Daily Archives

August 13, 2019

ହୃଦଘାତରେ ସିପାହୀଙ୍କ ମୃତ୍ୟୁ

ଲକ୍ଷ୍ମୀପୁର: କୋରାପୁଟ ଓଏସଏପି ତୃତୀୟ ବାଟାଲିଆନ୍‌ର ପୂର୍ଣ୍ଣଚନ୍ଦ୍ର ପନକା (୪୦)ଙ୍କର ମଙ୍ଗଳବାର ହୃଦଘାତରେ ମୃତ୍ୟୁ ହୋଇଛିା ଆଜି ସକାଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସାଥି ସିପାହୀମାନେ ଲକ୍ଷ୍ମୀପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ…
ଅଧିକ ଖବର ଦେଖନ୍ତୁ...

ସ୍ୱାଧୀନତା ଦିବସ-୨୦୧୯ ଉପଲକ୍ଷେ, ଆସନ୍ତାକାଲି ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦବୋଧନ ଦେବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆସନ୍ତାକାଲି ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ୭୩ତମ ସ୍ୱାଧୀନତା ଦିବସ ଉପଲକ୍ଷେ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦବୋଧନ ଦେବେ । ରାଷ୍ଟ୍ରପତିଙ୍କ ସମ୍ବୋଧନ ଆସନ୍ତାକାଲି ସନ୍ଧ୍ୟା ୭ଟାରୁ ଅଲ ଇଣ୍ଡିଆ ରେଡିଓର ସମସ୍ତ ଜାତୀୟ ନେଟୱାର୍କ ସହିତ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ ହିନ୍ଦୀରେ…
ଅଧିକ ଖବର ଦେଖନ୍ତୁ...

କାନ୍ଧରେ ଗୁଳି ବାଜିବା ପରେ ବି ଜୀବନକୁ ବାଜି ଲଗାଇ ୧୮ଘଣ୍ଟା ପର୍ଯ୍ୟନ୍ତ ନକ୍ସଲଙ୍କ ସହିତ ଲଢ଼ିଥିଲେ ଏହି ଯବାନ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ସାହାସିକତା ପୁରସ୍କାରରେ ସମ୍ମାନିତ କରାଯାଉଥିବା ଯବାନଙ୍କ ତାଲିକାରେ ଚଳିତ ବର୍ଷ ପ୍ରକାଶ ରାଠୋରଙ୍କ ନାମ ରହିଛି। ଏଯାବତ ପ୍ରକାଶ ରାଠୋର ୩୬ଟି ଏନ୍‌କାଉଣ୍ଟରରେ ୧୨ରୁ ଊର୍ଧ୍ୱ ନକ୍ସଲଙ୍କୁ ନିହତ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଉଲଗ୍ନ ହୋଇ ନଦୀରେ ଡେଇଁଥିବା ବିଦେଶୀ ଯୁବତୀଙ୍କ ଚେତା ଆସିବା ପରେ ପୁଲିସକୁ କହିଲେ ଏଭଳି କଥା

ଜୟପୁର: ରାଜସ୍ଥାନର  ରାଜଧାନୀ ଶିପ୍ରାପଥ ପୁଲିସ ଥାନା  ଅଞ୍ଚଳରେ ମାନସରୋବରରେ ଦ୍ରବ୍ୟବତୀ ନଦୀକୁ ଜଣେ ବିଦେଶୀ ଯୁବତୀ ଉଲଗ୍ନ ହୋଇ ଡେଇଁ ପଡ଼ିଥିଲେ। ଯୁବତୀଙ୍କୁ ନଦୀରୁ ଉଦ୍ଧାର କରିବା ପରେ ପୁଲିସର ପଚରାଉଚରା ପରେ ଘଟଣା ଉପରୁ ପରଦା ଉଠିଥିଲା। ନଦୀରେ ଉଲଗ୍ନ ହୋଇ ଡେଇଁ ଥିବା…
ଅଧିକ ଖବର ଦେଖନ୍ତୁ...

ଖୁବ୍‌ ଶୀଘ୍ର ପ୍ରକାଶ ପାଇବ ଶ୍ରୀଦେବୀଙ୍କ ଜୀବନ ଆଧାରିତ ପୁସ୍ତକ, ବିଦ୍ୟା ବାଲନ୍ ରିଲିଜ କଲେ କଭର୍‌

ମୁମ୍ବାଇ: ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଜୀବନକୁ ନେଇ ଖୁବ୍‌ଶୀଘ୍ର ଏକ ପୁସ୍ତକ ପ୍ରକାଶ ପାଇବ। ପେଙ୍ଗୁଇନ୍‌ ଇଣ୍ଡିଆ ଏହି ପୁସ୍ତକକୁ ଶ୍ରୀଦେବୀଙ୍କ  ୫୬ତମ ଜନ୍ମଦିନରେ ପ୍ରକାଶ କରିବାକୁ ଘୋଷଣା କରିଛି। ‘ଶ୍ରୀଦେବୀ: ଗର୍ଲ ଉଇମେନ୍‌ ସୁପରଷ୍ଟାର’ ଶୀର୍ଷକ ଥିବା ଏହି ପୁସ୍ତକକୁ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ କାର୍‌ ରାସ୍ତାରୁ ଛିଟିକି ଘର ଛାତରେ ଯାଇ ଲାଖିଲା, ଅଳ୍ପକେ ବର୍ତ୍ତିଲେ ୭ଜଣ ଯାତ୍ରୀ

ହାଇଦ୍ରାବାଦ: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଗତ ସୋମବାର ଦ୍ରୁତଗତିରେ ଆସୁଥିବା ଏକ କାର ରାସ୍ତାରୁ ଛିଟିକି ଏକ ଗ୍ରୋସରି ଷ୍ଟୋର ଛାତ ଉପରେ ଯାଇ ଲାଖିଥିଲା। ସୌଭାଗ୍ୟବଶତଃ ଏହି ଗାଡ଼ି ଭିତରେ ଥିବା ୭ ଜଣ ଲୋକ ଅଳ୍ପକେ ବର୍ତ୍ତି ଯାଇଥିଲେ। କରିମନଗର ଅଞ୍ଚଳରେ ଏକ ଫ୍ଲାଗ୍‌ ପୋଷ୍ଟ ସହିତ…
ଅଧିକ ଖବର ଦେଖନ୍ତୁ...

ଛେଳିକୁ ଗିଳି ଘରର ଏକ କୋଣରେ ଶୋଇ ରହିଥିଲା ଅଜଗର, ଘରଲୋକେ ଏହି ଦୃଶ୍ୟ ଦେଖି ଦୌଡିବାକୁ ଲାଗିଲେ

ପାଟନା: ବିହାରର ବଗଜା ଜିଲ୍ଲାରେ ରିହାୟସି ଅଞ୍ଚଳରେ ଏକ ବିଶାଳ ଅଜଗରକୁ ଘର ଭିତରେ ଦେଖି ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। ତେବେ ବର୍ଷା ଜଳରେ ଭାସି ଆସି ଅଜଗର ଘର ଭିତରେ ପଶି ଯାଇଥିବା ସ୍ଥାନୀୟଲୋକେ କହୁଛନ୍ତି। ସୂଚନାଯୋଗ୍ୟ, ଅଜଗର ସହରର ନରଇପୁର ଅଞ୍ଚଳରେ ପଶି ଆସିଥିବା…
ଅଧିକ ଖବର ଦେଖନ୍ତୁ...

ବଢୁଛି ମହାନଦୀର ଜଳସ୍ତର: ହୀରାକୁଦ ଜଳଭଣ୍ଡାରରୁ ଗେଟ୍‌ ଖୋଲିଲେ ସ୍ଥିତି ଭୟଙ୍କର ହେବ!

ଭୁବନେଶ୍ୱର: ମହାନଦୀର ଜଳସ୍ତର ବଢୁଛି। ହୀରାକୁଦ ଜଳଭଣ୍ଡାରରୁ ବୁଧବାର ଜଳ ନିଷ୍ପାସନ ହେବ। ଏହା ପରେ ମହାନଦୀର ଜଳସ୍ତର ଆହୁରି ବୃଦ୍ଧି ପାଇବ। ସୂଚନା ଅନୁସାରେ ମଙ୍ଗଳବାର ରାତି ୯ଟା ସୁଦ୍ଧା ଖଇରମାଳ ଦେଇ ୧୧ ଲକ୍ଷ ୩ ଶହ କ୍ୟୁସେକ ଓ ବରମୁଳ ଦେଇ ୫ ଲକ୍ଷ ୮୦ ହଜାର କ୍ୟୁସେକ ଜଳ ପ୍ରବାହିତ…
ଅଧିକ ଖବର ଦେଖନ୍ତୁ...

ଆଖି ସାମ୍ନାରେ ସାଥୀ ମହିଳା ଗଣଦୁଷ୍କର୍ମର ଶିକାର ହେଉଥିବା ଦେଖି ଆତ୍ମହତ୍ୟା କଲେ ଯୁବକ

ବାନ୍‌ସବାଡା: ୧୯ ବର୍ଷୀୟ ଦଳିତ ଅନ୍ତସତ୍ତ୍ୱା ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିବା ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବାର ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ୨୦୧୬ ମସିହାର ନିର୍ଭୟା ଗଣଦୁଷ୍କର୍ମ ଘଟଣାକୁ ମନେ ପକାଇ ଦେଉଛି। ୨୦୧୬ରେ ନିଜର ପୁରୁଷ ସାଥୀ ସହିତ ଘରକୁ…
ଅଧିକ ଖବର ଦେଖନ୍ତୁ...

ସାଂସଦ ବସିଥିବା ଏହି ୩୦ ଲକ୍ଷଟଙ୍କିଆ ବାଇକର ବିଶେଷତ୍ୱ ଜାଣିଛନ୍ତି କି ?

ଭୁବନେଶ୍ୱର: କେମିତି ଥିଲା ନିଜର ପୁରୁଣା ବାଇକ ସହ ସଂଘର୍ଷର କାହାଣୀ | କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଏହାକୁ ନେଇ ନିଜର ଏକ ପୁରୁଣା ସ୍ମୃତିକୁ ଟ୍ୱିଟରରେ ସେୟାର କରିଛନ୍ତି | ନିଜ ସାଙ୍ଗଙ୍କର ଏକ ଦାମୀ ବାଇକରେ ବସିଥିବାର ଫଟୋ ସହ ଅଚ୍ୟୁତ ଲେଖିଛନ୍ତି ଯେ ଏହି ବାଇକଟି ତାଙ୍କଠାରୁ ବଡ଼ ଓ…
ଅଧିକ ଖବର ଦେଖନ୍ତୁ...