Daily Archives

July 24, 2019

ଭଣଜାର ଚିକିତ୍ସା ପାଇଁ ୧.୯୦ଲକ୍ଷ ଟଙ୍କାର ସାହାଯ୍ୟ ଦେଇଥିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ, ଜନ୍ମଦିନରେ ୧୦୧ଟଙ୍କା…

ମୁମ୍ବାଇ : ଜୁଲାଇ ୨୨ରେ ଖୁବ୍‌ ଧୁମ୍‌ ଧାମ୍‌ରେ ନିଜର ଜନ୍ମଦିନ ପାଳନ କରିଥିଲେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନଭିସ୍‌ । ଏହି ଦିନ ତାଙ୍କୁ ଅନେକ ଦାମୀ ଉପହାର ମିଳିଥିବା ବେଳେ ଅନେକଙ୍କ ଶୁଭେଚ୍ଛା ମଧ୍ୟ ମିଳିଥିଲା । କିନ୍ତୁ ମହାରାଷ୍ଟ୍ରର ଅହମ୍ମଦନଗରରେ ରହୁଥିବା ଜଣେ…
ଅଧିକ ଖବର ଦେଖନ୍ତୁ...

ଜୟ ଶ୍ରୀରାମ ଶବ୍ଦକୁ ନେଇ ହେଉଥିବା ଭିଡ଼ ହିଂସାକୁ ବନ୍ଦ କରିବା ପାଇଁ ମୋଦୀଙ୍କୁ ଚିଠି ଲେଖିଲେ ୪୯ ସେଲିବ୍ରିଟି

ମୁମ୍ବାଇ : ଦେଶରେ ଭିଡ଼ ହିଂସା ବଢ଼ୁଥିବା ଦେଖି ଭାରତର ସେଲିବ୍ରିଟିମାନେ ଚିନ୍ତା ବ୍ୟକ୍ତ କରିବା ସହ ଏହାକୁ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠିି ଲେଖିଛନ୍ତି । ପାଖା ପାଖି ୪୯ଜଣ କଳାକାର,ନିର୍ଦ୍ଦେଶକ ଏବଂ ସାମାଜିକ କର୍ମୀମାନେ ମିଶି ଏହି ଚିଠି ମୋଦୀଙ୍କୁ ଲେଖିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ବଡ଼ ଖୁଲାସା: ଡାକ୍ତରଖାନାର ଭୁଲ ପାଇଁ ହୋଇଥିଲା ନିଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ମୃତ୍ୟୁ, ପରିବାରକୁ ଜରିମାନା ଆକାରରେ…

ନୂଆଦିଲ୍ଲୀ : ପ୍ରଥମେ ଚନ୍ଦ୍ରପୃଷ୍ଠକୁ ଯିବାରେ ସଫଳ ହୋଇଥିବା ମହାକାଶଚାରୀ ନିଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ମୃତ୍ୟୁକୁ ନେଇ ଏକ ବଡ଼ ଖୁଲାସା ହୋଇଛି । ଚିକିତ୍ସିତ ହେଉଥିବା ଡାକ୍ତରଖାନାର ଅବହେଳା ପାଇଁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଏକ ନ୍ୟୁୟର୍କ ଟାଇମ୍ସରେ ଛପା ଯାଇଥିବା ଏକ ରିପୋର୍ଟରୁ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର ସରକାରଙ୍କ ସଚିବ ସ୍ତରରେ ବଡ଼ ଧରଣର ଅଦଳବଦଳ, ଅତନୁ ଚକ୍ରବର୍ତ୍ତି ନୂଆ ଅର୍ଥନୈତିକ ବ୍ୟାପାର ସଚିବ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ସଚିବ ସ୍ତରରେ ଏକ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି । ଅତନୁ ଚକ୍ରବର୍ତ୍ତି ନୂଆ ଅର୍ଥନୈତିକ ବ୍ୟାପାର ସଚିବ ନିଯୁକ୍ତ ହୋଇଛନ୍ତି । ସେହିପରି ବର୍ତ୍ତମାନର ରାଜସ୍ୱ ଓ ଅର୍ଥ ସଚିବ ସୁଭାଷ ଗର୍ଗଙ୍କୁ ଶକ୍ତି ମନ୍ତ୍ରାଳୟର ସଚିବ ନିଯୁକ୍ତ କରାଯାଇଛି । ଅଜୟ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଭଲ ପରିଣାମ ନେଇ ଆସିଛି। କୌଣସି ପୁରୁଣା ଘରୋଇ ସମସ୍ୟାର ସମାଧାନ ବାହାରି ଯିବ। ଜୀବନସାଥୀ ଆପଣଙ୍କ ଉପରେ ଖୁସି ରହିବେ। ଚାକିରି ସମ୍ବନ୍ଧିତ ଭଲ ଖବର ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ରାମଚଣ୍ତୀ। ବୃଷ: ଖୋଦ୍‌କୁ ପରିବର୍ତ୍ତନ କରିବା ଲାଗି ଦିନଟି ଭଲ।…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ: ବାଇକ୍‌କୁ ଯାତ୍ରୀବାହୀ ବସ୍‌ ଧକ୍କା ଦେବାରୁ ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ପାଇକସାହି: ଅନୁଗୁଳ ଜିଲ୍ଲାର ନାକଚି-ଠାକୁରଗଡ଼ ପୂର୍ତ୍ତ ବିଭାଗ ରାସ୍ତାର ଜରପଡ଼ା ନିକଟରେ ବୁଧବାର ବାଇକ୍‌କୁ ଏକ ଯାତ୍ରୀବାହୀ ବସ୍‌ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ବ୍ୟକ୍ତିଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଅନୁସାରେ ଠାକୁରଗଡ଼ ଥାନା…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକର ପ୍ରତିଶୋଧ ମଧ୍ୟପ୍ରଦେଶରେ ନେଲା କଂଗ୍ରେସ, ରାଜ୍ୟ ସରକାରଙ୍କୁ ସମର୍ଥନ କଲେ ୨ ବିଜେପି ବିଧାୟକ

ଭୋପାଳ : ଗତକାଲି କର୍ଣ୍ଣାଟକରେ କେତେକ କଂଗ୍ରେସ ବିଧାୟକ ଆସ୍ଥାଭୋଟରେ ଅନୁପସ୍ଥିତ ରହି ନିଜ ସରକାରକୁ ଭାଙ୍ଗିବାରେ ସହାୟକ ହୋଇଥିଲେ । ଏହା ସହିତ ସେମାନେ ପରୋକ୍ଷରେ ବିଜେପିକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଥିଲା । ଆଜି ଏହାର ପ୍ରତିଶୋଧ ନେଇଛି କଂଗ୍ରେସ । ମଧ୍ୟପ୍ରଦେଶରେ ଆଜି ଦୁଇଜଣ…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ କ୍ୟାଣ୍ଡେଲ୍‌ ଲାଇଟ୍‌ ଡିନର୍‌ କରିବାକୁ ପସନ୍ଦ କରନ୍ତିନି ସଲମାନ ଖାନ

ମୁମ୍ବାଇ: ଦେଶର ବହୁଚର୍ଚ୍ଚିିତ ଅବିବାହିତ ଯୁବକ ଭାବେ ଦବଙ୍ଗ ବୟ ସଲମାନ ଖାନ ବେଶ୍‌ ପରିଚିତ। ୫୦ ବର୍ଷରୁ ଊର୍ଧ୍ୱ ବୟସ୍କ ସଲମାନଙ୍କ ବିବାହକୁ ନେଇ ପୂରା ଦେଶ ମନରେ ଉତ୍ସୁକତା ରହିଥିବା ବେଳେ ନିଜ ବିବାହ ସଂପର୍କରେ କେବେ, କେଉଁଟି ପଦୁଟିଏ ବି କହନ୍ତି ନାହିଁ ସଲମାନ ଖାନ। ନିକଟ ଅତୀତରେ…
ଅଧିକ ଖବର ଦେଖନ୍ତୁ...

ସହରୀ ନକ୍ସଲଙ୍କ ପ୍ରତି କୌଣସି ଦୟାମାୟା ପ୍ରଦର୍ଶନ କରାଯିବ ନାହିଁ : ଅମିତ ଶାହା

ନୂଆଦିଲ୍ଲୀ : ବେଆଇନ କାର୍ଯ୍ୟକଳାପ ନିରୋଧ (ସଂଶୋଧନ) ବିଲ ଆଜି ଲୋକସଭାରେ ପାଶ ହୋଇଛି । ଏହି ବିଲକୁ ଲୋକସଭାରେ ଆଗତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଦେଶରେ ଆତଙ୍କବାଦୀ, ମାଓବାଦୀ ଏପରିକି ସହରି ନକ୍ସଲଙ୍କ ପ୍ରତି କୌଣସି ଦୟାମାୟା ପ୍ରଦର୍ଶନ କରାଯିବ ନାହିଁ । ସେ…
ଅଧିକ ଖବର ଦେଖନ୍ତୁ...