Daily Archives

August 17, 2019

ସମ୍ମାନିତ ହେବାର ଦିନକ ପରେ ୧୭,୦୦୦ଟଙ୍କା ଲାଞ୍ଚ ମାଗିଥିବାରୁ ଗିରଫ ହେଲେ କନେଷ୍ଟବଳ

ନୂଆଦିଲ୍ଲୀ : ଗୋଟେ ସେକେଣ୍ଡ ମଧ୍ୟରେ କାହା ସହ କ’ଣ ଘଟିବ, ତାହା କେହି ପାରିବେ ନାହିଁ । କିଛି ସେଭଳି ଦୃଶ୍ୟ ଦେଖିବାକୁ ମିଳିଛି ମହବୁବ୍‌ନଗର ଜିଲ୍ଲାରେ । ଏଠାରେ ଟାଉନ୍‌ ପୁଲିସ ଷ୍ଟେସନରେ ମୁତୟନ ଥିବା ପଲ୍ଲେ ତିରୁପତି ରେଡ୍ଡୀଙ୍କ ସହ ୨୪ଘଣ୍ଟା ଭିତରେ ଯାହା ଘଟିଛି, ତାହା ତାଙ୍କ ଜୀବନର…
ଅଧିକ ଖବର ଦେଖନ୍ତୁ...

ବିଜ୍ଞାପନ ପାଇଁ ୧୦କୋଟି ଅଫର କରାଯାଇଥିଲେ ମଧ୍ୟ ଏହି କାରଣ ପାଇଁ କରିବାକୁ ମନା କଲେ ଶିଳ୍ପା

ମୁମ୍ବାଇ : ଫିଟ୍‌ନେସ୍‌ ଆଇକନ ତଥା ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସବୁବେଳେ ନିଜ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସତର୍କ ରହିଥାନ୍ତି । ପ୍ରତିଦିନ ଯୋଗ କରି ନିଜକୁ ଫିଟ୍‌ ରଖିବା ସହ ଅନ୍ୟକୁ ମଧ୍ୟ ଫିଟ୍‌ ରହିବାକୁ ଉପଦେଶ ଦେଇଥାନ୍ତି ଶିଳ୍ପା । କିଛି ଦିନ ତଳେ ସେ ଲୋକମାନଙ୍କ ପାଖକୁ ନିଜର…
ଅଧିକ ଖବର ଦେଖନ୍ତୁ...

ଭୁଟାନରେ ମୋଦୀ, ୫ଟି ରାଜିନାମା ସ୍ବାକ୍ଷରିତ

ଥିମ୍ଫୁ : ପଡୋଶୀ ଦେଶ ଭୁଟାନକୁ  ୨ ଦିନିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁଟାନ ସହ ୫ଟି ବୁଝାମଣା ପତ୍ରରେ ସ୍ବାକ୍ଷର କରିଛନ୍ତି । ଏହା ସହିତ ଏକ ବିଜୁଳି କ୍ରୟ ଚୁକ୍ତି ମଧ୍ୟ କରାଯାଇଛି । ସେ ମଧ୍ୟ ଭୁଟାନରେ ରୁପେ କାର୍ଡ ଉନ୍ମୋଚନ କରିଛନ୍ତି । ଏହି ଏମଓୟୁଗୁଡ଼ିକ ମୋଦୀ…
ଅଧିକ ଖବର ଦେଖନ୍ତୁ...

କ୍ୟାବ୍‌ ନ ମିଳିବାରୁ ଜୋମାଟୋରୁ ଖାଇବା ଅର୍ଡର କରି ମାଗଣାରେ ନିଜ ଘରେ ପହଞ୍ଚିଲେ ଯୁବକ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ : ଜଣେ ଯୁବକଙ୍କୁ କ୍ୟାବ୍‌ ନ ମିଳିବାରୁ ସେ ନିଜ ଘରକୁ ଫେରିବା ପାଇଁ ଯେଉଁ ବାଟ ଆପଣାଇଥିଲେ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଘରକୁ ଯିବା ପାଇଁ ଯୁବକଜଣଙ୍କ ଫୁଡ୍‌ ଡେଲିଭରୀ ଆପ୍‌ ଜୋମାଟୋର ସାହାଯ୍ୟ ନେଇଥିଲେ । ଯାହା ପରେ ତାଙ୍କୁ ଖାଇବା ମିଳିଯିବା ସହ ମାଗଣାରେ ସେ ନିଜ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ପରିବାରରେ ଖୁସି ବୃଦ୍ଧି ହୋଇପାରେ। ବୁଧ ଓ ଗୁରୁବାର: ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। ଶୁକ୍ର ଓ ଶନିବାର: ଅଫିସ୍‌ରେ ବରିଷ୍ଠଙ୍କ ସାହାଯ୍ୟ ପାଇବେ। ରବି, ସୋମ ଓ ମଙ୍ଗଳବାର: ନୂଆ ଶିଖିବାର ଅବସର ମିଳିବ। ବୁଧ ଓ ଗୁରୁବାର: ବୈବାହିକ ଜୀବନ ଖୁସିଭରା…
ଅଧିକ ଖବର ଦେଖନ୍ତୁ...

ଆଜିଠାରୁ ଆରମ୍ଭ ହେଲା ରେନୋ ଟ୍ରାଇବର ର ବୁକିଙ୍ଗ , ୨୮ରେ ଲଞ୍ଚ୍

ନୂଆଦିଲ୍ଲୀ : କାର ଓ ଏସୟୁଭି କମ୍ପାନି ରେନୋ ର ନୂଆ ଗାଡି ଟ୍ରାଇବର ର ବୁକିଙ୍ଗ ଆଜିଠାରୁ ଆରମ୍ଭ ହୋଇଛି । ଆସନ୍ତା ୨୮ରେ ଏହାର ଲଞ୍ଚ କରାଯିବ । ରେନୋ ଟ୍ରାଇବରକୁ ଭାରତ ଓ ଫ୍ରାନ୍ସର ରେନୋ ଟିମ ମିଳିତ ଭାବରେ ଭାରତୀୟ ମାର୍କେଟ ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ କରିଛନ୍ତି । ଏହାର ଚେନ୍ନାଇରେ…
ଅଧିକ ଖବର ଦେଖନ୍ତୁ...

କୋଲ ଇଣ୍ଡିଆରେ ନିଯୁକ୍ତି ନାଁରେ ଠକେଇ, ସତର୍କ କରାଇଲା କୋଲ ଇଣ୍ଡିଆ

ଭୁବନେଶ୍ୱର : କୋଲ ଇଣ୍ଡିଆରେ ନାଁ ରେ ପ୍ରକାଶିତ ମିଥ୍ୟା ନିଯୁକ୍ତି ବିଜ୍ଞାପନ ପ୍ରକାଶିତ ହୋଇଥିବା ନଜରୁ ଆସିଛି । ଖୋଦ କୋଲ ଇଣ୍ଡିଆ ଏନେଇ ସତର୍କ କରିଦେଇଛି । କୋଲ ଇଣ୍ଡିଆ ପକ୍ଷରୁ ଏକ ବକ୍ତବ୍ୟ ଜାରି କରି କୁହାଯାଇଛି ଯେ କୋଲ ଇଣ୍ଡିଆର ଶାଖା କମ୍ପାନି ଭାବେ ଦକ୍ଷିଣ-କେନ୍ଦ୍ରୀୟ କୋଲଫିଲ୍ଡସ…
ଅଧିକ ଖବର ଦେଖନ୍ତୁ...

କେବିସିରେ ଭାଗ ନେଇ ପାରିବେ ନାହିଁ ଅମିତାଭ ବଚ୍ଚନଙ୍କ ପରିବାର ବର୍ଗ

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ସୋ’ ‘କୌନ ବନେଗା କରୋଡ ପତି’ ପୁଣି ଥରେ ନିଜର ୧୧ତମ ସିଜନ୍‌ ସହିତ ଦର୍ଶକଙ୍କ ସାମ୍ନାକୁ ଆସିବାକୁ ଯାଉଛି। ପୁଣିଥିରେ ବିଗ ବି ନିଜର ପୁରୁଣା ଶୈଳୀରେ ହଟ ସିଟ୍‌ରେ ପ୍ରତିଯୋଗୀଙ୍କୁ ପ୍ରଶ୍ନ ପଚାରି ଦର୍ଶକଙ୍କ ମନରୋଞ୍ଜନ କରିବେ। ନିକଟରେ ମୁମ୍ବାଇରେ…
ଅଧିକ ଖବର ଦେଖନ୍ତୁ...

ମହିଳା ଏସ୍‌ପିଙ୍କ ଆକ୍ରମଣରେ ଜଣେ ମହିଳାଙ୍କର ଗର୍ଭ ନଷ୍ଟ! ଏସଡିଜେଏମଙ୍କ ନିର୍ଦ୍ଦେଶ ପରେ ଥାନାରେ ଏତଲା

ସୁନ୍ଦରଗଡ଼: ମହିଳା ଏସ୍‌ପିଙ୍କ ଆକ୍ରମଣରେ ଜଣେ ମହିଳାଙ୍କର ଗର୍ଭ ନଷ୍ଟ ହୋଇଥିବା ନେଇ ଥାନାକୁ ଅଭିଯୋଗ ଆସିଛି। ଏସ୍‌ଡିଜେଏମ୍‌ଙ୍କ ନିର୍ଦ୍ଦେଶରେ ହେମଗିରି ଥାନାରେ ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ରଙ୍କ ନାଁରେ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି କନିକା ଅଞ୍ଚଳର ପ୍ରିୟା ଦେ ନାମରେ ଜଣେ ମହିଳା।…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ପ୍ରଫେସରଙ୍କ ସଫଳତା : ୧୪ ଦିନରେ ସାଇକେଲ ମାଧ୍ୟମରେ ଅତିକ୍ରମ କଲେ ମାଲେସିଆ ଉପକୂଳ

ଭୁବନେଶ୍ୱର : ଓଡ଼ିଶା ପ୍ରଫେସର ତଥା ସାଇକେଲ ଚାଳକ ଏସ ଏସ ଏସ ସମିମ୍ ଏକ ବିରଳ ସଫଳତା ହାସଲ କରିଛନ୍ତି । ନିକଟରେ ସେ ପ୍ରାୟ ୨ ହଜାର କିଲୋମିଟର ଦୀର୍ଘ ମାଲେସିଆନ ପେନିନସୁଲାର ରାଇଡ ମାତ୍ର ୧୪ ଦିନରେ ସଂପୂର୍ଣ୍ଣ କରି ଏହି ସଫଳତା ହାସଲ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,…
ଅଧିକ ଖବର ଦେଖନ୍ତୁ...