Daily Archives

July 19, 2019

କୋରାପୁଟ: କୋଡିଙ୍ଗାମାଳି ବକ୍ସାଇଟ୍‌ ଖନନକୁ ନେଇ ତୀବ୍ର ବିରୋଧ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାର କୋଡିଙ୍ଗାମାଳିର ପାହାଡରୁ ଗତ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ୱ ହେବ ବକ୍ସାଇଟ୍‌ ଖନନ କରାଯାଇ ବେଦାନ୍ତ କଂପାାନିକୁ ଦିଆଯାଉଛିା ବକ୍ସାଇଟ ପରିବହନ ସକାଶେ କୋରାପୁଟ ଜିଲ୍ଲାର କାକିରିଗୁମା ଓ ରାୟଗଡା ରେଳ ଷ୍ଟେଷନରେ ବକ୍ସାଇଟ…
ଅଧିକ ଖବର ଦେଖନ୍ତୁ...

ଘର ଭିତରୁ ଗୋଟେ ପରେ ଗୋଟେ ବାହାରିଲା ୨୦୦ଟି ନାଗ ସାପ, କାନ୍ଥ ଭାଙ୍ଗିବା ପରେ ଭିତର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ…

ନୂଆଦିଲ୍ଲୀ : ନାଗ ସାପର ନାଁ ଶୁଣିବା ମାତ୍ରେ ଲୋକମାନଙ୍କ ମନରେ ଛନକା ପଶି ଯାଇଥାଏ । ଏଭଳି ପରିସ୍ଥିତିରେ ଯଦି ଆପଣଙ୍କ ଘରୁ ଗୋଟେ କି ଦୁଇଟା ନୁହେଁ ବରଂ ୨୦୦ଟି ନାଗ ସାପ ବାହାରେ, ତେବେ ଆପଣ କ’ଣ କରିବେ? ଏଭଳି କଥା ଶୁଣିବାରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଛତିଶଗଡ଼ର ଦୁର୍ଗା…
ଅଧିକ ଖବର ଦେଖନ୍ତୁ...

ହୃଦ୍‌ ସମସ୍ୟାରୁ ନିଜକୁ ଦୂରେଇ ରଖିବା ପାଇଁ ଏହି ସବୁ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ

ଯଦି ହୃଦୟରେ କୌଣସି ସମସ୍ୟା ଦେଖାଦିଏ, ତେବେ ଶରୀରରେ ଅନେକ ସମସ୍ୟା ଆରମ୍ଭ ହୋଇ ଯାଇଥାଏ । ପ୍ରଥମେ ଏହାର ଲକ୍ଷଣ ଦେଖାଯାଉଥିଲେ ମଧ୍ୟ କିଛି ଲୋକ ଲକ୍ଷଣକୁ ଅଣଦେଖା କରି ତାହାର ଚିକିତ୍ସା କରନ୍ତି ନାହିଁ ବା ନିଜ ଖରାପ ଅଭ୍ୟାସକୁ ପରିବର୍ତ୍ତନ କରନ୍ତି ନାହିଁ । ଆଜିକାଲି ପ୍ରଦୂଷଣ ଏବଂ…
ଅଧିକ ଖବର ଦେଖନ୍ତୁ...

ଅଲଗା ହେବା ପରେ ପୁଣି ଥରେ ଫେରିବାକୁ ଚାହୁଁଥିଲା, ମନା କରିବାରୁ ପ୍ରେମିକା ଘରେ ନିଆଁ ଲଗାଇଦେଲା ପ୍ରେମିକ

ମୁମ୍ବାଇ : ମୁମ୍ବାଇର ଓସିଓ୍ଵାରାରେ ଜଣେ ପ୍ରେମିକ ରାଗରେ ନିଜ ପ୍ରେମିକାର ଘରେ ନିଆଁ ଲଗାଇ ଦେଇଥିବା ଜଣା ପଡ଼ିଛି । ଏ ନେଇ ପୀଡ଼ିତା ପୁଲିସରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ପ୍ରେମିକ ଦୀପକ ଜୈନକୁ ଗିରଫ କରି ନେଇଛି ପୁଲିସ । ପୀଡ଼ିତା ଅଭିଯୁକ୍ତଙ୍କ ସହ ପୁଣି ଥରେ ପ୍ରେମ ସଂପର୍କରେ ରହିବାକୁ…
ଅଧିକ ଖବର ଦେଖନ୍ତୁ...

୨୦୦କୋଟିର ଘରେ ରହୁଛନ୍ତି ଶାହାରୁଖ୍‌! ଜାଣନ୍ତୁ ବିଗ୍‌ ବି ଓ ଦବଙ୍ଗ ଷ୍ଟାରଙ୍କ ଘରର ଦାମ୍‌

ଗୋଟେ ଗୋଟେ ଫିଲ୍ମରୁ କୋଟି କୋଟି ଟଙ୍କା ଆୟ କରିଥାନ୍ତି ବଲିଉଡ୍‌ କଳାକାର । ସେମାନେ ଯେଉଁ ଘରେ ରହୁଛନ୍ତି ତାହା ମଧ୍ୟ କୌଣସି ମହଲଠାରୁ କମ ନୁହେଁ । ଆଜି ଆମେ କିଛି ବଲିଉଡ୍‌ କଳାକାରମାନଙ୍କ ଘରର ଦାମ୍‌ ବିଷୟରେ ଜଣାଇବୁ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ୧. ବଲିଉଡ୍‌ର ସବୁଠାରୁ…
ଅଧିକ ଖବର ଦେଖନ୍ତୁ...

ପୁଲିସ ଏନକାଉଣ୍ଟରରେ ୩ ନକ୍ସଲ ନିହତ

ରାଞ୍ଚି: ଝାଡ଼ଖଣ୍ଡର ଲୋହରଦଗାରେ ଶୁକ୍ରବାର ପୁଲିସ ଏନକାଉଣ୍ଟରରେ ୩ ଜଣ ନକ୍ସଲଙ୍କୁ ନିହତ କରିଛି। ଲୋହରଦଗା ଏବଂ ଲାତେହାର ସୀମାରେ ପେଶରାର ଥାନା ଅନ୍ତର୍ଗତ ସହେଦା ପାଟ ଜଙ୍ଗଲରେ ପୁଲିସ ସହିତ ନକ୍ସଲ ମାନଙ୍କର ଏନ୍‌କାଉଣ୍ଟର ହୋଇଛି। ମୃତ ହୋଇଥିବା ନକ୍ସଲମାନେ ଝାଡ଼ଖଣ୍ଡ ଜନମୁକ୍ତି…
ଅଧିକ ଖବର ଦେଖନ୍ତୁ...

ଲିମ୍‌କାରୁ ପୋକ ବାହାରିବା ପରେ ଟୁଇଟ୍‌ କଲେ ଶେଖର ସୁମନ; କେହି ପିଅନ୍ତୁ ନାହିଁ,କମ୍ପାନୀ ଏ ନେଇ କ୍ଷମା ମାଗୁ

ମୁମ୍ବାଇ : ଲୋକପ୍ରିୟ ଅଭିନେତା ଶେଖର ସୁମନଙ୍କ ସହ ଏକ ଅଜବ ଘଟଣା ଘଟିଛି । ଯାହା ବିଷୟରେ ଟୁଇଟ୍‌ କରି ଜଣାଇଛନ୍ତି ଶେଖର । ଏକ ଲିମ୍‌କା ବୋତଲର ଫଟୋ ଟୁଇଟ୍‌ କରି ପୋକ ବାହାରିଥିବା ନେଇ ଶେଖର ସୂଚନା ଦେଇଛନ୍ତି । ଏହା ସହ କେହି ଲିମ୍‌କା ପିଅନ୍ତୁ ନାହିଁ ବୋଲି ମଧ୍ୟ ଉପଦେଶ ଦେଇଛନ୍ତି । ଫଟୋ…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଖାନାର ଖର୍ଚ୍ଚ ଉଠାଇ ପାରୁ ନଥିବାରୁ ସାଙ୍ଗର ସାହାଯ୍ୟ ନେଇ ୫ବର୍ଷର ପୁଅକୁ ହତ୍ୟା କଲା ବାପା

ବେଙ୍ଗାଲୁରୁ : କର୍ଣ୍ଣାଟକର ଜଣେ ଯୁବକ ନିଜ ୫ବର୍ଷର ପୁଅକୁ ହତ୍ୟା କରାଇବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପୁଅର ଚିକିତ୍ସା ପାଇଁ ଟଙ୍କା ନଥିବାରୁ ଅଭିଯୁକ୍ତ ବାପା ନିଜ ବନ୍ଧୁଙ୍କ ସହାୟତାରେ ଏପରି କରିଥିବା ଜଣା ପଡ଼ିଛି । ଗୁରୁବାର ପୁଲିସ ଘଟଣାର ସୂଚନା ପାଇ…
ଅଧିକ ଖବର ଦେଖନ୍ତୁ...

ତୁମେ ପ୍ରଧାନମନ୍ତ୍ରୀ ହେଲେ କେଉଁ ଅଭିନେତ୍ରୀଙ୍କୁ ଗୃହମନ୍ତ୍ରୀ କରିବ? କପିଲଙ୍କ ପ୍ରଶ୍ନର ଏଭଳି ଉତ୍ତର ରଖିଲେ କଙ୍ଗନା

ମୁମ୍ବାଇ : ଦୁଇଟି କଥାକୁ ନେଇ ଏବେ ଚର୍ଚ୍ଚାରେ ବଲିଉଡ୍‌ କୁଇନ କଙ୍ଗନା ରାଣାଓ୍ଵତ୍‌ । ପ୍ରଥମେ ନିଜର ଫିଲ୍ମ ଜଜ୍‌ମେଣ୍ଟାଲ ହେ କ୍ୟାକୁ ନେଇ ସେ ଚର୍ଚ୍ଚାରେ ଥିବା ବେଳେ ସାମ୍ବାଦିକମାନଙ୍କ ସହ ତାଙ୍କର ଚାଲିଥିବା ଝଗଡ଼ାକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି । ଏତେ ବିବାଦ ମଧ୍ୟରେ ମଧ୍ୟ ନିଜ କାମ…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀକୁ ଛାଡ଼ପତ୍ର ଦେଇ ପ୍ରେମିକାକୁ ବିବାହ କରିବାକୁ ଚାହୁଁଥିବାରୁ ସାଙ୍ଗ ଦ୍ୱାରା ଦୁଷ୍କର୍ମ କରାଇଲା ସ୍ୱାମୀ, ପରେ…

ନୂଆଦିଲ୍ଲୀ : ଛତିଶଗଡ଼ର କବର୍ଦ୍ଧା ଜିଲ୍ଲାରେ ଜଣେ ଯୁବକ ନିଜ ପ୍ରେମିକାକୁ ବିବାହ କରିବା ପାଇଁ ମାନବିକତାର ସବୁ ସୀମା ପାର୍‌ କରି ଯାଇଛି । ସ୍ତ୍ରୀକୁ ଛାଡ଼ପତ୍ର ଦେଇ ପ୍ରେମିକାକୁ ବିବାହ କରିବା ଆଶାରେ ସାଙ୍ଗ ଦ୍ୱାରା ସ୍ତ୍ରୀର ଦୁଷ୍କର୍ମ କରାଇବା ଘଟଣା ଏବେ ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...