Daily Archives

August 12, 2019

ସରକାରୀ ସ୍କିମଗୁଡିକର ଲାଭ ଉଠାଇବାକୁ ଉଦ୍ୟୋଗୀଙ୍କୁ ଶିଳ୍ପ ନିର୍ଦେଶକଙ୍କ ଆହ୍ୱାନ

ଭୁବନେଶ୍ୱର: ରାଜ୍ୟ ଶିଳ୍ପ ନିର୍ଦେଶକ ପ୍ରଣବ ଜ୍ୟୋତି ନାଥ କହିଛନ୍ତି ଯେ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା (ଏମ୍ଏସ୍ଏମ୍ଇ)ଗୁଡ଼ିକୁ   ପ୍ରକୋରମେଣ୍ଟ     କ୍ଷେତ୍ରରେ ବହୁତ ଭଲ କାମ କରୁଛନ୍ତି । ମାତ୍ର ସରକାରୀ ସ୍କିମଗୁଡ଼ିକର ଲାଭ ହାସଲ କରିବାରେ ସେମାନେ ଏତେଟା ସକ୍ରିୟ ନାହାନ୍ତି ।…
ଅଧିକ ଖବର ଦେଖନ୍ତୁ...

ଏହି ୪ଟି ଅଙ୍ଗକୁ ଆଙ୍ଗୁଠିରେ ବାରମ୍ବାର ଛୁଇଁବା ହୋଇପାରେ ଶରୀର ପାଇଁ ହାନିକାରକ

ମଣିଷ ସୁସ୍ଥ ରହିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିଥାଏ । କିନ୍ତୁ ବେଳେ ବେଳେ ନିଜ ଅଜାଣତରେ କିଛି ଏପରି ଭୁଲ କରି ବସିଥାଏ, ଯାହାର ପରିଣାମ ତାକୁ ପରେ ଭୋଗିବାକୁ ପଡ଼ିଥାଏ । କିଛି ଲୋକଙ୍କର ଶରୀରର ବିଭିନ୍ନ ଅଂଶକୁ ବାରମ୍ବାର ଛୁଇଁବାର ଖରାପ ଅଭ୍ୟାସ ରହିଥାଏ । ସେମାନଙ୍କର ଏହି ଖରାପ ଅଭ୍ୟାସ…
ଅଧିକ ଖବର ଦେଖନ୍ତୁ...

ଚାହୁଁ ଚାହୁଁ ବନ୍ୟା ଜଳରେ ମିଶି ଗଲା ପକ୍କା ଘର, ଭିଡିଓରେ ଦେଖନ୍ତୁ ସେ ସମୟର ଦୃଶ୍ୟ

ଡେରାଡୁନ୍‌ : ଦେଶର ଅନେକ ସ୍ଥାନରେ ଏବେ ଲଗାଣ ବର୍ଷା ଲାଗି ରହିଛି । କିଛି କିଛି ସ୍ଥାନରେ ବନ୍ୟା ପରିସ୍ଥିତି ଦେଖା ଦେଇଥିବା ବେଳେ ଲୋକମାନଙ୍କର ନିଜ ସଂପର୍କୀୟଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବର୍ଷାର ପ୍ରକୋପ କମ ହେଉ ନ ଥିବା ବେଳେ ଏହାର ପ୍ରଭାବ କେତେ ତାହାର ଅନେକ ଭିଡିଓ…
ଅଧିକ ଖବର ଦେଖନ୍ତୁ...

ବଲିଉଡ୍‌ରେ ଆରମ୍ଭ ଦିନକୁ ମନେ ପକାଇଲେ ବିଦ୍ୟା; ୩ବର୍ଷ ପର୍ଯ୍ୟନ୍ତ କାମ ମିଳି ନଥିଲା, ରାତିରେ କାନ୍ଦି କାନ୍ଦି…

ମୁମ୍ବାଇ : ‘କାହାନୀ’, ‘ଡର୍ଟି ପିକ୍‌ଚର’, ‘ଇସ୍କିଆ’, ‘ପା’, ‘ତୁହ୍ମାରୀ ଶୁଲୁ’, ‘ହମାରି ଅଧୁରୀ କାହାନୀ’ ଭଳି ଫିଲ୍ମ କରି ନିଜର ଅଭିନୟ ଦକ୍ଷତା ପ୍ରମାଣ କରିଛନ୍ତି ବିଦ୍ୟା ବାଲାନ । ଯେହେତୁ ସେ ଷ୍ଟାର୍‌ କିଡ୍‌ ନ ଥିଲେ, ସେଥିପାଇଁ ତାଙ୍କୁ ବଲିଉଡ୍‌ରେ ନିଜର ସ୍ଥାନ ସୁଦୃଢ଼ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଯୁଦ୍ଧ ପରିସ୍ଥିତି ପାଇଁ ଚିକିତ୍ସା ସମ୍ଭବ ହୋଇ ପାରୁ ନ ଥିଲା, ଇରାକ୍‌ରୁ ଭାରତ ଆସି ନୂଆ ଜୀବନ ପାଇଲେ ଦୁଇ ଶିଶୁ

ନୂଆଦିଲ୍ଲୀ : ସୋମବାର ସାରା ଦେଶର ମୁସଲମାନ ଭାଇ-ଭଉଣୀମାନେ ଇଦ୍‌ ପାଳନ କରିଥିଲେ । ଏହି ଅବସରରେ ଦୁଇ ଶିଶୁ ଇରାକ୍‌ରୁ ଆସି ଭାରତରେ ଚିକିତ୍ସିତ ହେବା ଏବଂ ସଂପୂର୍ଣ୍ଣ ସୁସ୍ଥ ହେବା ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲର ଡାକ୍ତରମାନେ ଜଣେ ଶିଶୁର ସର୍ଜରି …
ଅଧିକ ଖବର ଦେଖନ୍ତୁ...

ଗୋବିନ୍ଦାଙ୍କ ଖୁଲାସା : ମୁଁ ‘ଅବତାର’ ଫିଲ୍ମ କରିଥିଲେ ନିର୍ଦ୍ଦେଶକ-ପ୍ରଯୋଜକ ରାସ୍ତାକୁ ଚାଲି ଆସିଥାନ୍ତେ

ମୁମ୍ବାଇ : କିଛି ଦିନ ତଳେ ଗୋବିନ୍ଦାଙ୍କ ମାନସିକ ଅବସ୍ଥା ଠିକ ନ  ଥିବା ନେଇ ଚର୍ଚ୍ଚା ହୋଇଥିଲା । ଏବେ ଏଭଳି ଚର୍ଚ୍ଚା ମଧ୍ୟରେ ବଲିଉଡ୍‌ ଅଭିନେତା ଗୋବିନ୍ଦା ରିୟାଲିଟି ସୋ’ ନଚ୍‌ ବଲିଏରେ ନଜର ଆସିଥିଲେ । ସୋ’କୁ ଆସି ସେ ସୋ’ର ଜଜ୍‌ ରବିନା ଟଣ୍ଡନଙ୍କ ସହ ନିଜ ଫିଲ୍ମର ‘ଗୀତ କିସି ଡିସ୍କୋ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି :  ବସ ଜାଳିଦେଲେ ମାଓବାଦୀ

ଭୁବନେଶ୍ବର : ଆଜି ମାଲକାନଗିରି ଜିଲ୍ଲାରେ ମାଓବାଦୀମାନେ ଏକ ଯାତ୍ରୀବାହୀ ବସ ଜାଳିଦେଇଛନ୍ତି । ତେବେ ଏଥିରେ କୌଣସି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିନାହିଁ । ମିଳିଥିବା ସୂଚନା ମୁତାବକ ବସଟି ନାରାୟଣପୁରରୁ କୋଣ୍ଡଗାଁ ଯାଉଥିବାବେଳେ ଛତିଶଗଡ଼ କୋକରି ନିକଟରେ ମାଓବାଦୀମାନେ ବସ ଅଟକାଇ…
ଅଧିକ ଖବର ଦେଖନ୍ତୁ...

ବନ୍ୟା ପାଇଁ ୨.୫ କିଲୋମିଟର ପହଁରି ପ୍ରତିଯୋଗିତାରେ ଭାଗ ନେଲେ ବକ୍ସର, ଜିତିଲେ ରୌପ୍ୟ ପଦକ

ନୂଆଦିଲ୍ଲୀ : କର୍ଣ୍ଣାଟକର ବେଲଗବିରେ ରହୁଥିବା ଜଣେ ଯୁବକ ଯେଉଁ କାମ କରିଛନ୍ତି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏବେ କର୍ଣ୍ଣାଟକର ବେଲଗବିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଏ ସମୟରେ ନିଶାନ ନାମକ ଜଣେ ଯୁବକ ଏକ ବକ୍ସିଂ ପ୍ରତିଯୋଗିତାରେ…
ଅଧିକ ଖବର ଦେଖନ୍ତୁ...

ବିବାହିତ ପୁରୁଷକୁ ବିବାହ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ, କିନ୍ତୁ ଶେଷରେ ଏହି କାରଣ ପାଇଁ ବୋନି କପୁରଙ୍କୁ…

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଶ୍ରୀଦେବୀ ଓ ପ୍ରଯୋଜକ ବୋନି କପୁରଙ୍କ ବିବାହ ବଲିଉଡ୍‌ର ସବୁଠାରୁ ଚର୍ଚ୍ଚିତ ଏବଂ ବିବାଦୀୟ ବିବାହ ଥିଲା । ପ୍ରଥମ ପତ୍ନୀ ଥାଉ ଥାଉ ବୋନି କପୁର ଶ୍ରୀଦେବୀଙ୍କୁ ବିବାହ କରିଥିଲେ । ଏମିତି ବି ଚର୍ଚ୍ଚା ହୁଏ କି, ବିବାହ ପୂର୍ବରୁ ଶ୍ରୀଦେବୀ ଗର୍ଭବତୀ ଥିଲେ ।…
ଅଧିକ ଖବର ଦେଖନ୍ତୁ...

ବିନା ପୋଷାକରେ ବରଫଭର୍ତ୍ତି ଡ଼ବା ଭିତରେ ୨ଘଣ୍ଟା ବସି ବିଶ୍ୱ ରେକର୍ଡ କଲେ ଏହି ଯୁବକ

ନୂଆଦିଲ୍ଲୀ : ଜଣେ ମଣିଷ କେତେ ସମୟ ପର୍ଯ୍ୟନ୍ତ ଏକ ବରଫପୂର୍ଣ୍ଣ ଡ଼ବା ଭିତରେ ପଶି ରହି ପାରିବ? ଅଧିକରୁ ଅଧିକ ୨ମିନିଟ୍‌ । ପୁଣି  ଯଦି କେହି ବିନା ପୋଷାକରେ ବରଫପୂର୍ଣ୍ଣ ଡ଼ବା ଭିତରେ ରହିବାକୁ ଚେଷ୍ଟା କରୁଛି, ତେବେ ସେ କିଛି ସେକେଣ୍ଡ ହିଁ ଭିତରେ ରହିବ ପାରିବ । କିନ୍ତୁ ଅଷ୍ଟ୍ରିଆର ଜଣେ…
ଅଧିକ ଖବର ଦେଖନ୍ତୁ...