Daily Archives

July 17, 2019

ପରିଣତ ବୟସରେ ବି ମିଳୁନି ବାର୍ଧକ୍ୟ ଭତ୍ତା, ସ୍ତ୍ରୀକୁ ମିଳୁଛି, ସ୍ୱାମୀଙ୍କୁ ନାହିଁ

ଲକ୍ଷ୍ମୀପୁର: ଘନ ମେଲେକା ବୟସ ୭୫ ରୁ ଉର୍ଦ୍ଧ୍ୱ। ତାଙ୍କ ସ୍ତ୍ରୀ ସାଦାଇ ମେଲେକା ବୟସ ୭୦ । ଉଭୟ ପରିଣତ ବୟସରେ ପହଞ୍ଚିଯାଇଥିବା ବେଳେ ଦୁଇ ଓଳିର ଖାଦ୍ୟ ପାଇଁ ଏମାନେ କରୁଛନ୍ତି ସଂଘର୍ଷ। ସରକାରଙ୍କ ତରଫରୁ ସାଦାଇଙ୍କୁ ୫୦୦ ଟଙ୍କା ଭତ୍ତା ମିଳୁଥିବା ସହ ଅର୍ଣପୂର୍ଣ୍ଣା ଯୋଜନାରେ ୩୫ କେଜି…
ଅଧିକ ଖବର ଦେଖନ୍ତୁ...

‘ଆମ ଓଡ଼ିଶା’ ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ ଶିବିର

ବାଲେଶ୍ୱର: ‘ଆମ ଓଡ଼ିଶା’ର ପ୍ରତିଷ୍ଠା ଦିବସ ଅବସରରେ ଆଜି ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ର ବାଲେଶ୍ୱର ସଂସ୍କରଣ ପକ୍ଷରୁ ଜିଲ୍ଲା ରକ୍ତଭଣ୍ଡାରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ଏହି ଶିବିରକୁ ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ଡା. ବସନ୍ତ କୁମାର ଉପାଧ୍ୟାୟ ଓ ଡା. ମହେଶ…
ଅଧିକ ଖବର ଦେଖନ୍ତୁ...

କାର୍ଯ୍ୟରତ ସାମ୍ବାଦିକଙ୍କୁ କେନ୍ଦ୍ରାପଡା ଏସପିଙ୍କ ଦୁର୍ବ୍ୟବହାର : ପାଟକୁରାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ସୋ’ ସମୟରେ…

‌କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଏସପିଙ୍କ ଦୁର୍ବ୍ୟବହାର। ତାହା ବି ପୁଣି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ସାମ୍ବାଦିକଙ୍କ ଉପରେ। ପୂର୍ବରୁ ସାମ୍ବାଦିକଙ୍କ ଉପରେ ଅନେକ ସମୟରେ ଆକ୍ରମଣ ହେଉଥିବାର ଖବର ସାମ୍ନାକୁ ଆସୁଥିବା ବେଳେ ଆଜି ଦିବାଲୋକରେ କେନ୍ଦ୍ରାପଡା ଏସପି ନୀତିଶେଖର…
ଅଧିକ ଖବର ଦେଖନ୍ତୁ...

‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ର ଗୋଟିଏ ଏପିସୋଡ ପାଇଁ ୩ କୋଟି ନିଅନ୍ତି ବେବୋ!

ମୁମ୍ବାଇ: ବଲିଉଡ୍‌ର ହାଇପେଡ୍‌ ଅଭିନେତ୍ରୀଙ୍କ ମଧ୍ୟରୁ କରୀନା କପୁର୍‌ ଅନ୍ୟତମ। କରୀନା ନିକଟରେ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସଜିନ୍‌ ୭’ରେ ବିଚାରପତି ହେଇଥିବା ଦେଖିବାକୁ ମିଳୁଛନ୍ତି। କରୀନାଙ୍କ ସଂପର୍କରେ ଏପରି ଏକ ରିପୋର୍ଟ ହସ୍ତଗତ ହୋଇଛି ଯାହା କାହାକୁ ବି ଚକିତ କରାଇପାରେ। ଆପଣ…
ଅଧିକ ଖବର ଦେଖନ୍ତୁ...

‘ମୁଁ ଗଧ’ ବୋଲି କହି ଦଣ୍ଡ ପାଉଥିବା ଛାତ୍ରଙ୍କ ଭିଡିଓ ଭାଇରାଲ୍‌, ଫସିଲେ ଶିକ୍ଷକ

ରାୟପୁର: ଛତିଶଗଡ଼ର ଜଣେ ଶିକ୍ଷକ ତାଙ୍କ ଛାତ୍ରମାନଙ୍କୁ ‘ମୁଁ ଗଧ’ ବୋଲି କହିବାକୁ ବାଧ୍ୟ କରୁଥିବା ବେଳର ଏକ ଭିଡିଓ ସୋସିାଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଶିକ୍ଷକଙ୍କୁ ବିଭିନ୍ନ ଆଡୁ ସମାଲୋଚିତ କରାଯାଇଛି। ଛାତ୍ରମାନେ ପାଠ କରିନଥିବା କାଣରୁ ଶିକ୍ଷକ ସେମାନଙ୍କୁ ତଳେ ଆଣ୍ଠେଇ ଦେଇ ଏପରି…
ଅଧିକ ଖବର ଦେଖନ୍ତୁ...

ଆସାମର ବନ୍ୟା ପ୍ରଭାବିତଙ୍କ ପାଇଁ ଚିନ୍ତା ପ୍ରକଟ କରି ଲୋକଙ୍କୁ ସହାୟତା ରାଶି ମାଗିଲେ ପ୍ରିୟଙ୍କା

ଗୌହ୍ଵାଟୀ: ଆସାମ ବନ୍ୟା ଏବେ ସୁଦ୍ଧା ୧୭ ଜଣଙ୍କ ଜୀବନ ନେଇ ସାରିଲାଣି। ବ୍ରହ୍ମପୁତ୍ର ନଦୀରୁ ପାଣି ଉଠି ପାଣି ସ୍ତର ବଢ଼ିବାରେ ଲାଗିଛି। ଏହି ବନ୍ୟାର ରୂପ ଧୀରେ ଧୀରେ ବଢ଼ିବାରେ ଲାଗିବାରୁ ପ୍ରାୟ ୧ ଲକ୍ଷ ଲୋକ ସ୍ଥାନାନ୍ତରିତ ହୋଇ ସାରିଲେଣି। ଆସାମ ବନ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଆଇସିସି ଟି-୨୦ କ୍ରିକେଟ୍‌ ବିଶ୍ୱକପ୍‌: ୯ ବର୍ଷ ପରେ ପ୍ରଥମ ଥର ପାଇଁ ଗ୍ରୁପ୍‌ ପର୍ଯ୍ୟାୟରେ ମୁହାଁମୁହିଁ ହେବେନି…

ନୂଆଦିଲ୍ଲୀ: ଆସନ୍ତାବର୍ଷ ଅକ୍ଟୋବରରୁ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି-୨୦ କ୍ରିକେଟ୍‌ ବିଶ୍ୱକପ୍‌ ପାଇଁ କ୍ରୀଡ଼ାସୂଚୀ ଘୋଷଣା ହୋଇଛି। ସବୁଠାରୁ ବଡ଼ ଘୋଷଣା ଯେ, ୨୦୧୧ ପରଠାରୁ ପ୍ରଥମଥର ପାଇଁ ଗ୍ରୁପ୍‌ ପର୍ଯ୍ୟାୟରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ ନାହିଁ। କିକ୍ରେଟ୍‌…
ଅଧିକ ଖବର ଦେଖନ୍ତୁ...

ଦୈନିକ ପିିଅନ୍ତୁ ୧ ଗ୍ଲାସ ଆଖୁ ରସ, ଓଜନ ହ୍ରାସରୁ ନେଇ ମିଳିବ ଆହୁରି ଅନେକ ଫାଇଦା

ଦୈନିକ ଗୋଟିଏ ଗ୍ଲାସ୍‌ ଆଖୁ ରସ ପାନ କଲେ ଶରୀରକୁ ବିଭିନ୍ନ ପ୍ରକାରର ଫାଇଦା ହୋଇଥାଏ ବୋଲି ଆପଣ କେବେ ଶୁଣିଛନ୍ତ? ପେଟ ରୋଗରୁ ନେଇ ଓଜନ ହ୍ରାସ ପର୍ଯ୍ୟନ୍ତ ସମସ୍ୟାର ସମାଧାନ କରିଥାଏ ଏହି ଆଖୁ ରସ। ଆପଣ ଯଦି ଓଜନ ହ୍ରାସ ଡାଏଟ୍‌ରେ ଅଛନ୍ତି ତେବେ ସେଥିରେ ଆଖୁ ରସ ନିଶ୍ଚୟ ସାମିଲ୍‌ କରନ୍ତୁ।…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ଇମୋଜି ଦିବସ: ଆଇଫୋନ୍‌ରେ ୫୯ଟି ନୂଆ ଇମୋଜି

ବିନା ଶବ୍ଦରେ ଭାବକୁ ବୁଝାଇ ହେଉଥିବା ଛବିକୁ ଆମେ ‘ଇମୋଜି’ ଭାବେ ଜାଣନ୍ତି। ଫେସ୍‌ବୁକ୍‌, ମେସେଞ୍ଜର, ହ୍ଵାଟ୍‌ସଆପ ଆଦି ସୋସିଆଳ୍‌ ମିଡିଆ ସାଇଟ୍‌ରେ ଆମେ ଅନେକ ଇମୋଜି ବ୍ୟବହାର କରିଥାନ୍ତି। ଆଉ କିଛି ଇମୋଜି ଥାଆନ୍ତା କି ବୋଲି ବେଳେ ବେଳେ ଭାବନାଟି ମନକୁ ଆସେ। ଇମୋଜି ପ୍ରିୟ ଆଇଫୋନ୍‌…
ଅଧିକ ଖବର ଦେଖନ୍ତୁ...

ପତ୍ନୀ ହେମାଙ୍କ ଭାଇରାଲ୍‌ ଝାଡୁ ଫଟୋ ପ୍ରସଂଗରେ ଉତ୍ତର ଦେଇ ଟ୍ରୋଲ୍‌ ହେବା ପରେ କ୍ଷମା ମାଗିଲେ ଧର୍ମେନ୍ଦ୍ର

ମୁମ୍ବାଇ: ପତ୍ନୀ ହେମାମାଳିନୀ ଝାଡୁ ଧରି ଟ୍ରୋଲ୍‌ ହେବାର ମାତ୍ର କିଛି ଦିନ ମଧ୍ୟରେ ଅଭିନେତା ସ୍ୱାମୀ ଧର୍ମେନ୍ଦ୍ର ତାଙ୍କ ସପକ୍ଷରେ ମଜାଦାର୍‌ ଟ୍ଵିଟ୍‌ କରି ଟ୍ରୋଲ୍‌ ହୋଇଛନ୍ତି। ସେ କରିଥିବା ଟ୍ଵିଟ୍‌ରେ ଟ୍ରୋଲ୍‌ ହେବା ପରେ ଅନ୍ୟ ଏକ ଟ୍ଵିଟ୍‌ କରି କ୍ଷମା ବି ମାଗିଛନ୍ତି, ତାହା ବି…
ଅଧିକ ଖବର ଦେଖନ୍ତୁ...