Daily Archives

July 20, 2019

ସଂପର୍କକୁ ସୁଧାରିବା ପାଇଁ ପାଦ ଆଗକୁ ବଢ଼ାଇଲେ ଅବନ୍ତିକା, ଫୁଲତୋଡ଼ା ସହ ଇମ୍ରାନ ଖାନ୍‌ଙ୍କୁ ପଠାଇଲେ କ୍ଷମା ପତ୍ର

ମୁମ୍ବାଇ : କିଛି ମାସ ତଳେ ବଲିଉଡ୍‌ ଅଭିନେତା ତଥା ଆମୀର ଖାନ୍‌ଙ୍କ ଭଣଜା ଇମ୍ରାନ ଖାନ୍‌ଙ୍କ ବୈବାହିକ ଜୀବନକୁ ନେଇ ଏକ ବଡ଼ ଖବର ମିଳିଥିଲା । ଇମ୍ରାନ ନିଜ ପତ୍ନୀ ଅବନ୍ତିକାଙ୍କଠାରୁ ଛାଡ଼ପତ୍ର ନେବାକୁ ଚାହୁଁଥିବା ଖବର ସମସ୍ତଙ୍କୁ ଚମକାଇ ଦେଇଥିଲା । ଅବନ୍ତିକା ଇମ୍ରାନଙ୍କ ଘର ଛାଡ଼ି ନିଜ…
ଅଧିକ ଖବର ଦେଖନ୍ତୁ...

୧୧ବର୍ଷ ହେଲାଣି ବଢ଼ିନାହିଁ ଦରମା, ଜାଣନ୍ତୁ ମୁକେଶ ଅମ୍ବାନୀଙ୍କ ବାର୍ଷିକ ବେତନ କେତେ?

ନୂଆଦିଲ୍ଲୀ : ଭାରତର ସବୁଠାରୁ ଧନୀ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଗତ ୧୧ବର୍ଷ ହେଲାଣି ତାଙ୍କ ଦରମା ବଢ଼ି ନ ଥିବା  ସୂଚନା ମିଳିଛି । ମାର୍ଚ୍ଚ ୩୧, ୨୦୧୯ରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ କମ୍ପାନୀରେ କାମ କରୁଥିବା…
ଅଧିକ ଖବର ଦେଖନ୍ତୁ...

ଗଂଜାମ: ମନ୍ଦିର ପଛପଟୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ମନ୍ଦିର ପଛପଟୁ ପୁଲିସ ଶନିବାର ପ୍ରେମୀଯୁଗଳଙ୍କର ମୃତଦେହ ଉଦ୍ଧାର କରିଛି। ଗଂଜାମ ଜିଲ୍ଳାର ଦିଗପହଣ୍ଡି ଥାନା ଅନ୍ତର୍ଗତ କମଳାପୁର ଗାଁ କାଶୀବିଶ୍ୱନାଥ ମନ୍ଦିର ପଛପଟୁ ଏହି ମୃତଦେହ ଉଦ୍ଧାର ହୋଇଛି। ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଂଚିଥିଲା।…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀଙ୍କ ମୃତ୍ୟୁର ୨୫ବର୍ଷ ପରେ ଶେଷ ନିଶ୍ୱାସ ତ୍ୟାଗ କଲେ ଶୀଲା ଦୀକ୍ଷିତ, ଏଭଳି ଆରମ୍ଭ ହୋଇଥିଲା ଦୁହିଁଙ୍କ ପ୍ରେମ…

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ୮୧ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶନିବାର ଅପରାହ୍ନରେ ତାଙ୍କର ଦେହାନ୍ତ ହୋଇଛି । ଆଇଏଏସ୍‌ ଅଫିସର ସ୍ୱାମୀ ବିନୋଦ ଦୀକ୍ଷିତଙ୍କ ମୃତ୍ୟୁର ୨୫ବର୍ଷ ପରେ ସେ ଆର ପାରିକୁ ଚାଲି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: କାରବାରରେ ଲାଭ ହେବ। ସୋମ, ମଙ୍ଗଳ ଓ ବୁଧବାର: ଭାବିଥିବା କାମ ପୂରା ହେବ। ଗୁରୁ ଓ ଶୁକ୍ରବାର: ଶିକ୍ଷଣ କାର୍ଯ୍ୟରେ ମନ ଲାଗିବ। ଶନିବାର: ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ରବିବାର: ପୁରୁଣା ପ୍ରତିଜ୍ଞା ନିର୍ବାହ କରିବେ। ସୋମ, ମଙ୍ଗଳ ଓ ବୁଧବାର: ନାରାଜ ଥିବା ମିତ୍ର…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ଜନ୍ମନିୟନ୍ତ୍ରଣ ଅସ୍ତ୍ରୋପଚାର ବିଫଳ, ଜୀବନ ହାରିଲେ ମହିଳା, ମୃତଦେହ ରଖି କ୍ଷତି ପୂରଣ ଦାବି କଲେ ଲୋକେ

ବାଲେଶ୍ୱର: ଜନ୍ମନିୟନ୍ତ୍ରଣ ଅସ୍ତ୍ରୋପଚାରରେ ତ୍ରୁଟି ଯୋଗୁଁ ଶନିବାର ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲାର ଔପଦା ବ୍ଲକ ଅନ୍ତର୍ଗତ ରାଇରାମପୁରଚନ୍ଦ୍ରପୁର ପଂଚାୟତରେ ଏହି ଘଟଣା ଦେଖିବାକୁ ମିଳିଛି। ସୋରିଷମାଳ ଗାଁର ଜଣେ ମହିଳା ଅନୁସୟା ପାଢ଼ୀ (୪୦)ଙ୍କ ମୃତ୍ୟୁ ପରେ ଉତ୍ତେଜିତ…
ଅଧିକ ଖବର ଦେଖନ୍ତୁ...

ଉପସାଗରୀୟ ଅଞ୍ଚଳରେ ଯୁଦ୍ଧର କଳାବାଦଲ, ବ୍ରିଟିଶ ଜାହାଜ ଛାଡିବାକୁ ମନାକଲା ଇରାନ, ବ୍ରିଟେନର ଧମକ

ତେହେରାନ: ଅଟକ ଥିବା ବ୍ରିଟିଶ ଜାହଜ ଷ୍ଟେନା ଇମ୍ପେରୋ ଓ ସେଥିରେ ବନ୍ଦୀ ଥିବା ୨୩ ଜଣ କର୍ମଚାରୀଙ୍କୁ ଛାଡିଦେବାକୁ ବ୍ରିଟେନ ଓ ଅନ୍ୟ ୟୁରୋପୀୟ ଦେଶଙ୍କ ନିବେଦନକୁ ଅଗ୍ରାହ୍ୟ କରିଦେଇଛି ଇରାନ । ଏହା ଫଳରେ ଉପସାଗରୀୟ ଅଞ୍ଚଳରେ ଏକ ବଡ଼ ଧରଣର ବିବାଦ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି ।…
ଅଧିକ ଖବର ଦେଖନ୍ତୁ...

ରାଜୀବ ଗାନ୍ଧୀଙ୍କ ପ୍ରେରଣାରେ ରାଜନୀତି ମଇଦାନକୁ ଓହ୍ଲାଇଥିଲେ ଶୀଲା ଦୀକ୍ଷିତ; ପାଲଟି ଥିଲେ ଦେଶର ସବୁଠାରୁ ସଫଳ ମହିଳା…

ନୂଆଦିଲ୍ଲୀ : ତିନିତିନିଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇଥିବା ଶୀଲା ଦୀକ୍ଷିତ କୌଣସି ରାଜନୈତିକ ପରିବାରରେ ଜନ୍ମ ନେଇ ନ ଥିଲେ। ବିଶିଷ୍ଟ କଂଗ୍ରେସ ନେତା ଉମାଶଙ୍କର ଦୀକ୍ଷିତଙ୍କର ସେ ପୁତ୍ରବଧୂ ଥିଲେ ମଧ୍ୟ ସ୍ୱାଭାବିକ ଭାବେ ସେ ତାଙ୍କର ରାଜନୈତିକ ଉତ୍ତରାଧିକାରୀ ନ ଥିଲେ। ତେବେ ସେ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ପାଇଁ ଆସିଲା ସ୍ୱତନ୍ତ୍ର ରିଭଲଭର, ନାମ ଓ ଦାମ୍‌ କ’ଣ ରହିଛି ଜାଣନ୍ତୁ

ନୂଆଦିଲ୍ଲୀ : ସାତ ବର୍ଷ ପୂର୍ବରୁ ଦିଲ୍ଲୀରେ ଘଟିଥିବା ନିର୍ଭୟା ଗଣଦୁଷ୍କର୍ମ ମାମଲା ସାରା ଦେଶକୁ ସ୍ତବ୍ଧ କରି ଦେଇଥିଲା। ଏହି ଘଟଣା ପରଠାରୁ କାନପୁରର ଅର୍ଡନାନ୍‌ସ ଫ୍ୟାକ୍ଟ୍ରି ମହିଳାଙ୍କ ଲାଗି ଏକ ସ୍ୱତନ୍ତ୍ର ଲାଇଟ୍‌ ୱେଟ୍‌ ରିଭଲଭର ଡିଜାଇନ୍‌ କରିବା ଆରମ୍ଭ କରିଥିଲା। ଯାହାକି ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...

ରେଳ ଧାରଣା ପାର କରୁଥିବା ସମୟରେ ବୃଦ୍ଧଙ୍କ ଉପର ଦେଇ ଚାଲିଗଲା ୩୦ଟି ବଗି ଥିବା ମାଲଗାଡ଼ି, ତା’ପରେ କ’ଣ ହେଲା ଭିଡିଓ…

ନୂଆଦିଲ୍ଲୀ: ‘ଯାହାକୁ ରଖିବ ଅନନ୍ତ କେ କରି ପାରିବ ବଳବନ୍ତ’ ବୋଲି କଥାରେ ରହିଛି। ଏମିତି ଏକ ଘଟଣା ନିକଟରେ କର୍ଣ୍ଣାଟକର ବାଗଲକୋର୍ଟ ରେଲେଓ୍ଵ ଷ୍ଟେସନ୍‌ରେ ଦେଖିବାକୁ ମିଳିଛି। ଜଣେ ବୃଦ୍ଧ ଚାଷୀ ରେଳ ଧାରଣା ପାର କରୁଥିବା ସମୟରେ ହଠାତ ଏକ ମାଲଗାଡ଼ି ଟ୍ରେନ୍‌ ଧାରଣରେ ଚାଲି ଆସିଥିଲା। ଏହା…
ଅଧିକ ଖବର ଦେଖନ୍ତୁ...