Daily Archives

July 23, 2019

ଅସୁସ୍ଥ ନବଜାତ ଶିଶୁକୁ ୪ ମହଲାରୁ ଫିଙ୍ଗି ହତ୍ୟା କଲା ମା’

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ଥିବା କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟି(କେଜିଏମ୍ୟୁ)ଟ୍ରମା ସେଣ୍ଟରରେ ଏକ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି। କୁହାଯାଏ ମା’ ଶିଶୁର ସୁରକ୍ଷା ପାଇଁ ନିଜ ଜୀବନକୁ ବି ବାଜି ଲଗାଇ ଦେଇଥାଏ। ଏପରି କ୍ଷେତ୍ରରେ ଯଦି ସନ୍ତାନ ଶରୀର ଅସୁସ୍ଥ ହୋଇପଡେ ସେ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ନିଖୋଜ ଓ ଦୁଷ୍କର୍ମ ପ୍ରସଙ୍ଗରେ ଆସନ୍ତାକାଲି ବିଧାନସଭାରେ ହେବ ମୁଲତବି ଆଲୋଚନା

ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମଙ୍ଗଳବାର ବିଧାନସଭା ହୁଲସ୍ତୁଲ ହୋଇଛି। ବିରୋଧୀ ମାନେ ହୋହଲ୍ଲା କରିବା ସହିତ ନାରାବାଜିରେ ଗୃହ କମ୍ପାଇଛନ୍ତି। ରାଜ୍ୟରେ ବଢୁଥିବା ନାବାଳିକାଙ୍କୁ ଦୁଷ୍କର୍ମ ଓ ଶହ ଶହ ଶିଶୁ ନିଖୋଜ ହେବା ଘଟଣାକୁ ବିରୋଧୀ ମାନେ ଗମ୍ଭୀରତାର ସହ…
ଅଧିକ ଖବର ଦେଖନ୍ତୁ...

ପ୍ରଭୁ ମହାଦେବଙ୍କ ରୂପରେ ତେଜ ପ୍ରତାପ, ପିନ୍ଧିଛନ୍ତି ବାଘ ଛାଲ ଭଳି କପଡ଼ା ଓ ଗେରୁଆ ପୋଷାକ; ଫଟୋ ଭାଇରାଲ

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି। ଚଳିତ ଥର ସେ ନିଜ ବେଶକୁ ନେଇ ଲୋକମାନଙ୍କୁ ଆକର୍ଷିତ କରିଛନ୍ତି। ତେଜ ପ୍ରତାପ ନିକଟରେ ତାଙ୍କର କିଛି ଫଟୋ ଓ ଭିଡିଓ…
ଅଧିକ ଖବର ଦେଖନ୍ତୁ...

ବେଙ୍ଗାଲୁରୁ ବିମାନବନ୍ଦରରେ ଆରମ୍ଭ ହେଲା ବାୟୋମେଟ୍ରିକ୍‌ ଯାଞ୍ଚ ବ୍ୟବସ୍ଥା, ଯାତ୍ରୀଙ୍କ ପାଇଁ କୌଣସି ଦସ୍ତାବିଜ…

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ  ଡିଜି ଯାତ୍ରା ସ୍କିମ୍‌ ଜରିଆରେ ବେଙ୍ଗାଲୁରୁ ବିମାନବନ୍ଦରରେ ବାୟୋମେଟ୍ରିକ ଯାଞ୍ଚ ବ୍ୟବସ୍ଥାର ପରୀକ୍ଷଣ ଆରମ୍ଭ ହୋଇଛି। ଜୁଲାଇ ୨୨ରୁ ଏହି ପରୀକ୍ଷଣ ବିସ୍ତାରା ଏୟାରଲାଇନ୍ସ ସହିତ ଆରମ୍ଭ କରାଯାଇଛି। ମହଯୁଦ ବ୍ୟବସ୍ଥା ଆଧାରରେ ବିସ୍ତାରା ଏୟାରଲାଇନ୍ସ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ମନ ସକାରାତ୍ମକ କାମରେ ଲଗାନ୍ତୁ। ବ୍ୟର୍ଥ ଚିନ୍ତାରୁ ଆପଣଙ୍କ ମୁକ୍ତି ମିଳିବ। ଅଧୢାପକ ବର୍ଗଙ୍କୁ ଭଲ ସୁଯୋଗ ମିଳିବ। ବ୍ୟବସାୟରେ କିଛି ପରିବର୍ତ୍ତନ ଆଣିବେ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ଶାରଳା। ବୃଷ: ଦିନଟି…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଶ୍ରୀଜିଉଙ୍କ ବନକଲାଗି ନୀତି, ଅପରାହ୍ଣ ୪ଟାରୁ ୪ ଘଣ୍ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ବୁଧବାର ଶ୍ରୀଜିଉଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗ ମଣ୍ଡପରେ ଏହି ନୀତି ଅପରାହ୍ଣ ୪ଟାରୁ ଆରମ୍ଭ ହୋଇ ରାତି ୮ଟାରେ ଶେଷ ହେବ। ମହାପ୍ରଭୁଙ୍କର ଏହି ସ୍ୱତନ୍ତ୍ର ନୀତି ଲାଗି ସାଧାରଣ ଦର୍ଶନ ବନ୍ଦ ରହିବ। ରାତି ୮ଟା ପରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ପୁଣି…
ଅଧିକ ଖବର ଦେଖନ୍ତୁ...

ଦେଶରେ ଚାଲିଛି ୨୩ ଜାଲି ବିଶ୍ୱବିଦ୍ୟାଳୟ, ଏଥିମଧ୍ୟରୁ ଓଡ଼ିଶାରେ ଅଛି ୨ ଜାଲି ବିଶ୍ୱବିଦ୍ୟାଳୟ ତାଲିକା ଜାରି କଲା…

ନୂଆଦିଲ୍ଲୀ: ସମଗ୍ର ଦେଶରେ ସରକାରଙ୍କୁ ଭୂଆଁ ବୁଲାଇ ୨୩ଟି ‘ଆତ୍ମଘୋଷିତ’ ଓ ‘ଅଣସ୍ୱୀକୃତ’ ବିଶ୍ୱବିଦ୍ୟାଳୟ ସେମାନଙ୍କର ବ୍ୟବସାୟ ଚଲାଇଥିବା ଆଜି ୟୁନିଭର୍ସିଟି ଗ୍ରାଣ୍ଟ କମିଶନ (ୟୁଜିସି) ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି। ଏଥିସହ ଏହି ସମସ୍ତ ‘ଆତ୍ମଘୋଷିତ’ ଓ ‘ଅଣସ୍ୱୀକୃତ’…
ଅଧିକ ଖବର ଦେଖନ୍ତୁ...

ଆୟକର ରିଟର୍ଣ୍ଣ ଶେଷ ତାରିଖ ୩୧ ଅଗଷ୍ଟକୁ ବୃଦ୍ଧି

ନୂଆଦିଲ୍ଲୀ : ଆୟକର ବିଭାଗ ପକ୍ଷରୁ ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖକୁ ଏକ ମାସ ପାଇଁ ଘୁଞ୍ଚାଇଦେଇଛନ୍ତି । ପୂର୍ବରୁ ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ଜୁଲାଇ ୩୧ ଥିବାବେଳେ ଏବେ ତାହାକୁ ଅଗଷ୍ଟ ୩୧କୁ ଘୁଞ୍ଚାଇ ଦିଆଯାଇଛି । ଏ ସଂପର୍କରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ…
ଅଧିକ ଖବର ଦେଖନ୍ତୁ...

୧୪ ବର୍ଷ ତଳେ ଆତ୍ମହତ୍ୟା କରିଥିବା ମହିଳାଙ୍କୁ ଗିରଫ କଲା ପୁଲିସ୍‌! କାହା ମୃତଦେହକୁ ଦାହ କରିଥିଲେ ପରିବାର ଲୋକେ?

ଗାନ୍ଧୀନଗର: ଗୁଜୁରାଟର ପାଟନାଠାରେ ଥିବା ବଲଓ୍ଵା ଗ୍ରାମର ମହିଳା ଭିକିବେନ୍‌ ୧୪ ବର୍ଷ ତଳେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିବା ବେଳେ ନିକଟ ଅତୀତରେ ତାଙ୍କୁ ଅନ୍ୟ ଏକ ଗ୍ରାମରୁ ଗିରଫ କରାଯାଇଛି। ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଭିକିବେନ୍‌ ଆତ୍ମହତ୍ୟା କରିନଥିଲେ, ବରଂ…
ଅଧିକ ଖବର ଦେଖନ୍ତୁ...

ଶ୍ରେଣୀ କକ୍ଷ ଭିତରେ ପଢ଼ା ଚାଲିଥିବା ବେଳେ ଶିକ୍ଷୟିତ୍ରୀଙ୍କୁ ହତ୍ୟା କଲେ ସ୍ୱାମୀ

ମଦୁରାଇ: ତାମିଲ୍‌ନାଡୁର ଏକ ସ୍କୁଲ୍‌ ଭିତରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ ଶିକ୍ଷୟିତ୍ରୀଙ୍କୁ ତାଙ୍କ ସ୍ୱାମୀ ସମସ୍ତ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ତାମିଲ୍‌ନାଡୁର ମଦୁରାଇ ନିକଟସ୍ଥ ତିରୁମଙ୍ଗଲମଠାରେ ଥିବା ଏକ ସ୍କୁଲ୍‌ର ଶ୍ରେଣୀ କକ୍ଷ ମଧ୍ୟରେ ଏପରି…
ଅଧିକ ଖବର ଦେଖନ୍ତୁ...