Daily Archives

July 17, 2019

‘ଫେସ୍‌ଆପ୍‌ ଏଜିଂ ଫିଲ୍ଟର୍‌’ କ’ଣ? କାହିଁକି ସୋସିଆଲ୍‌ ମିଡିଆରେ ଦିଶୁଛି ଅନେକ ବାପପୁଅଙ୍କ ଯୋଡ଼ି ଫଟୋ?

ଗତ କିଛି ଦିନ ହେବ ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ୍‌ରେ ରହିଛି ‘ଫେସ୍‌ଆପ୍‌ ଏଜିଂ ଫିଲ୍ଟର୍‌’। ଯଦିଓ ଏହି ଆପ୍‌ଟି ଅନେକ ବର୍ଷ ତଳୁ ବାହାରି ସାରିଛି ମାତ୍ର ଗତ ୨ ବର୍ଷ ଭିତରେ ବେଶି ବିଶ୍ୱାସ କଲା ପରି ଫଳାଫଳ ଦେଉଥିବା ହେତୁ ଅନେକ ବ୍ୟବହାରକାରୀ ଏହି ଆପ୍‌ ବ୍ୟବହାର କରି ନିଜ ବାପାଙ୍କ ସହ ନିଜ…
ଅଧିକ ଖବର ଦେଖନ୍ତୁ...

୨୦ରେ ପାଟକୁରା ଭୋଟ, ଭୋଟରଙ୍କ ପାଇଁ ଛୁଟି ଘୋଷଣା କଲେ ସରକାର

ଭୁବନେଶ୍ୱର: ଦୁଇ ଦିନ ପରେ ଅର୍ଥାତ ଜୁଲାଇ ୨୦ରେ ପାଟକୁରା ବିଧାନସଭା ଆସନରେ ମତଦାନ ହେବ। ଏଥି ପାଇଁ ସରକାର ୨୦ ତାରିଖକୁ ଛୁଟି ଘୋଷଣା କରିଛନ୍ତି। ଏହି ଦିନ ପାଟକୁରାର ସବୁ ଶିଳ୍ପସଂସ୍ଥା, ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଛୁଟି ରହିବ। ନିର୍ବାଚନ ଦିନଟିକୁ ସବୈତନିକ ଛୁଟି ଦିବସ ଭାବେ…
ଅଧିକ ଖବର ଦେଖନ୍ତୁ...

ଚାଳକ ସହ ଝଗଡ଼ା ହେବାରୁ ଇ-ଅଟୋରିକ୍ସା ନେଇ ପଳାଉଥିଲେ ମହିଳା, ଅଟକାଇଲେ ସ୍ଥାନୀୟ ଲୋକେ

ନୂଆଦିଲ୍ଳୀ: ଜାତୀୟ ରାଜଧାନୀ ଦିଲ୍ଳୀରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଜଣେ ଇ-ଅଟୋରିକ୍ସା ଚାଳକଙ୍କ ସହ ସାମାନ୍ୟ କଥା କଟାକଟି ହେବା ପରେ ଜଣେ ମହିଳା ରିକ୍ସାକୁ ଚୋରାଇବା ଉଦ୍ୟମ କରିଥିବା ଜାଣିବାକୁ ମିଳିଛି। ଘଟଣାଟି ଦିଲ୍ଳୀର ମଙ୍ଗଳବାର ଦିଲ୍ଳୀର ପହରଗଞ୍ଜ ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

ଓ୍ଵାଲଟିୟର ଡିଭିଜନ ବିଭକ୍ତିକରଣ ପରେ ରାୟଗଡ଼ା ହେଲା ନୂଆ ଡିଭିଜନ୍‌

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଓ୍ଵାଲଟିୟର ଡିଭିଜନ ବିଭକ୍ତିକରଣ ପରେ ଓଡ଼ିଶାର ରାୟଗଡ଼ା ନୂଆ ଡିଭିଜନ୍‌ର ମାନ୍ୟତା ପାଇଛି। ଏ ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ରାୟଗଡ଼ା ପୂର୍ବତଟ ରେଳ ଜୋନ୍‌ରେ ରହିବ। ନବଗଠିତ ଦକ୍ଷିଣତଟ ରେଳପଥରେ ଓ୍ଵାଲଟିୟର ଡିଭିଜନ୍‌…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼: ପରିବାର ନିୟୋଜନ ଅସ୍ତ୍ରୋପଚାର ବେଳେ ମହିଳାଙ୍କ ପରିସ୍ରା ନଳୀ କାଟିଦେଲେ ଡାକ୍ତର

ଦଶପଲ୍ଲା: ପରିବାର ନିୟୋଜନ ଅସ୍ତ୍ରୋପଚାର ବେଳେ ଡାକ୍ତର ମହିଳାଙ୍କ ପରିସ୍ରା ନଳୀ କାଟିଦେଇଛନ୍ତି। ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ବେଳେ ମହିଳା ଜଣଙ୍କ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଏନେଇ ପରିବାର ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଶତାବ୍ଦୀ ଟ୍ରେନ୍‌ରେ ଅସଦାଚରଣର ଶିକାର ହୋଇଥିବା ମହିଳା ଟ୍ଵିଟ୍‌ କରି ଜଣାଇଲେ ଦୁଃଖ; ସାହସିନୀ, ଯୋଦ୍ଧା ବୋଲି ସମ୍ବୋଧନ…

ନୂଆଦିଲ୍ଳୀ: ଶତାବ୍ଦୀ ଟ୍ରେନ୍‌ର ଜଣେ ମହିଳା ଯାତ୍ରୀ ତାଙ୍କର ଜଣେ ମଦ୍ୟପ ସହଯାତ୍ରୀଙ୍କ ଦ୍ୱାରା ଅସଦାଚରଣର ଶିକାର ହେବା ପରେ ଟ୍ଵିଟର୍‌ରେ ନିଜର ଦୁଃଖ ପ୍ରକାଶ କରିଛନ୍ତି। ଯାତ୍ରୀ ଜଣକ ନିଜେ ଭୋଗିଥିବା କଥା ଟ୍ଵିଟ୍‌ରେ ସେୟାର୍‌ କରିବା ପରେ ତାଙ୍କୁ ବହୁ ସମର୍ଥନ ମିଳିଛି। ମହିଳା ଜଣଙ୍କୁ…
ଅଧିକ ଖବର ଦେଖନ୍ତୁ...

ଦଳିତ ମହିଳାଙ୍କୁ ୫ ପୁଲିସ୍‌ କର୍ମୀଙ୍କ ଗଣଦୁଷ୍କର୍ମ ଅଭିଯୋଗ,ନିଜର ଦୁଃଖ ଭରା କଥା କହିଲେ ପୀଡ଼ିତା ମହିଳା

ଚୁରୁ: ରାଜସ୍ଥାନରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ଦଳିତ ମହିଳାଙ୍କୁ ପୁଲିସ୍‌ ଅଧିକାରୀମାନେ ମିଶି କରି ଗଣଦୁଷ୍କର୍ମ କରିଛନ୍ତି ବୋଲି ମହିଳା ଜଣକ ଅଭିଯୋଗ ଆଣିଛନ୍ତି। ମହିଳା ଜଣକ ଅଭିଯୋଗ ଆଣି କହିଛନ୍ତି ଯେ ରାଜସ୍ଥାନ ପୁଲିସ୍‌ ତାଙ୍କ ସହ ବଳପୂର୍ବକ ଦୁଷ୍କର୍ମ କରିବା ସହ ତାଙ୍କ ନଖରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। କାର୍ଯ୍ୟକ୍ଷେତ୍ରରେ ତଳିଆ କର୍ମଚାରୀଙ୍କ ସହଯୋଗ ପାଇବେ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ପରିବାର ଲୋକଙ୍କର ଆପଣଙ୍କ ଠାରୁ କିଛି ଆଶା ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ବରୀ। ବୃଷ: ଆପଣଙ୍କ ମନ ଆଧୢାତ୍ମିକ ଦିଗରେ ଅଧିକ ଲାଗି…
ଅଧିକ ଖବର ଦେଖନ୍ତୁ...

ଆଇସିଜେରେ ଭାରତର ବିଜୟ ପଛର ମୁଖ୍ୟ ନାୟକ ହରିଶ ସାଲଭେ ! ଦିନକୁ ୩୦ ଲକ୍ଷ ଫିସ ନେଉଥିବା ସାଲଭେ କୁଲଭୂଷଣଙ୍କ ମାମଲା…

ନୂଆଦିଲ୍ଲୀ: ପାକିସ୍ତାନରେ ବନ୍ଦୀ ଜୀବନ କାଟୁଥିବା ଭାରତୀୟ ନାଗରିକ କୁଳଭୂଷଣଙ୍କୁ ଫାଶୀ ଦେଇ ପାରିବନି ପାକିସ୍ତାନ । ଅନ୍ତର୍ଜାତୀୟ କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଭାରତକୁ ମିଳିଛି ବଡ଼ କୁଟନୈତିକ ବିଜୟ ଏବଂ ଅନ୍ତର୍ଜାତୀୟ ଫୋରମରେ ପୁଣିଥରେ ପଦାରେ ପଡିଛି ପାକିସ୍ତାନ ଷଡଯନ୍ତ୍ର । ପ୍ରଥମେ…
ଅଧିକ ଖବର ଦେଖନ୍ତୁ...

ଦେଶରେ ଉଡ଼ାଣ ଭରୁଥିବା ବିମାନଗୁଡ଼ିକରେ ଯାତ୍ରୀ ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟାପ୍ତ ନୁହେଁ: ବେସାମରିକ ବିମାନ ଚଳାଚଳ…

ନୂଆଦିଲ୍ଲୀ: ଦେଶରେ ସୁରକ୍ଷିତ ବିମାନ ଯାତ୍ରା ଉପରେ ନିକଟ ଅତୀତରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଦେଶରେ ବିମାନ ସେବା ଯୋଗାଉଥିବା ଏୟାର ଇଣ୍ଡିଆ ସମେତ ପାଞ୍ଚଟି ବିମାନ କମ୍ପାନିର ଯାତ୍ରୀ ସୁରକ୍ଷା ବ୍ୟବସ୍ଥା ନ୍ୟୂନମାନର ତଥା ପର୍ଯ୍ୟାପ୍ତ ନଥିବା ସ୍ୱୀକାର କରିଛନ୍ତି କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...