Daily Archives

August 9, 2019

ଏହି ତିନି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ଓ ଲଦାଖକୁ ନେଇ ଐତିହାସିକ ନିଷ୍ପତ୍ତି ପରେ ଏବେ ଭାରତୀୟ ଜନତା ପାର୍ଟି ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛି। ସୂଚନାଯୋଗ୍ୟ ଆଗାମୀ ଦିନରେ ମହାରାଷ୍ଟ୍ର, ହରିୟାଣା ଓ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ହେବ। ଏବେ ଏହି ୩ଟି…
ଅଧିକ ଖବର ଦେଖନ୍ତୁ...

ଫୁଲବାଣୀରେ ସ୍ୱତନ୍ତ୍ର ଭୋଟର ସଂଶୋଧନ ପ୍ରକ୍ରିୟା ଆରମ୍ଭ

ଫୁଲବାଣୀ: ଫୁଲବାଣୀରେ ସ୍ୱତନ୍ତ୍ର ଭୋଟର ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ନେଇ ଅଗଷ୍ଟ ୧ରୁ ଆରମ୍ଭ ହୋଇଥିବା ପ୍ରଚାର ଓ ପ୍ରସାର ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଆସନ୍ତା ସେପ୍ଟେଟର ୧ରୁ ୩୦ ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀ ଘରଘର ବୁଲି ନୂଆ ଭୋଟରଙ୍କୁ ତାଲିକାଭୁକ୍ତ କରିବା ଏବଂ…
ଅଧିକ ଖବର ଦେଖନ୍ତୁ...

ଘୁଙ୍ଗୁଡ଼ି ସମସ୍ୟାକୁ ନେଇ ଚିନ୍ତିତ କି? ଏହି ସହଜ ଉପାୟ ଆପଣାଇ ଦୂର କରନ୍ତୁ ସମସ୍ୟା

କିଛି ଲୋକ ନିଘୋଡ଼ ନିଦରେ ଶୋଇବା ପରେ ଘୁଙ୍ଗୁଡ଼ି ମାରିବାକୁ ଲାଗିଥାନ୍ତି । ଏହା ସେମାନେ ଜାଣି ଜାଣି କରୁ ନଥିବା ବେଳେ କିଛି ଖରାପ ଅଭ୍ୟାସ ପାଇଁ ସେମାନଙ୍କ ପାଖରେ ଏସବୁ ସମସ୍ୟା ଦେଖାଯିବାକୁ ଲାଗିଥାଏ । ଏହା ଏକ ସାଧାରଣ ସମସ୍ୟା ହୋଇଥିବା ବେଳେ ଯେ କୌଣସି ବୟସର ଲୋକମାନଙ୍କ ପାଖରେ ଏହି ସବୁ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନରେ ଦୁଷ୍କର୍ମର ଶିକାର ହେଲେ ୭୦ବର୍ଷୀୟା ମହିଳା

ଜୟପୁର : ରାଜସ୍ଥାନରେ ଜଣେ ୭୦ବର୍ଷୀୟା ମହିଳା ଦୁଷ୍କର୍ମର ଶିକାର ହେବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ଗିରଫ କରି ପୁଲିସ କୋର୍ଟ ଚାଲଣ କରିଥିବା ବେଳେ ଅଭିଯୁକ୍ତ ନିଶାଗ୍ରସ୍ତ ଅବସ୍ଥାରେ ଏଭଳି ଅପରାଧ କରିଥିବା କହିଛନ୍ତି ପୀଡ଼ିତା ।…
ଅଧିକ ଖବର ଦେଖନ୍ତୁ...

ହିମାନ୍ସଙ୍କ ପରେ ଏହି ଯୁବକଙ୍କୁ ଡେଟ୍‌ କରୁଛନ୍ତି ନେହା କକ୍କର, ଜୋର୍‌ ଧରିଲା ଚର୍ଚ୍ଚା

ମୁମ୍ବାଇ : ବଲିଉଡ୍‌ ଅଭିନେତା ହିମାନ୍ସ କୋହଲୀଙ୍କ ସହ ବ୍ରେକ୍‌ଅପ୍‌ ହେବା ପରେ ଭାଙ୍ଗି ପଡ଼ିଥିଲେ କଣ୍ଠଶିଳ୍ପୀ ନେହା କକ୍କର । ଇନ୍‌ଷ୍ଟାରେ ବିଭିନ୍ନ ପୋଷ୍ଟ କରି ସେ ନିଜର ଦୁଃଖ ଜାହିର କରିଥିବା ଦେଖା ଯାଇଥିଲା । ଅବସାଦଗ୍ରସ୍ତ ହୋଇଯିବା ସହ ଅନେକ ଲାଇଭ୍‌ ସୋ’ରେ ତାଙ୍କୁ କାନ୍ଦିବାର ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର: ଏମ୍‌ସ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ରହିଛି। ଏମ୍‌ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ବିଗିଡ଼ିବାରୁ ଆଜି ସକାଳେ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ମାତ୍ର ସନ୍ଧ୍ୟାରେ ସେ ଅଧିକ ଅସୁସ୍ଥ ହୋଇଯାଇଥିଲେ। ତେଣୁ ତାଙ୍କୁ ଏବେ…
ଅଧିକ ଖବର ଦେଖନ୍ତୁ...

ବାପା ଜାଗୁଆର ଗାଡ଼ି ନ ଦେବାରୁ ନଦୀରେ ବିଏମ୍‌ଡବ୍ଲ୍ୟୁ କାର୍‌ ଭସାଇ ଦେଲା ପୁଅ

ଚଣ୍ଡିଗଡ଼ : ହରିୟାଣାର ଯମୁନାନଗରରେ ଜଣେ ଯୁବକ କରିଥିବା କାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବାପା ଜାଗୁଆର ଗାଡ଼ି ନ ଦେବାରୁ ପୁଅ ବିଏମ୍‌ଡବ୍ଲ୍ୟୁ କାର୍‌ ନଦୀରେ ଭସାଇଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ କିଛି ବାଟ ଯିବା ପରେ କାର୍‌ଟି ଫସି ଯାଇଥିଲା । ଯାହାକୁ ଏବେ ପାଣି…
ଅଧିକ ଖବର ଦେଖନ୍ତୁ...

‘ମିଶନ ମଙ୍ଗଲ’ ନୁହେଁ ‘ମଙ୍ଗଲ ମହିଳା ମଣ୍ଡଲ’ ଥିଲା ଫିଲ୍ମର ନାଁ, ପରେ ଏଭଳି ବଦଳି ଯାଇଥିଲା ଫିଲ୍ମର ଟାଇଟେଲ

ମୁମ୍ବାଇ : ବଲିଉଡ୍‌ ଫିଲ୍ମ ‘ମିଶନ ମଙ୍ଗଲ’କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି । ଫିଲ୍ମର ଟ୍ରେଲର ରିଲିଜ୍‌ ପରେ ଫିଲ୍ମ ଦେଖିବାକୁ ଲୋକମାନଙ୍କ ମନରେ ଉତ୍ସାହ ବଢ଼ି ଯାଇଥିବା ଦେଖାଯାଇଛି । ମୁଖ୍ୟ ଭୂମିକାରେ ଅକ୍ଷୟ କୁମାରଙ୍କ ସମେତ ତାପ୍‌ସୀ ପନ୍ନୁ, ସୋନାକ୍ଷୀ ସିହ୍ନା, ବିଦ୍ୟା ବାଲାନ…
ଅଧିକ ଖବର ଦେଖନ୍ତୁ...

ଝିଅ ଜନ୍ମ ହେବାରୁ ପ୍ରସବ ପରେ ଶୌଚାଳୟରେ ଛାଡ଼ି ଚାଲିଗଲା ମା’, ତା’ ପରେ……

ଥାନେ : ମହାରାଷ୍ଟ୍ରର ଥାନେରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ପ୍ରସବ ପରେ ଶିଶୁ କନ୍ୟା ଜନ୍ମ ହେବାରୁ ଜନ୍ମ କଲା ମା’ ନବଜାତକୁ ଶୌଚାଳୟରେ ଛାଡ଼ି ଚାଲିଯିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି । ଜଣେ ମହିଳା ଶୌଚାଳୟକୁ ଯାଇଥିବା ବେଳେ ଶିଶୁର କାନ୍ଦଣା…
ଅଧିକ ଖବର ଦେଖନ୍ତୁ...

ହୃଦ୍‌ଘାତର ଶିକାର ହୋଇ ଚିକିତ୍ସିତ ହେଉଥିବା ସହକଳାକାରଙ୍କ ମେଡିକାଲ ବିଲ୍‌ ଭରିଲେ ସଲମାନ

ମୁମ୍ବାଇ : ଅଭିନୟ ସହ ନିଜର ଦୟାଳୁ ହୃଦୟ ପାଇଁ ଅନେକ ସମୟରେ ଲୋକଙ୍କ ପ୍ରଶଂସାର ପାତ୍ର ହୋଇଥାନ୍ତି ଅଭିନେତା ସଲମାନ ଖାନ୍‌ । ଏବେ ପୁଣି ସେ ନିଜର ଜଣେ ସହ କଳାକାରଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି । ସୂଚନା ମୁତାବକ, ‘ଦବଙ୍ଗ’ରେ ପିଚ୍‌କାରୀ ଯାଦବ ଚରିତ୍ରରେ ନଜର ଆସିଥିବା…
ଅଧିକ ଖବର ଦେଖନ୍ତୁ...