Daily Archives

August 16, 2019

ଉମରକୋଟ ବଜରରେ ନକଲି କ୍ଷୀର! ଲେମ୍ବୁ ଚିପୁଡିଲେ ବି ଛିଡୁନାହିଁ

ନବରଙ୍ଗପୁର: ଉମରକୋଟ ସହରରେ ନକଲି କ୍ଷୀର ମିଳୁଥିବା ନେଇ ଏକ ଗୁରୁତର ଅଭିଯୋଗ ହୋଇଛି। ଗୁଲିପାଟନା ଅଞ୍ଚଳର ଗ୍ରାହକ ସୀତାରାମ ପାଣ୍ଡେ କରିଥିବା ଅଭିଯୋଗ ଅନୁଯାୟୀ ଗତ ୧୪ ତାରିଖ ସଂଧ୍ୟାରେ ସେ ସହରର ଏକ ଦୋକାନରୁ ୨ ଲିଟର କ୍ଷୀର କିଣିଥିଲେ। ଘରକୁ ନେଇ କ୍ଷୀର ଫୁଟାଇଥିଲେ। ପ୍ରାୟ ଏକ ଘଣ୍ଟା…
ଅଧିକ ଖବର ଦେଖନ୍ତୁ...

ଆମେରିକା ପାକିସ୍ତାନକୁ ଦେଉଥିବା ଆର୍ଥିକ ସାହାଯ୍ୟକୁ ଅଧା କଲା

ନ୍ୟୁୟର୍କ:  ପାକିସ୍ତାନକୁ ଆଉ ଏକ ଝଟକା ଦେଇଛି ଆମେରିକା । ଆମେରିକା କେରୀ ଲୁଗର ବର୍ମନ ଆକ୍ଟ ଅନୁସାରେ ପ୍ରଦାନ କରୁଥିବା ଆର୍ଥିକ ସାହାଯ୍ୟକୁ ଅଧା କରିଦେଇଛି । ପ୍ରାୟ ୯ ବର୍ଷ ହେବ ଏହି ଆକ୍ଟ ଅନୁସାରେ ପାକିସ୍ତାନକୁ ପ୍ରଦାନ କରାଯାଉଥିବା ଆର୍ଥିକ ସାହାଯ୍ୟକୁ ୪୪୦ ନିୟୁତ  ଡଲାର କମେଇ…
ଅଧିକ ଖବର ଦେଖନ୍ତୁ...

ଚଳିତ ବର୍ଷ ଯୁଦ୍ଧ ବିଷୟବସ୍ତୁକୁ ନେଇ ଆଧାରିତ ହେବ ବିଗ୍‌ ବସ୍‌-୧୩! ନଜର ଆସିବେ ନାହିଁ ଜଲ୍ଲାଦ୍‌

ମୁମ୍ବାଇ : ସେପ୍ଟେମ୍ବର ମାସରେ ଆରମ୍ଭ ହେବାକୁ ଯାଉଛି ଛୋଟ ପରଦାର ସବୁଠାରୁ ବଡ଼ ରିୟଲିଟି ସୋ’ ବିଗ୍‌ ବସ୍‌ । ସଲମାନ ଏହାର ପ୍ରଥମ ପ୍ରୋମୋ ସୁଟ୍‌ କରି ସାରିଥିବା ବେଳେ ଖୁବ୍‌ ଶୀଘ୍ର ଏହାକୁ ରିଲିଜ୍‌ କରାଯିବ ବୋଲି ଜଣାପଡ଼ିଛି । ତେବେ ଅଗଷ୍ଟ ୧୩ରେ କଲର୍ସ ଚ୍ୟାନେଲ ପକ୍ଷରୁ କରାଯାଇଥିବା…
ଅଧିକ ଖବର ଦେଖନ୍ତୁ...

ମା’-ଝିଅଙ୍କୁ ହତ୍ୟା, ସନ୍ଦେହରେ ସ୍ୱାମୀ ଅଟକ

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ଝାରପୋଖରିଆ ଥାନା ଅଞ୍ଚଳରେ ଶୁକ୍ରବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଏହି ହତ୍ୟାକାଣ୍ଡ ଘଟଣାରେ ସଂଶ୍ଲିଷ୍ଟ ଥିବା ସନ୍ଦେହ କରି ପୁଲିସ ମୃତ ମହିଳାଙ୍କର ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ…
ଅଧିକ ଖବର ଦେଖନ୍ତୁ...

କଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ହାଇଆଲର୍ଟରେ ସେନା ଓ ବାୟୁସେନା

ଶ୍ରୀନଗର : ଜମ୍ମୁ-କଶ୍ମୀରରେ ମୁତୟନ ଥିବା ସ୍ଥଳ ସେନା, ବାୟୁ ସେନା ଏବଂ ଅନ୍ୟ ଅର୍ଦ୍ଧ ସାମରିକ ବାହିନୀକୁ ହାଇ ଆଲର୍ଟରେ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଜମ୍ମୁ-କଶ୍ମୀରରେ ଥିବା ସାମରିକ ଘାଟିଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି । ଗୁଇନ୍ଦା ସଂସ୍ଥା ଗୁଡ଼ିକ ପକ୍ଷରୁ ସୂଚନା ମିଳିଛି…
ଅଧିକ ଖବର ଦେଖନ୍ତୁ...

ଜାପାନୀ ନୌସେନା କର୍ମଚାରୀଙ୍କୁ ବିପଦରୁ ଉଦ୍ଧାର କଲା ଭାରତୀୟ ନୌସେନା

ମୁମ୍ବାଇ : ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ଏକଥା ପ୍ରମାଣିତ କରିଦେଇଛି ଆଜି ଭାରତୀୟ ନୌସେନା । ଭାରତୀୟ ନୌସେନା ସହିତ ମିଶି ଏକ ମିଳିତ ସମାରାଭ୍ୟାସ କରିବାକୁ କୋଚି ଆସିଥିବା ଏକ ଜାପାନୀ ଯୁଦ୍ଧ ଜାହାଜକୁ ବିପଦରୁ ଉଦ୍ଧାର କରିଛି ଭାରତୀୟ ନୌସେନା । ମିଳିଥିବା ସୂଚନା ଅନୁସାରେ ଜାପାନୀ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି: ଶ୍ରୀମନ୍ଦିର ଚାରିପଟେ ରାସ୍ତା ନିର୍ମାଣ ହେବ

ଭୁବନେଶ୍ୱର: ପୁରୀର ଶ୍ରୀଜଗନ୍ନାଥ ମନ୍ଦିରର ଭକ୍ତଙ୍କ ସୁରକ୍ଷା ଓ ନିରାପତ୍ତା ଲାଗି ମନ୍ଦିର ଚାରିପଟେ ଥିବା ଜବରଦଖଲ ଭଙ୍ଗା ଯାଇ ଏକ ରାସ୍ତା ନିର୍ମାଣ କରାଯିବ। ଏଥିପାଇଁ ରାଜ୍ୟ ଆଇନ ବିଭାଗ ପକ୍ଷରୁ ଆଗତ ଏକ ପ୍ରସ୍ତାବକୁ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ବୈଠକ…
ଅଧିକ ଖବର ଦେଖନ୍ତୁ...

ବିଭିନ୍ନ ସ୍ଥାନରେ ବଜ୍ରପାତ: ୨ ମହିଳା ସମେତ ୩ ମୃତ

ଭୁବନେଶ୍ୱର/ବାଲେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ହେବାରୁ ଶୁକ୍ରବାର ଅପରାହ୍ଣରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ୨ ଜଣ ମହିଳା ସାମିଲ ଅଛନ୍ତି। ଚାଷ ଜମିରେ କାମ କରୁଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ସଦର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଜି ଆପଣ ଟିକେ ଭାବପ୍ରବଣ ହୋଇପାରନ୍ତି। ନୂଆ କାମ କରିବାରେ ନିବୃତ୍ତ ରହନ୍ତୁ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ତ୍ୟାଗ କରନ୍ତୁ। ଅଧିକାରୀଙ୍କ ବ୍ୟବହାରରେ କଷ୍ଟ ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ। ବୃଷ: ଆପଣଙ୍କ ପାଇଁ…
ଅଧିକ ଖବର ଦେଖନ୍ତୁ...