Daily Archives

August 1, 2019

ଡେଭିଡ୍‌ ଧଓ୍ଵନଙ୍କ ସହ ୧୭ଟି ଫିଲ୍ମ କରିବା ପରେ ଏହି କାରଣରୁ ତାଙ୍କ ସହ ଫିଲ୍ମ କରିବା ବନ୍ଦ କରି ଦେଇଥିଲେ ଗୋବିନ୍ଦା

ମୁମ୍ବାଇ : ବଲିଉଡ୍‌ ଅଭିନେତା ଗୋବିନ୍ଦା ନିର୍ଦ୍ଦେଶକ ଡେଭିଡ୍‌ ଧଓ୍ଵନଙ୍କ ସହ ୧୭ଟି ଫିଲ୍ମ କରିଥିବା ବେଳେ ପ୍ରାୟ ସବୁ ଫିଲ୍ମ ହିଟ୍‌ ହୋଇଥିଲା । କିନ୍ତୁ କିଛି ବର୍ଷ ପରେ ଦୁହେଁ ପରସ୍ପର ସହ ଫିଲ୍ମ କରିବା ବନ୍ଦ କରି ଦେଇଥିଲେ । ଯାହାର କାରଣ ଏବେ ଏକ ରିୟାଲିଟି ସୋ’କୁ ଯାଇ ଜଣାଇଛନ୍ତି…
ଅଧିକ ଖବର ଦେଖନ୍ତୁ...

ଦିୟା ମିର୍ଜାଙ୍କ ପରେ ଭାଙ୍ଗିଲା ଆଉ ଏକ ବିବାହ, ପରସ୍ପର ଠାରୁ ଅଲଗା ହେଲେ ‘ଜଜ୍‌ମେଣ୍ଟାଲ ହେ କ୍ୟା’ର…

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜା ଓ ତାଙ୍କ ସ୍ୱାମୀ ସାହିଲ ସାଙ୍ଘା ପରସ୍ପରଠାରୁ ଅଲଗା ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏବେ ଆଉ ଜଣେ ସେଲିବ୍ରିଟି ଦମ୍ପତ୍ତି ପରସ୍ପରଠାରୁ ଅଲଗା ହୋଇଥିବା ଜଣା ପଡ଼ିଛି । କିଛି ଦିନ ତଳେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଜଜ୍‌ମେଣ୍ଟାଲ…
ଅଧିକ ଖବର ଦେଖନ୍ତୁ...

ରକ୍ତରେ ଆଇରନ୍‌ର ଅଭାବକୁ ଦୂର କରିବା ପାଇଁ ଆଜିଠାରୁ ଏହି ସବୁ ଫଳ ଖାଇବା ଆରମ୍ଭ କରନ୍ତୁ

ପରିବର୍ତ୍ତିତ ଜୀବନଶୈଳୀ ପାଇଁ ଖାଇବା ପିଇବାରେ ଠିକ୍‌ ଠିକଣା ରହୁ ନ ଥିବାରୁ ଶରୀରରେ ଅନେକ ସମସ୍ୟା ଦେଖାଦେଉଛି । ସନ୍ତୁଳିତ ଏବଂ ପୋଷକ ତତ୍ତ୍ୱରେ ଭରପୂର ଥିବା ଖାଦ୍ୟ ଲୋକମାନେ ଖାଇବାରୁ ବଞ୍ଚିତ ହେଉଥିବାରୁ ସେମାନଙ୍କ ରକ୍ତରେ ଆଇରନ୍‌ର ଅଭାବ ଦେଖା ଦେଉଛି । ଠିକ୍‌ ଭାବରେ ଖାନ୍ୟ ଖାଉ ନ…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ବ୍ରେନ୍‌ ଟ୍ୟୁମରର ଅସ୍ତ୍ରୋପଚାର ଚାଲିଥିବା ବେଳେ ପରିବାର ସହ ଭିଡିଓ କଲ୍‌ କରି କଥା ହେଲେ ଯୁବକ

ନୂଆଦିଲ୍ଲୀ: ଲକ୍ଷ୍ନୌର ଆପୋଲୋମେଡିକ୍ସ ସୁପର ସ୍ପେଶାଲିଟି ହସ୍ପିଟାଲରେ ହୋଇଥିବା ଜଣେ ଯୁବକଙ୍କ ବ୍ରେନ୍‌ ଟ୍ୟୁମର ଅସ୍ତ୍ରୋପଚାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଅସ୍ତ୍ରୋପଚାର ଆରମ୍ଭରୁ ଶେଷ ହେବା ପର୍ଯ୍ୟନ୍ତ ଯୁବକଜଣଙ୍କ ନିଜ ପରିବାର ସହ ଭିଡିଓ କଲ ଜରିଆରେ କଥା ହୋଇଥିଲେ । ଅସ୍ତ୍ରୋପଚାରର…
ଅଧିକ ଖବର ଦେଖନ୍ତୁ...

ଗୋଟେ ଫିଲ୍ମ ପାଇଁ ୫୪କୋଟି ଟଙ୍କା ନେଉଛନ୍ତି ଅକ୍ଷୟ କୁମାର!

ମୁମ୍ବାଇ: ବଲିଉଡ୍‌ର ସଫଳ କଳାକାରଙ୍କ ମଧ୍ୟରେ ରହିଛନ୍ତି ଅଭିନେତା ଅକ୍ଷୟ କୁମାର । ସମାଜରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ଫିଲ୍ମ କରିବା ସହ ବର୍ଷରେ ଏକାଧିକ ଫିଲ୍ମରେ ନଜର ଆସୁଛନ୍ତି ଖିଲାଡି କୁମାର । ତାଙ୍କର ସବୁ ଫିଲ୍ମ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହେଉଥିବା ବେଳେ ଏବେ ସେ ଫିଲ୍ମ…
ଅଧିକ ଖବର ଦେଖନ୍ତୁ...

ଆଇଫୋନ ବଦଳରେ ସାବୁନ ଦେଇଥିଲା ସ୍ନାପ୍‌ଡିଲ, ଏବେ ଏଭଳି ଭୁଲ ପାଇଁ ଦେବ ୧ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ : ଦୁଇ ବର୍ଷ ତଳେ ପର୍‌ବୀନ କୁମାର ଶର୍ମା ସ୍ନାପ୍‌ଡିଲରୁ ଏକ ଆଇଫୋନ ଅର୍ଡର କରିଥିଲେ । କିନ୍ତୁ ତାଙ୍କୁ ଅର୍ଡର ମିଳିବା ପରେ ଭିତରେ ସାବୁନ ଥିବା ଦେଖିଥିଲେ ପର୍‌ବୀନ । ଏବେ କମ୍ପାନି ନିଜର ଭୁଲ ପାଇଁ ୧ଲକ୍ଷ ଟଙ୍କାର ଜରିମାନା ଦେବାକୁ ଯାଉଛି । ମୋହାଲି ଖାଉଟି ସୁରକ୍ଷା ମଞ୍ଚ…
ଅଧିକ ଖବର ଦେଖନ୍ତୁ...

ରିତିକ୍‌ଙ୍କୁ ଉପଦେଶ ଦେଲେ ରଙ୍ଗୋଲି; ଅଭିନୟ ଶିଖିବା ପାଇଁ କଙ୍ଗନାଙ୍କୁ ଗୁରୁ କରି ପୂଜିବା ଆରମ୍ଭ କର

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ଙ୍କ ଭଉଣୀ ରଙ୍ଗୋଲି ସବୁବେଳେ ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ସୁପର-୩୦ର ସଫଳତା ପରେ ରିତିକ୍‌ଙ୍କୁ ଟାର୍ଗେଟ କରିଛନ୍ତି । ରିତିକ୍‌ ମୁହଁରେ କଳା ରଙ୍ଗ ଲଗାଇ ୯୦ଦଶକର ଅଭିନୟ କରିଛନ୍ତି ବୋଲି କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନକୁ ଏଫ୍‌-୧୬ ଲଢୁଆ ବିମାନ ବିକ୍ରି ନେଇ ଆମେରିକାର ନିଷ୍ପତ୍ତିକୁ ବିରୋଧ କଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନକୁ ଏଫ୍‌-୧୬ ଲଢୁଆ ବିମାନ ବିକ୍ରି ନେଇ ଟ୍ରମ୍ପ ପ୍ରଶାସନର ନିଷ୍ପତ୍ତିକୁ ଭାରତ ବିରୋଧ କରିଛି। ୧୨୫ ମିଲିଅନ୍‌ ଡଲାର ମୂଲ୍ୟର ସାମରିକ ଚୁକ୍ତି ଅଧିନରେ ଆମେରିକା ପାକିସ୍ତାନକୁ ଏଫ-୧୬ ଲଢୁଆ ବିମାନ ବିକ୍ରି କରିବା ବୋଲି ଘୋଷଣା କରିଛି। ଭାରତ ପକ୍ଷରୁ ଏହି ନିଷ୍ପତ୍ତିକୁ…
ଅଧିକ ଖବର ଦେଖନ୍ତୁ...

ଦିବ୍ୟାଙ୍ଗଙ୍କୁ ଷ୍ଟେସନ ଭିତରକୁ ଛାଡ଼ିବାକୁ ଯିବାରୁ ବୃଦ୍ଧ ରିକ୍ସା ଚାଳକଙ୍କୁ ମାଡ଼ ମାରିଲେ ଦୁଇ ପୁଲିସକର୍ମୀ, ଭିଡିଓରେ…

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜଣେ ବୃଦ୍ଧ ରିକ୍ସା ଚାଳକଙ୍କୁ ମାଡ଼ ମରା  ଯାଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଅନ୍ୟ କେହି ନୁହେଁ ବରଂ ଦୁଇ ପୁଲିସକର୍ମୀ ବୃଦ୍ଧଙ୍କୁ ମାଡ଼ ମାରୁଥିବା ଦୃଶ୍ୟ ଏବେ ସମସ୍ତଙ୍କୁ ଆନ୍ଦୋଳିତ କରିଛି । ମିଳିଥିବା ସୂଚନା ମୁତାବକ, ଭିଡିଓଟି…
ଅଧିକ ଖବର ଦେଖନ୍ତୁ...

ବିଜେପି ବିଧାୟକଙ୍କ ଆଶାଳୀନ ମନ୍ତବ୍ୟ ସମସ୍ତ ଭାରତୀୟ ନାରୀଜାତି ପ୍ରତି ଅପମାନ: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ବିଧାନସଭା ଭଳି ପବିତ୍ର ଗୃହରେ ବିରୋଧୀ ଦଳ ଉପନେତା ତଥା ବିଧାୟକ ବିଷ୍ଣୁ ସେଠୀ ମୁସ୍‌ଲିମ ମହିଳାମାନଙ୍କ ପ୍ରତି ଦେଇଥିବା ଆଶାଳୀନ ମନ୍ତବ୍ୟ ପାଇଁ ସମଗ୍ର ନାରୀଜାତିକୁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛି କଂଗ୍ରେସ। ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଗୁରୁବାର ଏକ…
ଅଧିକ ଖବର ଦେଖନ୍ତୁ...