Daily Archives

July 24, 2019

ନବରଙ୍ଗପୁର: ଟ୍ରାକ୍ଟର ଲୁହାଚକ ଖରାପ କରୁଛି ରାସ୍ତା, ପ୍ରଶାସନ ନୀରବ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଚାଷ କାର୍ଯ୍ୟ ଚାଲୁ ଥିବାରୁ ଚାଷ ଜମିରେ ଟ୍ରାକ୍ଟରର ବହୁଳ ବ୍ୟବହାର ହେଉଛି। ଟ୍ରାକ୍ଟର ସାହାଯ୍ୟରେ ଚାଷ କାମ କରାଯାଉଛି, ଯେଉଁଥିରେ ଲୁହାର ଚକ ବ୍ୟବହାର କରାଯାଉଛି। ଏହି ଲୁହାଚକ ଲାଗିଥିବା ଟ୍ରାକ୍ଟର ରାସ୍ତା ଉପରେ…
ଅଧିକ ଖବର ଦେଖନ୍ତୁ...

ଦୁର୍ଷ୍କମ ବିରୁଦ୍ଧରେ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର: ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ମହିଳା ବିରୋଧୀ । ଏଠି ମହିଳାଙ୍କୁ ସୁରକ୍ଷା ନୁହେଁ ବରଂ ସବୁ ସମୟରେ ସେମାନଙ୍କୁ ଅପମାନିତ ଓ ଅସମ୍ମାନିତ କରାଯାଉଛି । ଖୋଦ୍‌ ଶାସକ ଦଳ ନେତାଙ୍କ ଛତ୍ରଛାୟା ତଳେ ରହି ଅପରାଧୀମାନେ ମହିଳାଙ୍କ ସହ ଦୁର୍ଷ୍କମ କରିଚାଲିଛନ୍ତି । ପ୍ରତିଦିନ ନାବାଳିକା…
ଅଧିକ ଖବର ଦେଖନ୍ତୁ...

ଓଜନ କମ କରିବା ସହ ହୃଦୟକୁ ସୁସ୍ଥ ରଖିଥାଏ ଲେମ୍ବୁ, ଏହାର ଆଉ କିଛି ଫାଇଦା ବିଷୟରେ ଜାଣନ୍ତୁ

ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣରେ ଭରପୂର ଥିବା ଲେମ୍ବୁ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଏଥିରେ ଥିବା ପୋଷକ ତତ୍ତ୍ୱ କୋଷ୍ଠକାଠିନ୍ୟ, କିଡ୍‍ନି ସମସ୍ୟା ଏବଂ ଗଳା ଖରାପ ହେବା ସମସ୍ୟାଠାରୁ ଆରମ୍ଭ କରି ଆହୁରି ଅନେକ ସମସ୍ୟା ଦୂର କରିଥାଏ । ଏହା ଛଡ଼ା ଲେମ୍ବୁ ରକ୍ତଚାପ ଏବଂ ଅବସାଦ ମଧ୍ୟ ଦୂର କରିଥାଏ ।…
ଅଧିକ ଖବର ଦେଖନ୍ତୁ...

ଗୁଡ଼ାଖୁରେ ଦାନ୍ତ ସଫା କରୁଥିବାରୁ ସ୍ତ୍ରୀକୁ ତିନ୍‌ ତଲାକ୍‌ ଦେଲା ସ୍ୱାମୀ

ବାରବାଙ୍କି : ଉତ୍ତରପ୍ରଦେଶର ବାରବାଙ୍କି ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ସ୍ତ୍ରୀ ଗୁଡ଼ାଖୁରେ ଦାନ୍ତ ସଫା କରୁଥିବାରୁ ସ୍ୱାମୀ ରାଗରେ ତିନ୍‌ ତଲାକ୍‌ ଦେବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ଦୁହିଁଙ୍କ ବିବାହ ୭ମାସ ତଳେ ହୋଇଥିବା ବେଳେ ସ୍ତ୍ରୀର ଏଭଳି ବଦଭ୍ୟାସ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: ୮୦ ଲିଟର ମଦ ଜବତ, ୩ ଗିରଫ

ଭଦ୍ରକ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉପ ନିରୀକ୍ଷକ ସ୍ପନ୍ଦନ ମହାନ୍ତି ଓ ଅବକାରୀ ସିପାହୀ ଭବେଶ ଦାସ, ପ୍ରଦୀପ ମଲ୍ଲିକ, ପରେଶ ଚନ୍ଦ୍ର ଟୁଡୁ, ମୁରଲୀ ପ୍ରଧାନଙ୍କୁ ନେଇ ଏକ ସ୍ୱତନ୍ତ୍ର ସ୍କ୍ଵାର୍ଡ ଟିମ ଭଦ୍ରକ…
ଅଧିକ ଖବର ଦେଖନ୍ତୁ...

ଋଷିଙ୍କ ଖୁଲାସା : କର୍କଟ ରୋଗ ହୋଇଥିବା ଜାଣି ପ୍ରଥମେ ଏହି କାମ କରିଥିଲେ ପୁଅ ରଣବୀର

ମୁମ୍ବାଇ : ଫିଲ୍ମରୁ ବ୍ରେକ୍‌ ନେଇ ଏବେ ନ୍ୟୁୟର୍କରେ ନିଜ କର୍କଟ ରୋଗର ଚିକିତ୍ସା କରାଉଛନ୍ତି ଅଭିନେତା ଋଷି କପୁର । ତାଙ୍କ ସହ ତାଙ୍କ ପତ୍ନୀ ନୀତୁ କପୁର ଥିବା ବେଳେ ଏବେ ସେ ସୁସ୍ଥ ହୋଇ ଆସୁଥିବା ନେଇ ସୂଚନା ମିଳିଛି । ଖୁବ୍‌ ଶୀଘ୍ର ସେ ନିଜର କାମ ଆରମ୍ଭ କରିବାକୁ ଯାଉଥିବା ନେଇ ଟାଇମ୍ସ…
ଅଧିକ ଖବର ଦେଖନ୍ତୁ...

ଧୂମପାନ କରି କରି ଶୋଇପଡ଼ିଲେ ଯୁବକ, ନିଦ ଭାଙ୍ଗିବା ପରେ ବଦଳି ଯାଇଥିଲା ଘରର ନକ୍‌ସା

ନୂଆଦିଲ୍ଲୀ : ଅଫିସ ହେଉ ବା କୌଣସି ସାର୍ବଜନିକ ସ୍ଥାନ, ଧୂମପାନ ପାଇଁ ଏକ ସ୍ୱତନ୍ତ୍ର କୋଠରି ତିଆରି କରାଯାଇଥାଏ । ଯେଉଁଠି ଲୋକମାନେ ଯାଇ ଧୂମପାନ କରିଥାନ୍ତି । କିନ୍ତୁ କିଛି ସ୍ଥାନରେ ଧୂମପାନ କରିବା ବେଆଇନ ଥିବାରୁ ଲୋକେ ନିଜ ଘରେ ହିଁ ଧୂମପାନ କରିଥାନ୍ତି । ତେବେ ଧୂମପାନ କରିବା ସମୟରେ…
ଅଧିକ ଖବର ଦେଖନ୍ତୁ...

କାର୍ଗିଲ ବିଜୟ ଦିବସରେ ପୁଣି ଥରେ ରିଲିଜ୍‌ ହେବ ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକ, ୫୦୦ଥିଏଟରରେ ମାଗଣାରେ ଦେଖିବେ ଲୋକେ

ମୁମ୍ବାଇ : ଜାନୁଆରୀ ୧୧, ୨୦୧୯ରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକ୍‌’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା ବିକି କୌଶଲ ନଜର ଆସିଥିବା ବେଳେ ସେପ୍ଟେମ୍ବର ୨୯, ୨୦୧୬ରେ ଭାରତ କରିଥିବା ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ୍‌ର କାହାଣୀକୁ ନେଇ ଏହି ଫିଲ୍ମ ତିଆରି…
ଅଧିକ ଖବର ଦେଖନ୍ତୁ...

ରୋଷେଇ ପାଇଁ ଘର ନାହିଁ, ଅଙ୍ଗନବାଡ଼ି କେନ୍ଦ୍ରର ଶୌଚାଳୟରେ ରନ୍ଧାଯାଉଛି ମଧ୍ୟାହ୍ନ ଭୋଜନ

ଶିବପୁରୀ(ମଧ୍ୟପ୍ରଦେଶ) : ମଧ୍ୟପ୍ରଦେଶରେ ଏକ ଶୌଚାଳୟକୁ ରୋଷେଇ ଘର ଭାବେ ବ୍ୟବହାର କରାଯିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଭଳି ଦୃଶ୍ୟ ଅନ୍ୟ କୌଣସି ସ୍ଥାନରେ ନୁହେଁ, ବରଂ ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ଦେଖିବାକୁ ମିଳିଛି । ପ୍ରତିଦିନ ଶୌଚାଳୟ ଭିତରେ ରନ୍ଧା ଯାଉଥିବା ଖାଦ୍ୟକୁ…
ଅଧିକ ଖବର ଦେଖନ୍ତୁ...

ଆସାମ ବନ୍ୟା ପ୍ରପୀଡ଼ିତଙ୍କୁ ସହାୟତାର ହାତ ବଢ଼ାଇଲେ ବିଗ୍‌ ବି, ଦାନ କଲେ ୫୧ଲକ୍ଷ ଟଙ୍କା

ମୁମ୍ବାଇ : ଆସାମରେ ଏବେ ବନ୍ୟା ତାଣ୍ଡବ ରଚିଥିବା ବେଳେ ଲୋକମାନଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଏହି ବନ୍ୟାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରି ସାରିଥିବା ବେଳେ ଶହ ଶହ ଲୋକ ବନ୍ୟା ପାଣିରେ ଫସି ରହିଛନ୍ତି । ଏଭଳି ପରିସ୍ଥିତିରେ ସାରା ଦେଶବାସୀ ଆସାମକୁ ପୁଣି ଥରେ ଗଢ଼ି ତୋଳିବା ପାଇଁ…
ଅଧିକ ଖବର ଦେଖନ୍ତୁ...