Daily Archives

August 15, 2019

ଯାତ୍ରୀଙ୍କଠାରୁ ଚୋରି କରିବା ସହ ବସ୍‌ରେ ନିଆଁ ଲଗାଇଥିଲେ ଦୁଇ ପୁଲିସକର୍ମୀ, ଗିରଫ କଲା ପୁଲିସ

ରାୟପୁର : ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଦୁଇ ପୁଲିସକର୍ମୀଙ୍କ ସମେତ ୩ଜଣ ଏକ ଘରୋଇ ବସ୍‌ରେ ଥିବା ଯାତ୍ରୀଙ୍କୁ ଲୁଟିବା ସହ ବସ୍‌ରେ ନିଆଁ ଲଗାଇ ଦେଇଥିଲେ । ପୁଲିସ ଏବେ ୩ଜଣଙ୍କୁ ଗିରଫ କରିଥିବା ବେଳେ ୩ଜଣ, ମାଧବ କୂଲଦୀପ୍‌, ହର୍‌ଦୁ ରାମ୍‌ କୁରେଟି ଏବଂ ଦୋଳେନ୍ଦ୍ର ବାଗ୍‌ହେଲ ବୋଲି…
ଅଧିକ ଖବର ଦେଖନ୍ତୁ...

ରାସ୍ତା କଡ଼ରେ ମିଳୁଥିବା ମକା ଖାଇବା ପୂର୍ବରୁ ଜାଣି ନିଅନ୍ତୁ ଶରୀର ଉପରେ ପଡ଼ୁଥିବା ଏହାର ଖରାପ ପ୍ରଭାବ ବିଷୟରେ…

ରାସ୍ତା କଡ଼ରେ ମିଳୁଥିବା ମକା ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଶରୀର ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ବିଶେଷ କରି ଏବେ ମିଠା ମକାର ଚାହିଦା ଅଧିକ । ଖାସ୍‌ କରି ବର୍ଷାଦିନେ ଲୋକମାନେ ବାହାରକୁ ଗଲେ ମକା ଖାଇବାର ମଜା ନେଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏହା ଆପଣଙ୍କ ଶରୀର ପାଇଁ କେତେ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକା ପାଇଁ ସାଙ୍ଗକୁ ହତ୍ୟା କଲା ସାଙ୍ଗ

ନୂଆଦିଲ୍ଲୀ : ଦିଲ୍ଲୀରେ ଜଣେ ଝିଅ ପାଇଁ ଆରମ୍ଭ ହୋଇଥିବା ଝଗଡ଼ାର ଭୟାବହ ପରିଣାମ ଦେଖିବାକୁ ମିଳିଛି । ଜଣେ ସାଙ୍ଗ ନିଜ ସାଙ୍ଗକୁ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଦିଲ୍ଲୀର ପଟେଲ ନଗର ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ଅଭିଯୁକ୍ତ ଏବେ ଫେରାର ଥିବା…
ଅଧିକ ଖବର ଦେଖନ୍ତୁ...

ନୂଆ ଫିଚର୍ସ ଆଣିବାକୁ ଯାଉଛି ଫେସ୍‌ବୁକ୍‌ : ଏବେ ଫେସ୍‌ବୁକ୍‌ରେ ଫିଲ୍ମର ବିଜ୍ଞାପନ ସହ ସୋ’ ଟାଇମ୍‌ ଦେଖି ପାରିବେ…

ନୂଆଦିଲ୍ଲୀ : ବିଭିନ୍ନ ଫିଲ୍ମ ଷ୍ଟୁଡିଓମାନଙ୍କୁ ସେମାନଙ୍କ ଫିଲ୍ମର ପ୍ରମୋସନ କରିବାରେ ସାହାଯ୍ୟ କରିବା ପାଇଁ ଫେସ୍‌ବୁକ୍‌ ଦୁଇଟି ନୂଆ ଫିଚର ଆଣିବାକୁ ଯାଉଛି । ପ୍ରଥମଟିର ନାଁ ମୁଭି ରିମାଇଣ୍ଡର ଆଡ୍‌ସ ଥିବା ବେଳେ ଦ୍ୱିତୀୟଟି ମୁଭି ସୋ’ ଟାଇମ୍‌ ଆଡ୍‌ସ ବୋଲି ଜଣା ପଡ଼ିଛି । ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ବନ୍ୟା ପାଇଁ ମହାରାଷ୍ଟ୍ରର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଶିରୋଲ ଗାଁରେ ୫୦୦ ପକ୍କା ଘର ତିଆରି କରିବେ ନାନା

ମୁମ୍ବାଇ : ଦେଶର ବିଭିନ୍ନ ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କିଛି କିଛି ସ୍ଥାନରେ ସ୍ଥିତି ସଙ୍ଗୀନ ହୋଇ ପଡ଼ିଥିବା ବେଳେ ଲୋକମାନେ ନିଜର ବାସଘର ହରାଇଛନ୍ତି । ମହାରାଷ୍ଟ୍ରରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କୋହ୍ଲାପୁର ଜିଲ୍ଲାରେ ଥିବା ଶିରୋଲ ଗାଁ…
ଅଧିକ ଖବର ଦେଖନ୍ତୁ...

ପୋଡିଯିବାରୁ ମହିଳା ମୃତ, ହତ୍ୟା ଅଭିଯୋଗ ପରେ ସ୍ୱାମୀ ଅଟକ

ଉଲୁଣ୍ଡା: ପୋଡିଯିବାରୁ ଗୁରୁବାର ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ପୁଲିସ ମୃତ ମହିଳା ମିଥିଲା କୁମ୍ଭାରଙ୍କର ସ୍ୱାମୀଙ୍କୁ ଅଟକ ରଖିଛି। ସୂଚନା ଅନୁସାରେ ଅଏଲାଛାଟ ଗାଁରେ ଗୁରୁବାର ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ପୁଲିସ ମୃତଦେହ ଜବତ କରି…
ଅଧିକ ଖବର ଦେଖନ୍ତୁ...

ଡରାଉଛି ଲୁଣା-କରାଣ୍ଡିଆ ନଦୀ, ୧୫୦ ପରିବାର ଜଳବନ୍ଦୀ ହେବା ପରେ ଲୋଡିଲେ ପ୍ରଶାସନିକ ସହାୟତା

କେନ୍ଦ୍ରାପଡା: ପଶ୍ଚିମ ଓଡ଼ିଶାରେ ବନ୍ୟା ଯୋଗୁଁ ମହାନଦୀ ଓ ତାହାର ଶାଖା ନଦୀଗୁଡ଼ିକରେ ବନ୍ୟା ଜଳସ୍ତର ବଢୁଛି । ଲୁଣା ଓ କରାଣ୍ଡିଆ ନଦୀ ଅବବାହିକାର ଡିହବଳରାମପୁର ଗାଁରେ ବନ୍ୟାର ତାଣ୍ଡବ ରୂପ ଗୁରୁବାର ଦେଖିବାକୁ ମିଳିଛି। ଗାଁର ୮, ୯, ଓ ୧୦ ନମ୍ବର ଓ୍ଵାର୍ଡ ବାହ୍ୟଜଗତରୁ ବିଛିନ୍ନ…
ଅଧିକ ଖବର ଦେଖନ୍ତୁ...

ପତ୍ନୀଙ୍କ ଅଶ୍ଲୀଳ ଫଟୋ ତାଙ୍କ ବାପା-ଭାଇକୁ ଛାଡ଼ି ଗିରଫ ହେଲା ସ୍ୱାମୀ

ଅହମଦାବାଦ୍‌ : ଗୁଜୁରାଟର ଅହମଦାବାଦ୍‌ରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଜଣେ ସ୍ୱାମୀ ନିଜ ପତ୍ନୀର ଫଟୋ ପତ୍ନୀର ଭାଇ ଓ ବାପାଙ୍କୁ ପଠାଇବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୀଡ଼ିତାଙ୍କ ଭାଇ ଏ ନେଇ ପୁଲିସରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ପୁଲିସ…
ଅଧିକ ଖବର ଦେଖନ୍ତୁ...

କଙ୍ଗନାଙ୍କୁ ତାପ୍‌ସୀଙ୍କ ପ୍ରଶ୍ନ : ମିଶନ ମଙ୍ଗଲରେ ୫ଜଣ ମହିଳା ଥାଇ ମଧ୍ୟ ତୁମ ସମର୍ଥନ ଫିଲ୍ମକୁ କ’ଣ ପାଇଁ ମିଳି…

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ଓ ଅଭିନେତ୍ରୀ ତାପ୍‌ସୀ ପନ୍ନୁଙ୍କ ମଧ୍ୟରେ ବିବାଦ କିଛି ନୂଆ ନୁହେଁ । ପୂର୍ବରୁ ଦୁହେଁ ପରସ୍ପର ପରସ୍ପରକୁ ନେଇ ବିବାଦୀୟ ବୟାନ ଦେଇ ଆସିଛନ୍ତି । କିିଛି ଦିନ ତଳେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ତାପ୍‌ସୀଙ୍କୁ କଙ୍ଗନାଙ୍କ ଶସ୍ତା କପି ବୋଲି…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ଧକ୍କାରେ ସାଇକେଲ ଆରୋହୀ ମୃତ, ୨ ଗୁରୁତର

ବାଙ୍ଗିରିପୋଷି: ଜାତୀୟ ରାଜପଥ-୧୮ରେ ଗୁରୁବାର ସନ୍ଧ୍ୟାରେ ବାଇକ୍‌ ଧକ୍କା ଦେବାରୁ ଜଣେ ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ମୟୂରଭଂଜ ଜିଲ୍ଲାର ଝାରପୋଖରିଆ ଥାନା ଅନ୍ତର୍ଗତ ଧାଙ୍ଗିଡିଶୋଳ ଛକରେ ବାଇକ୍‌ଆରୋହୀ ଓ ସାଇକେଲ ଆରୋହୀଙ୍କ ମଧ୍ୟରେ ଆଜି ରାତି ପ୍ରାୟ ୮ଟା ୩୦ରେ…
ଅଧିକ ଖବର ଦେଖନ୍ତୁ...