜ୍ୟରେ ଲକ୍ଷାଧିକ ସରକାରୀ ପଦବୀ ଫାଙ୍କା ପଡିଛି। ରାଜ୍ୟରେ ଏବେ ୧ ଲକ୍ଷ ୩୧ ହଜାର ୫୧୮ଟି ପଦବୀ…
ଅଧିକ ଖବର ଦେଖନ୍ତୁ...

ଚନ୍ଦ୍ରଗ୍ରହଣ ନୀତି ଚୂଡାନ୍ତ, ସର୍ବମୋକ୍ଷ ପ୍ରାୟ ରାତ୍ର ୪.୩୦ରେ ହେବ

ପୁରୀ: ଆସନ୍ତାକାଲି ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ୪ଟା ୩୧ ମିନିଟ ଠାରୁ ପାକତ୍ୟାଗ ଓ ଦେବନୀତି ନିଷେଧ ହୋଇଛି। ଗ୍ରହଣ ସର୍ବମୋକ୍ଷ ପ୍ରାୟ ରାତ୍ର ୪.୩୦ରେ ହେବ। ଶ୍ରୀମନ୍ଦିରର ନୀତି ଶୃଙ୍ଖଳିତ କରିବା ପାଇଁ ପ୍ରାତଃ ୬ଟାରେ ଦ୍ୱାର ଫିଟାଇବାକୁ ନୀତି ର୍ନିଘଣ୍ଟ ହୋଇଥିବା ବେଳେ ଭିତରଶୋଧ ୬.୩୦…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ ଫାଇନାଲକୁ ନେଇ ବିବାଦ, କ’ଣ ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ନ୍ୟୁଜିଲାଣ୍ଡ ହାତରୁ ବିଶ୍ୱକପ ଖସିଗଲା ?

ନୂଆଦିଲ୍ଲୀ : ବିଶ୍ୱକପ କ୍ରିକେଟ ଫାଇନାଲର ରୋମାଞ୍ଚକର ମ୍ୟାଚ ପରେ ଗତ କାଲି ଇଂଲାଣ୍ଡକୁ ବିଜେତା ଘୋଷଣା କରାଯାଇଥିଲା । କିନ୍ତୁ ଏହାକୁ ନେଇ ବିବାଦ ବଢିବାରେ ଲାଗିଛି । ଏପରିକି କେତେକ ପୂର୍ବତନ ଅମ୍ପାୟାର ଓ ଖେଳାଳୀ ଆଇସିସିର ନିୟମ ଓ ଫାଇନାଲ ମ୍ୟାଚରେ ଥିବା ଅମ୍ପାୟାରଙ୍କ  ନିଷ୍ପତ୍ତିକୁ…
ଅଧିକ ଖବର ଦେଖନ୍ତୁ...