Daily Archives

August 18, 2019

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଜି ଆପଣ ନିଜର ସଫଳତା ନେଇ ଆଶ୍ବସ୍ତ ରହିବେ। ଜୀବନସାଥୀଙ୍କ ସହଯୋଗରେ ସ୍ଥଗିତ ଥିବା କାମ ଠିକ୍‌ ହୋଇଯିବ। ଆର୍ଥିକ ମାମଲାରେ ଲାଭ ମିଳିବ। ପ୍ରିୟ ବନ୍ଧୁଙ୍କ ସହିତ ବୁଲିବାରେ ଅଧିକ ସମୟ ବିତେଇବେ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ଭଦ୍ରକାଳୀ। ବୃଷ: ଆପଣ ଟିକେ ଭାବପ୍ରବଣ…
ଅଧିକ ଖବର ଦେଖନ୍ତୁ...

ଓସଜା ପକ୍ଷରୁ ପାଳିତ ହେଲା ଅଶୋକ ପଟ୍ଟନାୟକ ସ୍ମାରକୀ ସ୍ମୃତିସଭା, ସ୍ୱର୍ଗତ ରଣଜିତ ଗୁରୁଙ୍କ ପାଇଁ ନିରବ ପ୍ରାର୍ଥନା

ଭୁବନେଶ୍ୱର: ରାଜ୍ୟରେ କ୍ରୀଡ଼ା ସାମ୍ବାଦିକତା ଧାରାର ପରମ୍ପରା ସ୍ଥାପନରେ ବିଶେଷ ଭୂମିକା ଗ୍ରହଣ କରିଥିବା ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସ୍ୱର୍ଗତଃ ଅଶୋକ ପଟ୍ଟନାୟକଙ୍କ ସ୍ମୃତିସଭା ରବିବାର ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ପକ୍ଷରୁ ପାଳିତ ହୋଇଯାଇଛି । ଓସଜାର ସଭାପତି ସନ୍ଦୀପ ମିଶ୍ରଙ୍କ…
ଅଧିକ ଖବର ଦେଖନ୍ତୁ...

ଗୁଗୁଲ ମ୍ୟାପ ଜରିଆରେ ଚାରିମାସ ପରେ ପୁଅକୁ ପାଇଲେ ପିତା

ନୂଆଦିଲ୍ଲୀ: ପୁଲିସ ଦିଲ୍ଲୀରେ ଚାରିମାସ ପୂର୍ବରୁ ନିଖୋଜ ଥିବା ୧୨ବର୍ଷୀୟ ପୁଅକୁ  ଗୁଗୁଲ ମ୍ୟାପ ଜରିଆରେ ତାର ପିତା ସହିତ ଭେଟ କରାଇ ପାରିଛି। ପୁଲିସ ସୂତ୍ରରୁ ପ୍ରକାଶ, ବାଳକ ମାର୍ଚ୍ଚ ୨୧ରେ ଦିଲ୍ଲୀ କୀର୍ତ୍ତି ନଗର ଅଞ୍ଚଳରୁ ଇ-ରିକ୍ସାରେ ବସିଥିଲା। ଶିଶୁ ଯେତେବବେଳେ ମେଟ୍ରୋ ଷ୍ଟେସନ୍‌ରେ…
ଅଧିକ ଖବର ଦେଖନ୍ତୁ...

ଉତ୍ତରାଖଣ୍ଡ-ହିମାଚଳରେ ପ୍ରବଳ ବର୍ଷା: ୧୧ ମୃତ, ଅନେକ ନିଖୋଜ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳ ଓ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରବିବାର ଜନଜୀବନ ପ୍ରଭାବିତ ହୋଇଛି। ଏହି ୨ ରାଜ୍ୟରେ ବର୍ଷା ଯୋଗୁଁ ୧୧ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଉତ୍ତରାଖଣ୍ଡରେ ଅନେକ ଲୋକ ଏବେବି ନିଖୋଜ ଅଛନ୍ତି। ସେହିଭଳି ହିମାଚଳ ପ୍ରଦେଶରେ ବର୍ଷା ଲୋକଙ୍କର…
ଅଧିକ ଖବର ଦେଖନ୍ତୁ...

ମିଳିଲା ୧୯୬୮ ମସିହାରେ ନିଖୋଜ ହୋଇଥିବା ଏଏନ୍‌-୧୨ ବିଏଲ୍‌-୫୩୪ ବିମାନର ଭଗ୍ନାବଶେଷ

ନୂଆଦିଲ୍ଲୀ: ୧୯୬୮ ମସିହାରେ ନିଖୋଜ ହୋଇଥିବା ଭାରତୀୟ ବାୟୁସେନାର ଏଏନ୍‌-୧୨ ବିଏଲ୍‌-୫୩୪ ବିମାନର ଭଗ୍ନାବଶେଷ ରବିବାର ଉଦ୍ଧାର ହୋଇଛି। ବିମାନଟିର ଇଞ୍ଜିନ୍‌, ଫସ୍‌ଲେଜ୍‌, ସର୍କିଟ୍‌, ପ୍ରୋପେଲର୍‌, ଫୁଏଲ୍‌ ଟ୍ୟାଙ୍କ୍‌ ୟୁନିଟ୍‌, ଏୟାର୍‌ବ୍ରେକ୍‌ ଆସେମ୍ବଲି, କକ୍‌ପିଟ୍‌ ଡୋର୍‌ ଆଦି…
ଅଧିକ ଖବର ଦେଖନ୍ତୁ...

ବିବାଦରେ ରାକ୍ଷୀଙ୍କ ଇନ୍‌ଷ୍ଟା ପୋଷ୍ଟ : ଅରୁଣ ଜେଟ୍‌ଲୀଙ୍କ ଫଟୋ ପୋଷ୍ଟ କରି ଲେଖିଲେ ‘ରେଷ୍ଟ ଇନ୍‌ ପିସ୍‌’

ମୁମ୍ବାଇ : ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏବେ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ପ୍ରତି ମିନିଟ୍‌ରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖବର ସାମ୍ନାକୁ ଆସୁଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି । ଏବେ ତାଙ୍କୁ ଲାଇଫ୍‌ ସପୋର୍ଟ ସିଷ୍ଟମରେ ରଖାଯାଇଛି । ସାରା ଦେଶର ଲୋକ ଏବେ…
ଅଧିକ ଖବର ଦେଖନ୍ତୁ...

ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଭୁଟାନରୁ ଫେରି ପ୍ରଧାନମନ୍ତ୍ରୀ ମୋଦୀ ରାତି ୮ଟାରେ ଯିବେ ଏମସ୍‌!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନିଜର ଦୁଇ ଦିନିଆ ଗସ୍ତ ଶେଷ କରି ଭୁଟାନରୁ ଭାରତ ଫେରିଆସିଛନ୍ତି। ଦିଲ୍ଲୀ ବିମାନବନ୍ଦରରେ ମୋଦୀଙ୍କୁ କେନ୍ଦ୍ର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ସ୍ୱାଗତ ଜଣାଇଛନ୍ତି। ଏହାରି ମଧ୍ୟରେ ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି ଯେ, ମୋଦୀ…
ଅଧିକ ଖବର ଦେଖନ୍ତୁ...

ଗରିବ ପିଲାଙ୍କ ପାଇଁ ଦେବଦୂତ ସାଜିଲେ ସନ୍ଦୀପ, ମେଧାବୀ ଛାତ୍ରଙ୍କୁ ମାଗଣାରେ ବାଣ୍ଟୁଛନ୍ତି ବହି

ଚଣ୍ଡିଗଡ଼: ବହି ବିନା ବିଦ୍ୟା ଅଧୁରା। ଆଉ ଏହି ବହି ହିଁ ଜଣେ ମଣିଷକୁ ସଫଳତାର ଶୀର୍ଷସ୍ତରରେ ପହଁଚାଇ ଥାଏ। ଜନ୍ମଠୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ବହି ପାଲଟିଥାଏ ମଣିଷର ପ୍ରକୃତ ବନ୍ଧୁ। ହେଲେ ଆଜି ବି ସମାଜରେ ଅନେକ ଗରିବ ଘରେ ମେଧାବୀ ଛାତ୍ରଛାତ୍ରୀ ଅଛନ୍ତି ଯାହାଙ୍କୁ ଏହି ବହି ଖଣ୍ଡକ…
ଅଧିକ ଖବର ଦେଖନ୍ତୁ...

ନିଜ ଘର ବନ୍ୟାରେ ବୁଡି ଯାଉଥିବା ସତ୍ତ୍ୱେ ଅନ୍ୟ ଲୋକଙ୍କୁ ଉଦ୍ଧାର କରିବାରେ ବ୍ୟସ୍ତ ଥିଲେ ପୁଲିସକର୍ମଚାରୀ

ସାଙ୍ଗଲି: ନିଜ ଘର ପାଣିରେ ବୁଡି ଯାଉଥିବା ସତ୍ତ୍ୱେ ସାଙ୍ଗଲିର ପୁଲିସକର୍ମଚାରୀ ନିଜ ଜୀବନକୁ ତିଳେ ମାତ୍ର ଖାତିର ନକରି ହଜାର ବନ୍ୟା ପୀଡିତଙ୍କ ଜୀବନ ବଞ୍ଚାଇଥିଲେ। ସାଙ୍ଗଲିରେ ୨୪୦ ପୁଲିସକର୍ମଚାରୀଙ୍କ ଘର କ୍ଷତିଗ୍ରସ୍ତ ହୋଇଛି। ଏହି ସମସ୍ତ ପୁଲିସକର୍ମୀଙ୍କ ଘର ଏବେ ବି ବନ୍ୟା ପାଣି ଘେରରେ…
ଅଧିକ ଖବର ଦେଖନ୍ତୁ...

ପୁରୁଣା ଭୁବନେଶ୍ୱରରେ ଯୁବ ସ୍ୱାଭିମାନ ଦିବସ

ଭୁବନେଶ୍ୱର: ଯୁବ ସ୍ୱାଭିମାନ ଦିବସ ଉପଲକ୍ଷେ ରବିବାର ଅପରାହ୍ଣରେ ପୁରୁଣା ଭୁବନେଶ୍ୱର, ମହତାବରୋଡ଼, ଆନିଆ ହାଉସ ଛକ ନିକଟ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଶୀତଳଷଷ୍ଠୀ କଲ୍ୟାଣ ମଣ୍ଡପ ପରିସରରେ ବୃକ୍ଷରୋପଣ କରାଯାଇଛି। ସାମ୍ବାଦିକ ଲିଙ୍ଗରାଜ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ…
ଅଧିକ ଖବର ଦେଖନ୍ତୁ...