Daily Archives

August 4, 2019

ବିବାହ ଖବରକୁ ସତ ବୋଲି କହି ଲୁଚାଇବାର କାରଣ ଜଣାଇଲେ ରାକ୍ଷୀ, ଏଭଳି ଆରମ୍ଭ ହୋଇଥିଲା ପ୍ରେମ

ମୁମ୍ବାଇ : ଗତ ସପ୍ତାହରେ ବଲିଉଡ୍‌ର ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାଓ୍ଵନ୍ତକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଥିଲା । ମୁମ୍ବାଇର ଜ’ ମାରିୟଟ ହୋଟେଲରେ ରାକ୍ଷୀ ଜଣେ ପ୍ରବାସୀ ଭାରତୀୟଙ୍କୁ ଲୁଚି ଲୁଚି ବିବାହ କରିଥିବାର ଖବର ମିଳିଥିଲା । ବଧୂ ବେଶରେ ତାଙ୍କର କିଛି ଫଟୋ ଭାଇରାଲ ହେବା ପରେ…
ଅଧିକ ଖବର ଦେଖନ୍ତୁ...

ଦ୍ୱିତୀୟ ଟି-୨୦: ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ, ୱେଷ୍ଟଇଣ୍ଡିଜକୁ ୧୬୮ ରନ୍‌ ଟାର୍ଗେଟ ଦେଲା ଭାରତ

ଫ୍ଲୋରିଡ଼ା: ଟିମ୍‌ ଇଣ୍ଡିଆର ଉପ-ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ (୬୭ ରନ୍‌, ୫୧ ବଲ, ୬ ଚୌକା, ୩ ଛକା) ବଳରେ ଭାରତ ରବିବାର ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ରେ ୧୬୭ ରନ୍‌ କରିଛି। ଫ୍ଲୋରିଡାର ଲୌଡ଼ରହିଲସ୍ଥିତ ସେଣ୍ଟ୍ରାଲ ବ୍ରୋଓ୍ଵାଡ ରିଜିଓନାଲ ପାର୍କ ଷ୍ଟାଡିୟମରେ ଭାରତ ଟସ୍‌…
ଅଧିକ ଖବର ଦେଖନ୍ତୁ...

ବୋନସ ଆକାରରେ କର୍ମଚାରୀମାନଙ୍କୁ କାର୍‌ ଓ ଘର ଦେଉଥିବା ସାବଜୀ ଢ଼ୋଲକିଆ ନିଜ ପୈତୃକ ଗାଁର ଏହି ସମସ୍ୟାକୁ କଲେ ଦୂର

ନୂଆଦିଲ୍ଲୀ : ନିଜ କର୍ମଚାରୀମାନଙ୍କ ବୋନସରେ କାର୍‌ ଓ ଘର ଦେଉଥିବା ହୀରା ବ୍ୟବସାୟୀ ସାବଜୀ ଢ଼ୋଲକିଆଙ୍କୁ ତ ଆପଣମାନେ ଜାଣିଥିବେ । ପୂର୍ବରୁ ସେ ନିଜର ଏଭଳି କାମ ପାଇଁ ଚର୍ଚ୍ଚାକୁ ଆସିଥିଲେ । ଏବେ ସେ କରିଥିବା ଆଉ ଏକ କାମ ତାଙ୍କୁ ପ୍ରଶଂସାର ପାତ୍ର ବନାଇଛି । ନିଜ ପୈତୃକ ଗାଁରେ ଥିବା…
ଅଧିକ ଖବର ଦେଖନ୍ତୁ...

ରାଜଧାନୀ ଭୁବନେଶ୍ୱରରେ ୨ ଦିନରେ ପଂଚମ ଏନକାଉଣ୍ଟର, ରବି ରାଓ ଆହତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିଗତ ୨ ଦିନ ମଧ୍ୟରେ କମିସନରେଟ ପୁଲିସ ପଂଚମ ଏନକାଉଣ୍ଟର କରିଛି। ଖଣ୍ଡଗିରି ଥାନା ଅନ୍ତର୍ଗତ ଭରତପୁର ଅଞ୍ଚଳରେ ରବିବାର ରାତି ପୁଣି ଏନ୍‌କାଉଣ୍ଟର ହୋଇଛି। ଏଥିରେ କୁଖ୍ୟାତ ଅପରାଧୀ ରବି ରାଓ ଆହତ ହୋଇଛି। ରବିର ଗୋଡ଼ରେ ଗୁଳି ବାଜିଛି। ତାକୁ କ୍ୟାପିଟାଲ…
ଅଧିକ ଖବର ଦେଖନ୍ତୁ...

ଗମ୍ଭୀର ମାନସିକ ରୋଗରେ ଆକ୍ରାନ୍ତ ଗୋବିନ୍ଦା

ମୁମ୍ବାଇ : ୯୦ଦଶକର କମେଡି କିଙ୍ଗ ଓ ଡ୍ୟାନ୍‌ସିଙ୍ଗ ଷ୍ଟାର ବୋଲି କୁହାଯାଉଥିବା ଅଭିନେତା ଗୋବିନ୍ଦାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଗୋବିନ୍ଦା ଏବେ ଗମ୍ଭୀର ମାନସିକ ରୋଗରେ ପୀଡ଼ିତ ଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଗୋବିନ୍ଦାଙ୍କ ଜଣେ ବନ୍ଧୁ ଏ ନେଇ ସୂଚନା ଦେବା ପରେ ଖବରକୁ ନେଇ…
ଅଧିକ ଖବର ଦେଖନ୍ତୁ...

‘ଯିଏ ଧର୍ମକୁ ପ୍ରାଧାନ୍ୟ ଦେବ ତାକୁ ଆମେ ଖାଇବା ଦେବୁ ନାହିଁ’ ଜୋମଟୋ ଘଟଣା ପରେ ସାଇନ୍‌ ବୋର୍ଡରେ ଏଭଳି ଲେଖିଲା…

ଚେନ୍ନାଇ : କିଛି ଦିନ ତଳେ ଅମିତ ଶୁକ୍ଲା ନାମକ ଜଣେ ଯୁବକ ଜୋମାଟୋରୁ ଖାଇବା ଅର୍ଡର କରିଥିଲେ । ଜଣେ ଅଣହିନ୍ଦୁ ଡେଲିଭରୀ ବଏ ଡେଲିଭର କରିବାକୁ ଆସିବାରୁ ଅମିତ ଅର୍ଡର ବାତିଲ କରି ଦେଇଥିଲେ । ଏହା ସହ ଟୁଇଟ୍‌ କରି ଡେଲିଭରୀ ବଏ ଅଣହିନ୍ଦୁ ବୋଲି ସେ ଅର୍ଡର ଗ୍ରହଣ କରି ନଥିବା ଲେଖିଥିଲେ । ଏହା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଅନୂକୂଳ ରହିବ। ଇଚ୍ଛା ପୂରା କରିବାର ପ୍ରୟାସରେ ସଫଳ ହେବେ। ଜୀବନସାଥୀଙ୍କ ବ୍ୟବହାର ପ୍ରେମ ଭରା ରହିବ। ଛାତ୍ରଙ୍କୁ କ୍ୟାରିଅରରେ ବଡ଼ ସଫଳତା ମିଳିବ। ସ୍ବାସ୍ଥ୍ୟ ପ୍ରତି ଟିକେ ସଚେତନ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ। ବୃଷ: ଆପଣଙ୍କ ଲାଗି…
ଅଧିକ ଖବର ଦେଖନ୍ତୁ...

ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ସରକାର ଏବଂ ଟାଟା ଷ୍ଟିଲ୍‌ ଆଡଭେଞ୍ଚର ଫାଉଣ୍ଡେସନ୍‌ ମିଳିତ ଆନୁକୂଲ୍ୟରେ ଚାଲିଥିବା ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନର ଚତୁର୍ଥ ସଂସ୍କରଣ ଶିବିର ଉତ୍ତରକାଶୀଠାରେ ଆରମ୍ଭ ହୋଇଛି। ଏଭେରେଷ୍ଟର୍‌ ଗଣେଶ ଚନ୍ଦ୍ର ଜେନାଙ୍କ ତତ୍ତ୍ୱାବଧାନରେ ଗସ୍ତ କରିଥିବା ୩୦ ଜଣିଆ ଦଳର ଏହି…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ୧୦ ତାରିଖରେ ସିଡବ୍ଲୁସି ବୈଠକ, ସ୍ପଷ୍ଟ କଲେ କେସି ଭେନୁଗୋପାଲ

ନୂଆଦିଲ୍ଲୀ: ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି(ଏଆଇସିସି)ର ସାଧାରଣ ସଚିବ କେସି ଭେନୁଗୋପାଲ୍‌ ରବିବାର ସ୍ପଷ୍ଟ କରିଛନ୍ତି ଯେ କଂଗ୍ରେସର ଓ୍ଵାର୍କିଂ କମିଟି(ସିଡବ୍ଲୁସି୦ ବୈଠକ ଦିଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଅଗଷ୍ଟ ୧୦ ତାରିଖରେ ହେବ। ଜୁଲାଇ ୩ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ପଦରୁ…
ଅଧିକ ଖବର ଦେଖନ୍ତୁ...

‘କୌନ୍‌ ବନେଗା କରୋଡପତି’ର ଲଟେରି ଲୋଭ ପାଇଁ ଏପରି ଠକେଇର ଶିକାର ହେଲେ ଆଇଏଏସ୍‌ ମା’

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାରେ ଜଣେ ଆଇଏଏସ୍‌ଙ୍କ ମା’ ‘କୌନ୍‌ ବନେଗା କରୋଡପତି’ର ଲଟେରି ଲୋଭ ପାଇଁ ଠକେଇର ଶିକାର ହୋଇଛନ୍ତି। ଏହି ଘଟଣାକୁ ନେଇ ଅଭିଯୋଗ ହେବା ପରେ ପୁଲିସର ସାଇବର ସେଲ ଟିମ୍‌ ଯାଞ୍ଚ ଆରମ୍ଭ କରିଛି। ଆଗ୍ରାର ବଲକେଶ୍ୱର ନିବାସୀ ସତ୍ୟପ୍ରକାଶ ଗର୍ଗଙ୍କ ପୁଅ ସଞ୍ଜୟ ଗର୍ଗ…
ଅଧିକ ଖବର ଦେଖନ୍ତୁ...