Daily Archives

August 2, 2019

ନୂଆ ଫିଚର ଆଣିଲା ହ୍ଵାଟ୍‌ସଆପ୍‌, ଏବେ ଏକାଧିକ ଥର ପଠାଯାଇଥିବା ମେସେଜ ବିଷୟରେ ସହଜରେ ଜାଣିହେବ

ନୂଆଦିଲ୍ଲୀ : ଭାରତରେ ଥିବା ନିଜ ବ୍ୟବହାରକାରୀଙ୍କ ପାଇଁ ‘ଫ୍ରିକ୍ୟୁଏଣ୍ଟଲି ଫର୍‌ଓ୍ଵାଡେଡ୍‌ ଫିଚର’ର ସୁବିଧା ଉପଲବ୍ଧ କରିଛି ହ୍ବାଟସଆପ୍ । ଏହି ସୁବିଧା ଉପଲବ୍ଧ ହେବା ଦ୍ୱାରା ବ୍ୟବହାରକାରୀ ଏକାଧିକ ଥର ପଠା ଯାଇଥିବା ମେସେଜ ବିଷୟରେ ଜାଣି ପାରିବେ । ଏକାଧିକ ଥର ପଠା ଯାଇଥିବା ମେସେଜ ଉପରେ…
ଅଧିକ ଖବର ଦେଖନ୍ତୁ...

ଭାଇରାଲ ହେଲା ଜୋମାଟୋ ଡେଲିଭରୀ ବଏଙ୍କ ଭିଡିଓ, ବର୍ଷାରେ ବାଇକ୍‌ ଖରାପ ହୋଇଯିବାରୁ କଲେ ଏଭଳି କାମ

ନୂଆଦିଲ୍ଲୀ : ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରୀ କମ୍ପାନୀ ଜୋମାଟୋ ଏବେ ପୁଣି ଚର୍ଚ୍ଚାକୁ ଆସିଛି । ଗ୍ରାହକ ଅମିତ ଶୁକ୍ଲା ମୁସ୍‌ଲିମ୍‌ ଡେଲିଭରୀ ବଏ ଖାଦ୍ୟ ଡେଲିଭରି କରୁଥିବା ଜାଣି ଅର୍ଡର କ୍ୟାନ୍‌ସଲ କରି ଦେଇଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହୋଇଥିଲା । ଏବେ ଜୋମାଟୋ…
ଅଧିକ ଖବର ଦେଖନ୍ତୁ...

ଶରୀରରେ ଜଳୀୟଅଂଶ କମିଲେ ଦେଖାଯାଏ ଏହି ୭ଟି ଲକ୍ଷଣ,ହୋଇଯାନ୍ତୁ ସାବଧାନ

ଶରୀରରେ ଜଳୀୟ ଅଂଶ ଠିକ୍‌ ରଖିବା ପାଇଁ ପାଣି ପିଇବା ନିହାତି ଆବଶ୍ୟକ । ମଣିଷ ଶରୀର ପ୍ରାୟ ୭୦ ପ୍ରତିଶତ ପାଣିରେ ତିଆରି ହୋଇଥିବା ବେଳେ ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରଚୁର ପରିମାଣରେ ପାଣି ପିଇବା ଅତ୍ୟନ୍ତ ଜରୁରୀ । କିନ୍ତୁ ଯଦି ଆପଣଙ୍କ ଶରୀରରେ ପାଣିର ଭାଗ କମିବାକୁ ଲଗେ ତେବେ ଅନେକ…
ଅଧିକ ଖବର ଦେଖନ୍ତୁ...

ଡେଲିଭରୀ ବଏ ପରିଚୟ ଦେଇ ନାବାଳିକା ସହ ଦୁଷ୍କର୍ମ କଲା ଯୁବକ, ସାମ୍ନାକୁ ଆସିଲା ଏଭଳି ଘଟଣା

ମୁମ୍ବାଇ : ମୁମ୍ବାଇର ବିରାର ଅଞ୍ଚଳରେ ଜଣେ ଯୁବକ ନିଜକୁ ଡେଲିଭରୀ ବଏ ବୋଲି କହି ଦୁଷ୍କର୍ମ କରିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୁଲିସ ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗକ୍ରମେ ଏତଲା ଲେଖି ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି । ସୂଚନା ଅନୁଯାୟୀ, ପୀଡ଼ିତା ଘରେ ଏକା ଥିବା…
ଅଧିକ ଖବର ଦେଖନ୍ତୁ...

ମିଛ ଚର୍ଚ୍ଚାକୁ ନେଇ ଅସନ୍ତୋଷ ଜାହିର କଲେ ଦିୟା: ସ୍ୱାମୀଙ୍କ ଠାରୁ ଅଲଗା ହେବାର କାରଣ କୌଣସି ମହିଳା ନୁହନ୍ତି

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜାଙ୍କ ଛାଡ଼ପତ୍ର ଖବର ସମସ୍ତଙ୍କୁ ଚମକାଇ ଦେଇଥିଲା । ସେ କରିଥିବା ଟୁଇଟ୍‌କୁ ନେଇ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହେବା ସହ ଟୁଇଟ୍‌ କରି ନିଜର ୧୧ବର୍ଷ ବିବାହକୁ ଭାଙ୍ଗିବାକୁ ଯାଉଥିବା ଜଣାଇଥିଲେ ଦିୟା । ଉଭୟ ଦିୟା ଓ ତାଙ୍କ ସ୍ୱାମୀ ସାହିଲ ସାଙ୍ଘା…
ଅଧିକ ଖବର ଦେଖନ୍ତୁ...

ଟିକ୍‌ ଟକ୍‌ ଭିଡିଓ ବନାଇବା ପାଇଁ ବନ୍ୟାଜଳକୁ ଡ଼େଇଁଲେ ଯୁବକ-ଯୁବତୀ, ଭାଇରାଲ ହେଲା ଭିଡିଓ

ମୁମ୍ବାଇ : କିଛି ମାସ ମଧ୍ୟରେ ଟିକ୍‌ ଟକ୍‌କୁ ନେଇ ହେଉଥିବା ବିରୋଧ ତୀବ୍ର ହୋଇଛି । ପିଲାମାନେ ନିଜ ଜୀବନକୁ ବାଜି ଲଗାଇ ଭିଡିଓ ତିଆରି କରିବା ବନ୍ଦ କରୁ ନାହାନ୍ତି । ଅନେକ ରାଜ୍ୟ ଏହି ଚାଇନିଜ୍‌ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଚେଷ୍ଟା ଜାରି ରଖିଥିବା ବେଳେ ଦିନକୁ ଦିନ ବିବାଦୀୟ…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁର: ଘର କାନ୍ଥ ପଡି ବୃଦ୍ଧଙ୍କର ମୃତ୍ୟୁ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଜବାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଦରଗୁଲା ଗ୍ରାମରେ ଶୁକ୍ରବାର ଘର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ଜଣକ ହେଲେ ହନୁ ଗୌଡ଼ (୭୫)। ଦକ୍ଷିଣ ଓଡ଼ିଶା ସମେତ ନବରଙ୍ଗପୁର ଜିଲ୍ଲାରେ ଗତ କିଛିଦିନ ହେଲା ଲାଗି ରହିଥିବା…
ଅଧିକ ଖବର ଦେଖନ୍ତୁ...

ମାନବ ସମାଜକୁ ବଡ଼ ବାର୍ତ୍ତା ଦେଲା ମାଙ୍କଡ଼, ଭାଇରାଲ ଭିଡିଓରେ ଦେଖନ୍ତୁ ପାଣି ପିଇ ସାରି ମାଙ୍କଡ଼ କ’ଣ କରୁଛି?

ନୂଆଦିଲ୍ଲୀ : ମାଙ୍କଡ଼ ମାନେ ଖୁବ୍‌ ଚାଲାକ ବୋଲି ଲୋକେ କୁହନ୍ତି । ଯାହାର ଅନେକ ଉଦାହରଣ ଆମକୁ ଦେଖିବାକୁ ମିଳିଥାଏ । କିନ୍ତୁ ଏବେ ଯେଉଁ ଭିଡିଓ ଭାଇରାଲ ହୋଇଛି, ସେଥିରୁ ମାଙ୍କଡ଼ କେତେ ବୁଦ୍ଧିମାନ ତାହା ସ୍ପଷ୍ଟ ହୋଇଛି । ଭିଡିଓଟି ମାନବ ସମାଜକୁ ଅନେକ କିଛି ଶିଖାଇଛି । ଜଣେ ଟୁଇଟ୍‌ର…
ଅଧିକ ଖବର ଦେଖନ୍ତୁ...

‘ଡିୟର କମ୍ରେଡ’ର ହିନ୍ଦୀ ରିମେକ୍‌ରେ ବିଜୟଙ୍କୁ ନେବା ପାଇଁ ୪୦କୋଟି ଟଙ୍କା ଅଫର କରିଥିଲେ କରଣ!…

ମୁମ୍ବାଇ : ସାଉଥ୍‌ ଷ୍ଟାର୍‌ ବିଜୟ ଦେବରକୋଣ୍ଡା କୌଣସି ବଲିଉଡ୍‌ ଫିଲ୍ମ ନ କରି ମଧ୍ୟ ଏବେ ବଲିଉଡ୍‌ର ସୁପରଷ୍ଟାରଙ୍କ ସୂଚୀରେ ସାମିଲ ହୋଇ ଯାଇଛନ୍ତି । ତାଙ୍କ ଅଭିନୀତ ଫିଲ୍ମ 'ଅର୍ଜୁନ ରେଡ୍ଡୀ'କୁ ଯେତିକି ସଫଳତା ମିଳିଥିଲା ଫିଲ୍ମର ହିନ୍ଦୀ ରିମେକଙ୍କୁ ମଧ୍ୟ ସେତିକି ସଫଳତା ମିଳିଛି । ତେବେ…
ଅଧିକ ଖବର ଦେଖନ୍ତୁ...

ବାଇକ୍‌କୁ ହାଇଓ୍ଵା ଦେଲା ଧକ୍କା: ଜାତୀୟ ସାହସିକତା ପୁରସ୍କାରପ୍ରାପ୍ତ ଛାତ୍ରଙ୍କ ମୃତ୍ୟୁ

କେନ୍ଦ୍ରାପଡା: ରାଜନଗର ଥାନା ଡାଙ୍ଗମାଳ ରାସ୍ତାର ଜରି ଛକରେ ହାଇଓ୍ଵା ଧକ୍କା ଦେବାରୁ ଶୁକ୍ରବାର ସନ୍ଧ୍ୟାରେ ୨ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଜାତୀୟ ସାହସିକତା ପୁରସ୍କାର ପ୍ରାପ୍ତ ଛାତ୍ର ସିତୁ ମଲିକ ଓ ତାଙ୍କର ସମ୍ପର୍କୀୟ ଭାଇ ଦୁର୍ଯ୍ୟୋଧନ ମଲିକଙ୍କ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...