Daily Archives

August 7, 2019

କନ୍ଧମାଳରୁ ଆଠଗଡ ଚାଲାଣ ଉଦ୍ୟମ: ୭୦ କିଲୋ ଗଂଜେଇ ଜବତ,୪ ଆନ୍ତଃଜିଲ୍ଲା ଅଭିଯୁକ୍ତ ଗିରଫ,୨ ଫେରାର

ଫୁଲବାଣୀ: ପାଇଲଟିଂରେ ଦାମିକା ସଫାରି କାର ପଛରେ ଗଂଜେଇ ଭର୍ତ୍ତି ବୋଲେରୋ ଗାଡି। କନ୍ଧମାଳରୁ କଟକ ଆଠଗଡକୁ ଗଂଜେଇ ଚାଲାଣ ହେଉଥିବା ବେଳେ ଫିରିଙ୍ଗିଆ ପୁଲିସକୁ ଏହାକୁ ରୋକିବାରେ ସକ୍ଷମ ହୋଇଛି। ପୁଲିସ ସଫାରି କାର ଓ ବୋଲେରୋ ଗାଡି ସହ ୭୦ କିଲୋ ଗଂଜେଇ ଜବତ କରିଥିବା ବେଳେ ୪ ଆନ୍ତଃଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ସିଓର ସକସେସ ଓ ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ମେଗା ରକ୍ତଦାନ ଶିବିର

ବାଲେଶ୍ୱର: ବାଲେଶ୍ୱର ସହରର ଅଗ୍ରଣୀ କୋଚିଂ ସେଣ୍ଟର ସିଓର ସକସେସ ପକ୍ଷରୁ ବୁଧବାର ଏକ ମେଗା ରକ୍ତଦାନ ଶିବିର ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି…
ଅଧିକ ଖବର ଦେଖନ୍ତୁ...

ଏହି ୭ଟି ଲକ୍ଷଣ ଦେଇଥାଏ ଶରୀରରୁ ଜଳୀୟଅଂଶ କମିବାର ସଙ୍କେତ

ଶରୀରରେ ଜଳୀୟ ଅଂଶ ଠିକ୍‌ ରଖିବା ପାଇଁ ପାଣି ପିଇବା ନିହାତି ଆବଶ୍ୟକ । ମଣିଷ ଶରୀର ପ୍ରାୟ ୭୦ ପ୍ରତିଶତ ପାଣିରେ ତିଆରି ହୋଇଥିବା ବେଳେ ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରଚୁର ପରିମାଣରେ ପାଣି ପିଇବା ଅତ୍ୟନ୍ତ ଜରୁରୀ । କିନ୍ତୁ ଯଦି ଆପଣଙ୍କ ଶରୀରରେ ପାଣିର ଭାଗ କମିବାକୁ ଲଗେ ତେବେ ଅନେକ…
ଅଧିକ ଖବର ଦେଖନ୍ତୁ...

ହୃଦୟ ଜିତିଲେ ଅଟୋ ଚାଳକ: ପ୍ଲାଟ୍‌ଫର୍ମକୁ ଅଟୋ ନେଇ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ପହଞ୍ଚାଇଲେ…

ମୁମ୍ବାଇ : ବିରାର ରେଳ ଷ୍ଟେସନରେ ଜଣେ ଅଟୋ ଚାଳକ କରିଥିବା କାମ ଏବେ ସମସ୍ତଙ୍କୁ ପ୍ରଶଂସା କରିବାକୁ ବାଧ୍ୟ କରିଛି । ମୁମ୍ବାଇରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ଅସମ୍ଭାଳ ହୋଇ ପଡ଼ିଥିବା ବେଳେ ଜଣେ ଅଟୋ ଚାଳକ ପ୍ଲାଟଫର୍ମ ଭିତରକୁ ଅଟୋ ନେଇ ଜଣେ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା…
ଅଧିକ ଖବର ଦେଖନ୍ତୁ...

ଅଭିନୟରେ ନୁହେଁ ଏହି ପେସାରେ ତୈମୁର କ୍ୟାରିୟର କରନ୍ତୁ ବୋଲି ଚାହୁଁଛନ୍ତି କରୀନା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ଓ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ତୈମୁର ମାତ୍ର ୨ବର୍ଷ ବୟସରୁ ହିଁ ଷ୍ଟାର ପାଲଟି ଯାଇଛନ୍ତି । କୌଣସି ଫିଲ୍ମ ନ କରି ମଧ୍ୟ ଲୋକମାନଙ୍କ ମଧ୍ୟରେ ତାଙ୍କର କ୍ରେଜ୍‌ ଦେଖିବାକୁ ମିଳିଛି । ତେବେ ଏତେ କମ ବୟସରୁ ତୈମୁରଙ୍କ ପ୍ରଶଂସକ…
ଅଧିକ ଖବର ଦେଖନ୍ତୁ...

ସୃଷ୍ଟି କଲେ ଉଦାହରଣ: ଅସଦାଚରଣକାରୀ ଠାରୁ ମହିଳାଙ୍କୁ ବଞ୍ଚାଇବା ପାଇଁ ତାଙ୍କ ପ୍ରେମିକ ସାଜିଲେ କ୍ୟାବ୍‌ ଚାଳକ…

ନୂଆଦିଲ୍ଲୀ : କ୍ୟାବ୍‌ର ନାଁ ଆସିବା ମାତ୍ରେ ମହିଳାଙ୍କ ସହ କ୍ୟାବ୍‌ରେ ହେଉଥିବା ଅସଦାଚରଣ କଥା ସାମ୍ନାକୁ ଆସିଥାଏ । କିଛି ଦିନ ତଳେ ବେଙ୍ଗାଲୁରୁରେ ଜଣେ ମହିଳା ଉବର ଚାଳକଙ୍କ ଦ୍ୱାରା ଅସଦାଚରଣର ଶିକାର ହୋଇଥିବା ଖବର ସାମ୍ନାକୁ ଆସିଥିଲା । ମହିଳାଜଣଙ୍କ ନିଜ ସହକର୍ମୀଙ୍କ ସହ ରାତ୍ରି ଭୋଜନ…
ଅଧିକ ଖବର ଦେଖନ୍ତୁ...

ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହଙ୍କ ପତ୍ନୀଙ୍କ ଠାରୁ ୨୩ ଲକ୍ଷ ଟଙ୍କା ଠକେଇ

ନୂଆଦିଲ୍ଲୀ: ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହଙ୍କ ପତ୍ନୀ ତଥା ସାଂସଦ ପ୍ରିନିତ କୌରଙ୍କ ଠାରୁ ୨୩ ଲକ୍ଷ ଟଙ୍କା ଠକେଇ ହୋଇଥିବା ମାମଲା ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ସାଂସଦ ପ୍ରିନିତ କୌରଙ୍କ ଠାରୁ ଝାଡ଼ଖଣ୍ଡର ଜାମତାଡ଼ା ଅଂଚଳର ଜଣେ ସାଇବର ଅପରାଧୀ ୨୩ ଲକ୍ଷ ଟଙ୍କା…
ଅଧିକ ଖବର ଦେଖନ୍ତୁ...

‘ନଚ୍‌ ବଲିଏ-୯’ ବିଜେତାଙ୍କୁ ମିଳିବ ସଲମାନଙ୍କ ସହ ଦବଙ୍ଗ-୩ରେ ସ୍କ୍ରିନ୍‌ ସେୟାର କରିବାର ସୁଯୋଗ

ମୁମ୍ବାଇ : ଆରମ୍ଭ ହେବା ପରେ ଏବେ ଟିଆର୍‌ପି ସୂଚୀରେ ଟପ୍‌-୫ରେ ରହିଛି ରିୟାଲିଟି ସୋ’ ‘ନଚ୍‌ ବଲିଏ-୯’ । ଏହି ସୋ’ର ପ୍ରଯୋଜନା ଦାୟିତ୍ୱ ପ୍ରଥମ ଥର ପାଇଁ ଦବଙ୍ଗ ଷ୍ଟାର ସଲମାନ ଖାନ୍‌ ନେଇଥିବା ବେଳେ ସୋ’ର ବିଜେତାଙ୍କ ପାଇଁ ସେ ଖାସ୍‌ ଅଫର ନେଇ ଆସିଛନ୍ତି । ଦବଙ୍ଗ ଖାନ୍‌ଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ଭିସୁଟରେ ଅଚଳାବସ୍ଥା: ମୁଖ୍ୟ ଫାଟକରେ ତାଲା ଠୁଙ୍କିଲେ, ରାସ୍ତାରେ ମଧ୍ୟାହ୍ନ ଭୋଜନ ଖାଇ ପ୍ରତିବାଦ ଜଣାଇଲେ…

ସମ୍ବଲପୁର: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଉଭୟ ଶିକ୍ଷକ ଓ ଛାତ୍ରଙ୍କ ଧାରଣା ପରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ଦେଖାଯାଇଛି। ଦ୍ଵିତୀୟ ବର୍ଷ ଇଞ୍ଜିନିୟରିଂର ମେକାନିକ୍ସ, ମ୍ୟାଥ୍‌-୨ ଓ ରସାୟନ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଇୟର ବ୍ୟାକ୍‌ ଲାଗିଥିବା ଘଟଣାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଉନ୍ନାଓ ଦୁଷ୍କର୍ମ ମାମଲାକୁ ନେଇ ପ୍ରଶ୍ନ କରିବାରୁ ଛାତ୍ରୀଙ୍କ ସ୍କୁଲ ଯିବା ହେଲା ବନ୍ଦ, ଟୁଇଟ୍‌ କରି ବର୍ଷିଲେ ଅଳକା…

ନୂଆଦିଲ୍ଲୀ : ଦିଲ୍ଲୀର ଚାନ୍ଦନୀ ଚୌକ୍‌ରୁ ଥିବା ବିଧାୟକ ତଥା ଆମ୍‌ ଆଦମୀ ପାର୍ଟିର ନେତା ରହି ସାରିଥିବା ଅଳକା ଲାମ୍ବାଙ୍କ ଟୁଇଟ୍‌କୁ ନେଇ ଏବେ ରାଜନୀତି ଆରମ୍ଭ ହୋଇ ଯାଇଛି । ଖବରକାଗଜରେ ଛପା ଯାଇଥିବା ଖବରର ଫଟୋ ଉଠାଇ ସେ ଟୁଇଟ୍‌ କରିଛନ୍ତି । ଯେଉଁଥିରେ ଉନ୍ନାଓ ଦୁଷ୍କର୍ମ ମାମଲାକୁ ନେଇ…
ଅଧିକ ଖବର ଦେଖନ୍ତୁ...