Daily Archives

August 19, 2019

ପ୍ରତିଦିନ ଗୋଟିଏ ସେଓ ଖାଇଲେ ମିଳିବ ଏହି ୪ଟି ଶାରୀରିକ ସମସ୍ୟାରୁ ମୁକ୍ତି

ସେଓଫଳ ଖାଇବା ଶରୀର ପାଇଁ କେତେ ଲାଭଦାୟକ ତାହା ଲୋକମାନେ ଜାଣି ମଧ୍ୟ ନିଜ ପ୍ରତିଦିନର ଖାଦ୍ୟ ତାକୁ ସାମିଲ କରନ୍ତି ନାହିଁ । କିଛି ଲୋକ ଚାହିଁ ଖାଇ ପାରୁ ନଥିବା ବେଳେ କିଛି ଲୋକ ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ପ୍ରତିଦିନ ଗୋଟେ ସେଓ ଫଳ ଖାଇବା ଦ୍ୱାରା ଶରୀରକୁ ମିଳୁଥିବା ଫାଇଦା…
ଅଧିକ ଖବର ଦେଖନ୍ତୁ...

ଜିଆ ଖାନ୍‌ଙ୍କ ମୃତ୍ୟୁ ରହସ୍ୟକୁ ନେଇ ତିନି ଭାଗରେ ନିର୍ମାଣ ହେବ କ୍ଷୁଦ୍ର ଚଳଚ୍ଚିତ୍ର

ମୁମ୍ବାଇ : ବଲିଉଡ୍‌ କଳାକାରମାନେ ନିଜ ଫିଲ୍ମ ଅପେକ୍ଷା ନିଜ ବ୍ୟକ୍ତିଗତ ବିବାଦକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । କାହାକୁ ଡେଟ୍‌ କରୁଛନ୍ତି ବା କାହାକୁ ବିବାହ କରିବାକୁ ଯାଉଛନ୍ତି, ସେ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । ସେଭଳି ଅଭିନେତ୍ରୀ ଜିଆ ଖାନ୍‌ଙ୍କର ହଠାତ୍‌ ଆତ୍ମହତ୍ୟା…
ଅଧିକ ଖବର ଦେଖନ୍ତୁ...

ଆଲିଆ-ରଣବୀର ଓ ବରୁଣ-ନତାଶାଙ୍କ ବିବାହରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ କରଣ ଜୋହର

ମୁମ୍ବାଇ : ୨୦୧୮ରେ ଅନେକ ବଲିଉଡ୍‌ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଦୀପିକା-ରଣବୀର ଓ ପ୍ରିୟଙ୍କା-ନିକ୍‌ଙ୍କ ବିବାହ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଚଳିତ ବର୍ଷ ବରୁଣ-ନତାଶା ଓ ଆଲିଆ-ରଣବୀରଙ୍କ ବିବାହ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଦୁହିଁଙ୍କ ବିବାହରେ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡା : ମାଲବାହୀ ଟ୍ରେନ ଲାଇନଚ୍ୟୁତ

ଝାରସୁଗୁଡା : ଝାରସୁଗୁଡ଼ାରୁ ବସୁନ୍ଧରା କୋଇଲାଖଣିକୁ ସଂଯୋଗ କରୁଥିବା ରେଳ ଲାଇନର ରାଜପୁର ଠାରେ  ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ମାଲବାହୀ ଟ୍ରେନଟିର ଗୋଟିଏ ଡବା ଲାଇନଚ୍ୟୁତ ହେବାରୁ ଗୋଟିଏ ଡବା ଲାଇନ ରୁ ବାହାରିପଡିଛି । ଫଳରେ ମଝି ରାସ୍ତାରେ ମାଲବାହୀ ଟ୍ରେନଟି ଅଟକିରହିଛି ।…
ଅଧିକ ଖବର ଦେଖନ୍ତୁ...

ବନ୍ୟା ପାଇଁ ମହାରାଷ୍ଟ୍ରକୁ ବିଗ୍‌ ବି ୫୧ଲକ୍ଷ ଟଙ୍କା ଦେବା ସହ ରିଲାଏନ୍ସ ଦେଲା ୫କୋଟି ଟଙ୍କାର ସହାୟତା ରାଶି

ମୁମ୍ବାଇ : ଦେଶର ବିଭିନ୍ନ ରାଜ୍ୟରେ ଏବେ ଲଗାଣ ବର୍ଷା ଲାଗି ରହିଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହଜାର ହଜାର ଲୋକଙ୍କ ଘର ଭାଙ୍ଗିଯିବା ସହ ସେମାନଙ୍କ ପାଖରେ ବିଭିନ୍ନ ସହାୟତା ପହଞ୍ଚି ପାରୁ ନାହିଁ । କିଛି ଲୋକ ବନ୍ୟା ଜଳରେ ଭାସି ଯାଇ ମୃତ୍ୟୁବରଣ କରିଥିବା ମଧ୍ୟ ଖବର ମିଳୁଛି ।…
ଅଧିକ ଖବର ଦେଖନ୍ତୁ...

ଡାକ୍ତର-କମ୍ପାଉଣ୍ଡରଙ୍କ ଲଜ୍ଜାଜନକ କାମ : ଅଶ୍ଲୀଳ ଭିଡିଓ ଭାଇରାଲ କରିବାର ଧମକ ଦେଇ ବର୍ଷେ ପର୍ଯ୍ୟନ୍ତ ନର୍ସଙ୍କ ସହ…

ବାର୍‌ମର : ରାଜସ୍ଥାନର ବାର୍‌ମର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ଘରୋଇ ଡାକ୍ତରଖାନାରେ ଜଣେ ନର୍ସଙ୍କୁ ଡାକ୍ତରଖାନାର ଡାକ୍ତର ଓ କମ୍ପାଉଣ୍ଡର ମିଶି ଦୁଷ୍କର୍ମ କରିବା ଖବର ଏବେ ସମସ୍ତଙ୍କୁ ସ୍ତବ୍ଧ କରିଛି । ବର୍ଷେ ପର୍ଯ୍ୟନ୍ତ ଦୁଷ୍କର୍ମ କରିବା ପରେ ଅଗଷ୍ଟ ୧୬ରେ ଅଭିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ଖୁବ୍‌ ଶୀଘ୍ର ନିଜ ପ୍ରେମିକାଙ୍କୁ ବିବାହ କରିବେ ଆଦିତ୍ୟ ରଏ କପୁର!

ମୁମ୍ବାଇ : ୨୦୦୯ରେ ଫିଲ୍ମ ଲଣ୍ଡନ ଡ୍ରିମ୍ସରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତା ଆଦିତ୍ୟ ରଏ କପୁର । ଏହା ପରେ ଫିଲ୍ମ ଆଶିକି-୨ କରିବା ପରେ ସେଥିରେ ମୁଖ୍ୟ ଭୂମିକାରେ ଥିବା ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ସେ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା । କିନ୍ତୁ ପରେ ଦୁହେଁ…
ଅଧିକ ଖବର ଦେଖନ୍ତୁ...

ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ, ଡଃ ସୁଧାଂଶୁ ଷଡଙ୍ଗୀ ନୂଆ ପୁଲିସ କମିଶନର

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଡଃ ସୁଧାଂଶୁ ଷଡଙ୍ଗୀ କଟକ-ଭୁବନେଶ୍ୱରର ନୂଆ ପୁଲିସ କମିଶନର ନିଯୁକ୍ତ ହୋଇଛନ୍ତି । ବର୍ତ୍ତମାନର କମିଶନର ସତ୍ୟଜିତ ମହାନ୍ତି ଜେଲ ବିଭାଗ ଏଡିଜି ନିଯୁକ୍ତ ହୋଇଛନ୍ତି । ସେହିପରି ଆରପି କୋଚେଙ୍କୁ ଏଡିଜି-ଆଇନ…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠ ସାମ୍ବାଦିକ ଦିବଗଂତ ରଣଜିତ ଗୁରୁଙ୍କ ବିୟୋଗରେ ‘ସମ୍ବାଦ ଭବନ’ରେ ଶୋକସଭା

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ତଥା ‘ସମ୍ବାଦ’ର ସଂପାଦକୀୟ ପୃଷ୍ଠାର ସମ୍ପାଦକ ରଣଜିତ୍‌ ଗୁରୁଙ୍କର ଶନିବାର ମଧ୍ୟ ରାତ୍ରରେ ଦେହାନ୍ତ ଘଟିବା ପରେ ସୋମବାର ‘ସମ୍ବାଦ ଭବନ’ ପରିସରରେ ତାଙ୍କୁ ସହକର୍ମୀମାନେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଆଜି ‘ସମ୍ବାଦ ଭବନ’ ପରିସରରେ ଆୟୋଜିତ…
ଅଧିକ ଖବର ଦେଖନ୍ତୁ...

ତାଓ୍ଵି ନଦୀରୁ ଦୁଇ ବ୍ୟକ୍ତିଙ୍କୁ ଉଦ୍ଧାର କରାଯିବା ପୂର୍ବର କାହାଣୀ ବଖାଣିଲେ ବାୟୁସେନା କମାଣ୍ଡୋ

ଶ୍ରୀନଗର : ହଠାତ୍‌ ଜଳସ୍ଥର ବଢ଼ିବାରୁ ଜମ୍ମୁରେ ଥିବା ତାଓ୍ଵି ନଦୀରେ ଦୁଇ ଘଣ୍ଟା କାଳ ଫସି ରହିଥିଲେ ୨ଜଣ ମାଛ ଧରାଳୀ । ଦୁଇ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରିବା ପାଇଁ ପହଞ୍ଚିଥିଲା ବାୟୁସେନା ବିମାନ । ବାୟୁସେନାର ଗରୁଡ଼ କମାଣ୍ଡୋ ହେଲିକପ୍ଟର ଏମ୍‌ଆଇ-୧୭ ସାହାଯ୍ୟରେ ଦୁଇ ଜଣଙ୍କୁ ସୁରକ୍ଷିତ…
ଅଧିକ ଖବର ଦେଖନ୍ତୁ...