Monthly Archives

August 2019

ଲକ୍ଷ୍ମୀପୁରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୭୨ ୟୁନିଟ୍‌ ରକ୍ତ ସଂଗ୍ରହ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା, ଯୁଥ୍‌ ରେଡ୍‌ କ୍ରସ୍‌ ଓ ସମ୍ବାଦ ଆମ ଓଡିଶାର ମିଳିତ ଆନୁକୁଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛିା ମହାବିଦ୍ୟାଳୟର ଅଧ୍ୟକ୍ଷ ବୀରେନ କୁମାର ଶତପଥି, ବିବିଓ ଡ.ରତିକାନ୍ତ…
ଅଧିକ ଖବର ଦେଖନ୍ତୁ...

ଅର୍ଜୁନ ପୁରସ୍କାର ବିଜେତା ପ୍ରମୋଦ ଭଗତ ଓ ବିଶ୍ୱ ଦକ୍ଷତା ପ୍ରତିଯୋଗିତାର ଚାମ୍ପିଅନ ଅଶ୍ୱଥ ନାରାୟଣଙ୍କୁ ସମ୍ବର୍ଦ୍ଧିତ…

ଭୁବନେଶ୍ୱର: ଅର୍ଜୁନ ପୁରସ୍କାର ବିଜେତା ପ୍ରମୋଦ ଭଗତ ଓ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଚାମ୍ପିଅନ ଅଶ୍ୱଥ ନାରାୟଣଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଲୋକସେବା ଭବନରେ ଶନିବାର ପ୍ରମୋଦଙ୍କୁ ନବୀନ ୩୦ ଲକ୍ଷ ୯୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ପ୍ରତିଦିନ ଡାଏଟ୍‌ରେ ସାମିଲ କରନ୍ତୁ ଏହି ୪ଟି ଖାଦ୍ୟ, ହେବ ନାହିଁ କର୍କଟ ରୋଗ

ଶରୀରରକୁ ସୁସ୍ଥ ରଖିବା ପାଇଁ ଖାଲି ବ୍ୟାୟାମ କରିବା ଜରୁରୀ ନୁହଁ । ବ୍ୟାୟାମ କରିବା ସହ ଉପଯୁକ୍ତ ଖାଦ୍ୟ ଖାଇବା ମଧ୍ୟ ଜରୁରୀ । ପ୍ରତିଦିନର ଖାଦ୍ୟରେ ସବୁଜ ପନିପରିବା ଏବଂ ଫଳ ଖାଇବା ସହ କିଛି ଏମିତି ଜିନିଷ ଖାଇବା ଦରକାର ଯାହା ଶରୀରକୁ ବିଭିନ୍ନ ରୋଗରୁ ଦୂରରେ ରଖିବ । ଯାହା ଆପଣ ଖାଉଛନ୍ତି…
ଅଧିକ ଖବର ଦେଖନ୍ତୁ...

ବିବାହର କିଛି ଦିନ ପରେ ସ୍ୱାମୀ ‘ପୁସ୍ତକ କୀଟ’ ହୋଇଥିବା ଜାଣି ଛାଡ଼ି ପଳାଇଲା ସ୍ତ୍ରୀ

ଭୋପାଳ : ମଧ୍ୟପ୍ରଦେଶରେ ଦିନରାତି ସ୍ୱାମୀ ବସି ପାଠ ପଢ଼ୁଥିବାରୁ ବିରକ୍ତ ହୋଇ ସ୍ତ୍ରୀ ଛାଡ଼ି ପଳାଇଥିବା ଜଣାପଡ଼ିଛି । କିଛି ଦିନ ତଳେ ଦୁହିଁଙ୍କ ବିବାହ ହୋଇଥିଲା । ବିବାହ ପରେ ୟୁପିଏସ୍‌ଏସି ପରୀକ୍ଷା ଲାଗି ପାଠପଢ଼ା ଉପରେ ସ୍ୱାମୀ ଅଧିକ ଗୁରୁତ୍ୱ ଦେଉଥିଲା । ଫଳରେ ଅଧିକାଂଶ ସମୟ ସେ ବହି ଧରି…
ଅଧିକ ଖବର ଦେଖନ୍ତୁ...

ଅମିତାଭ ବଚ୍ଚନଙ୍କ ନାଁରେ ରହିଛି ଝରଣା! ବିଶ୍ୱାସ କରି ପାରିଲେନି ବିଗ୍‌ ବି

ମୁମ୍ବାଇ : ସିକ୍କିମ୍‌ରେ ବଲିଉଡ୍‌ର ବିଗ୍‌ ବି ଅମିତାଭ ବଚ୍ଚନଙ୍କ ନାଁରେ ଏକ ଝରଣା ଥିବା ଖବର ସାମ୍ନାକୁ ଆସିଛି । ଯାହା ବିଷୟରେ ନିଜେ ବିଗ୍‌ ବି ଜାଣି ନଥିବା ଜଣା ପଡ଼ିଛି । ସିକ୍କିମ୍‌ରେ ଥିବା ଝରଣାର ଫଟୋକୁ ରି-ଟୁଇଟ୍‌ କରି ବିଗ୍‌ ବି ଏହି ଖବରକୁ ବିଶ୍ୱାସ କରି ପାରୁ ନଥିବା ଲେଖିଛନ୍ତି…
ଅଧିକ ଖବର ଦେଖନ୍ତୁ...

୨୨ଲକ୍ଷ ଟଙ୍କାରେ ବିକ୍ରି ହେଲା ଆପଲ୍‌ ସହ-ପ୍ରତିଷ୍ଠାତାଙ୍କ ସ୍ବାକ୍ଷର ଥିବା ଫିଲ୍ମ ପୋଷ୍ଟର

ନୂଆଦିଲ୍ଲୀ : ଗତ ସପ୍ତାହରେ ଆପଲ୍‌ର ସହ-ପ୍ରତିଷ୍ଠାତା ଷ୍ଟିଭ୍‌ ଜବ୍‌ସ  ସ୍ବାକ୍ଷର କରିଥିବା ଫିଲ୍ମ ଟଏ ଷ୍ଟୋରିର ପୋଷ୍ଟରକୁ ନିଲାମି ପାଇଁ ରଖାଯାଇଥିଲା । ଏହି ପୋଷ୍ଟରର ଆରମ୍ଭ ମୂଲ୍ୟ ୧୭ଲକ୍ଷ ୯୩ହଜାର ରଖାଯାଇଥିଲା । ଏବେ ପୋଷ୍ଟରଟି ନିଲାମ ହୋଇ ୨୨ଲକ୍ଷ ୪୦ହଜାର ଟଙ୍କାରେ ବିକ୍ରି ହୋଇଛି…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ଆଇଏଏସ୍‌ ଅଫିସର ପ୍ରମୋଦ ମିଶ୍ର ହେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରମୁଖ ସଚିବ!, ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର: ଜଣେ ଓଡ଼ିଆ ପୁଅ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆଗାମୀ ପ୍ରମୁଖ ସଚିବ ହୋଇପାରନ୍ତି। ବରିଷ୍ଠ ଆଇଏଏସ ଅଫିସର ନିପେନ୍ଦ୍ର ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦ ଛାଡିବା ନେଇ ଆବେଦନ କରିବା ପରେ ଏହି ପଦରେ ଓଡ଼ିଆ ପୁଅ ପ୍ରମୋଦ କୁମାର ମିଶ୍ରଙ୍କୁ ଦେଖିବାକୁ ମିଳିବ ବୋଲି…
ଅଧିକ ଖବର ଦେଖନ୍ତୁ...

‘ନଚ୍‌ ବଲିଏ-୯’ରେ ଭାଗ ନେବା ପାଇଁ ପୂର୍ବ ପ୍ରେମିକଙ୍କୁ ଫୋନ କଲେ ଚାହତ୍‌, ମିଲିଲା ମଜାଦାର ଉତ୍ତର

ମୁମ୍ବାଇ : ରିୟଲିଟି ସୋ’ ନଚ୍‌ ବଲିଏ-୯ ଆରମ୍ଭରୁ ହିଁ ବିବାଦରେ ରହି ଆସିଛି । ସୋ’ର ଥିମ୍‌ ବିବାଦୀୟ ଥିବା ବେଳେ ଏବେ ବି ଅନେକ ପ୍ରତିଯୋଗୀଙ୍କ ମଧ୍ୟରେ ଝଗଡ଼ା ଦେଖିବାକୁ ମିଳୁଛି । ସୋ’ର ସବୁଠାରୁ ଚର୍ଚ୍ଚିତ ଯୋଡ଼ି ଉର୍ବଶୀ ଢ଼ୋଲକିଆ ଓ ଅନୁଜ ସଚଦେବା ସୋ’ରୁ ବାହାରି ଯାଇଥିବା ବେଳେ ମଧୁରିମା ଓ…
ଅଧିକ ଖବର ଦେଖନ୍ତୁ...

ଦ୍ୱିତୀୟ ଟେଷ୍ଟ: ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର ବ୍ୟାଟିଂ ଜାରି, ସ୍କୋର ୩୩୬/୭

କିଙ୍ଗ୍‌ଷ୍ଟନ୍‌: ଜମାଇକାର କିଙ୍ଗଷ୍ଟନ୍‌ସ୍ଥିତ ସାବିନା ପାର୍କରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନ ଶନିବାର ଭାରତ ମଧ୍ୟାହ୍ଣ ଭୋଜନ ବିରତି ବେଳକୁ ୭ଟି ଓ୍ଵିକେଟ୍‌ ହରାଇ ୩୩୬ ରନ୍‌ ସଂଗ୍ରହ କରିଛି। ଭାରତ ୬ଷ୍ଠ ଓ୍ଵିକେଟ୍‌ ଭାବେ ଋଷଭ ପନ୍ତଙ୍କୁ…
ଅଧିକ ଖବର ଦେଖନ୍ତୁ...

ଭାରତୀୟଙ୍କ ନାଁରେ ନକଲି ସୋସିଆଲ ମିଡିଆ ଆକାଉଣ୍ଟ କରି କଶ୍ମୀର ସଂପର୍କିତ ମିଛ ଖବର ପ୍ରଚାର କରୁଛି ପାକିସ୍ତାନ

ମୁମ୍ବାଇ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ-ଭାରତ ମଧ୍ୟରେ ଥିବା ସଂପର୍କ ଆହୁରି ତିକ୍ତ ହୋଇଥିଲା । ଭାରତକୁ ଉଚିତ୍‌ ଜବାବ ଦେବା ପାଇଁ ପାକିସ୍ତାନ ଭିନ୍ନ ଭିନ୍ନ ବାଟ ଆପଣାଉଥିବା ବେଳେ ଏବେ ପାକିସ୍ତାନର ଆଉ ଏକ ଚାଲ୍‌…
ଅଧିକ ଖବର ଦେଖନ୍ତୁ...