Daily Archives

July 20, 2019

ବର୍ଷା ନାହିଁ କି, କେନାଲ ପାଣି ନାହିଁ, ଶୁଖିଲାଣି ଧାନ ବିଲ

ଭଦ୍ରକ: ଠିକ୍‌ ସମୟରେ ମୌସୁମୀ ବର୍ଷା ଆସିବା ପରେ ଚାଷୀ ଚଳିତ ବର୍ଷର ଖରିଫ୍‌ ଧାନ ଚାଷ ପାଇଁ ଚଳଚଞ୍ଚଳ ହୋଇଥିଲା। ବୁଣା ବିଲ ଛାଡି ଦେଲେ ଜିଲ୍ଲାର ଚାଷୀ ବିଶେଷକରି ଧାନ ବିହନ ତଳି ପକାଇ ଚାଷ କାମ ଆରମ୍ଭ କରିଥିଲା। କିଛି ଦିନ ବେଶ୍‌ ଭଲ ବର୍ଷା ହେବା ପରେ ତଳି ଧାନ ବଢୁଥିଲା। ଏବେ ବର୍ଷା…
ଅଧିକ ଖବର ଦେଖନ୍ତୁ...

ପୁଲିସ ହେପାଜତରେ ଥିବା ଏଜାଜ୍‌ଙ୍କ ବିରୋଧରେ ଏତଲା ରୁଜୁ କଲେ ପାୟଲ, ଆପତ୍ତିଜନକ ଭିଡିଓ ତିଆରି କରିଥିବା ନେଇ କଲେ…

ମୁମ୍ବାଇ : ଅଭିନେତ୍ରୀ ପାୟଲ ରୋହତଗୀ ଶୁକ୍ରବାର ପୁଲିସ ହେପାଜତରେ ଥିବା ଅଭିନେତା ଏଜାଜ୍‌ ଖାନ୍‌ଙ୍କ ବିରୋଧରେ ଏତଲା ରୁଜୁ କରିଛନ୍ତି । ପୂର୍ବରୁ ମ୍ୟୁଜିକାଲ ଆପ୍‌ ଟିକ୍‌ ଟକ୍‌ ଜରିଆରେ ବିବାଦୀୟ ମନ୍ତବ୍ୟ ଦେଇ ଏଜାଜ୍‌କୁ ପୁଲିସ ଗିରଫ କରିଥିବା ବେଳ ତାଙ୍କ ବିରୋଧରେ ନୂଆ ଏତଲା ଦେଇଛନ୍ତି…
ଅଧିକ ଖବର ଦେଖନ୍ତୁ...

ରକ୍ତ ପରିଷ୍କାର କରି ଶରୀରକୁ ରୋଗମୁକ୍ତ ରଖିବାକୁ ଚାହୁଁଥିଲେ ଏ ସବୁ ଜିନିଷ ଖାଇବା ଆରମ୍ଭ କରନ୍ତୁ

ଶରୀର ମଧ୍ୟରେ ବିଭିନ୍ନ ଜରୁରୀ ପଦାର୍ଥ ରକ୍ତ ମାଧ୍ୟମରେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାଏ । ଶରୀରର ଅଙ୍ଗକୁ ଅମ୍ଲଜାନ ପହଞ୍ଚାଇବାଠାରୁ ଆରମ୍ଭ କରି ଶରୀରର ତାପମାତ୍ରା ନିୟନ୍ତ୍ରଣ କରିବାରେ ରକ୍ତର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରକ୍ତ ଶରୀରର ପିଏଚ୍‌ ସ୍ତର ଏବଂ ଜଳସ୍ତର ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଡାକ୍ତର ହେବା କ୍ଷେତ୍ରରେ ପ୍ରତିବନ୍ଧକ ସାଜିଥିଲା ଶରୀରର ଓଜନ ଓ ଉଚ୍ଚତା, ସୁପ୍ରିମ କୋର୍ଟଙ୍କ ଆଦେଶ ପରେ ଏବେ ମିଳିଲା…

ନୂଆଦିଲ୍ଲୀ : ଉଚ୍ଚତା କମ ହୋଇଥିବାରୁ ଗତ ବର୍ଷ ନିଜ ଡାକ୍ତର ହେବାର ସ୍ୱପ୍ନକୁ ପୂରା କରି ପାରି ନଥିଲେ ଗଣେଶ । ନିଟ୍‌ ପରୀକ୍ଷାରେ ୨୨୩ନମ୍ବର ରଖି ମଧ୍ୟ ତାଙ୍କୁ ମେଡିକାଲ କଲେଜରେ ନାଁ ଲେଖାଇବାର ଅନୁମତି ମିଳି ନଥିଲା । ବାଟର କଣ୍ଟା ସାଜିଥିଲା ୩ଫୁଟ୍‌ ଉଚ୍ଚତା ଓ ୧୫କିଲୋ ଓଜନ । କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ଫିଲ୍ମରେ ଡେବ୍ୟୁ କରିବା ପୂର୍ବରୁ ପ୍ରେମ ଜୀବନକୁ ନେଇ ଚର୍ଚ୍ଚାରେ ଆର୍ଯ୍ୟନ, ଲଣ୍ଡନରେ ରହୁଥିବା ଏହି ଯୁବତୀଙ୍କୁ…

ମୁମ୍ବାଇ: ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌ ଏବେ ଦୁଇଟି ଖବରକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ପ୍ରଥମଟି ହେଲା ସେ ଫିଲ୍ମ ‘ଦ ଲାୟନ କିଙ୍ଗ୍‌’ରେ ଥିବା ସିମ୍ବା ଚିରିତ୍ର ପାଇଁ ନିଜର ସ୍ୱର ଦେଇଛନ୍ତି । ଏହା ଗତ ଶୁକ୍ରବାର ରିଲିଜ୍‌ ହୋଇ ସାରିଛି । ଦ୍ୱିତୀୟଟି…
ଅଧିକ ଖବର ଦେଖନ୍ତୁ...

ଏଭଳି ଭାବେ ବାପାର ଅସଲ ଚେହେରା ସାମ୍ନାକୁ ଆଣିଲା ୧୫ବର୍ଷୀୟ ପୁଅ, ଅନ୍ୟ ମହିଳାଙ୍କ ସହ ଥିଲା ଅବୈଧ ସଂପର୍କ

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଜଣେ ପୁଅ ନିଜ ବାପାଙ୍କର ବର୍ଷ ବର୍ଷ ଧରି ଚାଲି ଆସୁଥିବା ଅବୈଧ ସଂପର୍କ ଉପରୁ ପରଦା ଉଠାଇବା ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନାବାଳକଜଣଙ୍କ ନିଜ ବାପାଙ୍କ ଫୋନ ନେଇ ଗେମ୍‌ ଖେଳୁଥିବା ସମୟରେ ସବୁ ସତ ସାମ୍ନାକୁ ଆସି ଯାଇଥିଲା । ଅଭିଯୁକ୍ତ ବାପା ନିଜ…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର: ଡକାୟତଙ୍କ ଆକ୍ରମଣରେ ଅଧ୍ୟାପକ ଆହତ, ହସ୍‌ପିଟାଲରେ ଭର୍ତ୍ତି

ଆନନ୍ଦପୁର: ଡକାୟତଙ୍କ ଆକ୍ରମଣରେ ଶନିବାର ଜଣେ ଅଧ୍ୟାପକ ଆହତ ହେବା ପରେ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ପିପିଲିଆ କଲେଜର ଅଧ୍ୟାପକ ସମୀର ସାହୁଙ୍କ ଘରକୁ ଡକାୟତମାନେ ଆଜି ସନ୍ଧ୍ୟାରେ ପ୍ରବେଶ କରି ଆକ୍ରମଣ କରିଛନ୍ତି। ପ୍ରତିରୋଧ କରିବାରୁ ଅଧ୍ୟାପକଙ୍କ ପୁଅ ମଧ୍ୟ ସାମାନ୍ୟ ଆହତ…
ଅଧିକ ଖବର ଦେଖନ୍ତୁ...

ଅଶାଳୀନ ଭାବେ ଦେଖୁଥିବାର ଆରୋପ ଲଗାଇଥିଲେ ଇଶା, ଏବେ ମାନହାନୀ ମକଦ୍ଦମା ରୁଜୁ କଲେ ବ୍ୟବସାୟୀ

ମୁମ୍ବାଇ : କିଛି ଦିନ ତଳେ ଜଣେ ହୋଟେଲର ମାଲିକଙ୍କ ଉପରେ ଅସଦାଚରଣର ଆରୋପ ଲଗାଇଥିଲେ ବଲିଉଡ୍‌ ଅଭିନେତ୍ରୀ ଇଶା ଗୁପ୍ତା । ନିଜ ବନ୍ଧୁମାନଙ୍କୁ ନେଇ ଫିଲ୍ମ ରିଲିଜ୍‌ ହେବାର ଖୁସି ପାଳନ କରିବାକୁ ଇଶା ହୋଟେଲ ଯାଇଥିବା ବେଳେ ତାଙ୍କ ସହ ଏଭଳି ଘଟିଥିବା ବିଷୟରେ ଇଶା ସୋସିଆଲ ମିଡିଆରେ ପୋଷ୍ଟ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ବାପାକୁ ଛୁରୀ ଭୁଷି ହତ୍ୟା, ପୁଅ ଫେରାର!

ବାଲେଶ୍ୱର: ବାପାକୁ ଛୁରୀ ଭୁଷି ପୁଅ ହତ୍ୟା କରିଛି। ବାଲେଶ୍ୱର ଜିଲ୍ଲାର ସୋର ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି। ଟେଣ୍ଟେଇ ଗାଁରେ ଶରତ ମଲ୍ଲିକ ନିଜର ବାପା ଜୟକୃଷ୍ଣ ମଳିକଙ୍କୁ ହତ୍ୟା କରି ଫେରାର ହୋଇଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିଛି।…
ଅଧିକ ଖବର ଦେଖନ୍ତୁ...

ଝିଅ ଜନ୍ମ ହେବାରୁ ନାଳରେ ଫିଙ୍ଗିଦେଲା ମା’, ନୂଆ ଜୀବନ ଦେଲା ବୁଲା କୁକୁର

ନୂଆଦିଲ୍ଲୀ : ହରିୟାଣାର କୈଥଲରେ ଘଟିଥିବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ମା’ର ମମତାକୁ ହତ୍ୟା କରି ଜଣେ ମହିଳା ନିଜ ଶିଶୁକନ୍ୟାକୁ ପଲିଥିନ ବ୍ୟାଗ୍‌ରେ ଗୁଡ଼ାଇ ନାଳରେ ଫିଙ୍ଗି ଦେବା ଘଟଣା ସମସ୍ତଙ୍କ ଆଖିରେ ଲୁହ ଆଣିଛି । ସବୁଠାରୁ ବଡ଼ କଥା ହେଲା, ଜନ୍ମ କଲା ମା’ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...