Daily Archives

July 18, 2019

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରିୟଙ୍କାଙ୍କ ଚିଠି : ମୋର ସୁରକ୍ଷା ପାଇଁ ଟ୍ରାଫିକ ରୋକିବେ ନାହିଁ

ନୂଆଦିଲ୍ଲୀ : କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଗୁରୁବାର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଛନ୍ତି । ଚିଠି ଲେଖି ସୂଚିତ କରିଛନ୍ତି, ମୋର ଗସ୍ତ ସମୟରେ ସୁରକ୍ଷା ପାଇଁ ଟ୍ରାଫିକ ରୋକା ନ ଯାଉ । ମୋ ପାଇଁ ସାଧାରଣ ଜନତା କଷ୍ଟ ପାଆନ୍ତୁ, ତାହା ମୁଁ…
ଅଧିକ ଖବର ଦେଖନ୍ତୁ...

ପୁଣି ଥରେ ବାପା ହେଲେ ଅର୍ଜୁନ ରାମପାଲ, ଶିଶୁପୁତ୍ରକୁ ଜନ୍ମ ଦେଲେ ପ୍ରେମିକା ଗାବ୍ରିଏଲା

ମୁମ୍ବାଇ : ଗୁରୁବାର ସକାଳ ସମୟରେ ବଲିଉଡ୍‌ ଅଭିନେତା ଅର୍ଜୁନ ରାମପାଲଙ୍କ ପ୍ରେମିକା ଗାବ୍ରିଏଲା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ସାଉଥ୍‌ ଆଫ୍ରିକାନ ମଡେଲ ଗାବ୍ରିଏଲା ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ଶିଶୁକୁ ଜନ୍ମ ଦେଇଛନ୍ତି । ବୁଧବାର ତାଙ୍କ ପେଟରେ ପ୍ରସବ ଯନ୍ତ୍ରଣା ହେବାରୁ…
ଅଧିକ ଖବର ଦେଖନ୍ତୁ...

ଟଙ୍କା ଦେଇ ମଧ୍ୟ ବ୍ଲଡ୍‌ ବ୍ୟାଙ୍କରୁ ମିଳିଲାନି ରକ୍ତ, ଚାଲିଗଲା ୮ବର୍ଷୀୟ ଶିଶୁର ଜୀବନ

ଦାମୋହ(ମଧ୍ୟପ୍ରଦେଶ) : ରକ୍ତହୀନତା ସମସ୍ୟା ପାଇଁ ୮ବର୍ଷୀୟ ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତା’ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଠିକ୍‌ ସମୟରେ ରକ୍ତ ଦିଆ ନ ଯିବାରୁ ଏଭଳି ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ପରିବାର ଲୋକଙ୍କ ଅନୁଯାୟୀ, ରକ୍ତ ପାଇଁ…
ଅଧିକ ଖବର ଦେଖନ୍ତୁ...

ଆସାମର ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ୨କୋଟି ଟଙ୍କାର ସହାୟତା ଦେଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ : ମୌସୁମୀ ବର୍ଷା ହେବା ପରେ ଆସାମରେ ଏହାର ପ୍ରଭାବ ଅଧିକ ପଡ଼ିଥିବା ଦେଖା ଯାଇଛି । ଆସାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପ୍ରାୟ ୩୩ଟି ଜିଲ୍ଲାର ୪୫ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଲୋକଙ୍କ ସମେତ ପଶୁ-ପକ୍ଷୀମାନେ ମଧ୍ୟ ବନ୍ୟାର ଶିକାର ହୋଇଛନ୍ତି । ବନ୍ୟା ପାଇଁ…
ଅଧିକ ଖବର ଦେଖନ୍ତୁ...

କାଞ୍ଚିପୁରମ ମନ୍ଦିରରେ ଦଳାଚକଟା, ୪ ମୃତ

ଚେନ୍ନାଇ : ତାମିଲନାଡୁର ମନ୍ଦିର ନଗରୀ କାଞ୍ଚିପୁରମରେ ଆଜି ଏକ ଦଳାଚକଟା ଘଟି ୪ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ଖବର ମିଳିଛି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ଜଣାଯାଇଛି । ସହରର ବରଦରାଜ ପେରୁମଲ ମନ୍ଦିରରେ ଅତି ବରାଦର ବିଗ୍ରହଙ୍କୁ ଦର୍ଶନ କରିବାକୁ ପ୍ରବଳ ଭୀଡ ଜମା ହୋଇଥିଲା । ପ୍ରବଳ…
ଅଧିକ ଖବର ଦେଖନ୍ତୁ...

ଗଂଜାମ: ବାଇକ ଦୁର୍ଘଟଣାରେ ବୃଦ୍ଧ ମୃତ

ଭଞ୍ଜନଗର: ତାରସିଂ ଥାନା ଅନ୍ତର୍ଗତ ଢୋଲପିଟା ଗ୍ରାମ ଛକ ନିକଟରେ ବାଇକ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଭଞ୍ଜନଗର ବ୍ଲକ କାଳିଝରୀ ଗ୍ରାମର ତ୍ରିଲୋଚନ ନାୟକ (୬୦)। ଧକ୍କା ଦେଇ ବାଇକ ଚାଳକ ଫେରାର ଥିବା ଜଣାପଡିଛି। ଏନେଇ ତାରସିଂ ଥାନାରେ ୧୦୧/୧୯ ନମ୍ବରରେ ମାମଲା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଭାବନା ଯଥେଷ୍ଟ ସକାରାତ୍ମକ ରହିବ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭଦାୟକ ରହିବ। ପରିବାର ଲୋକଙ୍କର ଆପଣଙ୍କ ଠାରୁ କିଛି ଆଶା ରହିବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଅନୁକୂଳ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ରାମଚଣ୍ତୀ। ବୃଷ:…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ଭାରରେ ବୁହା ହୋଇ ଡାକ୍ତରଖାନା ପହଞ୍ଚିଲେ ମହିଳା, ସାଥୀରେ ଥିଲେ ୨ ମାସର ଶିଶୁ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ବୁର୍ଜା ଗ୍ରାମପଞ୍ଚାୟତର କୁତୁକାଝୋଲା ଗାଁରୁ ଜଣେ ମହିଳା ୨ ମାସ ତଳେ କୋରାପୁଟ ମେଡିକାଲ୍‌ କଲେଜରେ ଅପରେସନ ମାଧ୍ୟମରେ ଏକ ଛୁଆ ଜନ୍ମ ଦେଇଥିଲୋ ଡାକ୍ତରଖାନାରେ ସେ କିଛି ଦିନ ରହିବା ପରେ ସୁସ୍ଥ ହୋଇ ନିଜ ଗାଁକୁ ଫେରିଆସିଥିଲେ। ଛୁଆ ସହ…
ଅଧିକ ଖବର ଦେଖନ୍ତୁ...

କିନ୍ନର ସନ୍ତାନ ପ୍ରସବ କରିବା ପରେ ବନିବାକୁ ଚାହାନ୍ତି ଆଇନସଙ୍ଗତ ପିତା…କିନ୍ତୁ ହେଉଛି ଏଭଳି ଅସୁବିଧା

ନୂଆଦିଲ୍ଲୀ: ଜଣେ କିନ୍ନର ନିଜ ସନ୍ତାନର ଜନ୍ମ ପ୍ରମାଣ ପତ୍ରରେ ପିତା ଭାବେ ପରିଚୟ ହାସଲ ପାଇଁ ଏକ ମାନବ ଅଧିକାର ଅଦାଲତଙ୍କୁ ଆବେଦନ କରିଛନ୍ତି। ସମଗ୍ର ଦୁନିଆରେ ତୃତୀୟଲିଙ୍ଗର ମାନ୍ୟତା ମିଳି ସାରିଛି। ଏହି କ୍ରମରେ ଏକ ମାମଲା ସାମ୍ନାକୁ ଆସିଛି। ବ୍ରିଟେନ୍‌ରେ କିନ୍ନର ଫ୍ରେଡି…
ଅଧିକ ଖବର ଦେଖନ୍ତୁ...

ଭାରତ ଏହି ସର୍ତ୍ତ ମାନିଲେ କୁଳଭୂଷଣଙ୍କୁ ମୁକ୍ତ କରିବାକୁ ରାଜି ହୋଇପାରେ ପାକିସ୍ତାନ !

ନୂଆଦିଲ୍ଲୀ : ଗତକାଲି ଅନ୍ତର୍ଜାତୀୟ ନ୍ୟାୟାଳୟରେ କୂଟନୈତିକ ପରାଜୟ ପରେ ପାକିସ୍ତାନ ଏବେ ନୂଆ ଚକ୍ରାନ୍ତ ଆରମ୍ଭ କରିଛି । ଏହି ଯୋଜନା ଅନୁସାରେ ପାକିସ୍ତାନ କୁଳଭୂଷଣ ଯାଦବଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିବ, କିନ୍ତୁ ସର୍ତ୍ତ ହେଉଛି ଭାରତ ସରକାର ତାଙ୍କୁ ବେଲୁଚିସ୍ତାନରେ ଆତଙ୍କବାଦକୁ…
ଅଧିକ ଖବର ଦେଖନ୍ତୁ...