Daily Archives

August 11, 2019

ଭାରତ-ପାକ୍‌ ମଧ୍ୟରେ ଅଶାନ୍ତିର ବାତାବରଣ ସମୟରେ ପାକ୍‌ରେ ଗୀତ ଗାଇ ବିବାଦରେ ମିକା

ମୁମ୍ବାଇ : ଗତ ମଙ୍ଗଳବାର ଜମ୍ମ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇଥିଲା । ସ୍ୱାଧୀନତା ପରେ ଏହା ସବୁଠାରୁ ବଡ଼ ଐତିହାସିକ ନିଷ୍ପତ୍ତି ବୋଲି କୁହାଯାଉଥିବା ବେଳେ ଏହାକୁ ନେଇ ଭାରତ-ପାକ୍‌ ମଧ୍ୟରେ ପୁଣି ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥିଲା । ଏମିତି କି ପାକିସ୍ତାନ ଭାରତୀୟ ଫିଲ୍ମ ଉପରେ…
ଅଧିକ ଖବର ଦେଖନ୍ତୁ...

ବିବାହର ପ୍ରତିଶ୍ରୁତି ଦେଇ ବିଧବାଙ୍କୁ ଦୁଷ୍କର୍ମ, ଗର୍ଭବତୀ ପରେ ଅଭିଯୁକ୍ତ ଫେରାର!

ଲକ୍ଷ୍ମୀପୁର: ବିବାହର ପ୍ରତିଶ୍ରୁତି ଦେଇ ଜଣେ ଅଟୋଚାଳକ ବିଧବାଙ୍କୁ ୪ମାସର ଗର୍ଭବତୀ କରାଇବା ପରେ ଧକ୍କା ଦେଇ ଫେରାର୍‌ ହୋଇଯିବା ଘଟଣା ଲକ୍ଷ୍ମୀପୁର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଠି କରିଛିା ମହିଳା ଏବେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଲକ୍ଷ୍ମୀପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତିା…
ଅଧିକ ଖବର ଦେଖନ୍ତୁ...

ମାତା-ପିତାଙ୍କୁ ହତ୍ୟା ଧମକ ମିଳିବା ପରେ ଟୁଇଟ୍‌ର ଛାଡ଼ିବାକୁ ନିଷ୍ପତ୍ତି ନେଲେ ଅନୁରାଗ କଶ୍ୟପ

ମୁମ୍ବାଇ : ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ଅନେକ ସମୟରେ କେନ୍ଦ୍ର ସରକାର ଓ ବିଜେପି ବିରୋଧରେ ଆଲୋଚନା କରୁଥିବାର ଦେଖାଯାଏ । ଏ ନେଇ ତାଙ୍କୁ ପୂର୍ବରୁ ହତ୍ୟା ଧମକ ମଧ୍ୟ ମିଳିଛି । କିନ୍ତୁ ଏବେ ତାଙ୍କ ମାତା-ପିତାଙ୍କୁ ହତ୍ୟା ଧମକ ମିଳିବା ସହ ଝିଅକୁ ଦୁଷ୍କର୍ମର ଧମକ ମିଳିବା ପରେ ସେ…
ଅଧିକ ଖବର ଦେଖନ୍ତୁ...

ଘୁଷୁରୀ ଓ ଗୋମାଂସ ଡେଲିଭର କରିବାକୁ ବାଧ୍ୟ କରୁଛି ଜୋମାଟୋ, ସୋମବାରରୁ ଅନିଶ୍ଚିତ କାଳ ପାଇଁ ଆନ୍ଦୋଳନ କରିବେ ଡେଲିଭରୀ…

କୋଲକାତା : ପଶ୍ଚିମବଙ୍ଗର ହାଓ୍ଵଡାରେ ଥିବା ଜୋମାଟୋର ଡେଲିଭରୀ ଅଧିକାରୀମାନେ ସୋମବାରରୁ ଅନିଶ୍ଚିତ କାଳ ପାଇଁ ଆନ୍ଦୋଳନ ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି । ଇଚ୍ଛା ବିରୋଧରେ କମ୍ପାନୀ ଡେଲିଭରୀ ବଏମାନଙ୍କୁ ଗୋମାଂସ ଓ ଘୁଷୁରୀ ମାଂସ ଡେଲିଭର କରିବାକୁ ବାଧ୍ୟ କରୁଥିବାରୁ ସେମାନେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପ୍ରଭୁଙ୍କ ଆାରାଧନାରେ ମନକୁ ଶାନ୍ତି ମଳିବ। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ବ୍ୟବସାୟରେ ପୂର୍ବରୁ ହୋଇଥିବା ଫଇସଲା ଲାଭପ୍ରଦ ହେବ। ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ। ଛାତ୍ରଛାତ୍ରୀଙ୍କର ଅଧୢୟନରେ ମନ ଲାଗିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ହର ପାର୍ବତୀ। ବୃଷ:…
ଅଧିକ ଖବର ଦେଖନ୍ତୁ...

ନୌସେନା ଅଧିକାରୀଙ୍କ ଏକ ଟିମ୍‌ କଣ୍ଟାଯୁକ୍ତ ବାଡ ଓ ବିଜୁଳି ଲାଇନ୍‌ ପାର କରି ସେନା ପରିବାରକୁ ବଞ୍ଚାଇବା ପାଇଁ ଦେବଦୂତ…

ନୂଆଦିଲ୍ଲୀ: ବେଲଗାବି ଜିଲ୍ଲାର ଚନ୍ଦୁର ଗ୍ରାମ ବନ୍ୟା ପ୍ରଭାବରେ ଜଳବନ୍ଦୀରେ ରହିଛି। ଚନ୍ଦୁର ଗ୍ରାମରେ ସେନା ପରିବାର ବନ୍ୟା ଜଳରେ ଫସି ଯାଇଥିଲେ। ତେବେ ଏଖବର ପାଇବା ପରେ ନୌସେନା ଅଧିକାରୀର ଏକ ଟିମ୍‌ ସେନା ପରିବାରକୁ ବଞ୍ଚାଇବା ପାଇଁ ପଡ଼ିଆ, ଗହମ କ୍ଷେତ, କଣ୍ଟାଯୁକ୍ତ ବାଡ ଓ ବିଜୁଳି…
ଅଧିକ ଖବର ଦେଖନ୍ତୁ...

କାଳିଆ ଡୋରିରେ ବାନ୍ଧିହୋଇଗଲେ ଆରତୀ, ବଦଳାଇଲେ ଆତ୍ମହତ୍ୟା ନିଷ୍ପତ୍ତି

ଜୟପୁର: ମାସେ ପରେ ଘରକୁ ଫେରିଲା ମା’ । ଆତ୍ମହତ୍ୟା କରିବାକୁ ଘର ଛାଡିଥିଲେ । ହେଲେ ପୁରୀ ଯାଇ କାଳିଆ ଦର୍ଶନ କରିବା ପରେ ବଦଳିଗଲା ଆତ୍ମହତ୍ୟା କରିବାର ନିଷ୍ପତ୍ତି । ମାସେ ପରେ ପରିବାର ସହିତ ବଂଚିବାକୁ ଘରକୁ ଫେରିଆସିଲେ । ଜୟପୁରରୁ ଆସିଥିବା ଆରତୀ ମିଶ୍ରଙ୍କ ଏହି କାହାଣୀ ଏବେ ପୁରା…
ଅଧିକ ଖବର ଦେଖନ୍ତୁ...

ହସ୍‌ପିଟାଲରେ ଅଭାବନୀୟ କାଣ୍ଡ: ଆଟେଣ୍ଡାଣ୍ଟ ମାଡ଼ରେ ଚିକିତ୍ସାଧୀନ ରୋଗୀ ଗୁରୁତର, ଅଭିଯୁକ୍ତ ଥାନାରେ ଅଟକ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ରବିବାର ଅଭାବନୀୟ କାଣ୍ଡ ଘଟିଛି। ଏଠାରେ ଜଣେ ଆଟେଣ୍ଡାଣ୍ଟଙ୍କ ମାଡ଼ରେ ଜଣେ ରୋଗୀ ଗୁରୁତର ହୋଇଛନ୍ତି। ସୁଚନା ଅନୁସାରେ ଆନନ୍ଦପୁର ମୁଖିସାହିର ଗୌତମ ମୁଖି(୩୦)ଙ୍କୁ ଅସୁସ୍ଥତା ଯୋଗୁ ଶନିବାର ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଯୋଗୁଁ ଫେରିଲେ ଫସିଥିବା ୧୦ ଓଡ଼ିଆ ଯୁବକ 

ଭୁବନେଶ୍ୱର: ଗୋଟିଏ ଟ୍ୱିଟ ଯୋଗୁଁ ଓଠରେ ଖେଳିଛି ହସ | ଏହି କାହାଣୀ ଏମିତି କିଛି ଓଡ଼ିଆ ଯୁବକଙ୍କର ଯେଉଁମାନେ ଦିନେ ବୁଲିବାକୁ ଯାଇ ଫସିଯାଇଥିଲେ | ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକ୍ରମେ ଫେରିଆସିଛନ୍ତି ୧୦ ଜଣ ଓଡ଼ିଆ ଯୁବକ | ଏହି ଯୁବକମାନେ ଥାଇଲାଣ୍ଡ ବୁଲିବାକୁ…
ଅଧିକ ଖବର ଦେଖନ୍ତୁ...

ବଦଳିଲା ସମସ୍ତ ସରକାରୀ ବ୍ୟାଙ୍କ ଖୋଲିବାର ସମୟ !

ନୂଆଦିଲ୍ଲୀ: ଏଣିକି  ସମସ୍ତ ସରକାରୀ ବ୍ୟାଙ୍କ ୧୦ଟା ପରିବର୍ତ୍ତେ ସକାଳ ୯ଟାରେ ଖୋଲିବ । ସାଧାରଣତଃ ସରକାରୀ ବ୍ୟାଙ୍କଗୁଡିକ (PSU Banks)ର କାମକାର୍ଯ୍ୟ ସକାଳ ୧୦ଟା ପରେ ହିଁ ଆରମ୍ଭ ହୋଇଥାଏ । ଯାହାକୁ ନଜରରେ ରଖି ଅର୍ଥ ମନ୍ତ୍ରାଳୟର ବ୍ୟାଙ୍କିଂ ଡିଭିଜନ ପକ୍ଷରୁ ନିଷ୍ପତି ନିଆଯାଇଛି କି…
ଅଧିକ ଖବର ଦେଖନ୍ତୁ...