Daily Archives

August 16, 2019

ଦୁଇ ଦିନ ମଧ୍ୟରେ ୨୯,୦୦୦କୋଟି ବଢ଼ିଲା ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି

ନୂଆଦିଲ୍ଲୀ : ଭାରତର ସବୁଠାରୁ ଧନୀ ବ୍ୟକ୍ତି ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦୁଇ ଦିନ ମଧ୍ୟରେ ତାଙ୍କ ସମ୍ପତ୍ତି ୨୯,୦୦୦କୋଟି ବଢ଼ିଯିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଦୁଇ ଦିନ ପୂର୍ବରୁ ଆୟୋଜିତ…
ଅଧିକ ଖବର ଦେଖନ୍ତୁ...

ବର୍ଷାଦିନେ ଖାଆନ୍ତୁ ଏହି ୪ଟି ଫଳ,ହେବ ନାହିଁ କୌଣସି ଶାରୀରିକ ସମସ୍ୟା

ବର୍ଷାଦିନ ସମସ୍ତଙ୍କୁ ପସନ୍ଦ ହୋଇଥାଏ । ଏହି ଋତୁରେ ଚାରିଆଡ଼ ସବୁଜ ଦେଖାଯିବା ସହ ବର୍ଷାର ମଜା ଉଠାଇବା ପାଇଁ ଲୋକମାନେ ବାହାରକୁ ବୁଲି ଯାଇଥାନ୍ତି । କିନ୍ତୁ ବର୍ଷାରେ ଅଧିକ ବାହାରେ ବୁଲିବା ଦ୍ୱାରା କୌଣସି ବି ରୋଗର ଜୀବାଣୁ ଆପଣଙ୍କୁ ଖୁବ୍‌ ସହଜରେ ଆକ୍ରମଣ କରିଥାଏ । ଏହି ସମୟରେ ଭୁଲ…
ଅଧିକ ଖବର ଦେଖନ୍ତୁ...

ସହିଦ୍‌ ଯବାନଙ୍କ ପତ୍ନୀଙ୍କୁ ଉପହାରରେ ଘର ଦେବା ସହ ହାତ ପାପୁଲି ଉପରେ ଚଲାଇ ଗୃହପ୍ରବେଶ କରାଇଲେ ଗାଁର ଯୁବକ

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଉଦାହରଣ ସୃଷ୍ଟି କଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଯବାନଙ୍କ ପତ୍ନୀଙ୍କୁ ଗାଁ ଲୋକେ ଯେଉଁ ଭଳି ଭାବେ ସମ୍ମାନିତ କରିଛନ୍ତି, ତାକୁ ନେଇ ଏବେ ଚର୍ଚ୍ଚା  ଆରମ୍ଭ ହୋଇ ଯାଇଛି । ସ୍ୱାଧୀନତା ଦିବସ ଅବସରରେ ଗାଁର ଯୁବକମାନେ ସହିଦ୍‌ ଯବାନଙ୍କ…
ଅଧିକ ଖବର ଦେଖନ୍ତୁ...

ଜେଲ୍‌ରୁ ଆସିବା ପରେ ଶ୍ୱେତାଙ୍କ ଅଭିଯୋଗକୁ ନେଇ ଏଭଳି ପ୍ରତିକ୍ରିୟା ରଖିଲେ ସ୍ୱାମୀ ଅଭିନବ କୋହଲୀ

ମୁମ୍ବାଇ : ଗତ ରବିବାର ଘରୋଇ ହିଂସାର ଆରୋପ ଲଗାଇ ନିଜର ଦ୍ୱିତୀୟ ସ୍ୱାମୀ ଅଭିନବଙ୍କୁ ଜେଲ୍‌ ପଠାଇଥିଲେ ଅଭିନେତ୍ରୀ ଶ୍ୱେତା ତିଓ୍ଵାରୀ । ଏବେ ଜେଲ୍‌ରୁ ବାହାରିବା ପରେ ସେ ଶ୍ୱେତାଙ୍କ ଅଭିଯୋଗକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏକ ଫିଲ୍ମର ସ୍କ୍ରିନିଙ୍ଗ୍‌କୁ ଯାଇଥିବା ବେଳେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱାସରେ ବିଷ : କ୍ଷୀର ପିଆଇ ପାଳିଥିବା ମାଲିକକୁ ଚୋଟ ମାରିଲା ବିଷାକ୍ତ ସାପ

ନୂଆଦିଲ୍ଲୀ : ଅନେକ ସମୟରେ ଲୋକେ ନିଜ ଅଜାଣତରେ ଏମିତି କାମ କରି ଦେଇଥାନ୍ତି, ଯାହାର ପରିଣାମ ତାଙ୍କୁ ପରେ ଭୋଗିବାକୁ ପଡ଼େ । ଉତ୍ତରପ୍ରଦେଶର ସୀତାପୁରରେ କିଛି ସେଭଳି ଘଟଣା ଘଟିଛି । ସୀତାପୁରରେ ରହୁଥିବା ଜଣେ ୩୩ବର୍ଷୀୟ ଯୁବକ ସାପ ପାଳିବେ ବୋଲି ନିଷ୍ପତ୍ତି ନେଇଥିଲେ । କିନ୍ତୁ ତାଙ୍କର…
ଅଧିକ ଖବର ଦେଖନ୍ତୁ...

ସୁଟିଂରୁ ସମୟ ବାହାର କରି ଏହି ଅଭିନେତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିବାକୁ ପହଞ୍ଚିଲେ ସଲମାନ

ମୁମ୍ବାଇ : ବଲିଉଡ୍‌ର ଦବଙ୍ଗ ଷ୍ଟାର ସଲମାନ ଖାନ୍‌ ଏବେ ନିଜର ଆଗାମୀ ଫିଲ୍ମ ଦବଙ୍ଗ-୩ର ସୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି । ଜୟପୁରରେ ଏବେ ଫିଲ୍ମର ସୁଟିଂ ଚାଲୁଥିବା ବେଳେ ଫିଲ୍ମରୁ ସମୟ ବାହାର କରି ସେ ନିଜ ଭଉଣୀଙ୍କ ହାତରୁ ରାକ୍ଷୀ ବାନ୍ଧିବା ପାଇଁ ପହଞ୍ଚିଥିବା ଦେଖାଯାଇଛି । ଯାହାର କିିଛି…
ଅଧିକ ଖବର ଦେଖନ୍ତୁ...

ହଠାତ୍‌ ବନ୍ୟା ଜଳ ଆସିଯିବାରୁ ଛାତ ଉପରେ ଆଶ୍ରୟ ନେଇଥିଲେ, ଘର ଭାଙ୍ଗିଯିବା ପରେ ଦୁଇ ଦିନ ଗଛ ଉପରେ ରହିଥିବା…

ବେଙ୍ଗାଲୁରୁ : କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ଜଳରେ ଘର ଭୁଷୁଡ଼ି ପଡ଼ୁଥିବା ବେଳେ ଲୋକଙ୍କୁ ଉଦ୍ଧାର କରିବାରେ ଲାଗି ପଡ଼ିଛନ୍ତି ଉଦ୍ଧାରକାରୀ ଦଳ । ତେବେ କର୍ଣ୍ଣାଟକର ବେଲଗବିରେ ଜଣେ ଦମ୍ପତ୍ତି ଦୁଇ ଦିନ ଗଛ ଉପରେ ଆଶ୍ରୟ ନେବା ପରେ ସେମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନକୁ ଝଟ୍‌କା! କଶ୍ମୀର ପ୍ରସଙ୍ଗରେ ଭାରତକୁ ସମର୍ଥନ ଜଣାଇଲେ ଜାତିସଂଘ ସୁରକ୍ଷା ପରିଷଦର ୫ରୁ ୪ ସ୍ଥାୟୀ ସଦସ୍ୟ

ନୂଆଦିଲ୍ଲୀ: ଯାହା ଆଶା କରାଯାଉଥିଲା, ଶେଷରେ ତାହା ହିଁ ଘଟିଲା। କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ପ୍ରସଙ୍ଗରେ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ୫ରୁ ୪ଜଣ ସ୍ଥାୟୀ ସଦସ୍ୟ ଆଜି ଭାରତର କାର୍ଯ୍ୟଧାରାକୁ ସମର୍ଥନ ଜଣାଇଛନ୍ତି। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ୫ ଜଣ ସ୍ଥାୟୀ ସଦସ୍ୟ ଓ ୧୦ ଜଣ…
ଅଧିକ ଖବର ଦେଖନ୍ତୁ...

ଅକ୍ଷୟ କୁମାରଙ୍କ ଅନୁରୋଧ, କହିଲେ-ଦେଶର ନୂଆ ସ୍ଲୋଗାନ୍‌ ହେଉ ‘ଜୟ ଯବାନ, ଜୟ କିଷାନ ଓ ଜୟ ବିଜ୍ଞାନ’

ମୁମ୍ବାଇ: ଅକ୍ଷୟ କୁମାରଙ୍କ ସିନେମା ‘ମିସନ୍‌ ମଙ୍ଗଲ’ ବକ୍ସ ଅଫିସରେ ଜବରଦସ୍ତ ଓପନିଂ କରିଛି। ଯାହାକୁ ନେଇ ସେ ବହୁ ଖୁସି ଅଛନ୍ତି। ଏହି ସିନେମା ପ୍ରଥମ ଦିନରେ ହିଁ ୨୯.୧୬ କୋଟି ବ୍ୟବସାୟ କରି ସାରିଛି। ସିନେମାରେ ବିଦ୍ୟା ବାଲନ୍‌, ତାପସୀ ପନ୍ନୁ, କୀର୍ତ୍ତି କୁଲ୍ଲାରି, ସିହ୍ନା, ନିତ୍ୟା…
ଅଧିକ ଖବର ଦେଖନ୍ତୁ...