Daily Archives

July 22, 2019

ବନ୍ୟାଜଳରୁ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରି ସଫଳ ପ୍ରସବ କରାଇଲେ ଏନ୍‌ଡିଆର୍‌ଏଫ୍‌ ଟିମ୍‌, ଡ଼ଙ୍ଗାରେ ଦୁନିଆକୁ ଆସିଲା…

ମୋତିହାରି : ବିହାରର ମୋତିହାରିରେ ପ୍ରବଳ ବର୍ଷା ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଉଦ୍ଧାରକାର୍ଯ୍ୟରେ ଲାଗି ପଡ଼ିଛନ୍ତି । ଲୋକମାନଙ୍କୁ କିଭଳି ଉଦ୍ଧାର କରାଯିବା ସହ ସେମାନଙ୍କ ପାଖରେ ଖାଦ୍ୟ ପହଞ୍ଚାଯିବ, ସେ ନେଇ…
ଅଧିକ ଖବର ଦେଖନ୍ତୁ...

ଦେଶର ଛୋଟ ସହରବାସୀଙ୍କୁ ସରକାରଙ୍କ ବଡ଼ ଉପହାର: ଖୁବ ଶୀଘ୍ର ଗଡ଼ିବ ମେଟ୍ରୋଲାଇଟ୍ ଟ୍ରେନ୍

ନୂଆଦିଲ୍ଲୀ:  ଏବେ କେବଳ ବଡ ସହର ନୁହେଁ,  ଛୋଟ ସହରରେ ମଧ୍ୟ ଗଡ଼ିବ ମେଟ୍ରୋ ଟ୍ରେନ୍ । ଛୋଟ ସହରବାସୀଙ୍କୁ ବଡ ଭେଟି ଦେଇଛନ୍ତି ସରକାର । ଏଣିକି ଛୋଟ ସହର ପାଇଁ ମେଟ୍ରୋଲାଇଟ୍ ସିଷ୍ଟମ ନିର୍ମାଣ କରିବାକୁ ପ୍ରସ୍ତାବ ରଖିଛନ୍ତି ସରକାର । ମେଟ୍ରୋଲାଇଟ୍ ଟ୍ରେନରେ ମାତ୍ର ୩ଟି ବଗି ରଖିବାକୁ…
ଅଧିକ ଖବର ଦେଖନ୍ତୁ...

‘ଚନ୍ଦ୍ରଯାନ-୨’ର ସଫଳ ଉତ୍‌କ୍ଷେପଣ ପାଇଁ ୭ ଦିନ ଘର-ପରିବାରକୁ ଭୁଲି ଯାଇଥିଲେ ଇସ୍ରୋର ପୂରା ଟିମ୍‌

ନୂଆଦିଲ୍ଲୀ : ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଜି ଇତିହାସ ରଚିଛି ଭାରତ । ଅପରାହ୍ନ ୨ଟା ୪୩ମିନିଟ୍‌ରେ ଚନ୍ଦ୍ରଯାନ-୨କୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ଵନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ କରାଯାଇଛି । ପ୍ରଥମେ ଏହାର ଉତ୍‌କ୍ଷେପଣ ସମୟରେ ସମସ୍ୟା ସୃଷ୍ଟି ହୋଇଥିବାରୁ ଦ୍ୱିତୀୟ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ସିନେମା ଷ୍ଟାଇଲ୍‌ରେ ଆସି ସ୍କୁଲ ସମ୍ମୁଖରୁ ଶିଶୁକୁ ଅପହରଣ କରି ନେଲେ ୩ ମହିଳା

ସୋର: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସୋର ଥାନା ଅଧିନ ଖରାସାହପୁର ଗ୍ରାମରେ ସୋମବାର ଅପରାହ୍ନରେ ଏକ ଆଶ୍ଚର୍ଯ୍ୟଜନକ ଅପହରଣ ଘଟଣା ଘଟିଛି। ସ୍କୁଲ ସମ୍ମୁଖରୁ ଦ୍ୱିତୀୟ ଶ୍ରେଣୀ ଛାତ୍ରକୁ ତିନିଜଣ ମହିଳା ଅପହରଣ କରି ନେଇଥିବା ଶିକ୍ଷୟିତ୍ରୀ ଓ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅପହୃତ…
ଅଧିକ ଖବର ଦେଖନ୍ତୁ...

ଲେପ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନାରାଭାନେ ପରବର୍ତ୍ତି ସେନାଧ୍ୟକ୍ଷ ହେବା ସମ୍ଭାବନା

ନୂଆଦିଲ୍ଲୀ : ଇଣ୍ଟର୍ଣ୍ଣ କମାଣ୍ଡ ମୁଖ୍ୟ ଲେପ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନାରାଭାନେ ଭାରତୀୟ ସେନାର ଉପମୁଖ୍ୟ ନିଯୁକ୍ତ ହୋଇଛନ୍ତି । ବର୍ତ୍ତମାନର ଉପମୁଖ୍ୟ ଲେପ୍ଟନାଣ୍ଟ ଜେନେରାଲ ଡି.ଆନବୁ ଆସନ୍ତା ଅଗଷ୍ଟ ୩୧ରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ତାଙ୍କ ସ୍ଥାନରେ ନାରାଭାନେ ଦାୟିତ୍ୱ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଫିସରେ ଆପଣଙ୍କ ରାୟ ରଖିବାରେ ପୂରା ସୁଯୋଗ ମିଳିବ। କାରବାରୀଙ୍କୁ ବିଶେଷ ଲାଭ ହେବ। ବନ୍ଧୁ ଆପଣଙ୍କୁ କୌଣସି କାମ ପାଇଁ ସାହାଯ୍ୟ ମାଗିପାରନ୍ତି। ଛାତ୍ରଙ୍କୁ ପରିଶ୍ରମର ଯଥେଷ୍ଟ ସୁଫଳ ମିଳିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ଭଦ୍ରକାଳୀ। ବୃଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ…
ଅଧିକ ଖବର ଦେଖନ୍ତୁ...

ମୁଣ୍ଡ ନୁଆଁଇଲେ ହାଇଟେକ ମେଡିକାଲ କର୍ତ୍ତୃପକ୍ଷ, ପୂର୍ବ ନିର୍ଦ୍ଧାରିତ ଫି ଷ୍ଟ୍ରକଚର ଅନୁଯାୟୀ ନାମ ଲେଖାଇଲେ ୫ଜଣ…

ଭୁବନେଶ୍ୱର: ହାଇଟେକ ମେଡିକାଲ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ଚେତାବନୀ ଆଗରେ ମୁଣ୍ଡ ନୁଆଁଇଲେ । ମେଡିକାଲ ପାଠ୍ୟକ୍ରମ ପାଇଁ ଆଜି ୫ ଜଣ ଛାତ୍ରଛାତ୍ରୀ ହାଇଟେକ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି । ପୂର୍ବରୁ ନିର୍ଦ୍ଧାରିତ ଥିବା ଫି ଷ୍ଟ୍ରକଚର ଅନୁସାରେ ହାଇଟେକ ମେଡିକାଲ କଲେଜରେ ଏହି…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ ରାଜନୈତିକ ନାଟକ : ଆସ୍ଥା ଭୋଟ ପାଇଁ ଆଉ ଦୁଇଦିନ ସମୟ ମାଗିଲେ କୁମାରସ୍ୱାମୀ

ବାଙ୍ଗାଲୁରୁ : କର୍ଣ୍ଣାଟକରେ ଚାଲିଥିବା ନାଟକ ଶେଷ ହେବାର ନାଁ ଧରୁ ନାହିଁ । ଗତ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଆସ୍ଥାଭୋଟ ଉପରେ ବିତର୍କ ସୋମବାର ମଧ୍ୟ ଅବ୍ୟାହତ ରହିଛି । ସୋମବାର ଦିନ ଯାଇ ରାତି ହେଲା ପଛେ ବିତର୍କ ଚାଲିଛି । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ…
ଅଧିକ ଖବର ଦେଖନ୍ତୁ...

‘ବାହୁବଳୀ’ ସହ ‘ଚନ୍ଦ୍ରାୟନ-୨’ର ସଂଯୋଗକୁ ନେଇ ଖୁସି ବ୍ୟକ୍ତ କଲେ ପ୍ରଭାସ

ନୂଆଦିଲ୍ଲୀ: ଇସ୍ରୋ ଉତ୍‌କ୍ଷେପଣ କରିଥିବା ‘ଚନ୍ଦ୍ରାୟନ-୨’କୁ ବାହୁବଳୀ କୁହାଯାଉଥିବାରୁ ନିଜର ଖୁସି ବ୍ୟକ୍ତ କରିଛନ୍ତି ତେଲ୍‌ଗୁ ଅଭିନେତା ପ୍ରଭାସ। ‘ବାହୁବଳୀ’ ଚଳଚ୍ଚିତ୍ର ଜରିଆରେ ଲୋକପ୍ରିୟତା ସାଉଁଟିଥିବା ପ୍ରଭାସ ‘ଚନ୍ଦ୍ରାୟନ-୨’ ସହ ତାଙ୍କ ଚଳଚ୍ଚିତ୍ରର ନାମର ଥିବା ସଂଯୋଗକୁ ନେଇ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ପଞ୍ଚମଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାରଣ୍ଡାରେ ୪ ଘଣ୍ଟା ପଡି ରହିଲା ଶବ

ଜୟପୁର: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକରେ ଥିବା ଦୋରାଗୁଡା ଆଶ୍ରମ ସ୍କୁଲର ଜଣେ ପଞ୍ଚମ ଶ୍ରେଣୀରେ ପଢୁଥିବା ଛାତ୍ରଙ୍କର ସୋମବାର ଆକସ୍ମିକ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କର ଘର ଲମତାପୁଟବ୍ଲକ ଦେଉଳପଡା ଗାଁରେ ଓ ତାଙ୍କ ନାଁ ନରସିଂହ ପୂଜାରୀ(୧୦)ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ,…
ଅଧିକ ଖବର ଦେଖନ୍ତୁ...