Daily Archives

August 8, 2019

୨୦୩୦ ସୁଦ୍ଧା ବାର୍ଷିକ ୧୦୦ ମିଲିୟନ୍‌ ଟନ୍‌ ଇସ୍ପାତ ଉତ୍ପାଦନ ନିମନ୍ତେ ରାଜ୍ୟର ପ୍ରସ୍ତୁତି

ଭୁବନେଶ୍ୱର: ଓଡ଼ିଶାରେ ୨୦୩୦ ମସିହା ସୁଦ୍ଧା ବାର୍ଷିକ ୧୦୦ ମିଲିୟନ୍‌ ଟନ୍‌ ଇସ୍ପାତ ଉତ୍ପାଦନ ହୋଇପାରିବା ସେଥି ସକାଶେ ପ୍ରମୁଖ ଇସ୍ପାତ ଉତ୍ପାଦନକାରୀ ସଂସ୍ଥାର ମୁଖ୍ୟମାନଙ୍କ ସହିତ ଆପୋଷ ଆଲୋଚନା ଅନୁଷ୍ଠିତ ହୋଇଯାଇଛିା ଶିଳ୍ପ, ଶକ୍ତି, ଏମ୍‌ଏସ୍‌ଏମ୍‌ଇ, ଗୃହ ମନ୍ତ୍ରୀ କ୍ୟାପ୍ଟେଟ୍‌ ଦିବ୍ୟ…
ଅଧିକ ଖବର ଦେଖନ୍ତୁ...

୧୨ ଘଣ୍ଟାରେ ୨ଥର: ପ୍ରଥମେ ବନ୍ଧୁକ ମୁନରେ ୩ଜଣ ଦୁଷ୍କର୍ମ କରିବା ସହ ପରେ ସାହାଯ୍ୟର ହାତ ବଢ଼ାଇ ଦୁଷ୍କର୍ମ କଲେ…

ଗୁରୁଗ୍ରାମ : ହରିୟାଣାର ମେବାତ୍‌ରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସିଛି । ପ୍ରଥମେ ବନ୍ଧୁକ ମୁନରେ ୩ଜଣ ଅଭିଯୁକ୍ତ ଦୁଷ୍କର୍ମ କରିବା ପରେ ଜଙ୍ଗଲରେ ଅଚେତ ଅବସ୍ଥାରେ ଛାଡ଼ି ଚାଲି ଆସିଥିଲେ । ପରେ ପୀଡ଼ିତା ରାସ୍ତା ଉପରକୁ ଆସି ସାହାଯ୍ୟ ମାଗିବା ସମୟରେ ୨ଜଣ…
ଅଧିକ ଖବର ଦେଖନ୍ତୁ...

ଭୋକ ବଢ଼ାଇବା ପାଇଁ ଡାଏଟ୍‌ରେ ସାମିଲ କରନ୍ତୁ ଏହି ୪ଟି ଜିନିଷ

ଖାଦ୍ୟ ଖାଇବାର ସମୟ ଠିକ୍‌ ରହୁ ନଥିବାରୁ ମଣିଷ ଶରୀରରେ ଅନେକ ଶାରୀରିକ ସମସ୍ୟା ଦେଖା ଯାଇଥାଏ । ପାଚନକ୍ରିୟାରେ ଅସୁବିଧା,ଛାତି ପୋଡ଼ିବା,ଏସିଡ଼ିଟି ବା ଗ୍ୟାସ୍‌ର ସମସ୍ୟା ଠିକ୍‌ ସମୟରେ ଖାଦ୍ୟ ନ ଖାଇବା ଦ୍ୱାରା ହୋଇଥାଏ । ଏସବୁ ସମସ୍ୟା ଦେଖା ଗଲେ ଭୋକ ମଧ୍ୟ ଲାଗି ନଥାଏ । ଭୋକ ନ ଲାଗିବା…
ଅଧିକ ଖବର ଦେଖନ୍ତୁ...

ତିନ୍‌ ତଲାକ୍‌କୁ ନେଇ ଅଭିଯୋଗ କରିବାରୁ ମହିଳାଙ୍କ ନାକ କାଟିଦେଲେ ଶାଶୁଘର ଲୋକେ

ସୀତାପୁର : ସ୍ୱାମୀ ତିନ୍‌ ତଲାକ୍‌ ଦେବା ପରେ ପୁଲିସରେ ଅଭିଯୋଗ କରିଥିଲେ ମହିଳା । ଏହା ଜାଣି ଅଭିଯୋଗ ଫେରାଇ ଆଣିବାକୁ ଶାଶୁଘର ଲୋକେ ବାଧ୍ୟ କରିଥିଲେ ମଧ୍ୟ ପୀଡ଼ିତା ଅଭିଯୋଗ ଫେରାଇ ଆଣିବାକୁ ମନା କରିଥିଲେ । ଯାହା ପରେ ଶାଶୁଘର ଲୋକେ ରାଗରେ ପୀଡ଼ିତାଙ୍କ ନାକ କାଟି ଦେଇଥିବା ଜଣା ପଡ଼ିଛି । ଏ…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ଭିନ୍ନ ଭିନ୍ନ ଚରିତ୍ରରେ କାମ କରିବାକୁ ପସନ୍ଦ କରନ୍ତି ଆୟୁଷ୍ମାନ ଖୁରାନା

ମୁମ୍ବାଇ : ନିଜର ଦମ୍‌ଦାର ଅଭିନୟ ପାଇଁ ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନା । କିଛି ଦିନ ତଳେ ରିଲିଜ୍‌ ହୋଇଥିବା ଫିଲ୍ମ ଆର୍ଟିକିଲ-୧୫ରେ ଆୟୁଷ୍ମାନଙ୍କ ପୁଲିସ ଚରିତ୍ରକୁ ଲୋକେ ପ୍ରଶଂସା କରିଥିଲେ । ତେବେ ଯଦି ଆୟୁଷ୍ମାନଙ୍କ ଫିଲ୍ମକୁ…
ଅଧିକ ଖବର ଦେଖନ୍ତୁ...

ହାସିମ ଆମଲା କ୍ରିକେଟର ସବୁ ଫର୍ମାଟରୁ ନେଲେ ଅବସର, ସୁପରଲିଗ ଖେଳିବା ଜାରି ରଖିବେ

ଜୋହାନସ୍‌ବର୍ଗ: ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଟିମ୍‌ର ଜଣାଣୁଣା ବ୍ୟାଟସ୍‌ମ୍ୟାନ୍‌ ହାସିମ ଆମଲା କ୍ରିକେଟ୍‌ର ସବୁ ଫର୍ମାଟରୁ ଅବସର ନେଇଛନ୍ତି। କ୍ରିକେଟ୍‌ ସାଉଥ ଆଫ୍ରିକା (ସିଏସ୍‌ଏ)ର ଅଫିସିଆଲ୍‌ ଟୁଇଟରୁ ଏହି ସୂଚନା ମିଳିଛି। ଏଥିରେ କୁହାଯାଇଛି ଯେ, ଆମଲା ଘରୋଇ କ୍ରିକେଟ ଓ ମାଂଜା ସୁପର…
ଅଧିକ ଖବର ଦେଖନ୍ତୁ...

ଏଣିକି ଏହି ସହରରେ ପାଣି ଭିତରେ ଚାଲିବ ମେଟ୍ରୋ ଟ୍ରେନ୍‌, ପିୟୁଷ ଗୋଏଲ ସେୟାର କଲେ ଭିଡିଓ

ନୂଆଦିଲ୍ଲୀ: ଭାରତରେ ଖୁବ୍‌ଶୀଘ୍ର ସଡ଼କରେ ଚାଲୁଥିବା ମେଟ୍ରୋ ଟ୍ରେନ୍‌ ପାଣି ଭିତରେ ଚାଲୁଥିବା ଦେଖିବାକୁ ମିଳିବ। ଏହି ମେଟ୍ରୋକୁ କୋଲକାତାର ହୁଗଲି ନଦୀ ତଳେ ଦେଇ ଯାତାୟତ କରିବା ନେଇ ରେଳବାଇ ପୂରା ପ୍ରସ୍ତୁତି କରି ନେଇଛି। ଏହି ଟ୍ରେନ୍‌କୁ ଚାଲବା ନେଇ ସ୍ୱତନ୍ତ୍ର ସୁଡଙ୍ଗ ବି ବନା ଯାଇଛି।…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସ୍ତରୀୟ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ଭୁବନେଶ୍ୱର: ଶିଶୁ ଅପପୁଷ୍ଟି ରୋକିବା ସହ ସ୍ତନ୍ୟପାନର ଉପାଦେୟତା ସଂପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଅଗଷ୍ଟ ପ୍ରଥମ ସପ୍ତାହକୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଭାବେ ପାଳନ କରାଯାଉଛିା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ସାରା ରାଜ୍ୟରେ ସ୍ତନ୍ୟପାନ ସପ୍ତାହ ପାଳିତ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକା ନତାଶାଙ୍କ ସହ ଲୁଚି ଲୁଚି ନିର୍ବନ୍ଧ କରି ସାରିଛନ୍ତି ବରୁଣ!

ମୁମ୍ବାଇ : ବଲିଉଡ୍‌ ଅଭିନେତା ବରୁଣ ଧଓ୍ଵନ ଓ ତାଙ୍କ ପ୍ରେମିକା ନତାଶା ଦଲାଲଙ୍କ ବିବାହ କେବେ ହେବ, ତାହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଛି । ତେବେ ଖବର ମିଳୁଛି କି ଦୁହେଁ ୨୦୨୦ରେ ବିବାହ କରିବାକୁ ଯାଉଛନ୍ତି । କିନ୍ତୁ ବିବାହ ପୂର୍ବରୁ ଦୁହେଁ ଲୁଚି ଲୁଚି ନିର୍ବନ୍ଧ କରି…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲା ଓଡ଼ିଶା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ‘ଏକ୍ୟୁ’

ଭୁବନେଶ୍ୱର: ଓଡ଼ିଶା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ‘ଏକ୍ୟୁ’ ସିରିଜର ଶୁଭାରମ୍ଭ ଅର୍ଥମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଆନୁକୂଲ୍ୟରେ ୨୦୧୯ କ୍ୟାଲେଣ୍ଡର ବର୍ଷ ପାଇଁ ଓଡ଼ିଶା ସଞ୍ଚୟ ପ୍ରୋତ୍ସାହନ ଯୋଜନା ‘ଏକ୍ୟୁ’ ସିରିଜର ପ୍ରଚଳନ କରାଯାଇଛିା ଏହି ଯୋଜନା…
ଅଧିକ ଖବର ଦେଖନ୍ତୁ...