Daily Archives

August 4, 2019

କୋରାପୁଟ: ପଲ୍ଲିସଭାର ତଦନ୍ତରେ ଶିଥିଳତା ଆସିଲେ ପୁଣି ହେବ ଆନ୍ଦୋଳନ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ କୋଡିଙ୍ଗାମାଳିରୁ ବିନା ପଲ୍ଲିସଭାରେ ବେଆଇନ୍‌ ଭାବେ ଖଣି ଖନନ କରାଯାଇଛି। ବେଦାନ୍ତ କମ୍ପାନିକୁ ପ୍ରଦାନ କରାଯାଉଥିବା ଅଭିଯୋଗ କରି ୨୨ ଖଣ୍ଡ ଗାଁର ଆଦିବାସୀ ଗତ ୯ ଦିନ ଧରି ଯେଉଁ ଧାରଣା ଓ ଆନ୍ଦୋଳନ କରିଥିଲେ, ତାହା କୋରାପୁଟ ଜିଲ୍ଲାପାଳ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: ଭୌଗଳିକ ପରିସୀମା ମଧ୍ୟରେ ପରିଚୟ ଖୋଜୁଛି କାରକୁଡୁପା ପଞ୍ଚାୟତ

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକର କୃତ୍ତମଗଡ଼ ପଞ୍ଚାୟତକୁ ଦୁଇ ଭାଗ କରି ଦୁଇ ବର୍ଷ ତଳେ ଗଢି ଉଠିଥିଲା ନୂତନ ପଞ୍ଚାୟତ କାରକୁଡୁପା। ନୂତନ ପଞ୍ଚାୟତର ନାମ ପାଇଛି କିନ୍ତୁ ନା ଅଛି ପଞ୍ଚାୟତ ଗୃହ ନା ଅଛି ଭିତ୍ତିଭୂମି। ଯଦି ଭୌଗଳିକ ସୀମାରେଖା ବଦଳିଛି କିନ୍ତୁ ବିକାଶ…
ଅଧିକ ଖବର ଦେଖନ୍ତୁ...

ହୃଦ୍‌ ସମସ୍ୟାରୁ ନିଜକୁ ଦୂରେଇ ରଖିବା ପାଇଁ ଏହି ସବୁ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ

ଯଦି ହୃଦୟରେ କୌଣସି ସମସ୍ୟା ଦେଖାଦିଏ, ତେବେ ଶରୀରରେ ଅନେକ ସମସ୍ୟା ଆରମ୍ଭ ହୋଇ ଯାଇଥାଏ । ପ୍ରଥମେ ଏହାର ଲକ୍ଷଣ ଦେଖାଯାଉଥିଲେ ମଧ୍ୟ କିଛି ଲୋକ ଲକ୍ଷଣକୁ ଅଣଦେଖା କରି ତାହାର ଚିକିତ୍ସା କରନ୍ତି ନାହିଁ ବା ନିଜ ଖରାପ ଅଭ୍ୟାସକୁ ପରିବର୍ତ୍ତନ କରନ୍ତି ନାହିଁ । ଆଜିକାଲି ପ୍ରଦୂଷଣ ଏବଂ…
ଅଧିକ ଖବର ଦେଖନ୍ତୁ...

ବଚସା ପରେ ଡେଲିଭରି ବଏଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ମୁମ୍ବାଇ : ମୁମ୍ବାଇରେ ଜଣେ ଡେଲିଭରି ବଏଙ୍କୁ ହତ୍ୟା କରାଯିବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘଟଣାଟି ରାତି ୧୦ଟା ୧୫ମିନିଟ୍‌ରେ ଘଟିଥିବା ବେଳେ ଦୁଇ ଜଣ ଅଭିଯୁକ୍ତ ଏଭଳି ଅପରାଧ କରିଥିବା ସାମ୍ନାକୁ ଆସିଛି । ତେବେ ଏହା ପ୍ରଥମ ନୁହେଁ ଏହା ପୂର୍ବରୁ ମଧ୍ୟ ମୃତକଙ୍କ…
ଅଧିକ ଖବର ଦେଖନ୍ତୁ...

ଅବସାଦଗ୍ରସ୍ତ ସମୟକୁ ମନେ ପକାଇଲେ ଦୀପିକା, କହିଲେ; ପ୍ରତି ସେକେଣ୍ଡ ମୋ ପାଇଁ ସଂଘର୍ଷମୟ ଥିଲା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବ୍ରେକ୍‌ଅପ୍‌ ହେବା ଓ ପରେ ସେ ଅବସାଦଗ୍ରସ୍ତ ହେବା ଖବର କିଛି ନୂଆ ନୁହେଁ । ପୂର୍ବରୁ ଦୀପିକା ଏ ନେଇ ଖୋଲା ଖୋଲି ଭାବେ କଥା ହୋଇ ସାରିଥିବା ବେଳେ ଅବସାଦରୁ ବାହାରିବା ତାଙ୍କ ପାଇଁ କେତେ କଷ୍ଟ ହୋଇଥିଲା, ତାହା ଜଣାଇଥିଲେ । ଏବେ ସେ…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇରେ ପ୍ରବଳ ବର୍ଷା: ପୂର୍ବତଟ ରେଳବାଇର ୩ ଟ୍ରେନ୍‌ ବାତିଲ

ଭୁବନେଶ୍ୱର: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ପୂର୍ବତଟ ରେଳବାଇର ୩ଟି ଟ୍ରେନ ବାତିଲ ହୋଇଥିବା ସୂଚନା ମିଳିଛି। ଟ୍ରେନ ନମ୍ବର ୧୨୧୪୫/୧୨୧୪୬ ଏଲ୍‌ଟିଟି (ମୁମ୍ବାଇ)-ପୁରୀ-ଏଲ୍‌ଟିଟି ଏକ୍ସପ୍ରେସ ମୁମ୍ବାଇରୁ ରବିବାର (ଅଗଷ୍ଟ ୪, ୨୦୧୯) ଓ ପୁରୀରୁ ମଙ୍ଗଳବାର (ଅଗଷ୍ଟ ୬,…
ଅଧିକ ଖବର ଦେଖନ୍ତୁ...

ତିନ୍‌ ତଲାକ୍‌ ବିଲ୍‌ ପାସ୍‌ ହେବା ପରଦିନ ସ୍ତ୍ରୀକୁ ଫୋନ କରି ତିନ୍‌ ତଲାକ୍‌ ଦେଲା ସ୍ୱାମୀ, ତା’ ପରେ…..

ଗୋରଖପୁର : ତିନ୍‌ ତଲାକ୍‌ ବିଲ୍‌ ପାସ୍‌ ହେବାର ୪ଦିନ ପରେ କୁଶୀନଗର ପୁଲିସ ସାଉଦି ଆରବରେ ରହୁଥିବା ଜଣେ ବ୍ୟକ୍ତିଙ୍କ ବିରୋଧରେ ଏତଲା ରୁଜୁ କରିଛି । ବିଲ୍‌ ପାସ୍‌ ହେବାର ପରଦିନ ସାଉଦି ଆରବରେ ରହୁଥିବା ଅବ୍‌ଦୁଲ ରହିମ୍‌ ଫୋନ କରି ନିଜ ପତ୍ନୀକୁ ତିନ୍‌ ତଲାକ୍‌ ଦେଇଥିଲେ । ଯାହା ପରେ…
ଅଧିକ ଖବର ଦେଖନ୍ତୁ...

ଯୌନ ଶୋଷଣ ଅଭିଯୋଗ ଲାଗିବା ପରେ ରିୟାଲିଟି ସୋ’ରୁ ବାହାରିଥିଲେ, ଏବେ ବର୍ଷକ ପରେ ମିଳିଲା ପୁଣି ସୋ’ ଜଜ୍‌ କରିବାର…

ମୁମ୍ବାଇ : ୨୦୧୮ରେ ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ଅନୁ ମଲ୍ଲିକଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଲାଗିଥିଲା । ଯାହା ପରେ ତାଙ୍କୁ ରିୟାଲିଟି ସୋ’ ଇଣ୍ଡିଆନ୍‌ ଆଇଡୋଲର ଜଜ୍‌ ପଦରୁ ବାହାର କରି ଦିଆଯାଇଥିଲା । ପରେ ପରେ ତାଙ୍କୁ କୌଣସି କାମ ନ ମିଳିବା ସହ ସେ ଘରେ ବସି ରହିଥିଲେ । କିନ୍ତୁ ଏବେ…
ଅଧିକ ଖବର ଦେଖନ୍ତୁ...

ବାପ ଘରକୁ ଯାଇ ପାରୁ ନଥିବାରୁ ପୁଅ-ଝିଅଙ୍କ ସମତେ ନିଜ ଦେହରେ ନିଆଁ ଲଗାଇଲେ ମହିଳା

ହାମିରପୁର : ବାପ ଘରକୁ ଯାଇ ପାରୁ ନଥିବାରୁ ରାଗରେ ଜଣେ ୨୫ବର୍ଷୀୟ ମହିଳା ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିବା ସାମ୍ନାକୁ ଆସିଛି । ଘଟଣାଟି ହାମିରପୁର ଜିଲ୍ଲାରେ ଘଟିଥିବା ବେଳେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଛି । ଡାକ୍ତରଖାନା ଯିବା ବାଟରେ ମହିଳାଙ୍କ ଝିଅର ମୃତ୍ୟୁ ହୋଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ସୁବର୍ଣ୍ଣପୁର: ଘରକୁ ଫେରୁଥିବା ବେଳେ ଆକ୍ରମଣରେ ମହିଳା ମୃତ, ସ୍ୱାମୀ-ପୁଅ ଗୁରୁତର

ବିନିକା: ଘରକୁ ଫେରୁଥିବା ବେଳେ ରବିବାର ରାତି ଗୋଟିଏ ପରିବାରର ତିନି ଜଣ ସଦସ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଅନ୍ତର୍ଗତ ଘୋଡ଼ାଧାର ଗାଁର ସ୍କୁଲ ରାସ୍ତାରେ ଆଜି ରାତି ୮ଟା ୩୦ରେ ଦୁର୍ବୃତ୍ତମାନେ ଜଣେ ମହିଳାଙ୍କୁ ଆକ୍ରମଣ କରି ହତ୍ୟା କରିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...