Daily Archives

August 5, 2019

ସବୁଦିନ ପାଇଁ ସୁସ୍ଥ ରହିବା ପାଇଁ ଚାହୁଁଛନ୍ତି କି?ପ୍ରତିଦିନ ଖାଆନ୍ତୁ ଏହି ୪ଟି ଜିନିଷ

ବିଭିନ୍ନ ପ୍ରାକାରର ରୋଗରୁ ଲଢ଼ିବା ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିହାତି ଆବଶ୍ୟକ । ଯଦି ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଛି ତେବେ ଆପଣ କୌଣସି ପ୍ରାକାରର ରୋଗରେ ଶୀଘ୍ର ଆକ୍ରାନ୍ତ ହେବାର ଆଶଙ୍କା କମ ହୋଇଥାଏ । କାରଣ ଏହି ଶକ୍ତି ଆପଣଙ୍କୁ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ମରୁଡ଼ି ହେବାରୁ କାମ ଖୋଜିବାକୁ ଦୁବାଇ ଚାଲିଗଲେ କୃଷକ, ଜିତିଲେ ୨୮.୫କୋଟି ଟଙ୍କାର ଲଟେରି

ନୂଆଦିଲ୍ଲୀ : କଥାରେ ଅଛି ଭଗବାନ ଯାହାକୁ ଦିଅନ୍ତି, ଛପର ଫାଡ଼ିକି ଦିଅନ୍ତି । ଅନେକ ସମୟରେ ଏହାର ଉଦାହରଣ ଦେଖିବାକୁ ମିଳେ । ଠିକ୍‌ ସେଭଳି ତେଲେଙ୍ଗାନାର ଜଣେ କୃଷକଙ୍କ ସହ ମଧ୍ୟ ଘଟିଛି । ମରୁଡ଼ି ସମସ୍ୟା ହେତୁ ଘରେ ଖାଇବାକୁ ନଥିବା ବେଳେ ଏବେ ତାଙ୍କୁ ଏକା ସାଙ୍ଗରେ ୨୮.୫କୋଟି ଟଙ୍କା…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ‘ନାଗିନ୍’ ପାଇଁ ଦୃଷ୍ଟିଶକ୍ତି ହରାଇଥାନ୍ତେ ଶ୍ରୀଦେବୀ, ଚେତାବନୀ ଦେଇ ସାରିଥିଲେ ଡାକ୍ତର

ମୁମ୍ବାଇ : ବଲିଉଡ୍‌ରେ ସାପକୁ ନେଇ ଅନେକ ଫିଲ୍ମ ତିଆରି ହୋଇଛି । କିନ୍ତୁ ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ନେଇ ତିଆରି ହୋଇଥିବା ଫିଲ୍ମ ନାଗିନ୍‌, ସବୁଦିନ ପାଇଁ ଦର୍ଶକଙ୍କ ମନରେ ଘର କରି ରହିବ । ଏବେ ବି ଫିଲ୍ମର ଗୀତ ଲୋକପ୍ରିୟ ହୋଇ ରହିଥିବା ବେଳେ ଫିଲ୍ମ ପାଇଁ ଶ୍ରୀଦେବୀଙ୍କୁ କେତେ…
ଅଧିକ ଖବର ଦେଖନ୍ତୁ...

ଗାଡ଼ିରୁ ନ ବାହାରିଲେ ତୁମ ପୋଷାକ ଚିରି ଦେବି ବୋଲି ମହିଳାଙ୍କୁ ଧମକ ଦେଲେ ଉବର ଚାଳକ, ତା’ ପରେ ଘଟିଲା ଏଭଳି ଘଟଣା

ନୂଆଦିଲ୍ଲୀ : ବେଙ୍ଗାଲୁରୁରେ ଜଣେ ମହିଳା ଉବର ଚାଳକଙ୍କ ଦ୍ୱାରା ଅସଦାଚରଣର ଶିକାର ହୋଇଥିବା ଜଣାପଡ଼ିଛି । ମହିଳାଜଣଙ୍କ ନିଜ ସହକର୍ମୀଙ୍କ ସହ ରାତ୍ରି ଭୋଜନ ସାରି ଫେରୁଥିବା ବେଳେ ତାଙ୍କ ସହ ଏଭଳି ଘଟଣା ଘଟିଥିଲା । ଚାଳକ ଜଣଙ୍କ, ଗାଡ଼ିରୁ ବାହାରି ଯାଅ ନହେଲେ ତୁମ ପୋଷାକ ଚିରି ଦେବି ବୋଲି…
ଅଧିକ ଖବର ଦେଖନ୍ତୁ...

ବିବାହ ବିଚ୍ଛେଦ ହେବା ପରେ ମଧ୍ୟ ଏହି କାରଣ ପାଇଁ ସୁଜାନେଙ୍କ ସହ ସମୟ ବିତାଉଛନ୍ତି ରିତିକ୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତା ରିତିକ୍‌ ରୋଶନ ପତ୍ନୀ ସୁଜାନେଙ୍କଠାରୁ ଅଲଗା ହେବା ପରେ ମଧ୍ୟ ତାଙ୍କ ସହ ବନ୍ଧୁତାର ସଂପର୍କ ରଖିଥିବା ଅନେକ ସମୟରେ ଦେଖାଯାଇଛି । ଅନ୍ୟ ସ୍ୱାମୀ-ସ୍ତ୍ରୀଙ୍କ ଭଳି ପରସ୍ପର ବିରୋଧରେ କହିବା ପରିବର୍ତ୍ତେ ଦୁହେଁ ସବୁ ପରିସ୍ଥିତିରେ ପରସ୍ପରର ସମର୍ଥନ କରୁଥିବା…
ଅଧିକ ଖବର ଦେଖନ୍ତୁ...

ଟେଷ୍ଟ କ୍ରିକେଟରୁ ଅବସର ନେଲେ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଡେଲ ଷ୍ଟେନ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଡେଲ ଷ୍ଟେନ ଟେଷ୍ଟ କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି । ତେବେ ସେ ଦକ୍ଷିଣ ଆଫ୍ରିକା ପାଇଁ ଏକଦିବସୀୟ ଓ ଟି୨୦ ପାଇଁ ଖେଳିବା ଜାରି ରଖିବେ । ୩୬ ବର୍ଷୀୟ ଷ୍ଟେନ ଦକ୍ଷିଣ ଆଫ୍ରିକା ପାଇଁ ୯୩ଟି ଟେଷ୍ଟ ଖେଳି ୪୩୯ଟି ଓ୍ଵିକେଟ ନେଇଛନ୍ତି । ଦକ୍ଷିଣ…
ଅଧିକ ଖବର ଦେଖନ୍ତୁ...

ଦଶମ ଶ୍ରେଣୀର ମାର୍କସିଟ୍‌ ସେୟାର କରି ପିଲାମାନଙ୍କୁ ପ୍ରେରଣା ଦେଲେ ଚେତନ ଭଗତ : ଖଣ୍ଡେ କାଗଜ ତୁମକୁ ଆକଳନ କରିପାରିବ…

ନୂଆଦିଲ୍ଲୀ : ନିଜର ଉପନ୍ୟାସ ପାଇଁ ଆଜି ଚର୍ଚ୍ଚାରେ ଚେତନ ଭଗତ । ସେ ଲେଖିଥିବା ଉପନ୍ୟାସକୁ ନେଇ ଅନେକ ବଲିଉଡ୍‌ ଫିଲ୍ମ ମଧ୍ୟ ହୋଇ ସାରିଛି । ତେବେ ନିଜର ଉଚ୍ଚକୋଟିର ଲେଖା ପାଇଁ ସେ ଯେତିକି ଚର୍ଚ୍ଚିତ ହୋଇଛନ୍ତି ନିଜ ବିବାଦୀୟ ବୟାନ ପାଇଁ ମଧ୍ୟ ସେ ସେତିକି ବିବାଦରେ ଛନ୍ଦି ହୋଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଧାରା ୩୭୦ ଉଚ୍ଛେଦ ପରେ କେଆର୍‌କେଙ୍କ ଟୁଇଟ୍‌: ଆଗରୁ ମୋଦୀଙ୍କୁ ପସନ୍ଦ କରୁ ନ ଥିଲି, ଏବେ ପସନ୍ଦ କରୁଛି

ମୁମ୍ବାଇ : ସୋମବାର ରାଜ୍ୟସଭାରେ ଧାରା ୩୭୦ ଉଚ୍ଛେଦ ପ୍ରସ୍ତାବ ଆଗତ ହେବା ପରେ ଦେଶବାସୀଙ୍କ ମୁହଁରେ ଖୁସିର ଲହରୀ ଖେଳି ଯାଇଛି। ଢ଼ୋଲ ବଜାଇ ମିଠା ବାଣ୍ଟି ସେମାନେ ନିଜ ଖୁସିକୁ ପାଳନ କରୁଥିବା ବେଳେ ଟୁଇଟ୍‌ କରି ଅନେକ ନେତା-କଳାକାର ନିଜର ଖୁସି ଜାହିର କରିଛନ୍ତି । ଏ ମଧ୍ୟରେ ନିଜର ଟୁଇଟ୍‌…
ଅଧିକ ଖବର ଦେଖନ୍ତୁ...

କାଶ୍ମୀର ପ୍ରସଙ୍ଗ : ଇସ୍ଲାମାବାଦରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଅଜୟ ବିସରିଆଙ୍କୁ ସମନ କଲା ପାକିସ୍ତାନ

ନୂଆଦିଲ୍ଲୀ : ଭାରତ ସରକାର କାଶ୍ମୀର ସଂପର୍କରେ ଆଜି ନେଇଥିବା ନିଷ୍ପତ୍ତିକୁ ନେଇ ପାକିସ୍ତାନରେ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି । ପାକିସ୍ତାନ ସରକାର ଭାରତ ସରକାରଙ୍କ ଏହି ପଦକ୍ଷେପକୁ ବେଆଇନ ବୋଲି ଘୋଷଣା କରିବା ସହ ଜାତିସଂଘର ସୁରକ୍ଷା ପରିଷଦରେ ଏହି ପ୍ରସଙ୍ଗ ଉଠାଯିବ ବୋଲି କହିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ହଷ୍ଟେଲକୁ ଫେରିବା ବାଟରେ କ୍ୟାବ୍‌ ଚାଳକ ଦ୍ୱାରା ଦୁଷ୍କର୍ମର ଶିକାର ହେଲେ ଜେଏନ୍‌ୟୁ ଛାତ୍ରୀ

ନୂଆଦିଲ୍ଲୀ : ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଜଣେ ୨୧ବର୍ଷୀୟା ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି । ଘଟଣାଟି ଶୁକ୍ରବାର ଘଟିଥିବା ବେଳେ ପୀଡ଼ିତା ହଷ୍ଟେଲକୁ ଫେରିବା ବାଟରେ ତାଙ୍କ ସହ ଏଭଳି ଘଟିଥିଲା । ତାଙ୍କୁ ହଷ୍ଟେଲକୁ ନେଇ ଆସୁଥିବା କ୍ୟାବ୍‌ ଚାଳକ ଏଭଳି ଅପରାଧ…
ଅଧିକ ଖବର ଦେଖନ୍ତୁ...