Daily Archives

August 17, 2019

ଯୌତୁକରେ କାର୍‌ ନ ଆଣିବାରୁ ବିବାହର ଘଣ୍ଟାକ ପରେ ତିନ୍‌ ତଲାକ୍‌ ଦେଲା ସ୍ୱାମୀ

ନୂଆଦିଲ୍ଲୀ : କିଛି ଦିନ ତଳେ ମୁସ୍‌ଲିମ୍‌ ସଂପ୍ରଦାୟରେ ପ୍ରଚଳିତ ଥିବା ତିନ୍‌ ତଲାକ୍‌ ପ୍ରଥାକୁ ହଟାଇବା ପାଇଁ ଏକ ବିଲ୍‌ ପାସ୍‌ କରାଯିବା ସହ ଏହାକୁ ବେଆଇନ୍‌ ବୋଲି ଘୋଷଣା କରାଯାଇଥିଲା । କିନ୍ତୁ ବେଆଇନ୍‌ ବୋଲି ଘୋଷଣା କରାଯିବା ପରେ ମଧ୍ୟ କିଛି ଲୋକ ଏହି ଆଇନ୍‌କୁ ମାନୁ ନଥିବା…
ଅଧିକ ଖବର ଦେଖନ୍ତୁ...

ସ୍ୱିଗ୍ଗୀରୁ ନିରାମିଷ ଖାଦ୍ୟ ଅର୍ଡର କରିଥିଲେ, କିନ୍ତୁ ଖାଇବା ଭିତରୁ ବାହାରିଲା ୨-୩ଟି ହାଡ଼

ନୂଆଦିଲ୍ଲୀ : ଜଣେ ସାମ୍ବାଦିକାଙ୍କ ସହ ଘଟିଥିବା ଘଟଣା ଏବେ ସମସ୍ତଙ୍କ ସାମ୍ନାକୁ ଆସିଛି । ସାମ୍ବାଦିକାଜଣଙ୍କ ସ୍ୱିଗ୍ଗୀରୁ ନିରାମିଷ ଖାଦ୍ୟ ଅର୍ଡର କରିଥିଲେ । ଖାଦ୍ୟ ଡେଲିଭର ପରେ ଖାଉଥିବା ସମୟରେ ଖାଇବା ଭିତରୁ ଦୁଇଟି ହାଡ଼ ବାହାରିବା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ସାମ୍ବାଦିକା ।…
ଅଧିକ ଖବର ଦେଖନ୍ତୁ...

ଏସିଡିଟି ସମସ୍ୟା ରହିଛି କି! ଏହି ଉପାୟକୁ ଆପଣାଇ ତୁରନ୍ତ ପାଆନ୍ତୁ ଆରାମ

ଆଜିକାଲି ଅନେକ ଏସିଡିଟି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନିମ୍ନରେ ଦିଆଯାଇଥିବା ଉପାୟ ଅବଲମ୍ବନ କରି ଆପଣ ଏହି ସମସ୍ୟାରୁ ଦୂରେଇ ରହିପାରିବେ। ୧: ଶୋଇବାର ତିନି-ଚାରି ଘଣ୍ଟା ପୂର୍ବରୁ ରାତ୍ରି ଭୋଜନ କରି ନିଅନ୍ତୁ। ଏହାଦ୍ୱାରା ଖାଦ୍ୟ ସଠିକ୍‌ ଭାବେ ହଜମ ହୋଇଥାଏ। ଯାହାଦ୍ୱାର ସକାଳୁ…
ଅଧିକ ଖବର ଦେଖନ୍ତୁ...

ପ୍ରଶାସନିକ ସ୍ତରରେ ଅଦଳବଦଳ: ଗଗନ ଧଳଙ୍କ ସେଚ୍ଛାକୃତ ଅବସର ଆବେଦନ ଅଗ୍ରାହ୍ୟ, ମନେଇବା ପାଇଁ ଓଏଫ୍‌ଡିସି ଅଧ୍ୟକ୍ଷ…

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବଙ୍କ ନିଯୁକ୍ତି ନେଇ ବରିଷ୍ଠ ଆଇ.ଏ.ଏସ୍‌ ଅଫିସର୍‌ ଗଗନ ଧଳ ରୁଷିବା ପରେ ଆଜି ରାଜ୍ୟ ପ୍ରଶାସନିକ ସ୍ତରରେ ରାଜ୍ୟ ସରକାର ଆଉ ଏକ ଅଦଳ ବଦଳ କରିଛନ୍ତି। ଶ୍ରୀ ଧଳଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନକୁ ଗ୍ରହଣ ନ କରି ତାଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମ(ଓ.ଏଫ୍‌.ଡି.ସି)ର…
ଅଧିକ ଖବର ଦେଖନ୍ତୁ...

ଟିକ୍‌-ଟକ୍‌ ଷ୍ଟାର ଗରିମା ଚୌରାସିଆଙ୍କୁ ମିଳିଲା ‘ବିଗ୍‌ ବସ୍‌’ରେ ଏଣ୍ଟ୍ରି କରିବାର ଅଫର

ମୁମ୍ବାଇ : ଖୁବ୍‌ ଶୀଘ୍ର ଛୋଟ ପରଦାର ଆରମ୍ଭ ହେବାକୁ ଯାଉଛି ସବୁଠାରୁ ବିବାଦୀୟ ରିୟାଲିଟି ସୋ’ ‘ବିଗ୍‌ ବସ୍‌ ସିଜିନ୍‌-୧୩’ । ସୋ’ର ନିର୍ମାତା ଏବେ ପ୍ରତିଯୋଗିଙ୍କୁ ବାଛିବାରେ ବ୍ୟସ୍ତ ଥିବା ବେଳେ ଏହାର ପ୍ରୋମୋ ମଧ୍ୟ ସୁଟ୍‌ ହୋଇ ସାରିଥିବା ଜଣା ପଡ଼ିଛି । ତେବେ ଏ ମଧ୍ୟରେ ଟିକ୍‌-ଟକ୍‌…
ଅଧିକ ଖବର ଦେଖନ୍ତୁ...

ଆଇନଜୀବୀଙ୍କୁ ହତ୍ୟା ଧମକ ଦେବା ଘଟଣା: ୪ ଗିରଫ, ମାଉଜର ଜବତ

ନବରଙ୍ଗପୁର: ବ୍ୟବସାୟୀ ସୁନିଲ ସାହୁଙ୍କୁ ଅପହରଣ କରିବାରେ ସଫଳ ହେବା ପରେ, ଦୁର୍ବୃତ୍ତମାନେ ସେହି ପ୍ରକାରର ଧମକ ଦେଇ ଅର୍ଥ ଆଦାୟ ଆରମ୍ଭ କରିଛନ୍ତି। ଜଣେ ଆଇନଜୀବୀଙ୍କୁ ବନ୍ଧୁକ ମୁନରେ ଭୟ ଦେଖାଇ ଅପହରଣ ଧମକ ଓ ଲକ୍ଷାଧିକ ଟଙ୍କା ନେବା ଘଟଣାରେ ନବରଙ୍ଗପୁର ଥାନା ପୁଲିସ ପକ୍ଷରୁ ୪ ଜଣଙ୍କୁ…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ମାତ୍ର ୧୧ବର୍ଷ ବୟସରେ ଘର ଛାଡ଼ିଥିଲେ ଦଲେର ମେହେନ୍ଦୀ

ମୁମ୍ବାଇ : କଣ୍ଠଶିଳ୍ପୀ ଦଲେର ମେହେନ୍ଦୀଙ୍କ ଜନ୍ମ ଅଗଷ୍ଟ ୧୮, ୧୯୬୭ରେ ବିହାରର ପାଟନାରେ ହୋଇଥିଲା । ଛୋଟବେଳେ ତାଙ୍କ ନାଁ ଦଲେର ସିଂହ ବୋଲି ଦିଆଯାଇଥିଲା । ସେ ସମୟରେ ଡ଼ାକୁ ଦଲେର ସିଂହଙ୍କ ଦ୍ୱାରା ପ୍ରଭାବିତ ହୋଇ ଦଲେର ମେହେନ୍ଦୀଙ୍କ ମାତା-ପିତା ତାଙ୍କ ନାଁ ଦଲେର ସିଂହ ରଖିଥିଲେ । ପରେ…
ଅଧିକ ଖବର ଦେଖନ୍ତୁ...

ହାତ ତିଆରି ଷ୍ଟ୍ରେଚରରେ ଆଦିବାସୀ ମହିଳା ଓ ତାଙ୍କ ଦୁଇ ଯମଜ ସନ୍ତାନଙ୍କୁ ୫କିଲୋମିଟର ବୋହିଲେ ଡାକ୍ତର

ନୂଆଦିଲ୍ଲୀ : ତେଲେଙ୍ଗାନାର ଜଣେ ସରକାରୀ ଡାକ୍ତର କରିଥିବା କାମର ଚର୍ଚ୍ଚା ଏବେ ଚାରିଆଡ଼େ ହେବାରେ ଲାଗିଛି । ଜଣେ ଆଦିବାସୀ ମହିଳାଙ୍କୁ ଡାକ୍ତରଖାନା ନେବା ପାଇଁ ଗାଡ଼ି ଆସି ପାରୁ ନଥିବାରୁ ଡାକ୍ତର ଏଲ୍‌. ରାମବାବୁ ଏକ ହାତ ତିଆରି ଷ୍ଟ୍ରେଚରରେ ୫କିଲୋମିଟର ବୋହି ମୁଖ୍ୟ ରାସ୍ତାକୁ ନେଇଥିଲେ ।…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁ ଗୁରୁତର

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ତଥା ‘ସମ୍ବାଦ’ ସଂପାଦକୀୟ ପୃଷ୍ଠା ସମ୍ପାଦକ ରଣଜିତ ଗୁରୁ ଗୁରୁତର ଅସୁସ୍ଥ ଅବସ୍ଥାରେ କିମ୍‌ସ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଗତ ୩୦ ତାରିଖରେ ଶ୍ରୀ ଗୁରୁ ପାରିବାରିକ ପୂଜାକାର୍ଯ୍ୟ ନିମନ୍ତେ ନିଜ ଗାଁ ବରଗଡ଼…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ସବୁଦିନ ପାଇଁ ବନ୍ଦ ହୋଇ ଯାଇଥିଲା ଧାରାବାହିକ ଶକ୍ତିମାନ, ୧୪ବର୍ଷ ପରେ ଜଣାଇଲେ ମୁକେଶ ଖାନ୍ନା

ମୁମ୍ବାଇ : କେବଳ ୯୦ଦଶକରେ ଜନ୍ମ ହୋଇଥିବା ପିଲାମାନେ ହିଁ ଶକ୍ତିମାନର ଗୁରୁତ୍ୱ ବୁଝି ପାରିବେ । ସେ ସମୟରେ ଅନେକ ସ୍ଥାନରେ ଟିଭିର ସୁବିଧା ନଥାଇ ମଧ୍ୟ ଗୋଟେ ଟିଭି ଆଗରେ ବସି ପିଲାମାନେ ଶକ୍ତିମାନ ଦେଖୁଥିଲେ । ୧୯୯୭-୨୦୦୫ ପର୍ଯ୍ୟନ୍ତ ଏହି ଧାରାବାହିକ ଚାଲିଥିବା ବେଳେ ପରେ ବନ୍ଦ ହୋଇ…
ଅଧିକ ଖବର ଦେଖନ୍ତୁ...