Daily Archives

July 21, 2019

ଫେସ୍‌ ଆପ୍‌ ଜରିଆରେ ୧୮ବର୍ଷ ତଳେ ଅପହରଣ ହୋଇଥିବା ଶିଶୁକୁ ଏଭଳି ଖୋଜି ପାଇଲା ପୁଲିସ

ନୂଆଦିଲ୍ଲୀ : ୧୮ବର୍ଷ ତଳେ ଅପହରଣ କରାଯାଇଥିବା ଶିଶୁକୁ ଏବେ ଖୋଜି ପାଇବାରେ ସଫଳ ହୋଇଛି ପୁଲିସ । ପୁଲିସର ଏହି ଅଭିଯାନରେ ତାଙ୍କୁ ନୂଆ କରି ଆସିଥିବା ଫେସ୍‌ ଆପ୍‌ ସାହାଯ୍ୟ କରିଥିବା ଜଣା ପଡ଼ିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏବେ ଦେଶର ସବୁ ଯୁବପିଢ଼ିଙ୍କ ଉପରେ ଏହି ଆପ୍‌ର…
ଅଧିକ ଖବର ଦେଖନ୍ତୁ...

ପ୍ରିୟଙ୍କାଙ୍କ ଧୂମପାନର ଫଟୋ ଦେଖି ଲୋକେ କହିଲେ; ଦୀପାବଳିରେ ଆସ୍ଥମା ହୋଇଯାଉଛି, ଆଉ ଏବେ…

ମୁମ୍ବାଇ : କୁହାଯାଏ କି, ଅନ୍ୟକୁ ଉପଦେଶ ଦେବା ସହଜ । କିନ୍ତୁ ନିଜେ ତାହାକୁ ପାଳନ କରିବା କଷ୍ଟ । ଯାହା ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପ୍ରମାଣ କରି ଦେଖାଇଛନ୍ତି । କିଛି ଦିନ ତଳେ ନିଜ ଜନ୍ମଦିନକୁ ସ୍ୱାମୀ ନିକ୍‌ ଓ ପରିବାର ସହ ପାଳନ କରିଥିଲେ ପ୍ରିୟଙ୍କା । ଜନ୍ମଦିନର ଫଟୋ…
ଅଧିକ ଖବର ଦେଖନ୍ତୁ...

ମଧୁମେହ ରୋଗୀଙ୍କ ପାଇଁ ଏହି ସବୁ ଜିନିଷ ହୋଇପାରେ ବିଷ ସମାନ

ଖାଦ୍ୟ ଖାଇବା ସମୟରେ ଠିକ୍‌ ଠିକଣା ରହୁ ନ ଥିବାରୁ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଯାଇଥାଏ । ଖାସ୍‌ କରି ମଧୁମେହ ରୋଗ ଏହି କାରଣରୁ ହୋଇଥାଏ । ଆଜିକାଲି ପ୍ରତି ୧୦ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ମଧ୍ୟରେ ମଧୁମେହ ଦେଖା ଦେଉଛି । ଏହି ସମସ୍ୟାର ସମାଧାନ ପାଇଁ ଲୋକମାନେ ଅନେକ ପ୍ରକାରର…
ଅଧିକ ଖବର ଦେଖନ୍ତୁ...

ଝିଅକୁ ହତ୍ୟା କଲା ମା’, ଜ୍ୱାଇଁ ସହ ମିଶି ରଚିଥିଲେ ଷଡ଼ଯନ୍ତ୍ର

ନୋଏଡା : ନୋଏଡାରେ ଜଣେ ମା’ ନିଜ ଝିଅକୁ ସମ୍ପତ୍ତି ପାଇଁ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏଭଳି ହତ୍ୟାରେ ଅଭିଯୁକ୍ତ ମା’କୁ ସାହାଯ୍ୟ କରିଛନ୍ତି ତାଙ୍କ ଜ୍ୱାଇଁ । ଝିଅ ନାଁରେ ଥିବା ଦୁଇଟି ଘର ଓ ବ୍ୟାଙ୍କ ଆକାଉଣ୍ଟରେ ଥିବା ୪୦ଲକ୍ଷ ଟଙ୍କା ପାଇଁ ଏଭଳି…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ନିଜ ପୁରୁଣା ପ୍ରେମିକାଙ୍କ ସାଥ୍‌ ଛାଡ଼ନ୍ତି ନାହିଁ ସଲମାନ

ମୁମ୍ବାଇ : ଗତ ଶୁକ୍ରବାର ସବୁଠାରୁ ଚର୍ଚ୍ଚିତ ରିୟାଲିଟି ସୋ’ ନଚ୍‌ ବଲିଏ-୯ ଆରମ୍ଭ ହୋଇ ଯାଇଛି । ପ୍ରତିଯୋଗୀମାନେ ନିଜ ନିଜର ସାଥୀ ସହ ସୋ’ରେ ଏଣ୍ଟ୍ରୀ ମାରି ସାରିଛନ୍ତି । ତେବେ ସବୁ ବର୍ଷଠାରୁ ଚଳିତ ବର୍ଷ ସୋ’ର ଥିମ୍‌ ଟିକେ ଅଲଗା ରହିଛି । ସୋ’ର ପ୍ରଯୋଜନା ଦବଙ୍ଗ ଖାନ୍‌ ସଲମାନ କରୁଥିବା…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼: ୬ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ, ୧୧ ଗୁରୁତର

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ରବିବାର ପୃଥକ ପୃଥକ ୬ଟି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି। ରାଉରକେଲା ନିକଟବର୍ତ୍ତି ବେଦବ୍ୟାସ ଟିସିଆଇରେ ଟ୍ରେଲର୍‌ ଧକ୍କାରେ ୨ ଜଣ ସ୍କୁଟି ଆରୋହୀ ମୃତ୍ୟୁବରଣ କରିଥିବା ବେଳେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ…
ଅଧିକ ଖବର ଦେଖନ୍ତୁ...

୧୨ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ କରି ଗିରଫ ହେଲେ ୮୦ବର୍ଷୀୟ ବୃଦ୍ଧ

ବିଶ୍ୱନାଥ(ଆସାମ) : ଆସାମର ବିଶ୍ୱନାଥ ଜିଲ୍ଲାରେ ଜଣେ ୮୦ବର୍ଷୀୟ ବୃଦ୍ଧଙ୍କୁ ଗିରଫ କରିଛି ପୁଲିସ । ୧୨ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣା ପଡ଼ିଛି । ପୀଡ଼ିତା ଦିବ୍ୟାଙ୍ଗ ବୋଲି ଜଣା ପଡ଼ିଥିବା ବେଳେ ବୃଦ୍ଧଙ୍କ ଏଭଳି କାମ ସମସ୍ତଙ୍କୁ…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁର: ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇ ଗୁରୁତର, ଅଭିଯୁକ୍ତ ଗିରଫ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ପାତ୍ରି ଗ୍ରାମରେ ଶନିବାର ରାତି ସାଢ଼େ ୭ଟାରେ ସାନଭାଇ ଏକ ଟାଙ୍ଗିଆରେ ବଡ଼ ଭାଇକୁ ମରଣାନ୍ତକ ଆକ୍ରମଣ କରିଛି। ବଳଦେବ ଭତରା (୫୨) ହେଉଛି ଅଭିଯୁକ୍ତ। ସେ ନିଜର ବଡ଼ଭାଇ ବାସୁଦେବ ଭତରା (୫୫)କୁ ଟାଙ୍ଗିଆରେ ଅତର୍କିତ ଆକ୍ରମଣ କରିଥିଲା।…
ଅଧିକ ଖବର ଦେଖନ୍ତୁ...

#ମି ଠୁର ଅଭିଯୋଗ ଲାଗିଥିବା ନିର୍ଦ୍ଦେଶକଙ୍କୁ ଭେଟିବା ପରେ ଦୀପିକାଙ୍କୁ ଘେରିଲେ ପ୍ରଶଂସକ, ଟୁଇଟ୍‌ରରେ ଆରମ୍ଭ ହେଲା…

ମୁମ୍ବାଇ : ୨୦୧୧ରେ ପ୍ୟାର୍‌ କା ପଞ୍ଚନାମାରୁ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ନିର୍ଦ୍ଦେଶକ ଲଭ ରଞ୍ଜନ । ଏହା ପରେ ସେ ପ୍ୟାର୍‌ କା ପଞ୍ଚନାମା-୨, ଦେ ଦେ ପ୍ୟାର୍‌ ଦେ, ସୋନୁ କି ଟୁଟୁ କି ସ୍ୱିଟ୍ଟୀ ଭଳି ସୁପରହିଟ୍‌ ଫିଲ୍ମ ତିଆରି କରିଥିଲେ । ତେବେ ଗତବର୍ଷ ତାଙ୍କ ଉପରେ ଯୌନ…
ଅଧିକ ଖବର ଦେଖନ୍ତୁ...

ମୁଁ ନଳା ସଫା କରିବାକୁ ସାଂସଦ ହୋଇ ନାହିଁ : ସାଧ୍ୱୀ ପ୍ରଜ୍ଞା

ଭୋପାଲ : ମଧ୍ୟପ୍ରଦେଶର ଭୋପାଳରୁ ବିଜେପି ସାଂସଦ ଥିବା ସାଧ୍ୱୀ ପ୍ରଜ୍ଞା ଠାକୁର ପ୍ରାର୍ଥୀ ହେବା ପରଠାରୁ ବିବାଦରେ ରହି ଆସିଛନ୍ତି । ମାଲେଗାଓଁ ବିସ୍ଫୋରଣ ହେଉ ବା ନିର୍ବାଚନ ପ୍ରଚାର ସମୟରେ ନଥୁରାମ ଗୋଡସେଙ୍କୁ ଦେଶଭକ୍ତ ବୋଲି କହିବା ହେଉ, ନିଜର ମନ୍ତବ୍ୟ ପାଇଁ ବିବାଦର ଶିକାର ହୋଇଥିଲେ…
ଅଧିକ ଖବର ଦେଖନ୍ତୁ...