Daily Archives

August 10, 2019

ଅଗଷ୍ଟ ୧୩ ଯାଏଁ ଟିଟିଲାଗଡ଼-ରାୟଗଡ଼ା ମଧ୍ୟରେ ୩ ଟ୍ରେନ୍‌ ବାତିଲ

ଭୁବନେଶ୍ୱର: ଟ୍ରେନ୍‌ ଓ ଯାତ୍ରୀମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ଟିଟିଲାଗଡ଼-ରାୟଗଡ଼ା ସେକ୍ସନରେ କିଛି ଟ୍ରେନ୍‌କୁ ବାତିଲ ଓ କିଛି ଟ୍ରେନ୍‌କୁ ଆଂଶିକ ବାତିଲ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ସେକ୍ସନ ଅଧିନରେ ଥିବା ବିଭିନ୍ନ ସମସ୍ୟା ନେଇ ପୂର୍ବତଟ…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ସ୍ପାଇସ୍‌ଜେଟ୍‌ର ଦୁଇ ପାଇଲଟ୍‌ଙ୍କ ଲାଇସେନ୍ସ ରଦ୍ଦ କଲା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ

ନୂଆଦିଲ୍ଲୀ : ସ୍ପାଇସ୍‌ଜେଟ୍‌ର ଦୁଇ ପାଇଲଟ୍‌ଙ୍କୁ ନିଲମ୍ବିତ କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ । ଦୁଇ ଜଣଙ୍କୁ ବର୍ଷକ ପାଇଁ ନିଲମ୍ବିତ କରାଯାଇଥିବା ଜଣା ପଡ଼ିଛି । ଜୁଲାଇ ୨, ୨୦୧୯ରେ ଦୁହେଁ କରିଥିବା ଭୁଲ ପାଇଁ ତାଙ୍କୁ ଏବେ ଦଣ୍ଡ ଦିଆଯାଇଛି । Directorate General of…
ଅଧିକ ଖବର ଦେଖନ୍ତୁ...

ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏହି ସବୁ ଖାଦ୍ୟ

ଶରୀରକୁ ବିଭିନ୍ନ ପ୍ରକାରର ରୋଗରୁ ଦୂରେଇ ରଖିବା ପାଇଁ ହେଲେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିତାନ୍ତ ଆବଶ୍ୟକ । ଯଦି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିବାକୁ ଲାଗେ ତେବେ ତାହା ଶରୀରକୁ ରୋଗଗ୍ରସ୍ତ କରାଇଥାଏ । ରୋଗ ପ୍ରତିରୋଧକ ଶକ୍ତିକୁ ଠିକ୍‌ ରଖିବା ସହ ପ୍ରତିଦିନର ଖାଦ୍ୟରେ…
ଅଧିକ ଖବର ଦେଖନ୍ତୁ...

ପୂର୍ବ ବିଜେପି ବିଧାୟକଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ବୋହୂ, ବନ୍ଧୁକ ମୁନରେ କରିଥିଲେ ଦୁଷ୍କର୍ମ

ନୂଆଦିଲ୍ଲୀ : ଦିଲ୍ଲୀର ମୁଣ୍ଡକା ଓ ନାଙ୍ଗଲୋଇରୁ ବିଜେପିର ପୂର୍ବତନ ବିଧାୟକ ମନୋଜ ସୌକିନ୍‌ଙ୍କ ଉପରେ ତାଙ୍କ ବୋହୂ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି । ମନୋଜ ନିଜ ବୋହୂ ସହ ଦୁଷ୍କର୍ମ କରିଥିବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଘଟଣାଟି ଡିସେମ୍ବର ୩୧, ୨୦୧୮ ରାତିରେ ଘଟିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ସୋନିଆ ଗାନ୍ଧି ହେଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ

ନୂଆଦିଲ୍ଲୀ: ସୋନିଆ ଗାନ୍ଧିଙ୍କୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ପାଇଁ ମନୋନୀତ କରାଯାଇଛି। କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଶନିବାର ଏହି ନିଷ୍ପତ୍ତି ହୋଇଛି। ଦଳ ପାଇଁ ନୂତନ ଅଧ୍ୟକ୍ଷ ନିଯୁକ୍ତ ହେବାଯାଏଁ ସୋନିଆଙ୍କ ହାତରେ କଂଗ୍ରେସର ଦାୟିତ୍ୱ ରହିବ। ଜମ୍ମୁ କଶ୍ମୀରକୁ ନେଇ ଓ୍ଵାୟନାଡ…
ଅଧିକ ଖବର ଦେଖନ୍ତୁ...

ପ୍ରଭାସଙ୍କୁ ନେଇ ନିଜ ମନ କଥା କହିଲେ ଶ୍ରଦ୍ଧା କପୁର

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ଓ ସାଉଥ୍‌ ସୁପରଷ୍ଟାର ପ୍ରଭାସ ପ୍ରଥମ ଥର ପାଇଁ ସାଥୀରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମ ‘ସାହୋ’ରେ ଦୁହିଁଙ୍କ ରୋମାନ୍ସ ଦେଖିବାକୁ ମିଳିବା ସହ ଫିଲ୍ମଟି ଅଗଷ୍ଟ ୩୦ରେ ରିଲିଜ୍‌ ହେବ । ତେବେ ଫିଲ୍ମ ରିଲିଜ୍‌ ପୂର୍ବରୁ ଶ୍ରଦ୍ଧା କପୁର…
ଅଧିକ ଖବର ଦେଖନ୍ତୁ...

୧୫୦ଫୁଟ ଉପରୁ ଡେଇଁଲେ ୟୁଟ୍ୟୁବର, ଠିକ୍‌ ସମୟରେ ପାରାଚ୍ୟୁଟ୍‌ ନ ଖୋଲିବାରୁ ହେଲା ମୃତ୍ୟୁ

ନୂଆଦିଲ୍ଲୀ : ୧୫୦ଫୁଟ ଉପରୁ ଡେଇଁ ଜଣେ ୟୁଟ୍ୟୁବରଙ୍କ ମୃତ୍ୟୁ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ୟୁଟ୍ୟୁବର ରୁବେନ କାର୍ବୋନେଲ ତଳକୁ ଡେଇଁବା ପରେ ଠିକ୍‌ ସମୟରେ ତାଙ୍କର ପାରାଚ୍ୟୁଟ୍‌ ଖୋଲି ନଥିଲା । ଯାହା ଫଳରେ ସେ ଏଭଳି ଦୁର୍ଘଟଣାର ଶିକାର ହୋଇଥିଲେ ବୋଲି ଜଣା ପଡ଼ିଛି । ୨୯ବର୍ଷୀୟ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ଭାରତୀୟ ସିନେମା ଉପରେ ପ୍ରତିବନ୍ଧକ ଲଗାଇବା ପରେ ଫିଲ୍ମ ନିର୍ମାତା ରାହୁଲ କହିଲେ; ଆତଙ୍କବାଦୀଙ୍କ ଉପରେ…

ମୁମ୍ବାଇ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏ ନେଇ ପାକିସ୍ତାନ ବିରୋଧ ପ୍ରଦର୍ଶନ ଆରମ୍ଭ କରିଛି । ଉଚ୍ଛେଦର ପ୍ରଥମ ଦିନ ଏହାକୁ ନେଇ ରାଜନୀତି ସରଗରମ ରହିଥିବା ବେଳେ ଗୁରୁବାର ପାକିସ୍ତାନ ଭାରତୀୟ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇଥିଲା । ତେବେ ପାକିସ୍ତାନର ଏଭଳି ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ଭାଇରାଲ ହେଲା ଭିଡିଓ: କଶ୍ମୀରରେ ମଦ ଦୋକାନ ଖୋଲିବାକୁ ମୋଦୀ ସରକାରଙ୍କୁ ଅପିଲ କଲେ ଯୁବକ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ ହେବା ନେଇ ଐତିହାସିକ ଘୋଷଣା କରାଯିବା ପରେ ସାରା ଦେଶରେ ଏ ନେଇ ମୋଦୀ ସରକାରଙ୍କୁ ଲୋକେ ପ୍ରଶଂସା କରିବାରେ ଲାଗିଛନ୍ତି । ସ୍ୱାଧୀନତା ପରେ ଏହା ସବୁଠାରୁ ବଡ଼ ରାଜନୈତିକ ନିଷ୍ପତ୍ତି ଥିଲା ବୋଲି କୁହାଯାଉଥିବା ବେଳେ ଏ ମଧ୍ୟରେ ଜଣେ କଶ୍ମୀର…
ଅଧିକ ଖବର ଦେଖନ୍ତୁ...

ସୋନାକ୍ଷୀ ଓ ପରିଣୀତିକୁ ନେଇ କେଆର୍‌କେଙ୍କ ଟୁଇଟ୍‌; ଦୁହେଁ ସାଥୀରେ ଫିଲ୍ମ କଲେ ଜଣା ପଡ଼ିବ କିଏ ସବୁଠାରୁ ଖରାପ…

ମୁମ୍ବାଇ : ବିବାଦୀୟ ଅଭିନେତା ଭାବେ ଜଣାଶୁଣା କମାଲ ଆର୍‌ ଖାନ୍‌ ଏବେ ପୁଣି ଥରେ ବିବାଦୀୟ ଟୁଇଟ୍‌ କରିଥିବା ଜଣା ପଡ଼ିଛି । ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଓ ପରିଣୀତି ଚୋପ୍ରାଙ୍କୁ ନେଇ କେଆର୍‌କେ କରିଥିବା ଟୁଇଟ୍‌ ଏବେ ଚର୍ଚ୍ଚାରେ ରହିଛି । Parineeti and Sonakshi should…
ଅଧିକ ଖବର ଦେଖନ୍ତୁ...