ତାରକା ହୋଟେଲରେ ଦୁଇଟି ପଇଡର ଦାମ ୭୬୭ ଟଙ୍କା ! ପ୍ରତିବାଦ ଜଣାଇ ଟୁଇଟ କଲେ ଜଣାଶୁଣା ସିନେ ପ୍ରଯୋଜକ ଅକ୍ଷୟ ପରିଜା
ଚେନ୍ନାଇ: ଦିନକୁ ଦିନ ବଢିଚାଲିଛି ଦାମୀ ହୋଟେଲର ମନମାନୀ | ବିଭିନ୍ନ ଉପାୟରେ ବିଲ ବଢ଼ାଇ ଗ୍ରାହକଙ୍କୁ ଠକୁଥିବାର ଅଭିଯୋଗ ସାମ୍ନାକୁ ଆସିଛି | କିଛି ଏଭଳି ଘଟଣା ଓଡ଼ିଆ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ସହ ଘଟିଛି | ଅକ୍ଷୟ ନିଜେ ଟ୍ୱିଟର ରେ ଏହାକୁ ନେଇ ପ୍ରତିବାଦ କରିଛନ୍ତି| ମିଳିଥିବା…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...