Daily Archives

July 16, 2019

କ୍ୟାନସର ହସ୍ପିଟାଲ ପାଇଁ ଚଳିତ ମାସ ଶେଷ ସୁଦ୍ଧା ଟାଟା ଟ୍ରଷ୍ଟକୁ ଜମି ହସ୍ତାନ୍ତର

ଭୁବନେଶ୍ୱର: ବାରଙ୍ଗ ଠାରେ ପ୍ରସ୍ତାବିତ କ୍ୟାନସର ହସ୍ପିଟାଲ ପାଇଁ ଆବଶ୍ୟକ ପଡୁଥିବା ଜମି ଚଳିତମାସ ଶେଷ ସୁଦ୍ଧା ଟାଟା ଟ୍ରଷ୍ଟକୁ ହସ୍ତାନ୍ତର କରାଯିବା । କଟକ ଜିଲ୍ଲାପାଳଙ୍କ ସହିତ ଆଲୋଚନା ପରେ ହସ୍ପିଟାଲ ନିକଟକୁ ମାସକ ମଧ୍ୟରେ ରାସ୍ତା କାର୍ଯ୍ୟାରମ୍ଭ ପାଇଁ ନିଷ୍ପତ୍ତି ହୋଇଛି । ଏହି…
ଅଧିକ ଖବର ଦେଖନ୍ତୁ...

ଜେଏନ୍‌ୟୁରେ ଗାର୍ଡ ଥିଲେ, ପ୍ରବେଶିକା ପରୀକ୍ଷା ଦେଇ ଏବେ ଜେଏନ୍‌ୟୁର ଛାତ୍ର ହେଲେ ଦିନ ମଜୁରିଆଙ୍କ ପୁଅ

ନୂଆଦିଲ୍ଲୀ : ଦେଶର ସବୁଠାରୁ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଗୋଟେ ହେଉଛି ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ । ଦିଲ୍ଲୀସ୍ଥିତ ଏହି ବିଶ୍ୱବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ ଜଣେ ଦିନ ମଜୁଆରିଆଙ୍କ ପୁଅ ପରୀକ୍ଷା ପାସ୍‌ କରିବା ଖବର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ସବୁଠାରୁ ବଡ଼…
ଅଧିକ ଖବର ଦେଖନ୍ତୁ...

ରାଉରକେଲା: ଶଙ୍ଖ ନଦୀ ପଠାରେ ନାବାଳିକାକୁ ଗଣ ଦୁଷ୍କର୍ମ, ନାବାଳକ ସହ ୫ ଅଟକ, ଦିଲ୍ଲୀ ନେବାକୁ କହି ଘରକୁ ଡାକିଥିଲେ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଆଉ ଜଣେ ନାବାଳିକା ଗଣଦୁଷ୍କର୍ମ ଶିକାର ହୋଇଛି। ୪ ଜଣ ଯୁବକଙ୍କ ସହ ଜଣେ ନାବାଳକ ତାଙ୍କୁ ଶଙ୍ଖ ନଦୀ ପଠାକୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା କରୁଛି। ସ୍ଥାନୀୟ ଅଂଚଳର ନାବାଳିକା (୧୫)ଙ୍କ ମା’ ଦିଲ୍ଲୀରେ…
ଅଧିକ ଖବର ଦେଖନ୍ତୁ...

ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସର ଗୋଟେ ଅଧ୍ୟାୟ ପାଇଁ ଏତେ କୋଟି ନେଉଛନ୍ତି କରୀନା କପୁର ଖାନ୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ଏବେ ଜି ଟିଭିରେ ପ୍ରସାରିତ ହେଉଥିବା ରିୟାଲିଟି ସୋ’ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସିଜିନ-୭ରେ ନଜର ଆସୁଛନ୍ତି । ପ୍ରଥମ କରି ଜଜ୍‌ ଭାବେ କରୀନା ଦାୟିତ୍ୱ ତୁଲାଉଥିବା ବେଳେ ଏଥି ପାଇଁ ତାଙ୍କୁ ମୋଟା ଅଙ୍କର ଟଙ୍କା ମଧ୍ୟ ମିଳୁଥିବା ଜଣା…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇର ୪ମହଲା କୋଠା ଭୁଶୁଡିବା ଘଟଣା: ଜୀବିତ ଉଦ୍ଧାର ହେଲା ୪ବର୍ଷର ଶିଶୁ

ମୁମ୍ବାଇ : ଲଗାତାର ବର୍ଷା ଲାଗି ରହିଥିବାରୁ ଆଜି ଦିନ ୧୧ଟା ୩୦ମିନିଟ୍‌ରେ ମୁମ୍ବାଇର ଡୋଗରି ଅଞ୍ଚଳରେ ଥିବା ଏକ ୪ମହଲା କୋଠା ଭୁଶୁଡି ପଡ଼ିଥିଲା । ୧୨ଜଣ ଲୋକେ ଭଙ୍ଗା କୋଠା ତଳେ ଚାପି ହୋଇ ମୃତ୍ୟୁବରଣ କରିଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଥିଲା । ତେବେ କୋଠାଟି ଭୁଶୁଡିବା ପରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆଗକୁ ବଢ଼ିବାରେ ସହାୟକ ହେବ। ସରକାରୀ କାମରେ କୌଣସି ଲୋକଙ୍କ ସହଯୋଗ ପାଇବେ। ଭାଗୀଦାରି କାରବାରରେ ଭଲ ପରିଣାମ ମିଳିବ। ଚାକିରି ତଲାସରେ ଥିବା ଯୁବକଙ୍କୁ ଶୁଭ ଖବର ମିଳିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ରାମଚଣ୍ତୀ। ବୃଷ: ପୂଜା ପାଠରେ ଅଧିକ ସମୟ ବିତିବ। ଜୀବନରେ…
ଅଧିକ ଖବର ଦେଖନ୍ତୁ...

ଆସାମରେ ବନ୍ୟା ପରିସ୍ଥିତି ଅସମ୍ଭାଳ, ୧୫ ମୃତ, ୨୫୦ କୋଟିର ସହାୟତା ଘୋଷଣା କଲା କେନ୍ଦ୍ର

ଗୌହାଟୀ : ଆସାମରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଅଧିକ ସଂଗୀନ ହେବାରେ ଲାଗିଛି । ରାଜ୍ୟର ମୋଟ ୩୩ଟି ଜିଲ୍ଲାରୁ ପ୍ରାୟ ୩୦ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଏହି ବନ୍ୟା ଫଳରେ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି । କେନ୍ଦ୍ର ସରକାର ବନ୍ୟା ପ୍ରପୀଡିତଙ୍କ ସହାୟତା ପାଇଁ ୨୫୦ କୋଟି…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର : ସ୍କୁଲରେ ଶିକ୍ଷକ ଅଭାବରୁ ପୁଲିସ କର୍ମଚାରୀ ପଢ଼ାଉଛନ୍ତି ପାଠ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରିଜର୍ଭ ପୁଲିସ ଭିତରେ ଥିବା ପୁଲିସ ହାଇସ୍କୁଲରେ ୪ଜଣ ପୁଲିସ କର୍ମଚାରୀ ଶିକ୍ଷାଦାନ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏହି ସ୍କୁଲରେ ଶିକ୍ଷକଙ୍କ ଅଭାବ ରହିଛି । ଯେଉଁଥିପାଇଁ ଏହି ୪ଜଣ ପୁଲିସ କର୍ମଚାରୀ ଛାତ୍ରଛାତ୍ରୀଙ୍କୁ ପାଠପଢ଼ାଉଛନ୍ତି। ସେମାନେ…
ଅଧିକ ଖବର ଦେଖନ୍ତୁ...

ପଦ୍ମଶ୍ରୀ ଡି ପ୍ରକାଶ ରାଓ ଅସୁସ୍ଥ, ଏସ୍‌ସିବିରେ ଭର୍ତ୍ତି

ଭୁବନେଶ୍ୱର: ପଦ୍ମଶ୍ରୀ ଡି ପ୍ରକାଶ ରାଓ ଅସୁସ୍ଥ ହୋଇଛନ୍ତି। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ କଟକସ୍ଥିତ ଏସ୍‌ସିବିର ଆଇସିୟୁରେ ଭର୍ତ୍ତି କରାଯାଇଛି।
ଅଧିକ ଖବର ଦେଖନ୍ତୁ...

ଦୀର୍ଘ ୩୦ ବର୍ଷ ପରେ କାଶ୍ମୀର ଉପତ୍ୟାକାରେ ଖୋଲିବ ଫିଲ୍ମ ହଲ୍‌

ଶ୍ରୀନଗର : ଦୀର୍ଘ ୩୦ ବର୍ଷ ପରେ କାଶ୍ମୀର ଉପତ୍ୟାକାର ଲୋକମାନେ ବଡ଼ ପରଦାରେ ଚଳଚ୍ଚିତ୍ର ଦେଖିବାର ସୁଯୋଗ ପାଇପାରିବେ । ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଶ୍ରୀନଗରର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଏକ ମଲଟିପ୍ଲେକ୍ସ ପ୍ରକଳ୍ପ ଖୋଲିବାକୁ ମଂଜୁରୀ ଦେଇଛନ୍ତି । ୧୯୮୯ରେ କାଶ୍ମୀରରେ ଆତଙ୍କବାଦ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...