Daily Archives

July 23, 2019

କୋରାପୁଟ: ହଟିପାରୁନି ଜବରଦଖଲ, ହୋଇପାରୁନି ପ୍ରଧାନମନ୍ତ୍ରୀ ସଡକ

ଲକ୍ଷ୍ମୀପୁର: ଦୁଇ କୋଟି ଟଙ୍କାରେ ନିର୍ମିିତ ହେଉଛି ଲକ୍ଷ୍ମୀପୁର ଆମ୍ବେଦକର ଛକ ଠାରୁ ଡୋକଣା ଗାଁ ପର୍ଯ୍ୟନ୍ତ ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଏହା ରାସ୍ତା କାମ ଗତ ୬ ମାସ ହେଲା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ପ୍ରକାର ଜମି ସମସ୍ୟା କାରଣରୁ ଠିକାଦାର ଜଣକ ଅତି ଚତୁରତାର ସହ…
ଅଧିକ ଖବର ଦେଖନ୍ତୁ...

ଅନ୍‌ଲାଇନ୍‌ରେ ବିକ୍ରି ହେଉଛି ମଣିଷ ଖପୁରୀ ଓ ହାଡ !

ଲଣ୍ଡନ: ଆଜିକା ସମୟରେ ଅନ୍‌ଲାଇନ୍‌ ସପିଂର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ସମୟ ବଞ୍ଚାଇବାକୁ ଯାଇ ଅନେକ ସମୟରେ ଲୋକମାନେ ଅନ୍‌ଲାଇନ୍‌ ସପିଂର ସାହାରା ନେଇ ଥାଆନ୍ତି। ତେବେ ଆପଣ ଏଣିକି ଅନ୍‌ଲାଇନ୍‌ରୁ ମଣିଷ ଖପୁରୀ ଓ ହାଡ କିଣି ପାରିବେ ବୋଲି ଖବର ମିଳିଛି। ଏହା ଶୁଶିବାକୁ ଆଶ୍ଚର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ଦଂଶନ ପାଇଁ ଚେଷ୍ଟା କରୁଥିଲେ ୩୦୦ସାପ, କିନ୍ତୁ ମୁହଁରେ ଧରି…

ବିହାର: ଘରେ ଗୋଟିଏ ସାପ ଦେଖିଲେ ଆମମାନଙ୍କ ମଧ୍ୟରେ କୋକୁଆଭୟ ଖେଳି ଯାଇଥାଏ। କିନ୍ତୁ ଶରୀରରେ ସାପଗୁଡାଇ ହୋଇ ଲୋକଙ୍କ ଯାତ୍ରା କେବେ ଦେଖିଛନ୍ତି। ଏମିତି ଏକ ଘଟଣା ବିହାରର ସମସ୍ତିପୁରରେ ଦେଖିବାକୁ ମିଳିଛି। ଏଠାକାର ଲୋକମାନେ ଶ୍ରାବଣ ମାସର ପ୍ରଥମ ସୋମବାର ନଦୀରେ ବୁଡ ପକାଇବା ସହିତ ସାପକୁ…
ଅଧିକ ଖବର ଦେଖନ୍ତୁ...

ଦୁଇମାସ ପରେ ଇନ୍‌ଷ୍ଟାଗ୍ରାମ୍‌କୁ ଫେରିଲେ ଐଶ୍ୱର୍ଯ୍ୟା, ସ୍ୱାମୀ କହିଲେ ମୋ ‘ଲକି ଚାର୍ମ’

ମୁମ୍ବାଇ: ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପାଖାପାଖି ଦୁଇମାସ ପରେ ଇନ୍‌ଷ୍ଟାଗ୍ରାମ୍‌କୁ ଫେରିଛନ୍ତି। ସେ ତାଙ୍କ ସ୍ୱାମୀ ଅଭିଶେଖ ବଚ୍ଚନଙ୍କ ତିନିଟି ଫଟୋ ସେୟାର କରିଛନ୍ତି। ଏବଂ କବାଡି ଟିମ୍‌ ଫିଙ୍କ୍‌ ପେନ୍‌ଥର୍ସକୁ ସମର୍ଥନ କରିଛନ୍ତି। ଐଶ୍ୱର୍ଯ୍ୟା ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କୁମାରସ୍ୱାମୀ, ଆସନ୍ତାକାଲି ସରକାର ଗଢ଼ିବାକୁ ଦାବି ଉପସ୍ଥାପନ କରିବ ବିଜେପି

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜ୍ୟପାଳ ବାଜୁଭାଇ ବାଲା ମଙ୍ଗଳବାର ରାତି ଏଚ୍‌ଡି କୁମାରସ୍ୱାମୀଙ୍କ ଇସ୍ତଫା ପତ୍ର ସ୍ୱୀକାର କରିଛନ୍ତି। ଆସ୍ଥା ଭୋଟରେ ପରାଜିତ ହେବା ପରେ କୁମାରସ୍ୱାମୀ ରାଜଭବନ ପହଂଚି ନିଜର ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ଦେଇଥିଲେ। କୁମାରସ୍ୱାମୀ ସରକାର ଆସ୍ଥା ଭୋଟ୍‌ରେ ବହୁମତ…
ଅଧିକ ଖବର ଦେଖନ୍ତୁ...

ଦିନଦ୍ୱିପହରେ ପୁଅର ହତ୍ୟା, ନ୍ୟାୟ ଭିକ୍ଷା ପାଇଁ ୮୧ବର୍ଷିଅ ବୃଦ୍ଧ ୩୫୦କିିମି ଚାଲିଚାଲି ବିଧାନସଭାରେ ପହଞ୍ଚିଲେ

ଜୟପୁର: ରାଜସ୍ଥାନ ହନୁମାନଗଡ଼ ଜିଲ୍ଲାରେ ନିଜ ପୁଅର ହତ୍ୟା ପରେ ୮୧ବର୍ଷିଅ ବୃଦ୍ଧ ପିତା ନ୍ୟାୟ ଭିକ୍ଷା ପାଇଁ ବିଧାନସଭା ଘେରାଉ କରିଛନ୍ତି। ଏଭଳି ପରିଣତ ବୟସରେ ହନୁମାନଗଡ଼ରୁ ଜୟପୁର ବିଧାନସଭା ପର୍ଯ୍ୟନ୍ତ ରାମସ୍ୱରୂପ ପ୍ରାୟ ୩୫୦ କିଲୋମିଟର ଚାଲି ଚାଲି ବିଧାନସଭା ସମ୍ମୁଖରେ ପହଞ୍ଚି…
ଅଧିକ ଖବର ଦେଖନ୍ତୁ...

ନୃତ୍ୟ ଅଭ୍ୟାସ କରୁକରୁ ଆହତ ହେଲେ ଶ୍ରଦ୍ଧା କପୁର, ଗୋଡରେ ଲାଗିଛି ଆଘାତ

ମୁମ୍ବାଇ: ଅଭିନେତ୍ରୀ ଶ୍ରଦ୍ଧା କପୁର ଆଗାମୀ ସିନେମା ‘ଷ୍ଟ୍ରିଟ ଡ୍ୟାନସର ୩ଡି’ ପାଇଁ ବହୁ ପରିଶ୍ରମ କରୁଛନ୍ତି। ସେ ସିନେମା ‘ଏବିସିଡି ୨’ରେ ନୃତ୍ୟ ଯାଦୁରେ ଦର୍ଶକଙ୍କ ହୃଦୟ ଜିଣି ପାରିଥିଲେ। ପୁଣି ଥରେ ଶ୍ରଦ୍ଧାଙ୍କ ନୃତ୍ୟ ଜଲଓ୍ଵା ‘ଷ୍ଟ୍ରିଟ ଡ୍ୟାନସର ୩ଡି’ ସିନେମାରେ ଦେଖିବାକୁ ମିଳିବ।…
ଅଧିକ ଖବର ଦେଖନ୍ତୁ...

ରାତି ପାହିଲେ ପାଟକୁରା ନିର୍ବାଚନ ଫଳ: କ’ଣ କହିଲେ ବିଜେଡି-ବିଜେପି-କଂଗ୍ରେସ ନେତା ଜାଣନ୍ତୁ

ଭୁବନେଶ୍ୱର: ପାଟକୁରା ବିଧାନସଭା ଆସନର ଫଳାଫଳ ବୁଧବାର ସନ୍ଧ୍ୟା ସୁଦ୍ଧା ଆସିବ। ଭୋଟ ଗଣତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡ଼ା କଲେଜରେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ପୂର୍ବାହ୍ଣ ୮ଟାରୁ ମତଗଣନା ଆରମ୍ଭ ହେବ ଏବଂ ଏହା ଅପରାହ୍ଣ ୩ଟା ସୁଦ୍ଧା ଫଳଫଳ ବାହାର କରାଯିବାକୁ ଲକ୍ଷ୍ୟ…
ଅଧିକ ଖବର ଦେଖନ୍ତୁ...

ବାୟୋମେଟ୍ରିକ ପ୍ରବେଶ: ଏଣିକି ଷ୍ଟେସନ୍‌ରେ ହ୍ରାସ ପାଇବ ଯାତ୍ରୀଙ୍କ ଭିଡ, ମାରପିଟ ଓ ଠେଲାପେଲା-ସୁବିଧାରେ ମିଳିବ…

ନୂଆଦିଲ୍ଲୀ: ପୁଷ୍ପକ ଏକ୍ସପ୍ରେସ ପରେ ଏବେ ଅନ୍ୟ ଟ୍ରେନର ଜେନେରାଲ ବଗିରେ ଯାତ୍ରା କରିବା ପାଇଁ ଯାତ୍ରୀଙ୍କୁ ଠେଲାପେଲାର ଆଉ ଶିକାର ହେବାକୁ ପଡ଼ିବ ନାହିଁ। ଅନେକ ସମୟରେ ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଯାତ୍ରୀଙ୍କ ମଧ୍ୟରେ ସିଟକୁ ନେଇ ବଚସା ହୋଇଥାଏ। ତେବେ ଏହାକୁ ଦୃଷ୍ଟିରେ ରଖି…
ଅଧିକ ଖବର ଦେଖନ୍ତୁ...

ପ୍ରେମିକ ପାଇଁ ପ୍ରେମିକା ସାଜିଲା ଚୋର, କଲା ଏଭଳି କାମ

ମେରଠ: ଉତ୍ତରପ୍ରଦେଶର ମେରଠସ୍ଥିତ ଗୋବିନ୍ଦ ପ୍ଲାଜା ଫାଇନାନ୍ସ କମ୍ପାନିରୁ ହୋଇଥିବା ଦୁଇଲକ୍ଷ ଟଙ୍କାର ଚୋରି ଘଟଣାକୁ ନେଇ ପୁଲିସ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି। ଏହି ଘଟଣା ପରେ ପୁଲିସ ଫାଇନାନ୍ସ କମ୍ପାନିରେ କାମ କରୁଥିବା ଜଣେ ଯୁବତୀକୁ ଗିରଫ କରି ନେଇଛି। ଗିରଫ ଯୁବତୀକୁ ପଚରାଉଚରା ସମୟରେ…
ଅଧିକ ଖବର ଦେଖନ୍ତୁ...