Daily Archives

July 22, 2019

ନିଜର ଏଭଳି ଭୁଲ କାରଣରୁ ୬ମାସ ପାଇଁ ଜେଲ ଗଲେ ‘ଓ ସାକି ସାକି ଗର୍ଲ’ କୋଏନା ମିତ୍ର

ମୁମ୍ବାଇ : ବଲିଉଡ୍‌ର ଗ୍ଲାମରସ ଅଭିନେତ୍ରୀ କୋଏନା ମିତ୍ରଙ୍କୁ ୬ମାସ ଜେଲ ଦଣ୍ଡ ମିଳିଛି । ଚେକ୍‌ ବାଉନ୍ସ ହେବା ମାମଲାକୁ ନେଇ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ ଏଭଳି ଦଣ୍ଡ ଶୁଣାଇଛନ୍ତି । ୬ମାସ ଜେଲ ଦଣ୍ଡ ଭୋଗିବା ସହ କୋଏନା ଅଭିଯୋଗକାରୀଙ୍କୁ ସୁଧ ସମେତ ୪.୬୪ଲକ୍ଷ ଟଙ୍କା ଦେବେ ବୋଲି…
ଅଧିକ ଖବର ଦେଖନ୍ତୁ...

ବାସ୍‌ ୨ଟି ଗୁଜୁରାତି ଖାଇ ହଟାନ୍ତୁ ପେଟର ଚର୍ବି, ନିଦ୍ରାହୀନତା ଦୂର ହେବା ସହ ଦୂର ହେବ ଅନେକ ଶାରୀରିକ ସମସ୍ୟା

ଆମ ଦେଶରେ ପ୍ରତି ରୋଷଇ ଘରେ ଗୁଜୁରାତିର ବ୍ୟବହାର କରାଯାଇଥାଏ । ଖାଇବାର ସ୍ୱାଦ ବଢ଼ାଇବା ସହ ଅନେକ ଶାରୀରିକ ସମସ୍ୟା ଦୂର କରିଥାଏ ଗୁଜୁରାତି । କିଛି ଲୋକ ଗୁଜୁରାତିକୁ ମାଉଥ୍‌ ଫ୍ରେସ୍‌ନର ଭାବେ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି? ଗୁଜୁରାତି ଖାଇ ଉଷୁମ ପାଣି ପିଇବା…
ଅଧିକ ଖବର ଦେଖନ୍ତୁ...

କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ଲାଗି ପ୍ରସ୍ତାବ ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ସୋମବାର ହ୍ଵାଇଟ ହାଉସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ସହ ସାକ୍ଷାତ କରିଛନ୍ତି । ଏହି ଆଲୋଚନା କାଳରେ ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁସାରେ ଡୋନାଲ୍ଟ…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ପୋଷାକ ପାଇଁ ଟଙ୍କା ମାଗିବାରୁ ପୁଅ-ଝିଅଙ୍କୁ କୀଟନାଶକ ପିଆଇ ହତ୍ୟା ଉଦ୍ୟମ କଲା ନିଶାସକ୍ତ ବାପା

ନାଶିକ୍‌ : ମହାରାଷ୍ଟ୍ରର ନାସିକ୍‌ରେ ରହୁଥିବା ଜଣେ କୃଷକ ନିଜ ଦୁଇ ପିଲାଙ୍କୁ ହତ୍ୟା ଉଦ୍ୟମ କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସ୍କୁଲ ପାଇଁ ପୋଷାକ କିଣିବା ସହ ଅନ୍ୟ ଜିନିଷ କିଣିବା ପାଇଁ ଟଙ୍କା ମାଗିଥିଲା ଝିଅ । ଏହା ଶୁଣି ରାଗିଯିବା ସହ ଅଭିଯୁକ୍ତ ବାପା କୀଟନାଶକ ପିଆଇ ନିଜ…
ଅଧିକ ଖବର ଦେଖନ୍ତୁ...

ତୁମ କମେଡି ପାଇଁ ମୁଁ ଆଜି ଅବସାଦମୁକ୍ତ ହୋଇ ପାରିଛି ! ମହିଳାଙ୍କଠାରୁ ଏକଥା ଶୁଣି ଜୀବନର ସବୁଠାରୁ ବଡ଼ ଉପଲବ୍ଧି ବୋଲି…

ମୁମ୍ବାଇ : ନିଜର କମେଡି ଟାଇମିଙ୍ଗ ଏବଂ ଶୈଳୀ ପାଇଁ ସମସ୍ତଙ୍କ ପାଖରେ ପରିଚିତ ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର । କମେଡି ନାଇଟ୍‌ ଉଇଥ୍‌ କପିଲରେ ଗୁଥି ଚରିତ୍ର ମାଧ୍ୟମରେ ଦର୍ଶକଙ୍କ ମନରେ ଘର କରି ରହିବା ସହ ପରେ ଡାକ୍ତର ଗୁଲାଟି ହୋଇ ସେ ଲୋକମାନଙ୍କ ମନୋରଞ୍ଜନ କରିଥିଲେ । ଏବେ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ପ୍ଲାଷ୍ଟିକର ଏଭଳି ପୁନଃବ୍ୟବହାର କରାଯାଉଥିବା ଦେଖି ଆନନ୍ଦ ମହିନ୍ଦ୍ରା କହିଲେ; ଭାରତୀୟଙ୍କ ସୃଜନଶୀଳତାକୁ ସଲାମ୍‌

ନୂଆଦିଲ୍ଲୀ : ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍‌ ରହିଥାନ୍ତି । ଅନେକ ସମୟରେ ତାଙ୍କର ଟୁଇଟ୍‌ ଚର୍ଚ୍ଚାର ବିଷୟ ପାଲଟିଥାଏ । ଲୋକମାନଙ୍କ କାମକୁ ସେ ସବୁ ବେଳେ ଟୁଇଟ୍‌ କରି ପ୍ରଶଂସା କରିବା ସହ ଅନ୍ୟମାନଙ୍କୁ ସେଭଳି କିଛି କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଲାଇଭ୍‌ ସୋ’ରେ କରଣଙ୍କୁ ନେଇ ବିବାଦୀୟ ବୟାନ ଦେଲେ କଙ୍ଗନା; ସେ କାହାକୁ ବି ଅନ୍ତବସ୍ତ୍ରର ରଙ୍ଗ ପଚାରି ପାରନ୍ତି

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ଏବଂ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ମଧ୍ୟରେ ବିବାଦ ଖୁବ୍‌ ପୁରୁଣା । ବଲିଉଡ୍‌ରେ ଚାଲିଥିବା ପ୍ରିୟାପ୍ରୀତି ତୋଷଣକୁ ନେଇ ଦୁହିଁଙ୍କ ମଧ୍ୟରେ ପୂର୍ବରୁ ଅନେକ ବାଦବିବାଦ ଦେଖା ଯାଇ ସାରିଛି । କିଛି ଦିନ କରଣଙ୍କୁ ନେଇ କୌଣସି…
ଅଧିକ ଖବର ଦେଖନ୍ତୁ...

ବିଶ୍ୱାସରେ ବିଷ ! ମୃଦୁପାନୀୟରେ ନିଶା ଦେଇ ଦୁଷ୍କର୍ମ କଲା ସାଙ୍ଗର ପ୍ରେମିକ

ସୋନିପତ : ହରିୟାଣାର ସୋନିପତରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଜଣେ ଯୁବତୀଙ୍କ ପାଇଁ ସାଙ୍ଗମାନଙ୍କୁ ବିଶ୍ୱାସ କରିବା କାଳ ହୋଇଛି । ଯାହାକୁ ସେ ନିଜର ଭଲ ବନ୍ଧୁ ବୋଲି ଭାବୁଥିଲେ ସେମାନେ ହିଁ ତାଙ୍କ ସହ ଦୁଷ୍କର୍ମ କରିବେ, ତାହା କେବେ କଳ୍ପନା କରି ନଥିଲେ ପୀଡ଼ିତା । ଘଟଣା ପରେ…
ଅଧିକ ଖବର ଦେଖନ୍ତୁ...

ବିବାଦୀୟ ଟିକ୍‌ ଟକ୍‌ ଭିଡିଓ ମାମଲା : ଏଜାଜ୍‌ଙ୍କୁ ମିଳିଲା ଜାମିନ୍‌

ମୁମ୍ବାଇ : ବିଗ୍‌ ବସ୍‌ର ପୂର୍ବ ପ୍ରତିଯୋଗୀ ତଥା ଅଭିନେତା ଏଜାଜ୍‌ ଖାନ୍‌ଙ୍କୁ ଜୁଲାଇ ୧୮ରେ ମୁମ୍ବାଇ ପୁଲିସ ଗିରଫ କରିଥିଲା । ମ୍ୟୁଜିକାଲ ଆପ୍‌ ଟିକ୍‌ ଟକ୍‌ ଜରିଆରେ ବିବାଦୀୟ ଭିଡିଓ କରି ପ୍ରସାରିତ କରିଥିବାରୁ ତାଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାକୁ ନେଇ ପ୍ରଥମେ ପଚରାଉଚରା କରିବା…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ : ଜଙ୍ଗଲରୁ ନାବାଳିକାର ଗଳିତ ମୃତଦେହ ଜବତ, ଦୁଷ୍କର୍ମ ପରେ ହତ୍ୟା ସଂଦେହ

ଭୁବନେଶ୍ୱର : ରାଜ୍ୟରେ ବଢିଚାଲିଥିବା ଶିଶୁ ନିଖୋଜ ଓ ଦୁଷ୍କର୍ମ ଘଟଣାକୁ ନେଇ ଆଜି ବିଧାନସଭାରେ ବିରୋଧୀ ଦଳ ସରକାରଙ୍କୁ ଘେରିଥିବାବେଳେ ସୁନ୍ଦରଗଡ଼ରେ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି । ଗତ ୨୦ ତାରିଖରୁ ନିଖୋଜ ହୋଇଥିବା ଜଣେ ନାବାଳିକାର ଗଳିତ ମୃତଦେହ ସୁନ୍ଦରଗଡ଼ ହେମଗିରି ଥାନା ଗୋପାଳପୁର…
ଅଧିକ ଖବର ଦେଖନ୍ତୁ...