Daily Archives

August 1, 2019

୩ବର୍ଷୀୟ ଶିଶୁକୁ ମା’ କୋଳରୁ ଟେକି ନେଇ ଦୁଷ୍କର୍ମ ଓ ପରେ ମୁଣ୍ଡ କାଟ କଲେ ଅଭିଯୁକ୍ତ

ଜାମସେଦ୍‌ପୁର : ଝାଡ଼ଖଣ୍ଡର ଜାମସେଦ୍‌ପୁରରେ ଏକ ହୃଦୟ ଥରାଇଦେବା ଭଳି ଘଟଣା ଘଟିଛି । ଟାଟାନଗର ରେଳ ଷ୍ଟେସନରୁ ଜଣେ ୩ବର୍ଷୀୟ ଶିଶୁକୁ ଦୁଇ ଅଭିଯୁକ୍ତ ଟେକି ନେଇ ଗଣଦୁଷ୍କର୍ମ କରିବା ଓ ପରେ ଶିଶୁର ମୁଣ୍ଡକାଟି ଫିଙ୍ଗିଦେବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ନିଖୋଜ…
ଅଧିକ ଖବର ଦେଖନ୍ତୁ...

ହରିୟାନାରେ ଗୋତସ୍କରଙ୍କ ଗୁଳିରେ ଯୁବକ ମୃତ

ପାଲଓ୍ଵାଲ : ହରିୟାଣାର ପାଲିଓ୍ଵାଲଠାରେ ଗୋତସ୍କରଙ୍କ ଗୁଳିରେ ଜଣେ ଗୋରକ୍ଷକ ନିହତ ହୋଇଛନ୍ତି । ଘଟଣାଟି ଗତ ୨୮ ତାରିଖରେ ଘଟିଥିଲା । ମୃତ ଯୁବକଙ୍କ ନାଁ ଗୋପାଳ ଓ ସେ ସ୍ଥାନୀୟ ଗୋ ରକ୍ଷକ ସମିତିର ଜଣେ ସଦସ୍ୟ ଥିଲେ । ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ବେଆଇନ ଭାବେ ଗାଈମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

‘ଖାଦ୍ୟର କୌଣସି ଧର୍ମ ନଥାଏ’ ଟୁଇଟ୍‌ କରି ଚର୍ଚ୍ଚାରେ ଜୋମାଟୋର ମାଲିକ, ଏଭଳି ଆସିଥିଲା ଅନ୍‌ଲାଇନ୍‌ ଖାଦ୍ୟ ବିକ୍ରି…

ନୂଆଦିଲ୍ଲୀ : ‘ଖାଦ୍ୟର କୌଣସି ଧର୍ମ ନଥାଏ’ ଟୁଇଟ୍‌ କରି ଏବେ ଚର୍ଚ୍ଚାରେ ରହିଛି ଜୋମାଟୋ । ଅଣହିନ୍ଦୁ ଡେଲିଭରୀ ବଏ ଖାଦ୍ୟ ଡେଲିଭର କରିବା ଜାଣି ଅର୍ଡର କ୍ୟାନ୍‌ସଲ କରି ଦେଇଥିଲେ ଅମିତ ଶୁକ୍ଲା । ଏ ଘଟଣା ସାମ୍ନାକୁ ଆସିବା ପରେ ଏ ନେଇ ଜୋମାଟୋ ପକ୍ଷରୁ ଜବାବ ରଖା ଯାଇଥିଲା । ତେବେ କିଛି…
ଅଧିକ ଖବର ଦେଖନ୍ତୁ...

ପୁଣି ଚର୍ଚ୍ଚାରେ ଆଇଟମ୍ ଗାର୍ଲ ରାଣୀ: ଜୀବନ କାହାଣୀରୁ ବନୁଛି ସିନେମା ଓ ଯାତ୍ରା, ଜଲିଉଡ-ଓଲିଉଡ ମୁହାଁମୁହିଁ !

ଭୁବନେଶ୍ବର: ଯାତ୍ରାର ଆଇଟମ ଗାର୍ଲ ରାନୀ ପଣ୍ଡାଙ୍କୁ ନେଇ ଆରମ୍ଭ  ହୋଇଛି ନୂଆ ବିବାଦ । ରାନୀଙ୍କ ଜୀବନର ଚର୍ଚ୍ଚିତ ଘଟଣାକୁ ନେଇ ନିର୍ମାଣ ହେବାକୁ ଯାଉଛି ସିନେମା। ତେବେ ଯାତ୍ରାପାର୍ଟିର ମାଲିକ ମଧ୍ୟ ରାନୀଙ୍କ ଜୀବନୀକୁ ନେଇ ଏକ ନାଟକ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଆଇଟମ ଗାର୍ଲ ରାନୀ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କୁ ଭାଗ୍ୟର ପୂରା ସାଥ ମିଳିବ। କାମ କରିବା ଗତିରେ ଯଥେଷ୍ଟ ଉତ୍ସାହ ରହିବ। ବ୍ୟବସାୟ ସମ୍ବନ୍ଧିତ ଜରୁରୀ ଫଇସଲା ନେବେ। ଆପଣଙ୍କୁ କୌଣସି ଭଲ ଖବର ମିଳିବାର ସମ୍ଭାବନା। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ। ଶୁଭରଙ୍ଗ: କଫି। ଆରାଧନା: ମାଆ ଭୈରବୀ। ବୃଷ: ଆଜି ଆପଣ…
ଅଧିକ ଖବର ଦେଖନ୍ତୁ...

ଜୁଲାଇ ମାସରେ ଜିଏସଟି ସଂଗ୍ରହ ୧ ଲକ୍ଷ କୋଟି ଟପିଲା

ନୂଆଦିଲ୍ଲୀ : ମେ ଓ ଜୁନ ମାସରେ ଜିଏସଟି ରାଜସ୍ୱ ସଂଗ୍ରହ ୧ ଲକ୍ଷ କୋଟି ତଳକୁ ହ୍ରାସ ପାଇବା ପରେ ଜୁଲାଇ ମାସରେ ଏହା ପୁଣି ଥରେ ୧ ଲକ୍ଷ କୋଟି ଉପରକୁ ଉଠିଯାଇଛି । ଜୁଲାଇ ମାସରେ ଜିଏସଟି ସଂଗ୍ରହ ପରିମାଣ ୧,୦୨,୦୮୩ କୋଟିରେ ପହଞ୍ଚିଛି । ଜୁନ ମାସରେ ଏହା ୯୯,୯୩୯ କୋଟିକୁ ହ୍ରାସ ପାଇଥିଲା…
ଅଧିକ ଖବର ଦେଖନ୍ତୁ...

ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ପଦ ପାଇଁ ବିସିସିଆଇ ନିକଟକୁ ଆସିଲା ୨୦୦୦ରୁ ଉର୍ଦ୍ଧ୍ୱ ଦରଖାସ୍ତ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ପଦ ପାଇଁ ବିସିସିଆଇ (ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ) ପାଖକୁ ୨୦୦୦ରୁ ଅଧିକ ଦରଖାସ୍ତ ଆସିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ରବି ଶାସ୍ତ୍ରୀଙ୍କ ଭଳି ଆହୁରି କିଛି ଜଣାଶୁଣା ପୂର୍ବତନ କ୍ରିକେଟରଙ୍କ ଦରଖାସ୍ତ ବିସିସିଆଇ ନିକଟକୁ…
ଅଧିକ ଖବର ଦେଖନ୍ତୁ...

ପ୍ରବଳ ବର୍ଷା ହେତୁ ରାସ୍ତାରେ ଜମି ରହିଛି ପାଣି, କୁକୁର ଉପରେ ଆକ୍ରମଣ କରୁଛି କୁମ୍ଭୀର: ଭିଡିଓ ଭାଇରାଲ

ଅହମ୍ମଦାବାଦ: ଗୁଜୁରାଟରେ ପ୍ରବଳ ବର୍ଷା ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଭଦୋଦାରାରେ ପାଖାପାଖି ୧୬ଘଣ୍ଟାରେ ୨୦ଇଞ୍ଚ ବର୍ଷା ହୋଇଥିଲା, ଯାହାକି ଦୀର୍ଘ ୩୫ବର୍ଷର ରେକର୍ଡ ଭାଙ୍ଗିଛି। ପ୍ରବଳ ବର୍ଷା ଯୋଗୁଁ ୬ଜଣଙ୍କ ମୃତ୍ୟୁ ଘଟିଥିବା ବି ସୂଚନା ମିଳିଛି। ପ୍ରଶାସନ ସ୍କୁଲ ଓ କଲେଜ ବନ୍ଦ…
ଅଧିକ ଖବର ଦେଖନ୍ତୁ...

ଭିନ୍ନ ଏକ ପ୍ରେମ କାହାଣୀ, ଭାରତୀୟ ଓ ପାକିସ୍ତାନୀ ସମଲିଙ୍ଗୀଙ୍କ ଫଟୋ ସୁଟ୍‌ ହେଲା ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭିନ୍ନ ଏକ ପ୍ରେମ କାହାଣୀ ଭାଇରାଲ ହୋଇଛି। ଏହି ପ୍ରେମକାହାଣୀକୁ ସୋସିଆଲ ମିଡିଆ ବ୍ୟବହାରକାରୀ ଖୁବ୍‌ ସେୟାର କରିବା ସହ ପସନ୍ଦ ବି କରୁଛନ୍ତି । A New York Love Story pic.twitter.com/nve9ToKg9y — Sarowar (@Sarowarrrr) July…
ଅଧିକ ଖବର ଦେଖନ୍ତୁ...

ଉଚ୍ଚଶିକ୍ଷା ବିଭାଗର ନୂଆ ଗାଇଡଲାଇନ୍ : ବଦଳିବ ‘ବଦଳି’ ବ୍ୟବସ୍ଥା, ୱେବସାଇଟ୍ ଜରିଆରେ ଅଧ୍ୟାପକ କରିବେ ବଦଳି ଆବେଦନ

ଭୁବନେଶ୍ବର: ଏଣିକି ମନଇଚ୍ଛା ଟ୍ରାନ୍ସଫର ଲାଗି ଆବେଦନ କରିପାରିବେନି କଲେଜ୍ ଅଧ୍ୟାପକ । ବଦଳି ଲାଗି  ଅଧ୍ୟାପକଙ୍କ କୌଣସି  ଲବି କାମ କରିବ ନାହିଁ । ଟ୍ରାନ୍ସଫର ଆବେଦନ ଲାଗି ଏକ ୱେବସାଇଟ ଖୋଲାଯାଇଛି । ପିଏମଆଇଏସ୍ ୱେବସାଇଟରେ ଅଧ୍ୟାପକ ଟ୍ରାନ୍ସଫର ଲାଗି ଆବେଦନ କରିବେ । ଉଚ୍ଚଶିକ୍ଷା…
ଅଧିକ ଖବର ଦେଖନ୍ତୁ...