Daily Archives

August 6, 2019

ପଞ୍ଚମଶ୍ରେଣୀ ଛାତ୍ରର ଟିସିରେ ସ୍କୁଲ ଲେଖିଲା ‘ଚରିତ୍ରହୀନ’, ଜାଣନ୍ତୁ ପୂରା ଘଟଣାଟି କ’ଣ…

ଗୋଣ୍ଡା: ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ଜଣେ ୫ମ ଶ୍ରେଣୀ  ଛାତ୍ରକୁ ସରକାରୀ ସ୍କୁଲରୁ ବହିଷ୍କାର କରି ଦିଆଯାଇଛି। କେବଳ ଏତିକି ନୁହେଁ, ଟିସି (ଟ୍ରାନ୍ସଫର ସାର୍ଟିଫିକେଟ୍‌)ରେ ଚରିତ୍ରହୀନ ବୋଲି ସ୍କୁଲ ଉଲ୍ଲେଖ କରିଛି। ସୂଚନାଯୋଗ୍ୟ, ଏଭଳି ଘଟଣା  ସ୍ଥାନୀୟ ଚତରୋଲି ପ୍ରାଥମିକ…
ଅଧିକ ଖବର ଦେଖନ୍ତୁ...

ବିବାହର ଦ୍ୱିତୀୟ ରାତିରେ ଶାଶୁଘର ଲୋକଙ୍କୁ ନିଜ ହାତରେ ରୋଷେଇ କରି ବୋହୂ ଖୁଆଇବା ପରେ ଘଟିଲା ଏମିତି ଘଟଣା…

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁରାଦାବାଦ ସିଭିଲ୍‌ ଲାଇନ୍‌ ଥାନା ଅଞ୍ଚଳରେ ଜଣେ ଲୁଟେରା ବୋହୂ ବିବାହର ଦ୍ୱିତୀୟ ଦିନରେ ଶାଶୁଘରୁ ସମସ୍ତ ଅଳଙ୍କାର ଓ ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ବିବାହର ଦ୍ୱିତୀୟ ଦିନରେ ବୋହୂ ଶାଶୁଘର ଲୋକଙ୍କୁ ନିଜ ହାତରେ ରୋଷେଇ କରି…
ଅଧିକ ଖବର ଦେଖନ୍ତୁ...

ବାଲିଗୁଡାରେ ଲଗାଣ ବର୍ଷା, ପୁଣି ଧୋଇଲା ୫୯ ନମ୍ବର ଜାତୀୟ ରାଜପଥର ଡାଇଭରସନ

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାରେ ମଙ୍ଗଳବାର ଦିନ ତମାମ ଲଗାଣ ବର୍ଷା ଫଳରେ ବାଲିଗୁଡା ଅଞ୍ଚଳର ବିଭିନ୍ନ ରାସ୍ତା ଧୋଇ ହୋଇଯିବା ଫଳରେ ଯାତାୟତ ପ୍ରଭାବିତ ହୋଇଛି। ବାଲିଗୁଡା ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥ ରାଟଗୁଡ଼ା ଓ ମଣ୍ଡଳପଦର ନିକଟରେ ଡାଇଭର୍ସନ ଧୋଇ ହୋଇ ଯାଇଥିଲା କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ପତ୍ନୀଙ୍କଠାରୁ ଟଙ୍କା ଉଧାର ନେଇ ଦିନମଜୁରିଆ କିଣିିଥିଲେ ଲଟେରି ଟିକେଟ, ରାତାରାତି ହୋଇଗଲେ କୋଟିପତି

ନୂଆଦିଲ୍ଲୀ: ମଣିଷ ଭାଗ୍ୟ କେତେବେଳେ ତାକୁ କେଉଁଠି ନେଇ ପହଁଞ୍ଚାଇବ ତାହା ସେହି ବିଧାତାଙ୍କୁ ହିଁ ଜଣା। ସମଗ୍ର ଦୁନିଆରେ ଏମିତି ଅନେକ ଉଦାହରଣ ଦେଖିବାକୁ ମିଳିଛି। ଭାଗ୍ୟ ଖେଳରେ ତେଲେଙ୍ଗାନାର ଜଣେ ମଜୁରିଆଙ୍କ ଭାଗ୍ୟ ଗୋଟିଏ ରାତିରେ ଖୋଲି ଯାଇଛି ଓ ସେ କୋଟିପତି ହୋଇଯାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଧାରା ୩୭୦ ଉଚ୍ଛେଦ ପ୍ରତିକ୍ରିୟାରେ ପାକିସ୍ତାନ ମନ୍ତ୍ରୀ ଭାରତକୁ ଦେଲେ ଯୁଦ୍ଧ ଧମକ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରକୁ ଭାରତ ଠାରୁ ଅଲଗା କରି ରଖିଥିବା ସମ୍ବିଧାନର ଧାରା ୩୭୦କୁ ଶେଷରେ ଉଚ୍ଛେଦ କରାଯାଇଛି। ଏବେ କଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଗୋଟିଏ ସାମ୍ବିଧାନିକ ବ୍ୟବସ୍ଥା ପ୍ରଚଳିତ ହେବ ଏବଂ କେବଳ ଜାତୀୟ ପତାକା ତ୍ରିରଙ୍ଗା ହିଁ ଉଡ଼ିବ। କେନ୍ଦ୍ରରେ ନରେନ୍ଦ୍ର ମୋଦୀ…
ଅଧିକ ଖବର ଦେଖନ୍ତୁ...

ଏଣିକି ପଙ୍ଖାରେ ଝୁଲି କେହି କରି ପାରିବେ ନାହିଁ ଆତ୍ମହତ୍ୟା ! ଆସିବ ଆଣ୍ଟି ସୁଇସାଇଡ ସିଲିଂ ଫ୍ୟାନ୍‌

ନୂଆଦିଲ୍ଲୀ: ସିଲିଂ ପଙ୍ଖାରେ ଝୁଲି ଆତ୍ମହତ୍ୟା କରୁଥିବାର ଅନେକ ଖବର ସାମ୍ନାକୁ ଆସିଥାଏ । କିନ୍ତୁ ଜବଲପୁରର ଜଣେ କାର୍ଡିଓଲଜିଷ୍ଟ ନିଜର କଠିନ ପରିଶ୍ରମ ବଳରେ ଏହି ସଙ୍କଟର ସମାଧାନ ବାହାର କରିଛନ୍ତି। ସେ ଲୋକମାନଙ୍କ ଜୀବନ ବଞ୍ଚାଇବା ପାଇଁ ନୂଆ ଯନ୍ତ୍ରର ଆବିଷ୍କାର କରିଛନ୍ତି। କେବଳ ସେତିକି…
ଅଧିକ ଖବର ଦେଖନ୍ତୁ...

ଓଲିଉଡ୍‌ ତାରକା ସବ୍ୟସାଚୀଙ୍କୁ ଧମକ! ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ସ୍ୱାଗତ କରି ଇନ୍‌ଷ୍ଟାରେ ପୋଷ୍ଟ ଲେଖିବା ପରେ…

ଭୁବନେଶ୍ୱରେ: ଓଲିଉଡ୍‌ ସୁପର୍‌ଷ୍ଟାର୍‌ ସବ୍ୟସାଚୀ ମିଶ୍ରଙ୍କୁ ଧମକ। ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ ନିଜର ଖୁସି ବ୍ୟକ୍ତ କରିବା ପରେ ସୋସିଆଲ୍‌ ମିଡିଆରେ ସବ୍ୟଙ୍କୁ କିଛି ଡିଜିଟାଲ୍‌ ଆତଙ୍କବାଦୀ ଧମକପୂର୍ଣ୍ଣ କମେଣ୍ଟ୍‌ ଦେଇଛନ୍ତି। ଧାରା ୩୭୦ ଉଚ୍ଛେଦକୁ ନେଇ ଅଧାରୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ପାଇଁ ହର୍ଷଉଲ୍ଲାସ ଭରା ରହିବ। ଆପଣଙ୍କର ଆଗ୍ରହ କୌଣସି ନୂଆ କାମ ଆଡ଼କୁ ରହିବ। ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଯୋଗ ପାଇବେ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଗୁପ୍ତେଶ୍ବର। ବୃଷ: ଆଜି ଆପଣ କୌଣସି ନୂଆ…
ଅଧିକ ଖବର ଦେଖନ୍ତୁ...

ସ୍ୱାଧୀନତା ସଂଗ୍ରାମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଚଳିତ ବର୍ଷ ଅଗଷ୍ଟ ୯ ତାରିଖରେ ଭାରତଛାଡ଼ ଆନ୍ଦୋଳନର ପୂର୍ତ୍ତି ଅବସରରେ ରାଷ୍ଟ୍ରପତିଙ୍କ ଆଟ୍‌ ହୋମ୍‌ ଉତ୍ସବରେ ଯୋଗ ଦେଉଥିବା ଓଡ଼ିଶାର ୨ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସଚିବାଳୟଠାରେ ସମ୍ବର୍ଦ୍ଧିତ କରିଛନ୍ତି। ଏହି ସ୍ୱାଧୀନତା…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନୀ ସେନାର ୱେବସାଇଟକୁ ଭାରତରେ ଦେଖିବା ନିଷିଦ୍ଧ କଲେ ପାକ ସରକାର

ନୂଆଦିଲ୍ଲୀ : କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ଉତ୍ତେଜନା ବୃଦ୍ଧି ପାଇଛି । ଏହି ପ୍ରସଙ୍ଗରେ ଜାତିସଙ୍ଘରେ ଭାରତ ବିରୋଧରେ ଅଭିଯୋଗ କରିବାକୁ ପାକିସ୍ତାନ ସରକାର କହିଥିବାବେଳେ ପରୋକ୍ଷରେ ଯୁଦ୍ଧ ଧମକ ଦେଇଛି ପାକିସ୍ତାନ ସେନା । ତେବେ ଗତ କାଲି ଭାରତ ସରକାର…
ଅଧିକ ଖବର ଦେଖନ୍ତୁ...