Daily Archives

July 18, 2019

ଗଂଜାମ: ବଡଧୋବା ସାହିରେ ପାରିବାରିକ ଗଣ୍ଡଗୋଳ, ଦେଢଶୂର ଆକ୍ରମଣରେ ଭାଇ ବୋହୁ-ଝିଆରୀ ଗୁରତର

ଭଞ୍ଜନଗର: ଗଂଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ବଡଧୋବା ସାହିରେ ଗୁରୁବାର ଅପରାହ୍ନରେ ପାରିବାରିକ ଗଣ୍ଡଗୋଳ ଭୟଙ୍କର ରୂପ ନେଇଛି। ଏଠାରେ ଦେଢଶୂରଙ୍କ ଆକ୍ରମଣରେ ଭାଇ ବୋହୁ ଓ ଦୁଇ ଝିଆରୀ ଆହତ ହୋଇଛନ୍ତି। ଆହତଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର…
ଅଧିକ ଖବର ଦେଖନ୍ତୁ...

ଦେଶ ବିରୋଧୀ କାମ କରୁଥିବାରୁ ‘ହେଲୋ’ ଓ ‘ଟିକ୍‌ ଟକ୍‌’ ଆପ୍‌କୁ ସରକାରଙ୍କ ନୋଟିସ: ୨୧ଟି ପ୍ରଶ୍ନର ଉତ୍ତର ନ ଦେଲେ…

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ମ୍ୟୁଜିକାଲ ଆପ୍‌ ଟିକ୍‌-ଟକ୍‌ । କିଛି ମାସ ତଳେ ଏହି ଆପ୍‌ ବ୍ୟବହାର ଦ୍ୱାରା ଯୁବକ-ଯୁବତୀମାନଙ୍କ ଜୀବନ ଯାଉଥିବା ଦେଖି ଏହାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା । କିନ୍ତୁ ଏହାକୁ କିଛି ଦିନ ପରେ ହଟାଇ ଦିଆଯାଇଥିଲା । ଏବେ ପୁଣି ଥରେ ପ୍ରତିବନ୍ଧକ…
ଅଧିକ ଖବର ଦେଖନ୍ତୁ...

ଯକୃତରୁ ବିଷାକ୍ତ ଜିନିଷ ବାହାର କରିଥାଏ ଏହି ୪ଟି ସୁପରଫୁଡ୍‌ସ

ଯକୃତ ଶରୀରର ଅନେକ କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ । ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ସହ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ଯକୃତ । ଯଦି ଯକୃତ ଠିକ୍‌ ଭାବରେ କାମ କରିବା ବନ୍ଦ କରି ଦିଏ, ତେବେ ହେପାଟାଇଟିସ୍‌, ଫ୍ୟାଟି ଲିଭର, ଲିଭର ସିରୋସିସ୍‌, ଆଲ୍‌କହଲିକ୍‌ ଲିଭର…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀକୁ ଭଲ କରିଦେବ କହି ସୁନାଗହଣା ନେବା ସହ ୪୭ବର୍ଷୀୟା ପୀଡ଼ିତାଙ୍କ ସହ ଦୁଷ୍କର୍ମ କଲା ୨୯ବର୍ଷୀୟ ଯୁବକ

ପୁନେ : ମହାରାଷ୍ଟ୍ରର ପୁନେରେ ଜଣେ ମହିଳାଙ୍କ ସହ ଘଟିଥିବା ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପୀଡ଼ିତା ନିଜ ସ୍ୱାମୀକୁ ବଞ୍ଚାଇବାକୁ ଯାଇ ଦୁଷ୍କର୍ମର ଶିକାର ହେବା ଏବଂ ପରେ ଭିଡିଓ ଭାଇରାଲ ହେବା ଡ଼ରରେ ଅଭିଯୁକ୍ତକୁ ସୁନାଗହଣା ସହ ଟଙ୍କା ଦେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ନବମ ଶ୍ରେଣୀରେ ଫେଲ୍‌ ହୋଇ ଯାଇଥିଲେ ସିଦ୍ଧାର୍ଥ, ଫିଲ୍ମ ପ୍ରମୋସନ ସମୟରେ ଖୋଲିଲା ରାଜ୍‌

ମୁମ୍ବାଇ : ଫିଲ୍ମ ଜବରିଆ ଯୋଡିର ପ୍ରମୋସନ କରିବାରେ ଲାଗି ପଡ଼ିଛନ୍ତି ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରା । ଫିଲ୍ମଟି ଜୁଲାଇ ୧୨ରେ ରିଲିଜ୍‌ ହୋଇ ସାରିଥିବା ବେଳେ ବିହାରରେ ପ୍ରଚଳିତ ପ୍ରଥାକୁ ନେଇ ଏହି ଫିଲ୍ମ ନିର୍ମାଣ କରାଯାଇଛି । ତେବେ କିଛି ଦିନ ତଳେ…
ଅଧିକ ଖବର ଦେଖନ୍ତୁ...

ସାମ୍ନାକୁ ଆସିଲା ଭାଇରାଲ ଫଟୋ ପଛର ସତ୍ୟତା, ବନ୍ୟା ପାଣିରେ ବୁଡ଼ି ନୁହେଁ ଏଭଳି ହୋଇଥିଲା ଶିଶୁର ମୃତ୍ୟୁ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ କିଛି ଦିନ ହେଲାଣି ଏକ ଶିଶୁ ବନ୍ୟା ପାଣିରେ ମରି ପଡ଼ିଥିବାର ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଦୃଶ୍ୟ ସମସ୍ତଙ୍କ ମନକୁ ବିଚଳିତ କରିଥିବା ବେଳେ ବିହାରରେ ହୋଇଥିବା ବନ୍ୟା ପାଣିରେ ଭାସି ଯାଇ ଶିଶୁଟିର ମୃତ୍ୟୁ ହୋଇଥିଲା ବୋଲି ପ୍ରଥମେ ଜଣା ପଡ଼ିଥିଲା ।…
ଅଧିକ ଖବର ଦେଖନ୍ତୁ...

ଇଷ୍ଟାଗ୍ରାମ୍‌ ସାଇଟ୍‌ ହ୍ୟାକ୍‌ କରି ୩୦ ହଜାର ଡଲାର ଜିତିଲେ ଚେନ୍ନାଇ ଗବେଷକ

ଚେନ୍ନାଇ: ଫେସ୍‌ବୁକ୍‌ ସ୍ୱାମୀତ୍ୱରେ ପରିଚାଳିତ ଇଷ୍ଟାଗ୍ରାମ୍‌ ସାଇଟ୍‌କୁ ହ୍ୟାକ୍‌ କରି ଚେନ୍ନାଇର ଗବେଷକ ଲକ୍ଷ୍ମଣ ମୁଥିହା ୩୦ ହଜାର ଆମେରିକୀୟ ଡଲାର ଜିତିଛନ୍ତି। ମୁଥିହା କହିଛନ୍ତି, କର୍ତ୍ତୃପକ୍ଷ କୌଣସି ଇଷ୍ଟାଗ୍ରାମ ଆକାଉଣ୍ଟକୁ ହ୍ୟାକ୍‌ କରିବାକୁ ଅନୁମତି ଦେଇଥିଲେ। ଗବେଷଣାରୁ ସେ…
ଅଧିକ ଖବର ଦେଖନ୍ତୁ...

ଟିକ୍‌ ଟକ୍‌ ଭିଡିଓ ଜରିଆରେ ବିବାଦୀୟ ମନ୍ତବ୍ୟ ଦେଇ ଗିରଫ ହେଲେ ଅଭିନେତା ଏଜାଜ୍‌ ଖାନ୍‌

ମୁମ୍ବାଇ : ବିଗ୍‌ ବସ୍‌ର ପୂର୍ବ ପ୍ରତିଯୋଗୀ ତଥା ଅଭିନେତା ଏଜାଜ୍‌ ଖାନ୍‌ଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଥିବା ଜଣା ପଡ଼ିଛି । ମ୍ୟୁଜିକାଲ ଆପ୍‌ ଟିକ୍‌ ଟକ୍‌ ଜରିଆରେ ବିବାଦୀୟ ଭିଡିଓ  ପ୍ରସାରିତ କରିଥିବାରୁ ତାଙ୍କୁ ଗିରଫ କରାଯାଇଛି । ଏହି ମାମଲାକୁ ନେଇ ପ୍ରଥମେ ପଚରାଉଚରା କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼: ଶିଶୁକୁ ଧରି ନିଆଁ ଲଗାଇ ମା’ର ଆତ୍ମହତ୍ୟା ଉଦ୍ୟମ!

ଦେବଗଡ଼: ପ୍ରଥମେ ନିଜ ଦେହରେ କିରୋସିନ ଢାଳିବା ପରେ ନିଜ ପାଖରେ ଥିବା ତିନିବର୍ଷର ଶିଶୁକୁ ଧରି ମା’ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛି। ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ ଅନ୍ତର୍ଗତ ଚଛୁପାଲି ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମା’ ଓ ଶିଶୁଙ୍କୁ ଗୁରୁତର ଅବସ୍ଥାରେ…
ଅଧିକ ଖବର ଦେଖନ୍ତୁ...