ମାଲବାହୀ ଜାହାଜ ଫସିବା ଘଟଣା: ଟାଙ୍କିରୁ ତେଲ ଲିକ୍ ହେଲେ ବିପଦ ସୃଷ୍ଟି ହେବ !
ଭୁବନେଶ୍ୱର/ବ୍ରହ୍ମଗିରି: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅନ୍ତର୍ଗତ ଚିଲିକା ହ୍ରଦର ରାଜହଂସ ନିକଟ ସମୁଦ୍ରରେ ଫସିଥିବା ମାଲବାହୀ ଜାହାଜର ଟାଙ୍କିରୁ ଡିଜେଲ ଲିକ୍ ହେବାର ଆଶଙ୍କା ଦେଖାଯାଇଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପ୍ରାୟ ଏକ ସପ୍ତାହ ହେବ ଅଟକି ରହିଥିବା ଜାହାଜର ଟାଙ୍କିରୁ ଡିଜେଲ ଲିକ୍…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...