Daily Archives

August 19, 2019

ସେନାରୁ ଫେରିଲେ ଧୋନି, ଝିଅ ଜିଭାକୁ ଭେଟି କାଖେଇ ପକାଇଲେ

ନୂଆଦିଲ୍ଲୀ: ସେନାରେ ୧୫ ଦିନ ବିତାଇବା ପରେ ଘରକୁ ଫେରିଲେ ଟିମ୍‌ ଇଣ୍ଡିଆର ଉଦୀୟମାନ ଖେଳାଳି ମହେନ୍ଦ୍ର ସିଂହ ଧୋନି। ସେ ଦିଲ୍ଲୀଠାରେ ପତ୍ନୀ ସାକ୍ଷୀ ଓ ଝିଅ ଜିଭାଙ୍କୁ ଭେଟିଛନ୍ତି। ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ସ୍କିପର୍‌ ଧୋନି ସେନାରେ କିଛି ଦିନ ଅବୈତନିକ ଡିୟୁଟି କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଜି ଆପଣଙ୍କୁ ପରିଶ୍ରମ ବଳ ଉପରେ ଧନଲାଭ ହୋଇପାରେ। ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଜ୍ଞାନ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ଭଲ। ବାହନ କିଣିବା ଲାଗି ମନ ବଳିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ଭଦ୍ରକାଳୀ। ବୃଷ:…
ଅଧିକ ଖବର ଦେଖନ୍ତୁ...

ବଣ୍ଟାହେଲା ୫୦ ହଜାର ରସଗୋଲା

ଭୁବନେଶ୍ବର: ମିଠା କାରଖାନା ପାଇଁ ଜମି ଯୋଗାଇ ଦିଆଯିବ। ଯେଉଁଠି ମିଠା ପାଇଁ ଉନ୍ନତ ଭିତ୍ତିଭୂମି ଓ ପ୍ୟାକେଜିଂର ବ୍ୟବସ୍ଥା ହେବ। ଇଡ୍‌କୋ ଅଧୀନରେ ଥିବା ଜମି ମଧ୍ୟରୁ ଏକ ଜମି ଚିହ୍ନଟ କରାଯିବା ପରେ ସେଠାରେ କାରଖାନା ସ୍ଥାପନ ହେବା ନେଇ ମତ ରଖିଛନ୍ତି ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ନିରାପତ୍ତା କାରଣରୁ ପାକିସ୍ତାନ ଗସ୍ତରେ ଆସିବେ ନାହିଁ ବ୍ରିଟିଶ ରାଜଦମ୍ପତ୍ତି

ଲଣ୍ଡନ : କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢିଚାଲିଥିବାରୁ ଇଂଲାଣ୍ଡର ଯୁବରାଜ ଓ ଯୁବରାଣୀ ( ଡ୍ୟୁକ ଏଣ୍ଡ ଡଚେସ ଅଫ କେମ୍ବ୍ରିଜ) ପ୍ରିନ୍ସ ହ୍ୟାରୀ ଓ କେଟ ମିଡଲଟନ ନିଜର ପାକିସ୍ତାନର ଗସ୍ତ ବାତିଲ କରିବାର ସମ୍ଭାବନା ରହିଛି । ବ୍ରିଟେନର ବୈଦେଶିକ ଓ…
ଅଧିକ ଖବର ଦେଖନ୍ତୁ...

ନିରକ୍ଷରତାର ସୁଯୋଗ ନେଇ ମହିଳାଙ୍କୁ ଠକିଲେ ରାଜନେତା 

ନବରଙ୍ଗପୁର:  ନବରଙ୍ଗପୁର ଜିଲ୍ଲାରେ ମହିଳା ନିରକ୍ଷରତାର ସୁଯୋଗ ନେଇ ଜଣେ ରାଜନେତା ଲକ୍ଷାଧିକ ଟଙ୍କା ଉଠାଇ ନେଇଥିବାର ଅଭିଯୋଗ ହୋଇଛି। ମହିଳା ଗ୍ରୁପମାନ ଗଠନ କରି ଏକ ମାଇକ୍ରୋଫାଇନାସ ସଂସ୍ଥାରେ ରୁଣ କରାଇଦେଇ ସେହି ଟଙ୍କାକୁ ମହିଳାଙ୍କ ଟିପ ଚିହ୍ନ ନେଇ ନିଜ ଏକାଉଣ୍ଟକୁ ନେଇଯାଇଥିବା ନେଇ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ଜୁନାଗଡ଼ ଏବଂ ଜଗଦଲପୁରକୁ  ୨ଟି ପୃଥକ ଟ୍ରେନ୍‌ ଚାଳିବ;  ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର: ଭୁବନେଶ୍ୱରରୁ ଜୁନାଗଡ଼ ଏବଂ ଭୁବନେଶ୍ୱରରୁ ଜଗଦଲପୁରକୁ ୨ଟି ପୃଥକ ଟ୍ରେନ୍‌ ଚଳଚଳ କରିବା ଅନୁରୋଧକୁ ରକ୍ଷା କରି ଏହାକୁ ସ୍ୱୀକୃତି ଦେଇଥିବାରୁ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ସାମାଜିକ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରେ ପ୍ରବଳ ବନ୍ୟା, ଭାରତକୁ ଦାୟୀ କଲା ଇସ୍ଲାମାବାଦ

ନୂଆଦିଲ୍ଲୀ : ହିମାଳୟରୁ ବାହାରି ଭାରତର ଜମ୍ମୁ କଶ୍ମୀର, ପଞ୍ଜାବ, ହିମାଚଳପ୍ରଦେଶ ଆଦି ରାଜ୍ୟ ଦେଇ ପାକିସ୍ତାନକୁ ଯାଉଥିବା ସିିନ୍ଧୁ ନଦୀ, ସତଲେଜ,ବ୍ୟାସ, ରବି ଆଦି ନଦୀରେ ଏବେ ପ୍ରବଳ ବନ୍ୟା । ଏହା ଫଳରେ ଭାରତର ଏହିସବୁ ରାଜ୍ୟରେ ବନ୍ୟା ଦେଖାଦେଇଛି । ଏହା ସହିତ ପାକିସ୍ତାନର ପଞ୍ଜାବ ଓ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ସାଂସଦମାନଙ୍କୁ ସରକାରଙ୍କ ଚରମବାଣୀ; ୭ ଦିନ ଭିତରେ ବଙ୍ଗଳା ଖାଲିକର ନଚେତ କାଟି ଦିଆଯିବ ବିଦ୍ୟୁତ ଓ ପାଣି…

ନୂଆଦିଲ୍ଲୀ: ସଂସଦର ଯେଉଁ ପୂର୍ବତନ ସାଂସଦମାନେ ନିଜ କାର୍ଯ୍ୟକାଳ ସରିବା ପରେ ବି ସେମାନଙ୍କୁ ମିଳିଥିବା ସରକାରୀ ବଙ୍ଗଳାକୁ ଛାଡ଼ି ନାହାନ୍ତି, ସେମାନଙ୍କୁ ଆଜି ଚରମ ଚେତାବନୀ ଶୁଣାଇଛନ୍ତି କେନ୍ଦ୍ର ସରକାର। ଆଗାମୀ ୭ ଦିନ ମଧ୍ୟରେ ଯଦି ପୂର୍ବତନ ସାଂସଦମାନେ ସେମାନଙ୍କୁ ମିଳିଥିବା ସରକାରୀ…
ଅଧିକ ଖବର ଦେଖନ୍ତୁ...

ସମୁଦ୍ର କୂଳରେ ଦିଶିଲା ନିଆରା ନୀଳ ରଂଗର ଆଲୋକ; #ଚେନ୍ନାଇସିସ୍ପାର୍କଲ କ୍ୟାପ୍‌ସନରେ ଟ୍ଵିଟର୍‌ରେ ବୁଲିଲା ଦୃଶ୍ୟ

ଚେନ୍ନାଇ: ରବିବାର ସଂଧ୍ୟାରେ ଚେନ୍ନାଇ ବାସିନ୍ଦା ସମୁଦ୍ରକୂଳରେ ଏକ ନିଆରା ଦୃଶ୍ୟର ଅଭିଜ୍ଞତା ଅର୍ଜନ କରିଛନ୍ତି। ସମୁଦ୍ର ଭିତରୁ ଅଚାନକ ଏକ ନୀଳ ରଂଗର ଆଲୋକ ବାହାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ନୀଳ ଆଲୋକ ତିରୁବନମିୟୁର, ଇନ୍‌ଜାମବକମ୍‌ ଓ ପଲ୍ଲାଭକମ ସମୁଦ୍ରକୂଳରେ ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

୫୧ ବର୍ଷ ପରେ ଠାବ ହେଲା ବାୟୁସେନାର ନିଖୋଜ ବିମାନର ଭଗ୍ନାବଶେଷ; ମିଳିଲା ନାହିଁ ଦୁଇ ପାଇଲଟଙ୍କ ମୃତଦେହ

ନୂଆଦିଲ୍ଲୀ: ୫୧ ବର୍ଷ ପରେ ମିଳିଲା ବାୟୁସେନାର ନିଖୋଜ ବିମାନର ଭଗ୍ନାବଶେଷ । ଗତ ୧୯୬୮ ଫେବ୍ରୁଆରି ୭ ତାରିଖରେ ବାୟୁସେନାର ଏଏନ-୧୨ ବିଏଲ୍-୫୩୪ ବିମାନ ହିମାଚଳପ୍ରଦେଶ ରୋହତାଙ୍ଗ୍ ନିକଟରେ ନିଖୋଜ ହୋଇଯାଇଥିଲା । ତେବେ ଗତ ଜୁଲାଇ ୨୬ ତାରିଖରୁ ସେନାର ଡୋଗରା ସ୍କାଉଟ ପକ୍ଷରୁ କରାଯାଇଥିବା…
ଅଧିକ ଖବର ଦେଖନ୍ତୁ...