Daily Archives

August 11, 2019

ସୋନିଆ ଗାନ୍ଧି ନିଜେ ପ୍ରଧାନମନ୍ତ୍ରୀ ନ ହୋଇ ପ୍ରଧାନମନ୍ତ୍ରୀ ତିଆରି କରନ୍ତି: ଜୟଦେବ ଜେନା

ଭୁବନେଶ୍ୱର: ସୋନିଆ ଗାନ୍ଧି ନିଜେ ପ୍ରଧାନମନ୍ତ୍ରୀ ନ ହୋଇ ପ୍ରଧାନମନ୍ତ୍ରୀ ତିଆରି କରନ୍ତି ବୋଲି ଓଡ଼ିଶା କଂଗ୍ରେସ ପ୍ରଦେଶ କମିଟି (ପିସିସି)ର ପୂର୍ବତନ ସଭାପତି ଜୟଦେବ ଜେନା ନିଜର ପ୍ରତିକ୍ରିୟା ଦେଇଛନ୍ତି। ସୋନିଆ ଗାନ୍ଧି ଏଆଇସିସି ଅନ୍ତରୀଣ ଅଧ୍ୟକ୍ଷ ହେବାକୁ ରାଜି ହେବା ପ୍ରସଙ୍ଗରେ ଜୟଦେବ…
ଅଧିକ ଖବର ଦେଖନ୍ତୁ...

କ୍ୟାବ୍‌ ବୁକ୍‌ ହୋଇ ସାରିବା ପରେ ସେବା ପ୍ରଦାନ କରିବାକୁ ମନା କଲେ ୧,୦୦୦ଟଙ୍କା ଜରିମାନା ଦେବ କମ୍ପାନୀ

ଭୋପାଳ : ମଧ୍ୟପ୍ରଦେଶ ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ମୋବାଇଲ ଫୋନ ଆପ୍‌ ଆଧାରିତ କ୍ୟାବ୍‌ ସେବା ସଞ୍ଚାଳନ କରୁଥିବା କମ୍ପାନୀ ପାଇଁ ଖୁବ୍‌ ଶୀଘ୍ର ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି ମଧ୍ୟପ୍ରଦେଶ ସରକାର । ଏହି ନିୟମ ଲାଗୁ ହେବା ପରେ, ଯଦି କୌଣସି ଚାଳକ ବୁକିଂ ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

୮ଘଣ୍ଟାରୁ ଅଧିକ ଶୋଉଛନ୍ତି କି? ହୋଇଯାନ୍ତୁ ସାବଧାନ

ଶରୀରକୁ ଠିକ୍‌ ରଖିବା ପାଇଁ ସୁନିଦ୍ରା ଏକାନ୍ତ ଆବଶ୍ୟକ । ଜଣେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଚାହୁଁଥିଲେ ୬ରୁ ୮ଘଣ୍ଟା ଶୋଇବା ଉଚିତ୍‌ । କିଛି ଲୋକ ୬ରୁ ୮ଘଣ୍ଟା ଶୋଉଥିବା ବେଳେ କିଛି ଲୋକ ୮ଘଣ୍ଟାରୁ ଅଧିକ ଶୋଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି, କେବଳ କମ ଶୋଇବା ଦ୍ୱାରା ନୁହେଁ…
ଅଧିକ ଖବର ଦେଖନ୍ତୁ...

୨ୟ ଦିନିକିଆ: ବିରାଟ କୋହଲିଙ୍କ ଶତକ, ୱେଷ୍ଟଇଣ୍ଡିଜ୍‌କୁ ୨୮୦ ରନ୍‌ ଟାର୍ଗେଟ ଦେଲା ଭାରତ 

ପୋର୍ଟ ଅଫ ସ୍ପେନ୍‌: ବର୍ଷା ବାଧିତ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ଶତକ ବଳରେ ଭାରତ ରବିବାର ୱେଷ୍ଟଇଣ୍ଡିଜ୍‌କୁ ୨୮୦ ରନ୍‌ ଟାର୍ଗେଟ ଦେଇଛି। ତ୍ରିନିଦାଦର ପୋର୍ଟ ଅଫ୍‌ ସ୍ପେନ୍‌ସ୍ଥିତ କୁଇସ୍‌ ପାର୍କ ଓଭାଲ ଷ୍ଟାଡିୟମରେ ରବିବାର ଟସ୍‌ ଜିଣି ଭାରତ ପ୍ରଥମେ ବ୍ୟାଟିଂ…
ଅଧିକ ଖବର ଦେଖନ୍ତୁ...

୩ମାସ ହେଲା ଦରମା ଦେଇ ନଥିଲେ, ମାଗିବାରୁ କର୍ମଚାରୀକୁ ହତ୍ୟା କଲା ମାଲିକ

ଗୁରୁଗ୍ରାମ : ଶନିବାର ଗୁରୁଗ୍ରାମରେ ରହୁଥିବା ଜଣେ ମାଲିକ ନିଜ କର୍ମଚାରୀକୁ ହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ଅଭିଯୁକ୍ତ ପୀଡ଼ିତକୁ ୩ମାସ ହେଲା ଦରମା ଦେଉ ନଥିଲା ମାଲିକ । ଦରମା ନେଇ ଘରକୁ ବୁଲି ଯିବା କଥା କହିବା ପରେ ରାଗରେ ଅଭିଯୁକ୍ତ ମାଲିକ ପୀଡ଼ିତଙ୍କୁ ହତ୍ୟା କରିଥିବା ଜଣା…
ଅଧିକ ଖବର ଦେଖନ୍ତୁ...

ବିଭୋରଙ୍କ ସହ ନାଁ ଯୋଡ଼ାଯିବା ପରେ ନେହାଙ୍କ ପ୍ରତିକ୍ରିୟା; ଏଭଳି ମିଛ ଚର୍ଚ୍ଚା କରି ଜଣଙ୍କୁ ଆତ୍ମହତ୍ୟା କରିବାକୁ…

ମୁମ୍ବାଇ : ବଲିଉଡ୍‌ ଅଭିନେତା ହିମାନ୍ସ କୋହଲୀଙ୍କ ସହ ବ୍ରେକ୍‌ଅପ୍‌ ହେବା ପରେ କଣ୍ଠଶିଳ୍ପୀ ନେହା କକ୍କର ଇଣ୍ଡିଆନ ଆଇଡୋଲର ପ୍ରତିଯୋଗୀଙ୍କୁ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । କିଛି ଦିନ ପୂର୍ବରୁ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଇଣ୍ଡିଆନ ଆଇଡୋଲର ପ୍ରତିଯୋଗୀ ବିଭୋର,…
ଅଧିକ ଖବର ଦେଖନ୍ତୁ...

ପରୀକ୍ଷା ଦିନ ନାତି ଶୋଇ ରହିବାରୁ ପୁଲିସକୁ ଡ଼ାକିଲେ ଜେଜେ ମା’, ତା’ ପରେ……

ନୂଆଦିଲ୍ଲୀ : ସାଧାରଣତଃ ଭାବରେ ଆମେ କୌଣସି ଅପରାଧ ବା ଝଗଡ଼ା ହେଲେ ପୁଲିସକୁ ଫୋନ କରିଥାଉ । ପୁଲିସ ଆସି ଝଗଡ଼ାର ସମାଧାନ କରିଥାଏ ବା ହତ୍ୟା କରିଥିବା ଅଭିଯୁକ୍ତ ଗିରଫ କରିଥାଏ । କିନ୍ତୁ ଥାଇଲାଣ୍ଡରେ ଜଣେ ବୃଦ୍ଧା କରିଥିବା କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନାତି ଶୋଇକରି ନ ଉଠିବାରୁ…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ୫୦ଲକ୍ଷରୁ ବଢ଼ି ୧କୋଟି ହେଲା ବିଗ୍‌ ବସ୍‌ର ପୁରସ୍କାର ରାଶି

ମୁମ୍ବାଇ : କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ଛୋଟ ପରଦାର ସବୁଠାରୁ ଲୋକପ୍ରିୟ ରିୟାଲିଟି ସୋ’ ବିଗ୍‌ ବସ୍‌ । ଦର୍ଶକେ ନିଜ ନିଜ ପସନ୍ଦର ସେଲିବ୍ରିଟିମାନଙ୍କୁ ଦେଖିବା ପାଇଁ ଅନାଇ ବସିଛନ୍ତି । ବିଗ୍‌ ବସ୍‌ ଘରକୁ ଯିବା ପରେ ସେଠାରେ ହେଉଥିବା ଡ୍ରାମା, ଝଗଡ଼ା ଓ ପ୍ରେମ ସୋ’ର ଟିଆର୍‌ପିକୁ…
ଅଧିକ ଖବର ଦେଖନ୍ତୁ...

ଫେସ୍‌ବୁକ୍‌ ଲାଇଭ୍‌ କରି ଆତ୍ମହତ୍ୟା କଲେ ଯୁବକ, ଶେଷ ମେସେଜ ଥିଲା ମୁଁ ହାରିଗଲି

ନୂଆଦିଲ୍ଲୀ : ଦିଲ୍ଲୀ ମେଟ୍ରୋରେ କାମ କରୁଥିବା ଜଣେ ୨୭ବର୍ଷୀୟ ଯୁବକ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ଫେସ୍‌ବୁକ୍‌ ଲାଇଭ୍‌ କରି ଶୁଭଙ୍କର ଚକ୍ରବର୍ତ୍ତି ନାମକ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ପୂର୍ବରୁ ତାଙ୍କର ଶେଷ କଥା ଥିଲା ମୁଁ ହାରିଗଲି । ତେବେ ଭିଡିଓ ଦେଖି…
ଅଧିକ ଖବର ଦେଖନ୍ତୁ...

ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ କୋହଲିଙ୍କ ଶତକ-ଆୟରଙ୍କ ଅର୍ଦ୍ଧଶତକ, ଭାରତର ସ୍କୋର ୨୧୨/୩

ପୋର୍ଟ ଅଫ ସ୍ପେନ୍‌: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଦିନିକିଆର ନିଜ କ୍ୟାରିୟରର ୪୨ତମ ଶତକ ରବିବାର ହାସଲ କରିଛନ୍ତି। କୋହଲି ୧୧୨ଟି ବଲ ଖେଳି ଏହା ହାସଲ କରିଛନ୍ତି। ଏଥିରେ ୧୦ଟି ଚୌକା ଓ ଗୋଟିଏ ଛକା ସାମିଲ ଅଛି। କୋହଲି ୨୩୯ତମ ଦିନିକିଆରେ ୨୩୦ତମ…
ଅଧିକ ଖବର ଦେଖନ୍ତୁ...