Daily Archives

August 12, 2019

ପ୍ରବଳ ବର୍ଷା ଯୋଗୁଁ ହରିଶଙ୍କର ପୀଠ ଝରଣାରେ ପ୍ରବଳ ବେଗରେ ମାଡିଆସିଲା ପାଣି, ଶ୍ରଦ୍ଧାଳୁ ଆତଙ୍କିତ

ଭୁବନେଶ୍ୱର : ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ଅଭାବ ରହିଥିବାବେଳେ ଆଉ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବଲାଙ୍ଗୀରର ପ୍ରସିଦ୍ଧ ଶୈବପୀଠ ହରିଶଙ୍କରରେ ଆଜି ପ୍ରବଳ ବର୍ଷା ଯୋଗୁଁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ଶ୍ରାବଣର ଶେଷ…
ଅଧିକ ଖବର ଦେଖନ୍ତୁ...

ବଲିଉଡ୍‌ରେ ଗୋଟେ ଫିଲ୍ମ ପାଇଁ ୨ କୋଟି ନିଅନ୍ତି ଶ୍ରଦ୍ଧା, ପ୍ରଥମ ଥର ‘ସାହୋ’ ପାଇଁ ମିଳିଛି ଏତେ କୋଟି ଟଙ୍କା

ମୁମ୍ବାଇ : ସୁପରହିଟ୍‌ ଫିଲ୍ମ ‘ବାହୁବଲୀ’ ପରେ ଏବେ ପ୍ରଭାସଙ୍କ ଆଉ ଏକ ସୁପରହିଟ୍‌ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି । ଅଗଷ୍ଟ ୩୦ରେ ଫିଲ୍ମ ‘ସାହୋ’ ରିଲିଜ୍‌ ହେବାକୁ ଥିବା ବେଳେ ଏହି ଫିଲ୍ମ ଜରିଆରେ ସାଉଥ୍‌ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର…
ଅଧିକ ଖବର ଦେଖନ୍ତୁ...

ଖୁବ୍‌ ଶୀଘ୍ର ଜିଓ ଲଞ୍ଚ କରିବ ‘ଜିଓ ହୋଲୋବୋର୍ଡ ଏମ୍‌ଆର୍‌ ହେଡ୍‌ସେଟ୍‌’, ଅନ୍‌ଲାଇନ୍‌ ଟ୍ରାଏଲ କରି କିଣି ପାରିବେ…

ନୂଆଦିଲ୍ଲୀ : ଏବେ ଲୋକେ ନିଜର ସମୟ ବଞ୍ଚାଇବା ପାଇଁ ଅନ୍‌ଲାଇନ୍‌ ସପିଂ କରିବାକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ଅନ୍‌ଲାଇନ୍‌ ନିଜ ମନ ପସନ୍ଦର ପୋଷାକ ଦେଖିବା ସହ ରଙ୍ଗ ଚୟନ କରି ପୋଷାକ କିଣୁଛନ୍ତି । କିନ୍ତୁ ସେମାନଙ୍କୁ ବାହାର ଦୋକାନ ଭଳି ପୋଷାକ ପିନ୍ଧି ପରୀକ୍ଷା କରିବାକୁ ସୁଯୋଗ ମିଳୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଗକୁ ବଢ଼ିବାର ଦିନଟିଏ। ରାଜନୀତିରେ ସୀମା ବଢ଼ାଇବେ। ଅପରିଚିତଙ୍କ ସହିତ ସ˚ପର୍କ ହେବ, ଯାହା ଦ୍ବାରା ଭବିଷ୍ୟତରେ ଯଥେଷ୍ଟ ଲାଭ ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ। ବୃଷ: ଦେବ ଦର୍ଶନ ଯୋଗ ରହିଛି। ଆପଣଙ୍କ ମନ ଆଧୢାତ୍ମିକ…
ଅଧିକ ଖବର ଦେଖନ୍ତୁ...

ଭାରତରେ ଡିଜିଟାଲ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ପାଇଁ ହାତ ମିଳାଇଲେ ଜିଓ-ମାଇକ୍ରୋସଫ୍ଟ

ମୁମ୍ବାଇ:  ଭାରତୀୟ ଅର୍ଥନୀତି ଏବଂ ସାମାଜରେ ଡିଜିଟାଲ ପରିବର୍ତ୍ତନକୁ ଅଧିକ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟ ନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ସହଯୋଗୀ ଉଦ୍ୟୋଗ ରିଲାଏନ୍ସ ଜିଓ ଇନ୍ଫୋକମ୍ ଲିମିଟେଡ୍(ଜିଓ) ଏବଂ ମାଇକ୍ରୋସଫ୍ଟ କର୍ପୋରେସନ ଏକ ବ୍ୟାପକ, ନିଆରା ଏବଂ ଦୀର୍ଘସୂତ୍ରୀ କୌଶଳଗତ ମିଳିତ…
ଅଧିକ ଖବର ଦେଖନ୍ତୁ...

ମିଥ୍ୟା ଖବର ପ୍ରଚାର କରୁଥିବା ଟ୍ଵିଟର ହାଣ୍ଡଲ୍‌ଗୁଡ଼ିକୁ ରଦ୍ଦ କରିବା ପାଇଁ ଟ୍ଵିଟର ଇଣ୍ଡିଆକୁ କହିଲେ ସରକାର

ନୂଆଦିଲ୍ଲୀ : ଟ୍ଵିଟର ଓ ଅନ୍ୟ ସୋସିଆଲ ମିଡିଆର ବ୍ୟବହାର କରି ଭାରତରେ କଶ୍ମୀର ସ୍ଥିତିକୁ ନେଇ ମିଥ୍ୟା ପ୍ରଚାର କରାଯାଉଛି ଓ ଏହା ମାଧ୍ୟମରେ ଦେଶରେ ସାଂପ୍ରଦାୟିକ ବିଭେଦ ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି । ଏହାକୁ ନେଇ ସରକାର ସତର୍କ ହୋଇଯାଇଛନ୍ତି ଓ କେତେକ ନିର୍ଦ୍ଦିଷ୍ଟ ଟ୍ଵିଟର…
ଅଧିକ ଖବର ଦେଖନ୍ତୁ...

ଦୁଇ ଦିନ ପ୍ରବଳ ବର୍ଷିବ; ସତର୍କ ରହିବା ଲାଗି ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍ଆରସି 

ଭୁବନେଶ୍ବର: ବଙ୍ଗୋପସାଗରରେ  ସୃଷ୍ଟି  ହୋଇଥିବା  ଲଘୁଚାପ ଯୋଗୁଁ  ସମଗ୍ର ରାଜ୍ୟରେ ଆସନ୍ତା ୧୩ ଓ ୧୪ ତାରିଖ ଦୁଇଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଆଖିରେ ରଖି ରାଜ୍ୟ ସରକାର ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରିଛନ୍ତି। ଏହା ସହିତ…
ଅଧିକ ଖବର ଦେଖନ୍ତୁ...

ଆଫ୍ରିକୀୟ ଦେଶ ବୁରୁଣ୍ଡି ସହିତ ଯୋଡି ହେବାକୁ ଯାଉଛି କେନ୍ଦ୍ରାପଡା ଜିଲ୍ଲାର ଭଗବାନପୁର ଗାଁ

କେନ୍ଦ୍ରାପଡା: ଆଫ୍ରିକୀୟ ରାଷ୍ଟ୍ର ବୁରୁଣ୍ଡିର ଏକ ବିକାଶଶୀଳ ଗାଁ ସହ କେନ୍ଦ୍ରାପଡା ଜିଲ୍ଲା ଭଗବାନପୁର ଗାଁର କୃଷି , ଶିକ୍ଷା , ପ୍ରଯୁକ୍ତି ବିଦ୍ୟା ଓ ସାଂସ୍କୃତିକ ସମ୍ପର୍କ ଯୋଡିବାକୁ ଭାରତରେ ଅବସ୍ଥାପିତ ବୁରୁଣ୍ଡିର ରାଷ୍ଟ୍ରଦୂତ ଷ୍ଟେଲ୍ଲା ବୁଦିରଗାନ୍ୟା ଆଗ୍ରହ ପ୍ରକାଶ କରିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ମା’କୁ ମାଡ଼ ମାରୁଥିବା ସମୟର ଭିଡିଓ ଉତ୍ତୋଳନ କରି ବାପାକୁ ଜେଲ ପଠାଇଲା ଝିଅ

ନୂଆଦିଲ୍ଲୀ : ଅନେକ ପିଲା ଅତ୍ୟାଚାରର ଶିକାର ହୋଇ ବା ଅତ୍ୟାଚାର ହେଉଥିବା ଦେଖି ନିଜ ମୁହଁ ଖୋଲି ପାରନ୍ତି ନାହିଁ । ଯାହା ପାଇଁ ସେମାନଙ୍କୁ ବର୍ଷ ବର୍ଷ ଧରି ଅତ୍ୟାଚାର ସହିବାକୁ ପଡ଼ିଥାଏ । କିନ୍ତୁ ଜଣେ ୧୫ବର୍ଷୀୟ ନାବାଳିକା ଯାହା କରିଛି, ତାକୁ ନେଇ ଏବେ ଲୋକେ ପ୍ରଶଂସା କରିବାରେ…
ଅଧିକ ଖବର ଦେଖନ୍ତୁ...

ବୋଟରେ ତେଲ ସରିଯିବାରୁ ନଦୀମଝିରେ ଫସି ରହିଲେ ୫୦ଜଣ କାଉଡ଼ିଆ

ଚାନ୍ଦବାଲି : ପୁଣି ନଦୀ ମଝିରେ ବାଜି ଲାଗିଲା ୫୦ଜଣ କାଉଡ଼ିଆ ଯାତ୍ରୀଙ୍କ ଜୀବନ । ଘାଟ ପାରି ହେଉଥିବା ବେଳେ ଘଟିଥିଲା ଅଘଟଣ । ଭଗବାନଙ୍କ ଦୟାରୁ ୫୦ଜଣ ଯାତ୍ରୀଙ୍କ ଜୀବନ ଅଳ୍ପର୍କେ ବର୍ତିଯାଇଛି । ମେଘାଚ୍ଛନ୍ନ ଆକାଶରେ ଭାରି ବର୍ଷାସାଙ୍ଗକୁ ଜୁଆରିଆ ନଦୀର ଅଥଳ ଜଳରେ ଆରଡ଼ି ଧାମରୁ କେନ୍ଦ୍ରପଡ଼ା…
ଅଧିକ ଖବର ଦେଖନ୍ତୁ...