Daily Archives

July 16, 2019

ଅବକାରୀ ମନ୍ତ୍ରୀଙ୍କ ଘର ସମ୍ମୁଖର ମୋନାର ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ

ଭୁବନେଶ୍ୱର : ମଦ ଦୋକନୀ ମାନଙ୍କୁ ପୁରଷ୍କାର ଦେବା ବାବଦରେ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ପକ୍ଷରୁ ପ୍ରସ୍ତାବ ଆସିବା ପରେ ଏହାକୁ ବିରୋଧ କରି ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଅବକାରୀ ମନ୍ତ୍ରୀଙ୍କ ଘର ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରାଯାଇଛି । ତେବେ ମୋନାର ଏକ…
ଅଧିକ ଖବର ଦେଖନ୍ତୁ...

୨୦୩୦ ସୁଦ୍ଧା ଏଡସ ବିଲୋପ ଦିଗରେ ଓଡିଶା ପ୍ରମୁଖ ଭୂମିକା ଗ୍ରହଣ କରିବ: ମେହେର୍ଦ୍ଦା

ଭୁବନେଶ୍ୱର: ବର୍ଷ ୨୦୩୦ ସୁଦ୍ଧା ଏଡସ ବିଲୋପ ପାଇଁ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ଓଡିଶାର ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିସନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା କହିଛନ୍ତି। ଓଡିଶା ରାଜ୍ୟ ଏଡସ୍‌ ନିୟନ୍ତ୍ରଣ ସମିତି…
ଅଧିକ ଖବର ଦେଖନ୍ତୁ...

ଖାଲିପେଟରେ ଯୋଗ କରିବା ଦ୍ୱାରା ମିଳିଥାଏ ଏହି ସବୁ ଫାଇଦା

ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗ କରିବା ଅତ୍ୟନ୍ତ ଜରୁରୀ । ଏହାକୁ ସବୁ ବର୍ଗର ଲୋକମାନେ କରି ପାରିବା ସହ ନିଜ ଶରୀରକୁ ରୋଗମୁକ୍ତ ରଖି ପାରିବେ । ଏହା ଶରୀରକୁ ଶକ୍ତି ଦେବା ସହ ମସ୍ତିଷ୍କକୁ ଶାନ୍ତ ରଖିଥାଏ । ଯୋଗ କରିବାର କୌଣସି ନିର୍ଦ୍ଧାରିତ ସମୟ ନଥାଏ । ଏହାକୁ ଆପଣ କୌଣସି ବି ସମୟରେ କରି…
ଅଧିକ ଖବର ଦେଖନ୍ତୁ...

ଶୋଇଥିବା ସମୟରେ ମହିଳାଙ୍କୁ ଅଶାଳୀନ ଭାବେ ସ୍ପର୍ଶ କଲେ ଡିଆଇଜି ର‍୍ୟାଙ୍କ ଅଧିକାରୀ, ତଦନ୍ତ ଆରମ୍ଭ କଲା ପୁଲିସ

ଜବାଲପୁର : ଜବାଲପୁରର ସରକାରୀ ରେଳ ପୁଲିସ(ଜିଆର୍‌ପି) ଡିଆଇଜି ର‍୍ୟାଙ୍କ ଆର୍‌ପିଏଫ୍‌ ଅଫିସରଙ୍କ ବିରୋଧରେ ଏତଲା ରୁଜୁ କରିଛି । ଇନ୍ଦୋରରୁ ଜବାଲପୁର ଆସୁଥିବା ଏକ୍ସପ୍ରେସ ଟ୍ରେନରେ ଡିଆଇଜି ର‍୍ୟାଙ୍କ ଅଫିସର ଜଣେ ମହିଳା ଶୋଇଥିବା ଅବସ୍ଥାରେ ତାଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରିଥିଲେ ।…
ଅଧିକ ଖବର ଦେଖନ୍ତୁ...

୫୦ବର୍ଷ ତଳେ ପ୍ରଥମ ଫିଲ୍ମ ପାଇଁ ଅମିତାଭ ବଚ୍ଚନଙ୍କୁ ମିଳିଥିଲା ମାତ୍ର ଏତିକି ଟଙ୍କା

ମୁମ୍ବାଇ : ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ୫୦ବର୍ଷ କାମ କରି ସାରିବା ପରେ ମଧ୍ୟ ଏ ପର୍ଯ୍ୟନ୍ତ ନିଜ ସୁପରଷ୍ଟାର ଛବି ବଜାୟ ରଖିଛନ୍ତି ଅମିତାଭ ବଚ୍ଚନ । ୫୦ବର୍ଷ ମଧ୍ୟରେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସି ସାରିଛନ୍ତି ବିଗ୍‌ ବି । ଏବେ ପୁଣି ତାଙ୍କ ଆଗାମୀ ଫିଲ୍ମ ଗୁଲାବୋ ସିତାବୋ ପାଇଁ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଯୌନ ଶୋଷଣ ଅଭିଯୁକ୍ତ କଳାକାରଙ୍କ ସହ କାମ କରିବା ପ୍ରଶ୍ନର ଉତ୍ତରରେ ଅଜୟ କହିଲେ; ଆରୋପ ଲାଗିବା ଓ ଦୋଷୀ ସାବ୍ୟସ୍ତ ହେବା…

ମୁମ୍ବାଇ : #ମି ଠୁ ଅଭିଯାନକୁ ନେଇ ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କ ବୟାନ ସାମ୍ନାକୁ ଆସିଛି । ଫିଲ୍ମ ଫେୟାରକୁ ଏକ ସାକ୍ଷାତକାର ଦେଇ ଆରୋପ ଲାଗିବା ଏବଂ ଦୋଷୀ ସାବ୍ୟସ୍ତ ହେବା ମଧ୍ୟରେ ପାର୍ଥକ୍ୟ ରହିଛି ବୋଲି କହିଛନ୍ତି ଅଜୟ । ସାକ୍ଷାତକାରରେ ଯେଉଁ ଲୋକଙ୍କ ଉପରେ ଅଭିଯୋଗ ଲାଗିଛି,…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଗୋ ପାଇଲଟ୍‌ଙ୍କୁ ବନ୍ଧକ ରଖି ୧ଲକ୍ଷ ଟଙ୍କା ଲୁଟିଲେ କ୍ୟାବ୍‌ ଚାଳକ

ନୂଆଦିଲ୍ଲୀ : ଦିଲ୍ଲୀରେ କ୍ୟାବ୍‌ ଯୋଗେ ଯାତ୍ରା କରିବା କେତେ ସୁରକ୍ଷିତ, ତାହା ଆପଣ ଏହି ଖବର ବିଷୟରେ ଶୁଣିବା ପରେ ଜାଣି ପାରିବେ । ଦିଲ୍ଲୀରେ ଜଣେ ଇଣ୍ଡିଗୋ ପାଇଲଟଙ୍କୁ କ୍ୟାବ୍‌ ଚାଳକ ନିଜ ଦୁଇ ସହଯୋଗୀଙ୍କ ସହାୟତାରେ ବନ୍ଧକ ରଖି ତାଙ୍କଠାରୁ ୧ଲକ୍ଷ ଟଙ୍କା ଲୁଟି ନେବା ଖବର ଏବେ…
ଅଧିକ ଖବର ଦେଖନ୍ତୁ...

ଆଜି ରାତି ୨ ଘଣ୍ଟା ୫୮ ମିନିଟ ରହିବ ଚନ୍ଦ୍ରଗ୍ରହଣ, କରନ୍ତୁ ଗୁୁରୁ ମନ୍ତ୍ର

ନୂଆଦିଲ୍ଲୀ: ଆଶାଢ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ରାତି ଚନ୍ଦ୍ରଗ୍ରହଣ ଦେଖାଯିବ। ଭାରତର ପୂର୍ବ, ପଶ୍ଚିମ ଏବଂ ଉତ୍ତର ଭାଗରେ ଚନ୍ଦ୍ରଗ୍ରହଣର ପ୍ରଭାବ ରହିବ। ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ୧ଟା ୩୨ରୁ ରାତି ୪ଟା ୩୦ ଯାଏଁ ରହିବ। ଗ୍ରହଣ ସମୟରେ ଗୁରୁ ମନ୍ତ୍ର ଜପ, ଧାର୍ମିକ ଗ୍ରନ୍ଥର ପଠନ ଏବଂ ହୋମ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ପାଟକୁରାରେ ନବୀନଙ୍କ ହାଇଟେକ୍‌ ପ୍ରଚାର, ସାବିତ୍ରୀଙ୍କ ପାଇଁ କରିବେ ‘ସୁପର ସୋ’

ଭୁବନେଶ୍ବର: ହାତରେ ଆଉ ମାତ୍ର ତିନି ଦିନ । ୧୯ ରାତି ପାହିଗଲେ ୨୦ ତାରିଖ ସକାଳୁ ସକାଳୁ ପାଟକୁରା ପାଇଁ ପଡିବ ଭୋଟ । ନାକ ତଳେ ନିର୍ବାଚନ ଥିବାରୁ ନେତାଙ୍କ ଆଖିରୁ ନିଦ ହଜିଛି । ଆଉ ପାଟକୁରା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ପ୍ରଚାର କାମ ଶେଷ କରିବାକୁ…
ଅଧିକ ଖବର ଦେଖନ୍ତୁ...

ମଡେଲଙ୍କୁ ହତ୍ୟା କରାଯିବା ଖବର ଶୁଣି ତାପ୍‌ସୀଙ୍କ ଟୁଇଟ୍‌; ବୋଧହୁଏ ପ୍ରେମିକ କେତେ ଭଲ ପାଉଥିଲା ତାହା ପ୍ରମାଣ…

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ତାପ୍‌ସୀ ପନ୍ନୁ ନିଜ କାମ ସହ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । କୌଣସି ବିଷୟକୁ ନେଇ ସେ ନିଜର ମତ ରଖିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । କିନ୍ତୁ ଏବେ ସେ ଜଣେ ମଡେଲଙ୍କ ହତ୍ୟା ଘଟଣାକୁ ନେଇ ଟୁଇଟ୍‌ କରିବାରୁ ଲୋକେ ତାଙ୍କୁ ଟ୍ରୋଲ କରିବା…
ଅଧିକ ଖବର ଦେଖନ୍ତୁ...